"ନେଟ୍‌ୱର୍କଗୁଡ଼ିକୁ ଖୋଜିପାରୁନାହିଁ" "WEP" "WPA" "WPA2" "WPA/WPA2" "802.1x" "WPA-EAP" "RSN-EAP" "WPA3" "WPA2/WPA3" "କିଛି ନାହିଁ/OWE" "OWE" "Suite-B-192" "କିଛି ନାହିଁ" "WEP" "WPA-Personal" "WPA2-Personal" "WPA/WPA2-Personal" "WPA/WPA2/WPA3-Enterprise" "WPA-Enterprise" "WPA/WPA2-Enterprise" "WPA2/WPA3-Enterprise" "WPA3-Enterprise" "ପାସପଏଣ୍ଟ" "WPA3-Personal" "WPA2/WPA3-Personal" "କିଛି ନାହିଁ/Enhanced Open" "Enhanced Open" "WPA3-Enterprise 192-ବିଟ୍" "ସେଭ୍‌ ହୋଇଗଲା" "ବିଛିନ୍ନ କରାଯାଇଛି" "ଅକ୍ଷମ ହୋଇଛି" "IP କନଫିଗରେଶନ ବିଫଳ ହୋଇଛି" "ନିମ୍ନ ମାନର ନେଟ୍‌ୱର୍କ କାରଣରୁ ସଂଯୁକ୍ତ ହୋଇନାହିଁ" "ୱାଇଫାଇ ସଂଯୋଗ ବିଫଳ ହୋଇଛି" "ପ୍ରମାଣୀକରଣରେ ସମସ୍ୟା" "ସଂଯୋଗ କରିପାରିବ ନାହିଁ" "\'%1$s\' ସହିତ ସଂଯୁକ୍ତ ହୋଇପାରୁନାହିଁ" "ପାସ୍‌ୱର୍ଡ ଯାଞ୍ଚ କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ" "ପରିସୀମାରେ ନାହିଁ" "ସ୍ୱଚାଳିତ ଭାବେ ସଂଯୁକ୍ତ ହେବନାହିଁ" "ଇଣ୍ଟରନେଟ୍‌ର କୌଣସି ଆକ୍‌ସେସ୍‌ ନାହିଁ" "%1$s ଦ୍ୱାରା ସେଭ କରାଯାଇଛି" "ମିଟରଯୁକ୍ତ ନେଟୱାର୍କ ସହ ସଂଯୋଗ କରାଯାଇଛି" "%1$s ମାଧ୍ୟମରେ ଅଟୋମେଟିକାଲୀ ସଂଯୁକ୍ତ" "ନେଟୱର୍କ ମୂଲ୍ୟାୟନ ପ୍ରଦାତାଙ୍କ ମାଧ୍ୟମରେ ଅଟୋମେଟିକାଲ୍ୟ ସଂଯୁକ୍ତ" "%1$s ମାଧ୍ୟମରେ ସଂଯୁକ୍ତ" "%1$s ଦ୍ବାରା ସଂଯୋଗ କରାଯାଇଛି" "%1$s ମାଧ୍ୟମରେ ଉପଲବ୍ଧ" "ସାଇନ୍ ଅପ୍ ପାଇଁ ଟାପ୍ କରନ୍ତୁ" "ଇଣ୍ଟର୍ନେଟ୍ ସଂଯୋଗ ନାହିଁ" "ବ୍ୟକ୍ତିଗତ DNS ସର୍ଭର୍ ଆକ୍ସେସ୍ କରିହେବ ନାହିଁ" "ସୀମିତ ସଂଯୋଗ" "କୌଣସି ଇଣ୍ଟରନେଟ୍‌ ନାହିଁ" "ସାଇନ୍-ଇନ୍ ଆବଶ୍ୟକ" "ଆକ୍ସେସ୍ ପଏଣ୍ଟ ସାମୟିକ ଭାବେ ପୂର୍ଣ୍ଣ" "%1$s ମାଧ୍ୟମରେ ସଂଯୁକ୍ତ" "%1$s ମାଧ୍ୟମରେ ଉପଲବ୍ଧ" "%1$s ଖୋଲୁଛି" "ସଂଯୋଗ କରିହେଲା ନାହିଁ" "ସାଇନ୍ ଅପ୍ ଶେଷ ହେଉଛି…" "ସାଇନ୍ ଅପ୍ ଶେଷ ହୋଇପାରିଲା ନାହିଁ। ପୁଣି ଥରେ ଚେଷ୍ଟା କରିବା ପାଇଁ ଟାପ୍ କରନ୍ତୁ।" "ସାଇନ୍ ଅପ୍ ଶେଷ ହୋଇଛି। ସଂଯୋଗ କରୁଛି…" "ବହୁତ ମନ୍ଥର" "କମ୍‌ ବେଗ" "ଠିକ୍‌ ଅଛି" "ମଧ୍ୟମ" "ଦ୍ରୁତ" "ଅତି ଦ୍ରୁତ" "ମିଆଦ ଶେଷ ହୋଇଯାଇଛି" "%1$s / %2$s" "ବିଛିନ୍ନ ହେଲା" "ବିଚ୍ଛିନ୍ନ କରୁଛି…" "ସଂଯୋଗ କରାଯାଉଛି…" "ସଂଯୁକ୍ତ ହେଲା%1$s" "ପେୟାର୍‌ କରୁଛି…" "ସଂଯୁକ୍ତ ହେଲା (ଫୋନ୍ ନୁହେଁ)%1$s" "ସଂଯୁକ୍ତ ହେଲା (ମିଡିଆ ନୁହେଁ)%1$s" "ସଂଯୁକ୍ତ ହେଲା (ମେସେଜ୍ ଆକ୍ସେସ୍ ନାହିଁ)%1$s" "ସଂଯୁକ୍ତ ହେଲା (ଫୋନ୍ କିମ୍ବା ମେଡିଆ ନୁହେଁ)%1$s" "ସଂଯୁକ୍ତ ହେଲା, ବ୍ୟାଟେରୀ %1$s%2$s" "ସଂଯୁକ୍ତ ନାହିଁ (ଫୋନ୍ ନୁହେଁ), ବ୍ୟାଟେରୀ%1$s%2$s" "ସଂଯୁକ୍ତ ହେଲା (ମିଡିଆ ନୁହେଁ), ବ୍ୟାଟେରୀ %1$s%2$s" "ସଂଯୁକ୍ତ ହେଲା (ଫୋନ୍ କିମ୍ବା ମେଡିଆ ନୁହେଁ), ବ୍ୟାଟେରୀ %1$s%2$s" "ସକ୍ରିୟ, %1$s ବ୍ୟାଟେରୀ" "ସକ୍ରିୟ, L: %1$s ବ୍ୟାଟେରୀ, R: %2$s ବ୍ୟାଟେରୀ" "%1$s ବ୍ୟାଟେରୀ" "L: %1$s ବ୍ୟାଟେରୀ, R: %2$s ବ୍ୟାଟେରୀ" "ସକ୍ରିୟ" "ସକ୍ରିୟ, କେବଳ ବାମ" "ସକ୍ରିୟ, କେବଳ ଡାହାଣ" "ସକ୍ରିୟ, ବାମ ଏବଂ ଡାହାଣ" "ମିଡିଆ ଅଡିଓ" "ଫୋନ୍‌ କଲ୍‌‌ଗୁଡ଼ିକ" "ଫାଇଲ୍‌ ଟ୍ରାନ୍ସଫର୍‌" "ଇନ୍‌ପୁଟ୍‌ ଡିଭାଇସ୍" "ଇଣ୍ଟରନେଟ ଆକ୍ସେସ" "କଣ୍ଟାକ୍ଟ ଏବଂ କଲ ଇତିହାସ ସେୟାରିଂ" "କଣ୍ଟାକ୍ଟ ଏବଂ କଲ ଇତିହାସ ସେୟାରିଂ ପାଇଁ ବ୍ୟବହାର କରନ୍ତୁ" "ଇଣ୍ଟର୍‌ନେଟ୍‌ ସଂଯୋଗ ଶେୟାରିଙ୍ଗ" "ଟେକ୍ସଟ୍ ମେସେଜ୍" "SIM ଆକ୍ସେସ" "HD ଅଡିଓ: %1$s" "HD ଅଡିଓ" "ଶ୍ରବଣ ଯନ୍ତ୍ର" "LE ଅଡିଓ" "ଶ୍ରବଣ ଯନ୍ତ୍ରକୁ ସଂଯୋଗ ହୋଇଛି" "LE ଅଡିଓ ସହ କନେକ୍ଟ କରାଯାଇଛି" "ମିଡିଆ ଅଡିଓ ସହ ସଂଯୁକ୍ତ" "ଫୋନ୍‌ ଅଡିଓ ସହିତ ସଂଯୁକ୍ତ" "ଫାଇଲ୍‌ ଟ୍ରାନ୍ସଫର୍‌ ସର୍ଭର୍‌ ସହ ସଂଯୁକ୍ତ" "ମାନଚିତ୍ର ସହିତ ସଂଯୁକ୍ତ" "SAP ସହିତ ସଂଯୁକ୍ତ" "ଫାଇଲ୍‌ ଟ୍ରାନ୍ସଫର୍ ସର୍ଭର୍‍ ସହ ସଂଯୁକ୍ତ ହୋଇନାହିଁ" "ଇନ୍‌ପୁଟ୍‌ ଡିଇଭାସ୍‌ ସହ ସଂଯୁକ୍ତ" "ଆଭ୍ୟନ୍ତରୀଣ ଆକ୍ସେସ୍ ପାଇଁ ଡିଭାଇସ୍‌ ସହିତ ସଂଯୁକ୍ତ" "ଡିଭାଇସ୍‌‌ ସହ ସ୍ଥାନୀୟ ଇଣ୍ଟରନେଟ୍‌ ସଂଯୋଗ ସେୟାର୍‌ କରାଯାଉଛି" "ଇଣ୍ଟର୍‌ନେଟ୍‌ ଆକ୍ସେସ୍‌ ପାଇଁ ବ୍ୟବହାର କରନ୍ତୁ" "ମାନଚିତ୍ର ପାଇଁ ବ୍ୟବହାର କରନ୍ତୁ" "SIM ଆକସେସ୍‌ ପାଇଁ ବ୍ୟବହାର କରନ୍ତୁ" "ମିଡିଆ ଅଡିଓ ପାଇଁ ବ୍ୟବହାର କର" "ଫୋନ୍‌ ଅଡିଓ ପାଇଁ ବ୍ୟବହାର କର" "ଫାଇଲ୍‌ ଟ୍ରାନ୍ସଫର୍‌ ପାଇଁ ବ୍ୟବହାର କରନ୍ତୁ" "ଇନ୍‌ପୁଟ୍‌ ପାଇଁ ବ୍ୟବହାର କରନ୍ତୁ" "ଶ୍ରବଣ ଯନ୍ତ୍ର ପାଇଁ ବ୍ୟବହାର କରନ୍ତୁ" "LE_AUDIO ପାଇଁ ବ୍ୟବହାର କରନ୍ତୁ" "ପେୟାର୍‌" "ପେୟାର୍‌" "ବାତିଲ କରନ୍ତୁ" "ପେୟାରିଂ ଫଳରେ ସଂଯୁକ୍ତ ଥିବା ବେଳେ ଆପଣଙ୍କ ସମ୍ପର୍କଗୁଡ଼ିକୁ ଏବଂ କଲ୍‌ର ଇତିବୃତିକୁ ଆକସେସ୍‌ ମଞ୍ଜୁର ହୁଏ।" "%1$s ସହ ପେୟାର୍‌ କରିହେଲା ନାହିଁ।" "ଏକ ଭୁଲ୍‌ PIN କିମ୍ବା ପାସକୀ କାରଣରୁ %1$s ସହ ପେୟାର୍‌ କରିପାରିଲା ନାହିଁ।" "%1$s ସହ ଯୋଗାଯୋଗ ସ୍ଥାପନା କରିପାରୁନାହିଁ।" "%1$s ଦ୍ୱାରା ପେୟାରିଙ୍ଗ ପାଇଁ ପ୍ରତ୍ୟାଖ୍ୟାନ କରିଦିଆଗଲା।" "କମ୍ପ୍ୟୁଟର୍" "ହେଡ୍‌ସେଟ୍‌" "ଫୋନ" "ଇମେଜିଙ୍ଗ" "ହେଡ୍‌ଫୋନ୍‌" "ଇନ୍‌ପୁଟ୍‌ ଉପକରଣ" "ବ୍ଲୁଟୁଥ" "ୱାଇ-ଫାଇ ବନ୍ଦ।" "ୱାଇଫାଇ ବିଚ୍ଛିନ୍ନ କରାଗଲା।" "Wifiର 1 ବାର" "ୱାଇ-ଫାଇର ଦୁଇଟି ବାର୍‌ ଅଛି।" "ୱାଇ-ଫାଇର ତିନୋଟି ବାର୍।" "ୱାଇ-ଫାଇର ସଙ୍କେତ ସର୍ବୋଚ୍ଚ।" "ଖୋଲା ନେଟୱର୍କ" "ସୁରକ୍ଷିତ ନେଟ୍‌ୱର୍କ" "Android OS" "କଢ଼ାଯାଇଥିବା ଆପ୍‌ଗୁଡ଼ିକ" "ଆପ୍‌ ଏବଂ ଉପଯୋଗକର୍ତ୍ତା ବାହାର କରାଗଲା" "ସିଷ୍ଟମ୍ ଅପ୍‌ଡେଟ୍" "USB ଟିଥରିଂ" "ପୋର୍ଟବଲ୍‌ ହଟସ୍ପଟ୍‌" "ବ୍ଲୁଟୁଥ ଟିଥରିଂ" "ଟିଥରିଂ" "ଟିଥରିଙ୍ଗ ଓ ପୋର୍ଟବଲ୍ ହଟ୍‌ସ୍ପଟ୍‌" "ସମସ୍ତ କାର୍ଯ୍ୟ ଆପ୍‌" "ଅଜଣା" "ଉପଯୋଗକର୍ତ୍ତା: %1$s" "କିଛି ପୂର୍ବ-ନିର୍ଦ୍ଧାରିତ ମାନ ସେଟ୍‌ ହୋଇଛି" "କୌଣସି ଡିଫଲ୍ଟ ସେଟ୍‍ ହୋଇନାହିଁ" "ଟେକ୍ସଟ୍-ଟୁ-ସ୍ପିଚ୍ ସେଟିଂସ" "ଟେକ୍ସଟ୍‍-ଟୁ-ସ୍ପିଚ୍‍ ଆଉଟ୍‍ପୁଟ୍‌" "ସ୍ପିଚ୍‌ ରେଟ୍" "ଲେଖା ପଢ଼ିବାର ବେଗ" "ପିଚ୍‌" "ସଂଶ୍ଳେଷିତ ସ୍ପିଚ୍‌‌ର ଟୋନ୍‌ରେ ପ୍ରଭାବ ପକାଏ" "ଭାଷା" "ସିଷ୍ଟମ୍‌ ଭାଷା ବ୍ୟବହାର କରନ୍ତୁ" "ଭାଷା ମନୋନୀତ ନୁହେଁ" "ପଢ଼ାଯାଇଥିବା ଲେଖା ପାଇଁ ଭାଷା-ନିର୍ଦ୍ଦିଷ୍ଟ ସ୍ୱର ସେଟ୍‌ କରେ" "ଗୋଟିଏ ଉଦାହରଣକୁ ଶୁଣନ୍ତୁ" "ସ୍ପୀଚ୍‌ ସିନ୍ଥେସିସ୍‌ର ଏକ ଛୋଟ ନମୁନା ଶୁଣନ୍ତୁ" "ଭଏସ୍‌ ଡାଟା ଇନ୍‌ଷ୍ଟଲ୍ କରନ୍ତୁ" "ସ୍ପୀଚ୍‌ ସିନ୍ଥେସିସ୍‌ ପାଇଁ ଆବଶ୍ୟକ ଭଏସ୍‌ ଡାଟା ଇନ୍‌ଷ୍ଟଲ୍‌ କରନ୍ତୁ" "ପାସ୍‌ୱର୍ଡ ଓ କ୍ରେଡିଟ୍‌ କାର୍ଡ ନମ୍ୱର୍‌ଗୁଡ଼ିକ ଭଳି ବ୍ୟକ୍ତିଗତ ତଥ୍ୟ ସମେତ କୁହାଯିବାକୁ ଥିବା ସମସ୍ତ ଲେଖାକୁ, ସ୍ପୀଚ୍‌ ସିନ୍ଥେସିସ୍‌ ଇଞ୍ଜିନ୍‌ ସଂଗ୍ରହ କରିପାରେ। ଏହା, %s ଇଞ୍ଜିନ୍‌ରୁ ଆସିଛି। ଏହି ସ୍ପୀଚ୍‌ ସିନ୍ଥେସିସ୍‌ ଇଞ୍ଜିନ୍‌ର ବ୍ୟବହାରକୁ ସକ୍ଷମ କରିବେ?" "ଟେକ୍ସଟ୍-ରୁ-କଥା ଆଉଟପୁଟ୍‌ ପାଇଁ ଏହି ଭାଷା ଏକ କାମକରୁଥିବା ନେଟୱାର୍କ ସଂଯୋଗ ଆବଶ୍ୟକ କରେ।" "ଏହା ହେଉଛି ସ୍ପୀଚ୍‌ ସିନ୍ଥେସିସ୍‌ର ଏକ ଉଦାହରଣ" "ଡିଫଲ୍ଟ ଭାଷା ଷ୍ଟାଟସ୍" "%1$s ପୂର୍ଣ୍ଣରୂପେ ସମର୍ଥିତ" "%1$s ନେଟ୍‌ୱର୍କ ସଂଯୋଜନା ଆବଶ୍ୟକ କରେ" "%1$s ସପୋର୍ଟ କରୁ ନାହିଁ" "ଯାଞ୍ଚ କରାଯାଉଛି…" "%s ପାଇଁ ସେଟିଂସ" "ଇଞ୍ଜିନ୍‌ ସେଟିଂସ ଲଞ୍ଚ କରନ୍ତୁ" "ନିଜ ପସନ୍ଦର ଇଞ୍ଜିନ୍‌" "ସାଧାରଣ" "ସ୍ପୀଚ୍‌ର ପିଚ୍‌ ରିସେଟ୍‌ କରନ୍ତୁ" "ପିଚକୁ ରିସେଟ କରନ୍ତୁ, ଯେଉଁଠାରେ ଲେଖା, ଡିଫଲ୍ଟ ଭାବେ କୁହାଯାଏ।" "ବହୁତ ମନ୍ଥର" "ମନ୍ଥର" "ସାମାନ୍ୟ" "ଦ୍ରୁତ" "ଦ୍ରୁତତର" "ଅତି ଦ୍ରୁତ" "ଦ୍ରୁତ" "ଅତି ତୀବ୍ର" "ଦ୍ରୁତତ୍ତମ" "ପ୍ରୋଫାଇଲ୍‌ ବାଛନ୍ତୁ" "ବ୍ୟକ୍ତିଗତ" "ୱାର୍କ" "ଡେଭଲପରଙ୍କ ପାଇଁ ବିକଳ୍ପଗୁଡ଼ିକ" "ଡେଭଲପର୍‌ ବିକଳ୍ପଗୁଡ଼ିକ ସକ୍ଷମ କରନ୍ତୁ" "ଆପ୍‌ର ବିକାଶ ପାଇଁ ବିକଳ୍ପମାନ ସେଟ୍‌ କରନ୍ତୁ" "ଏହି ଉପଯୋଗକର୍ତ୍ତାଙ୍କ ପାଇଁ ଡେଭଲପରଙ୍କ ବିକଳ୍ପସମୂହ ଉପଲବ୍ଧ ନୁହେଁ" "VPN ସେଟିଂସ ଏହି ଉପଯୋଗକର୍ତ୍ତାଙ୍କ ପାଇଁ ଉପଲବ୍ଧ ନାହିଁ" "ଏହି ଉପଯୋଗକର୍ତ୍ତାଙ୍କ ପାଇଁ ଟିଥରିଂ ସେଟିଂସ ଉପଲବ୍ଧ ନାହିଁ" "ଆକ୍ସେସ ପଏଣ୍ଟ ନାମର ସେଟିଂସ ଏହି ଉପଯୋଗକର୍ତ୍ତାଙ୍କ ପାଇଁ ଉପଲବ୍ଧ ନାହିଁ" "USB ଡିବଗିଂ" "USB କନେକ୍ଟ ହେବାବେଳେ ଡିବଗ ମୋଡ" "USB ଡିବଗିଂ ଅଧିକାରକୁ ବାତିଲ୍ କରନ୍ତୁ" "ୱାୟାରଲେସ୍ ଡିବଗିଂ" "ୱାଇ-ଫାଇ କନେକ୍ଟ ଥିବା ବେଳେ ଡିବଗ ମୋଡ" "ତ୍ରୁଟି" "ୱାୟାରଲେସ୍ ଡିବଗିଂ" "ଉପଲବ୍ଧ ଡିଭାଇସଗୁଡ଼ିକୁ ଦେଖିବାକୁ ଏବଂ ବ୍ୟବହାର କରିବାକୁ ୱାୟାରଲେସ୍ ଡିବଗିଂ ଚାଲୁ କରନ୍ତୁ" "QR କୋଡରେ ଡିଭାଇସକୁ ପେୟାର୍ କରନ୍ତୁ" "QR କୋଡ୍ ସ୍କାନର୍ ବ୍ୟବହାର କରି ନୂଆ ଡିଭାଇସଗୁଡ଼ିକୁ ପେୟାର୍ କରନ୍ତୁ" "ପେୟାରିଂ କୋଡରେ ଡିଭାଇସକୁ ପେୟାର୍ କରନ୍ତୁ" "ଛଅ ଡିଜିଟ୍ କୋଡ୍ ବ୍ୟବହାର କରି ନୂଆ ଡିଭାଇସଗୁଡ଼ିକୁ ପେୟାର୍ କରନ୍ତୁ" "ପେୟାର୍ ହୋଇଥିବା ଡିଭାଇସଗୁଡ଼ିକ" "ବର୍ତ୍ତମାନ ସଂଯୁକ୍ତ ଅଛି" "ଡିଭାଇସର ବିବରଣୀ" "ଭୁଲିଯାଆନ୍ତୁ" "ଡିଭାଇସ୍ ଫିଙ୍ଗରପ୍ରିଣ୍ଟ: %1$s" "ସଂଯୋଗ ବିଫଳ ହେଲା" "%1$s ଫୋନ୍ ନେଟୱାର୍କ ସହ ସଂଯୁକ୍ତ ଥିବା ସୁନିଶ୍ଚିତ କରନ୍ତୁ" "ଡିଭାଇସରେ ପେୟାର୍ କରନ୍ତୁ" "ୱାଇ-ଫାଇ ପେୟାରିଂ କୋଡ୍" "ପେୟାରିଂ ବିଫଳ ହେଲା" "ଡିଭାଇସଟି ସମାନ ନେଟୱାର୍କରେ ସଂଯୋଗ ହୋଇଥିବା ସୁନିଶ୍ଚିତ କରନ୍ତୁ।" "ଏକ QR କୋଡ୍ ସ୍କାନ୍ କରି ୱାଇ-ଫାଇରେ ଡିଭାଇସ୍ ପେୟାର୍ କରନ୍ତୁ" "ଡିଭାଇସ୍ ପେୟାର୍ କରାଯାଉଛି…" "ଡିଭାଇସରୁ ପେୟାର୍ ହେବାରେ ବିଫଳ ହୋଇଛି। QR କୋଡ୍ ସଠିକ୍ ନଥିଲା ବା ଡିଭାଇସ୍ ସମାନ ନେଟୱାର୍କରେ ସଂଯୋଗ ହୋଇନାହିଁ।" "IP ଠିକଣା ଓ ପୋର୍ଟ" "QR କୋଡ୍ ସ୍କାନ୍ କରନ୍ତୁ" "ଏକ QR କୋଡ୍ ସ୍କାନ୍ କରି ୱାଇ-ଫାଇ ମାଧ୍ୟମରେ ଡିଭାଇସ୍ ପେୟାର୍ କରନ୍ତୁ" "ଦୟାକରି ଏକ ୱାଇ-ଫାଇ ନେଟୱାର୍କରେ ସଂଯୋଗ କରନ୍ତୁ" "adb, ଡିବଗ୍, dev" "ବଗ୍ ରିପୋର୍ଟ ସର୍ଟକଟ୍‌" "ବଗ୍ ରିପୋର୍ଟ ଦେବା ପାଇଁ ପାୱାର୍‌ ମେନୁରେ ଏକ ବଟନ୍‌ ଦେଖାନ୍ତୁ" "ସତର୍କ ରୁହନ୍ତୁ" "ଚାର୍ଜ ହେବାବେଳେ ସ୍କ୍ରୀନ୍‌ ଆଦୌ ବନ୍ଦ ହେବନାହିଁ" "ବ୍ଲୁଟୂଥ୍‍‌ HCI ସ୍ନୁପ୍‌ ଲଗ୍‌ ସକ୍ଷମ କରନ୍ତୁ" "ବ୍ଲୁଟୁଥ୍‌ ପ୍ୟାକେଟ୍ କ୍ୟାପଚର୍ କରନ୍ତୁ (ଏହି ସେଟିଂ ବଦଳାଇବା ପରେ ବ୍ଲୁଟୁଥ୍‍‌କୁ ଟୋଗଲ୍ କରନ୍ତୁ)" "OEM ଅନଲକ୍‌ କରିବା" "bootloaderକୁ ଅନ୍‌ଲକ୍‌ ହେବାର ଅନୁମତି ଦିଅନ୍ତୁ" "OEM ଅନଲକ୍‌ କରିବା ଅନୁମତି ଦେବେ?" "ଚେତାବନୀ: ଏହି ସେଟିଙ୍ଗ ଚାଲୁ ଥିବାବେଳେ ଡିଭାଇସ୍‌ର ସୁରକ୍ଷା ବୈଶିଷ୍ଟ୍ୟ କାମ କରିବ ନାହିଁ" "ମକ ଲୋକେସନ ଆପ ଚୟନ କରନ୍ତୁ" "କୌଣସି ମକ ଲୋକେସନ ଆପ ସେଟ କରାଯାଇନାହିଁ" "ମକ୍ ଲୋକେସନ୍‌ ଆପ୍‌: %1$s" "ନେଟ୍‌ୱର୍କିଙ୍ଗ" "ୱାୟରଲେସ୍‌ ଡିସ୍‌ପ୍ଲେ ସାର୍ଟିଫିକେସନ୍" "ୱାଇ-ଫାଇ ଭର୍ବୋସ୍‌ ଲଗିଙ୍ଗ ସକ୍ଷମ କରନ୍ତୁ" "ୱାଇ-ଫାଇ ସ୍କାନ୍ ନିୟନ୍ତ୍ରଣ" "ୱାଇ-ଫାଇ ଅଣ-ଅବିରତ MAC ରେଣ୍ଡମାଇଜେସନ୍" "ମୋବାଇଲ୍‌ ଡାଟା ସର୍ବଦା ସକ୍ରିୟ" "ଟିଥରିଙ୍ଗ ହାର୍ଡୱେର ଆକ୍ସିଲିରେସନ୍" "ବ୍ଲୁଟୂଥ ଡିଭାଇସଗୁଡ଼ିକୁ ନାମ ବିନା ଦେଖାନ୍ତୁ" "ପୂର୍ଣ୍ଣ ଭଲ୍ୟୁମ୍‌ ଅକ୍ଷମ କରନ୍ତୁ" "ଗାବେଲ୍‌ଡୋର୍ସ ସକ୍ରିୟ କରନ୍ତୁ" "ବ୍ଲୁଟୂଥ୍‌ AVRCP ସଂସ୍କରଣ" "ବ୍ଲୁଟୂଥ୍‍‌ AVRCP ଭର୍ସନ୍‌" "ବ୍ଲୁଟୁଥ୍ MAP ସଂସ୍କରଣ" "ବ୍ଲୁଟୁଥ୍ MAP ସଂସ୍କରଣ ଚୟନ କରନ୍ତୁ" "ବ୍ଲୁଟୁଥ୍‌ ଅଡିଓ କୋଡେକ୍‌" "ବ୍ଲୁଟୂଥ୍‍ ଅଡିଓ କୋଡେକ୍\nସିଲେକ୍ସନ୍‌କୁ ଗତିଶୀଳ କରନ୍ତୁ" "ବ୍ଲୁଟୂଥ୍‌ ଅଡିଓ ସାମ୍ପଲ୍‌ ରେଟ୍‌" "ବ୍ଲୁଟୂଥ୍‍ ଅଡିଓ କୋଡେକ୍\nସିଲେକ୍ସନ୍‌କୁ ଗତିଶୀଳ କରନ୍ତୁ: ସାମ୍ପଲ୍ ରେଟ୍" "ଗ୍ରେ-ଆଉଟ୍ ଅର୍ଥ ଫୋନ୍ କିମ୍ବା ହେଡ୍‌ସେଟ୍‌ରେ ସମର୍ଥନ କରୁନାହିଁ" "ନମୁନା ପିଛା ବ୍ଲୁଟୂଥ୍‍‌ ଅଡିଓ ବିଟ୍ସ" "ବ୍ଲୁଟୂଥ୍‍ ଅଡିଓ କୋଡେକ୍\nସିଲେକ୍ସନ୍‌କୁ ଗତିଶୀଳ କରନ୍ତୁ: ନମୁନା ପିଛା ବିଟ୍ସ" "ବ୍ଲୁଟୂଥ୍‍‌ ଅଡିଓ ଚ୍ୟାନେଲ୍‌ ମୋଡ୍" "ବ୍ଲୁଟୂଥ୍‍ ଅଡିଓ କୋଡେକ୍\nସିଲେକ୍ସନ୍‌କୁ ଗତିଶୀଳ କରନ୍ତୁ: ଚ୍ୟାନେଲ୍ ମୋଡ୍" "ବ୍ଲୁଟୂଥ୍‍‌ ଅଡିଓ LDAC କୋଡେକ୍‌: ପ୍ଲେବ୍ୟାକ୍‌ ଗୁଣବତ୍ତା" "ବ୍ଲୁ-ଟୁଥ୍‌ ଅଡିଓ LDAC\nକୋଡେକ୍‌ ଚୟନକୁ ଗତିଶୀଳ କରନ୍ତୁ: ପ୍ଲେବ୍ୟାକ୍‌ କ୍ୱାଲିଟୀ" "ଷ୍ଟ୍ରିମ୍ କରୁଛି: %1$s" "ବ୍ୟକ୍ତିଗତ DNS" "ବ୍ୟକ୍ତିଗତ DNS ମୋଡ୍‌ ବାଛନ୍ତୁ" "ବନ୍ଦ" "ଅଟୋମେଟିକ" "ବ୍ୟକ୍ତିଗତ DNS ପ୍ରଦାତା ହୋଷ୍ଟନାମ" "DNS ପ୍ରଦାନକାରୀଙ୍କ ହୋଷ୍ଟନାମ ଲେଖନ୍ତୁ" "କନେକ୍ଟ କରିହେଲା ନାହିଁ" "ୱେୟାରଲେସ୍‌ ଡିସ୍‌ପ୍ଲେ ସାର୍ଟିଫିକେସନ୍ ପାଇଁ ବିକଳ୍ପ ଦେଖାନ୍ତୁ" "ୱାଇ-ଫାଇ ଲଗିଙ୍ଗ ସ୍ତର ବଢ଼ାନ୍ତୁ, ୱାଇ-ଫାଇ ପିକର୍‌ରେ ପ୍ରତି SSID RSSI ଦେଖାନ୍ତୁ" "ବ୍ୟାଟେରୀ ଖର୍ଚ୍ଚ କମ୍ ଏବଂ ନେଟ୍‌ୱାର୍କ କାର୍ଯ୍ୟକ୍ଷମତା ଉନ୍ନତ କରିଥାଏ" "ଯେତେବେଳେ ଏହି ମୋଡ୍ ସକ୍ଷମ କରାଯାଏ, ପ୍ରତ୍ୟେକ ଥର MAC ରେଣ୍ଡୋମାଇଜେସନ୍ ସକ୍ଷମ ଥିବା କୌଣସି ନେଟୱାର୍କ ସହ ଏହି ଡିଭାଇସ୍ ସଂଯୋଗ ହେଲେ ଏହାର MAC ଠିକଣା ବଦଳିପାରେ।" "ମପାଯାଉଥିବା" "ମପାଯାଉନଥିବା" "ଲଗର୍‌ ବଫର୍‌ ସାଇଜ୍" "ଲଗ୍‌ ବଫର୍‌ ପିଛା ଲଗର୍‌ ଆକାରଗୁଡିକର ଚୟନ କରନ୍ତୁ" "ଲଗର୍‌ ରୋଧି ଷ୍ଟୋରେଜ୍‌ ଖାଲି କରିବେ?" "ଯଦି ଆମେ ଦୃଢ ଲଗର୍‌ ସହିତ ଆଉ ତଦାରଖ କରୁନଥିବୁ, ତେବେ ଆମକୁ ଆପଣଙ୍କ ଡିଭାଇସ୍‌ରେ ଥିବା ଲଗର୍‌ ଡାଟାକୁ ଲିଭାଇବାକୁ ପଡ଼ିବ।" "ଡିଭାଇସ୍‌ରେ ଲଗାତାର ଲଗର୍‌ ଡାଟା ଷ୍ଟୋର୍‌ କରନ୍ତୁ" "ଡିଭାଇସ୍‌ରେ ଲଗାତର ଷ୍ଟୋର୍‌ କରିବାକୁ ଲଗ୍‌ ବଫର୍‌ ଚୟନ କରନ୍ତୁ" "USB କନଫିଗ୍ୟୁରେସନ୍‌ ଚୟନ କରନ୍ତୁ" "USB କନଫିଗ୍ୟୁରେସନ୍‌ ଚୟନ କରନ୍ତୁ" "ନକଲି ଲୋକେଶନ୍‌ର ଅନୁମତି ଦିଅନ୍ତୁ" "ନକଲି ଲୋକେଶନ୍‌ର ଅନୁମତି ଦିଅନ୍ତୁ" "ବିଶେଷତା ଯାଞ୍ଚ ଭ୍ୟୁକୁ ସକ୍ଷମ କରନ୍ତୁ" "ୱାଇ-ଫାଇ ସକ୍ରିୟ ଥିଲେ ମଧ୍ୟ ସର୍ବଦା ମୋବାଇଲ୍‌ ଡାଟାକୁ ସକ୍ରିୟ ରଖନ୍ତୁ (ଦ୍ରୁତ ନେଟ୍‌ୱର୍କ ସ୍ୱିଚିଙ୍ଗ ପାଇଁ)।" "ଯଦି ଉପଲବ୍ଧ ଥାଏ, ଟିଥରିଙ୍ଗ ହାର୍ଡୱେର୍‌ ଆକ୍ସିଲିରେସନ୍ ବ୍ୟବହାର କରନ୍ତୁ" "USB ଡିବଗିଙ୍ଗ କରିବେ?" "USB ଡିବଗିଂ କେବଳ ଡେଭଲପମେଣ୍ଟ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ଅଟେ। ଆପଣଙ୍କ କମ୍ପ୍ୟୁଟର ଏବଂ ଡିଭାଇସ୍‌ ମଧ୍ୟରେ ଡାଟା କପି କରିବାକୁ, ବିନା ବିଜ୍ଞପ୍ତିରେ ଆପଣଙ୍କ ଡିଭାଇସରେ ଆପସ୍‌ ସଂସ୍ଥାପନ କରିବାକୁ, ଏବଂ ଲଗ୍‌ ଡାଟା ପଢିବାକୁ ଏହା ବ୍ୟବହାର କରନ୍ତୁ।" "ୱାୟାରଲେସ୍ ଡିବଗିଂ ପାଇଁ ଅନୁମତି ଦେବେ?" "ୱାୟାରଲେସ୍ ଡିବଗିଂ କେବଳ ଉନ୍ନତି ପାଇଁ ଉଦ୍ଦିଷ୍ଟ ଅଟେ। ଆପଣଙ୍କ କମ୍ପ୍ୟୁଟର ଏବଂ ଡିଭାଇସ୍ ମଧ୍ୟରେ ଡାଟା କପି କରିବାକୁ, ବିନା ବିଜ୍ଞପ୍ତିରେ ଆପଣଙ୍କ ଡିଭାଇସରେ ଆପ୍ସ ଇନଷ୍ଟଲ୍ କରିବାକୁ ଏବଂ ଲଗ୍ ଡାଟା ପଢ଼ିବା ପାଇଁ ଏହାକୁ ବ୍ୟବହାର କରନ୍ତୁ।" "ଅଧିକୃତ ସମସ୍ତ କମ୍ପ୍ୟୁଟରରୁ USB ଡିବଗ୍‌ କରିବା ଆକ୍ସେସ୍‌ ପ୍ରତ୍ୟାହାର କରିବେ କି?" "ଡେଭଲପମେଣ୍ଟ ସେଟିଂସକୁ ଅନୁମତି ଦେବେ?" "ଏହି ସେଟିଂସ କେବଳ ବିକାଶର ବ୍ୟବହାର ପାଇଁ ଉଦ୍ଦିଷ୍ଟ। ସେଗୁଡ଼ିକ କାରଣରୁ ଆପଣଙ୍କ ଡିଭାଇସ ଓ ଆପ୍ଲିକେସନଗୁଡ଼ିକ ଖରାପ ହୋଇଯାଇପାରେ କିମ୍ବା ଠିକ୍‌ ଭାବେ କାମ ନକରିପାରେ।" "USB ଜରିଆରେ ଆପ୍‌ଗୁଡ଼ିକୁ ଯାଞ୍ଚ କରନ୍ତୁ" "ADB/ADT ମାଧ୍ୟମରେ ଇନଷ୍ଟଲ ହୋଇଥିବା ଆପ୍‌ଗୁଡ଼ିକ କ୍ଷତିକାରକ କି ନୁହେଁ ଯାଞ୍ଚ କରନ୍ତୁ।" "(କେବଳ MAC ଠିକଣା ଥାଇ) ନାମ ବିନା ବ୍ଲୁଟୂଥ ଡିଭାଇସଗୁଡ଼ିକ ପ୍ରଦର୍ଶିତ ହେବ" "ରିମୋଟ୍‌ ଡିଭାଇସ୍‌ଗୁଡ଼ିକରେ ଯଦି ଅସ୍ୱୀକାର୍ଯ୍ୟ ଭାବେ ଉଚ୍ଚ ଭଲ୍ୟୁମ୍ କିମ୍ବା ନିୟନ୍ତ୍ରଣର ଅଭାବ ପରି ଭଲ୍ୟୁମ୍ ସମସ୍ୟା ଥାଏ, ବ୍ଲୁଟୂଥ୍‌ ପୂର୍ଣ୍ଣ ଭଲ୍ୟୁମ୍ ଫିଚର୍ ଅକ୍ଷମ କରିଥାଏ।" "ବ୍ଲୁଟୁଥ୍ ଗାବେଲଡୋର୍ସ ଫିଚର୍ ଷ୍ଟକ୍ ସକ୍ଷମ କରେ।" "ଏନହାନ୍ସଡ୍ କନେକ୍ଟିଭିଟି ଫିଚର୍ ସକ୍ଷମ କରିଥାଏ।" "ସ୍ଥାନୀୟ ଟର୍ମିନାଲ୍‌" "ସ୍ଥାନୀୟ ଶେଲ୍‌କୁ ଆକ‌ସେସ୍‌ ଦେଉଥିବା ଟର୍ମିନଲ୍‌ ଆପ୍‌କୁ ସକ୍ଷମ କରନ୍ତୁ" "HDCP ଯାଞ୍ଚ କରୁଛି" "HDCPର ଯାଞ୍ଚ ଗତିବିଧି ସେଟ୍‍ କରନ୍ତୁ" "ଡିବଗ୍‌ କରୁଛି" "ଡିବଗ୍‌ ଆପ୍‌ ବାଛନ୍ତୁ" "କୌଣସି ଡିବଗ୍‌ ଆପ୍ଲିକେସନ୍‌ ସେଟ୍‌ ହୋଇନାହିଁ" "ଆପ୍ଲିକେଶନ୍‌ ଡିବଗ୍‌ କରୁଛି: %1$s" "ଆପ୍ଲିକେଶନ୍‌ ବାଛନ୍ତୁ" "କିଛି ନୁହେଁ" "ଡିବଗର୍‌ ପାଇଁ ଅପେକ୍ଷା କରନ୍ତୁ" "ଡିବଗ୍‌ ହୋଇଥିବା ଆପ୍ଲିକେସନ୍‍, ନିଷ୍ପାଦନ ପୂର୍ବରୁ ଆଟାଚ୍‌ କରିବା ପାଇଁ ଡିବଗର୍‌କୁ ଅପେକ୍ଷା କରେ" "ଇନପୁଟ୍" "ଡ୍ରଇଂ" "ହାର୍ଡୱେର୍‌ ଆକ୍ସଲରେଟେଡ୍ ରେଣ୍ଡରିଙ୍ଗ" "ମିଡିଆ" "ମନିଟରିଙ୍ଗ" "କଡ଼ା ମୋଡ୍ ସକ୍ଷମ କରାଯାଇଛି" "ମୁଖ୍ୟ ଥ୍ରେଡ୍‌ରେ ଆପ୍‌ ଦୀର୍ଘ ସମୟ କାର୍ଯ୍ୟ କଲେ ସ୍କ୍ରୀନ୍‌ ଫ୍ଲାଶ୍ କରନ୍ତୁ" "ପଏଣ୍ଟର୍‌ ଲୋକେସନ୍‌" "ଏବେର ଟଚ୍‌ ଡାଟା ଦେଖାଉଥିବା ସ୍କ୍ରୀନ୍‌ ଓଭର୍‌ଲେ" "ଟାପ୍‌ ଦେଖାନ୍ତୁ" "ଟାପ୍ ପାଇଁ ଭିଜୁଆଲ୍ ମତାମତ ଦେଖାନ୍ତୁ" "ସର୍ଫେସ୍‌ ଅପଡେଟ୍‌ ଦେଖାନ୍ତୁ" "ସମଗ୍ର ୱିଣ୍ଡୋ ପୃଷ୍ଠ ଅପଡେଟ୍‌ ହେବା ବେଳେ ସେଗୁଡ଼ିକ ଫ୍ଲାସ୍‌ କରନ୍ତୁ" "ଭ୍ୟୁ ଅପଡେଟ୍‌ଗୁଡ଼ିକୁ ଦେଖାନ୍ତୁ" "ଡ୍ର କରାଯିବା ବେଳେ ୱିଣ୍ଡୋସ୍ ଭିତରେ ଫ୍ଲାଶ୍ ଭ୍ୟୁ" "ହାର୍ଡୱେର୍‌ ଲେୟର୍‌ର ଅପଡେଟ୍ ଦେଖାନ୍ତୁ" "ହାର୍ଡୱେର୍ ଲେୟାର୍ ଅପଡେଟ୍‌ ହେବାବେଳେ ସେଗୁଡ଼ିକୁ ସବୁଜ ରଙ୍ଗରେ ଦେଖାନ୍ତୁ" "GPU ଓଭର୍‌ଡ୍ର\' ଡିବଗ୍‌ କରନ୍ତୁ" "HW ଓଭର୍‌ଲେ\' ଅକ୍ଷମ କରନ୍ତୁ" "ସ୍କ୍ରୀନ୍‌ କମ୍ପୋଜିଟିଙ୍ଗ ପାଇଁ ସର୍ବଦା GPU ବ୍ୟବହାର କରନ୍ତୁ" "ରଙ୍ଗ ସ୍ଥାନ ସିମୁଲେଟ୍ କରନ୍ତୁ" "OpenGL ଟ୍ରେସ୍‌ ସକ୍ଷମ କରନ୍ତୁ" "USB ଅଡିଓ ରାଉଟିଙ୍ଗ ଅକ୍ଷମ କରନ୍ତୁ" "USB ଅଡିଓ ଉପକରଣଗୁଡ଼ିକ ପ୍ରତି ସ୍ୱଚାଳିତ ରାଉଟିଙ୍ଗ ଅକ୍ଷମ କରନ୍ତୁ" "ଲେଆଉଟ୍‌ ବାଉଣ୍ଡ ଦେଖାଅ" "କ୍ଲିପ୍‌ ବାଉଣ୍ଡ, ମାର୍ଜିନ୍‌ ଆଦି ଦେଖନ୍ତୁ" "RTL ଲେଆଉଟ୍ ଦିଗ ବାଧ୍ୟ କରନ୍ତୁ" "ସମସ୍ତ ଲୋକେଲ୍‌ ସକାଶେ ସ୍କ୍ରୀନ୍‌ ଲେଆଉଟ୍‌ ଦିଗ RTL ପାଇଁ ବାଧ୍ୟ କରନ୍ତୁ" "ୱିଣ୍ଡୋ-ଲେଭେଲରେ ବ୍ଲରକୁ ଅନୁମତି ଦିଅନ୍ତୁ" "4x MSAA ବାଧ୍ୟ କରନ୍ତୁ" "OpenGL ES 2.0 ଆପ୍‌ରେ 4x MSAA ସକ୍ଷମ କରନ୍ତୁ" "ଅଣ-ଆୟତାକାର କ୍ଲିପ୍‌ କାର୍ଯ୍ୟକୁ ଡିବଗ୍‌ କରନ୍ତୁ" "ପ୍ରୋଫାଇଲ୍ HWUI ରେଣ୍ଡର୍ ହେଉଛି" "GPU ଡିବଗ୍‌ ଲେୟର୍‌ ସକ୍ଷମ କରନ୍ତୁ" "ଡିବଗ୍‌ ଆପ୍‌ଗୁଡ଼ିକ ପାଇଁ GPU ଡିବଗ୍‌ ଲେୟର୍‌ ଲୋଡ୍ କରିବାର ଅନୁମତି ଦିଅନ୍ତୁ" "ଭର୍ବୋସ ଭେଣ୍ଡର୍ ଲଗିଂ ସକ୍ଷମ କରନ୍ତୁ" "ବଗ୍ ରିପୋର୍ଟଗୁଡ଼ିକରେ ଅତିରିକ୍ତ ଡିଭାଇସ୍-ନିର୍ଦ୍ଦିଷ୍ଟ ଲଗଗୁଡ଼ିକ ସାମିଲ କରନ୍ତୁ, ଯେଉଁଥିରେ ବ୍ୟକ୍ତିଗତ ସୂଚନା ଥାଇପାରେ, ଯାହା ଅଧିକ ବ୍ୟାଟେରୀ ଏବଂ/କିମ୍ବା ଅଧିକ ଷ୍ଟୋରେଜ୍ ବ୍ୟବହାର କରିପାରେ।" "ୱିଣ୍ଡୋ ଆନିମେସନ୍‌ ସ୍କେଲ୍‌" "ଟ୍ରାଞ୍ଜିସନ୍‌ ଆନିମେସନ୍‌ ସ୍କେଲ୍‌" "ଆନିମେଟର୍‌ ଅବଧି ସ୍କେଲ୍‌" "ସେକେଣ୍ଡାରୀ ଡିସ୍‌ପ୍ଲେ ସିମୁଲେଟ୍ କରନ୍ତୁ" "ଆପ୍ସ" "କାର୍ଯ୍ୟକଳାପଗୁଡ଼ିକୁ ରଖନ୍ତୁ ନାହିଁ" "ୟୁଜର୍ ଏହାକୁ ଛାଡ଼ିବା କ୍ଷଣି ସମସ୍ତ କାର୍ଯ୍ୟକଳାପ ନଷ୍ଟ କରିଦିଅନ୍ତୁ" "ବ୍ୟାକ୍‌ଗ୍ରାଉଣ୍ଡ ପ୍ରୋସେସ୍ ସୀମା" "ବ୍ୟାକଗ୍ରାଉଣ୍ଡରେ ଥିବା ANRଗୁଡ଼ିକୁ ଦେଖାନ୍ତୁ" "ବ୍ୟାକ୍‌ଗ୍ରାଉଣ୍ଡ ଆପ୍‌ଗୁଡ଼ିକ ପାଇଁ \"ଆପ୍‌ ଉତ୍ତର ଦେଉନାହିଁ\" ଡାୟଲଗ୍‌ ଦେଖାନ୍ତୁ" "ବିଜ୍ଞପ୍ତି ଚ୍ୟାନେଲ୍ ଚେତାବନୀ ଦେଖାନ୍ତୁ" "ବୈଧ ଚ୍ୟାନେଲ୍‌ ବିନା ଗୋଟିଏ ଆପ୍‌ ଏକ ବିଜ୍ଞପ୍ତି ପୋଷ୍ଟ କରିବାବେଳେ ଅନ୍‌-ସ୍କ୍ରୀନ୍‌ ସତର୍କତା ଦେଖାଏ" "ଆପ୍‌କୁ ଏକ୍ସଟର୍ନଲ୍ ମେମୋରୀରେ ଫୋର୍ସ୍ ଅନୁମତି ଦିଅନ୍ତୁ" "ଯେକୌଣସି ଆପ୍‌କୁ ଏକ୍ସଟର୍ନଲ୍ ଷ୍ଟୋରେଜ୍‌ରେ ଲେଖାଯୋଗ୍ୟ କରନ୍ତୁ, ମେନିଫେଷ୍ଟ ମୂଲ୍ୟ ଯାହା ହୋଇଥାଉ ନା କାହିଁକି" "ୱିଣ୍ଡୋ ହିସାବରେ କାର୍ଯ୍ୟକଳାପର ଆକାର ବଦଳାନ୍ତୁ" "ୱିଣ୍ଡୋ ହିସାବରେ କାର୍ଯ୍ୟକଳାପଗୁଡ଼ିକୁ ବଦଳାନ୍ତୁ, ସେଗୁଡ଼ିକର ମାନିଫେଷ୍ଟ ଭାଲ୍ୟୁ ଯାହା ହୋଇଥାଉ ନା କାହିଁକି" "ଫ୍ରୀଫର୍ମ ୱିଣ୍ଡୋ ସକ୍ଷମ କରନ୍ତୁ" "ପରୀକ୍ଷାମୂଳକ ଫ୍ରୀଫର୍ମ ୱିଣ୍ଡୋସ୍‌ ପାଇଁ ସପୋର୍ଟ ସକ୍ଷମ କରନ୍ତୁ।" "ଡେସ୍କଟପ ମୋଡ" "ଡେସ୍କଟପ୍‌ ବ୍ୟାକଅପ୍‌ ପାସ୍‌ୱର୍ଡ" "ଡେସ୍କଟପ୍‌ର ସମ୍ପୂର୍ଣ୍ଣ ବ୍ୟାକଅପ୍‌ଗୁଡ଼ିକ ବର୍ତ୍ତମାନ ସୁରକ୍ଷିତ ନୁହେଁ" "ଡେସ୍କଟପ୍‌ର ସମ୍ପୂର୍ଣ୍ଣ ବ୍ୟାକ୍‌ଅପ୍‌ ପାଇଁ ପାସ୍‌ୱର୍ଡ ବଦଳାଇବା କିମ୍ୱା କାଢ଼ିଦେବା ନିମନ୍ତେ ଟାପ୍‌ କରନ୍ତୁ" "ନୂଆ ବ୍ୟାକ୍‌ଅପ୍‌ ପାସ୍‌ୱର୍ଡ ସେଟ୍‌ କରିଦିଆଗଲା" "ନୂଆ ପାସ୍‌ୱର୍ଡ ଓ ସୁନିଶ୍ଚିତତା ମେଳ ହେଉନାହିଁ" "ବ୍ୟାକ୍‌ଅପ୍‌ ପାସ୍‌ୱର୍ଡ ସେଟିଙ୍ଗ ବିଫଳ ହୋଇଛି" "ଲୋଡ୍ ହେଉଛି…" "ଜୀବନ୍ତ (ପୂର୍ବ-ନିର୍ଦ୍ଧାରିତ)" "ପ୍ରାକୃତିକ" "ମାନକ" "ବର୍ଦ୍ଧିତ ରଙ୍ଗ" "ଆଖି ଦ୍ୱାରା ଦେଖାଯାଇଥିବା ପରି ପ୍ରାକୃତିକ ରଙ୍ଗ" "ଡିଜିଟାଲ୍‌ କଣ୍ଟେଣ୍ଟ ପାଇଁ ରଙ୍ଗଗୁଡ଼ିକ ଅନୁକୂଳିତ ହୋଇଛି" "ଷ୍ଟାଣ୍ଡବାଏ ଆପ୍" "ନିଷ୍କ୍ରିୟ। ଟୋଗଲ୍‌ କରିବାକୁ ଟାପ୍‌ କରନ୍ତୁ।" "ସକ୍ରିୟ। ବଦଳାଇବା ପାଇଁ ଟାପ୍‌ କରନ୍ତୁ" "ଆପ୍ ଷ୍ଟାଣ୍ଡବାଏ ଅବସ୍ଥା: %s" "ମିଡିଆ ଟ୍ରାନ୍ସକୋଡିଂ ସେଟିଂସ" "ଟ୍ରାନ୍ସକୋଡିଂ ଡିଫଲ୍ଟଗୁଡ଼ିକୁ ଓଭରରାଇଡ୍ କରନ୍ତୁ" "ଟ୍ରାନ୍ସକୋଡିଂକୁ ସକ୍ଷମ କରନ୍ତୁ" "ଧରିନିଅନ୍ତୁ ଆପଗୁଡ଼ିକ ଆଧୁନିକ ଫର୍ମାଟଗୁଡ଼ିକୁ ସମର୍ଥନ କରେ" "ଟ୍ରାନ୍ସକୋଡିଂ ବିଜ୍ଞପ୍ତିଗୁଡ଼ିକୁ ଦେଖାନ୍ତୁ" "ଟ୍ରାନ୍ସକୋଡିଂ କ୍ୟାଶକୁ ଅକ୍ଷମ କରନ୍ତୁ" "ଚାଲୁଥିବା ସେବାଗୁଡ଼ିକ" "ଏବେ ଚାଲୁଥିବା ସେବାଗୁଡ଼ିକୁ ଦେଖନ୍ତୁ ଓ ନିୟନ୍ତ୍ରଣ କରନ୍ତୁ" "ୱେବ୍‌ଭ୍ୟୁ ପ୍ରୟୋଗ" "WebView କାର୍ଯ୍ୟକାରିତାକୁ ସେଟ୍‍ କରନ୍ତୁ" "ଏହି ପସନ୍ଦ ଆଉ ମାନ୍ୟ ନାହିଁ। ପୁଣିଥରେ ଚେଷ୍ଟା କରନ୍ତୁ।" "ପିକ୍‌ଚର୍‌ ରଙ୍ଗ ମୋଡ୍" "sRGB ବ୍ୟବହାର କରନ୍ତୁ" "ଅକ୍ଷମ ହୋଇଛି" "ସମ୍ପୂର୍ଣ୍ଣ ବର୍ଣ୍ଣାନ୍ଧତା" "ବର୍ଣ୍ଣାନ୍ଧତା (ନାଲି-ସବୁଜ)" "ପ୍ରୋଟାନୋମାଲି (ଲାଲ୍‌-ସବୁଜ)" "Tritanomaly (ନୀଳ-ହଳଦିଆ)" "ରଙ୍ଗ ସଂଶୋଧନ" "ଆପଣ ଏସବୁ କରିବାକୁ ଚାହିଁଲେ ରଙ୍ଗ ସଂଶୋଧନ ଉପଯୋଗୀ ହୋଇପାରିବ:<br/> <ol> <li>&nbsp;ଆହୁରି ସଠିକ୍ ଭାବେ ରଙ୍ଗଗୁଡ଼ିକ ଦେଖିବା</li> <li>&nbsp;ଆପଣଙ୍କୁ ଫୋକସ କରିବାରେ ସାହାଯ୍ୟ କରିବା ପାଇଁ ରଙ୍ଗଗୁଡ଼ିକୁ କାଢ଼ିବା</li> </ol>" "%1$s ଦ୍ୱାରା ଓଭର୍‌ରାଇଡ୍‌ କରାଯାଇଛି" "%1$s - %2$s" "ପାଖାପାଖି %1$s ବଳକା ଅଛି" "ପାଖାପାଖି %1$s ପାଇଁ (%2$s) ବଳକା ଅଛି" "ଆପଣଙ୍କ ବ୍ୟବହାରକୁ ଆଧାର କରି ପାଖାପାଖି %1$s ବଳକା ଅଛି" "ଆପଣଙ୍କର ବ୍ୟବହାରକୁ ଆଧାର କରି (%2$s) ପାଖାପାଖି %1$s ବଳକା ଅଛି" "ଆପଣଙ୍କର ବ୍ୟବହାରକୁ ଆଧାର କରି ବ୍ୟାଟେରୀ %1$s ପର୍ଯ୍ୟନ୍ତ ଚାଲିବ (%2$s)" "ଆପଣଙ୍କର ବ୍ୟବହାରକୁ ଆଧାର କରି ବ୍ୟାଟେରୀ %1$s ପର୍ଯ୍ୟନ୍ତ ଚାଲିବ" "ବ୍ୟାଟେରୀ ପାଖାପାଖି %1$s ଚାଲିବ (%2$s)" "ବ୍ୟାଟେରୀ %1$s ପର୍ଯ୍ୟନ୍ତ ଚାଲିବ" "%1$s ପର୍ଯ୍ୟନ୍ତ" "%1$s ସୁଦ୍ଧା ବ୍ୟାଟେରୀର ଚାର୍ଜ ଶେଷ ହୋଇ ଯାଇପାରେ" "%1$sରୁ କମ୍ ବ୍ୟାଟେରୀ ବାକି ଅଛି" "%1$sରୁ କମ୍ ବ୍ୟାଟେରୀ ବାକି ଅଛି (%2$s)" "%1$sରୁ ଅଧିକ ବ୍ୟାଟେରୀ ବାକି ଅଛି (%2$s)" "%1$sରୁ ଅଧିକ ବ୍ୟାଟେରୀ ବାକି ଅଛି" "ଫୋନ୍ ଶୀଘ୍ର ବନ୍ଦ ହୋଇଯାଇପାରେ" "ଟାବଲେଟ୍ ଶୀଘ୍ର ବନ୍ଦ ହୋଇଯାଇପାରେ" "ଡିଭାଇସ୍ ଶୀଘ୍ର ବନ୍ଦ ହୋଇଯାଇପାରେ" "ଫୋନ୍ ଶୀଘ୍ର ବନ୍ଦ ହୋଇଯାଇପାରେ (%1$s)" "ଟାବଲେଟ୍ ଶୀଘ୍ର ବନ୍ଦ ହୋଇଯାଇପାରେ (%1$s)" "ଡିଭାଇସ୍ ଶୀଘ୍ର ବନ୍ଦ ହୋଇଯାଇପାରେ (%1$s)" "%1$s - %2$s" "ପୂର୍ଣ୍ଣ ହେବାକୁ ଆଉ %1$s ବାକି ଅଛି" "%1$s - ପୂର୍ଣ୍ଣ ହେବାକୁ ଆଉ %2$s ବାକି ଅଛି" "%1$s - ଚାର୍ଜିଂକୁ ଅପ୍ଟିମାଇଜ କରାଯାଇଛି" "%1$s - ଚାର୍ଜିଂକୁ ଅପ୍ଟିମାଇଜ କରାଯାଇଛି" "ଅଜ୍ଞାତ" "ଚାର୍ଜ ହେଉଛି" "ଶୀଘ୍ର ଚାର୍ଜ ହେଉଛି" "ଧୀରେ ଚାର୍ଜ ହେଉଛି" "ୱେୟରଲେସ ଭାବେ ଚାର୍ଜିଂ" "ଚାର୍ଜ ହେଉଛି" "ଚାର୍ଜ ହେଉନାହିଁ" "ସଂଯୋଗ କରାଯାଇଛି, ଚାର୍ଜ ହେଉନାହିଁ" "ଚାର୍ଜ ହୋଇଯାଇଛି" "ସମ୍ପୂର୍ଣ୍ଣ ଭାବରେ ଚାର୍ଜ ହୋଇଛି" "ଆଡ୍‌ମିନ୍‌ ଦ୍ୱାରା ନିୟନ୍ତ୍ରିତ" "ପ୍ରତିବନ୍ଧିତ ସେଟିଂ ଦ୍ୱାରା ନିୟନ୍ତ୍ରଣ କରାଯାଇଛି" "ଅକ୍ଷମ ହୋଇଛି" "ଅନୁମତି ଦିଆଯାଇଛି" "ଅନୁମତି ନାହିଁ" "ଅଜଣା ଆପ ଇନଷ୍ଟଲ କରନ୍ତୁ" "ସେଟିଂସ ହୋମ" "0%" "50%" "100%" "%1$s ପୂର୍ବେ" "%1$s ଅବଶିଷ୍ଟ" "ଛୋଟ" "ଡିଫଲ୍ଟ" "ବଡ" "ବୃହତ୍ତମ" "ବୃହତ୍ତମ" "କଷ୍ଟମ୍‌ (%d)" "ମେନୁ" "ଡେମୋ ମୋଡ୍‌ରେ ଫ୍ୟାକ୍ଟୋରୀ ରିସେଟ୍‌ କରିବାକୁ ପାସ୍‌ୱାର୍ଡ ଲେଖନ୍ତୁ" "ପରବର୍ତ୍ତୀ" "ପାସ୍‌ୱର୍ଡ ଆବଶ୍ୟକ" "ସକ୍ରିୟ ଇନପୁଟ୍‌-ପଦ୍ଧତିଗୁଡ଼ିକ" "ସିଷ୍ଟମ୍‌ ଭାଷା ବ୍ୟବହାର କରନ୍ତୁ" "%1$s ପାଇଁ ସେଟିଂସ ଖୋଲିବାରେ ବିଫଳ" "ଏହି ଇନ୍‌ପୁଟ୍‌ ପଦ୍ଧତି, ପାସ୍‌ୱର୍ଡ ଓ କ୍ରେଡିଟ୍‌ କାର୍ଡ ନମ୍ୱର୍‌ ଭଳି ବ୍ୟକ୍ତିଗତ ଡାଟା ସମେତ ଆପଣ ଟାଇପ୍‌ କରିଥିବା ସମସ୍ତ ଅକ୍ଷର ସଂଗହ କରିପାରେ।ଏହା, %1$s ଆପ୍‌ରୁ ଆସିଛି| ଏହି ଇନ୍‌ପୁଟ୍‌ ପଦ୍ଧତି ବ୍ୟବହାର କରିବେ?" "ଧ୍ୟାନଦିଅନ୍ତୁ: ରିବୁଟ୍‌ କରିବା ପରେ, ଆପଣଙ୍କ ଫୋନ୍‌ ଅନଲକ୍‌ ନହେବା ପର୍ଯ୍ୟନ୍ତ ଏହି ଆପ୍‌ ଆରମ୍ଭ ହୋଇପାରିବ ନାହିଁ" "IMS ପଞ୍ଜିକରଣ ସ୍ଥିତି" "ପଞ୍ଜିକୃତ" "ପଞ୍ଜିକୃତ ହୋଇନାହିଁ" "ଉପଲବ୍ଧ ନାହିଁ" "MACର ଠିକଣା ରାଣ୍ଡମ୍ ଭାବେ ସେଟ୍ କରାଯାଇଛି" "{count,plural, =0{0ଟି ଡିଭାଇସ ସଂଯୁକ୍ତ ହୋଇଛି}=1{1ଟି ଡିଭାଇସ ସଂଯୁକ୍ତ ହୋଇଛି}other{#ଟି ଡିଭାଇସ ସଂଯୁକ୍ତ ହୋଇଛି}}" "ଅଧିକ ସମୟ।" "କମ୍ ସମୟ।" "ବାତିଲ" "ଠିକ୍‌ ଅଛି" "ହୋଇଗଲା" "ଆଲାରାମ୍ ଏବଂ ରିମାଇଣ୍ଡରଗୁଡ଼ିକ" "ଆଲାରାମ ଓ ରିମାଇଣ୍ଡରଗୁଡ଼ିକ ସେଟ କରିବାକୁ ଅନୁମତି ଦିଅନ୍ତୁ" "ଆଲାରାମ୍ ଏବଂ ରିମାଇଣ୍ଡରଗୁଡ଼ିକ" "ଏହି ଆପକୁ ଆଲାରାମ୍ ସେଟ୍ କରିବାକୁ ଏବଂ ସମୟ-ସମ୍ବେଦନଶୀଳ କାର୍ଯ୍ୟଗୁଡ଼ିକୁ ସିଡୁଲ୍ କରିବାକୁ ଅନୁମତି ଦିଅନ୍ତୁ। ଏହା ଆପକୁ ପୃଷ୍ଠପଟରେ ଚାଲିବାକୁ ଦେଇଥାଏ, ଯାହା ଅଧିକ ବ୍ୟାଟେରୀ ବ୍ୟବହାର କରିପାରେ।\n\nଯଦି ଏହି ଅନୁମତି ବନ୍ଦ ଅଛି, ତେବେ ଏହି ଆପ୍ ଦ୍ୱାରା ସିଡୁଲ୍ କରାଯାଇଥିବା ପୂର୍ବରୁ ଥିବା ଆଲାରାମ୍ ଏବଂ ସମୟ-ଆଧାରିତ ଇଭେଣ୍ଟଗୁଡ଼ିକ କାମ କରିବ ନାହିଁ।" "ସିଡୁଲ୍, ଆଲାରାମ୍, ରିମାଇଣ୍ଡର୍, ଘଣ୍ଟା" "ଚାଲୁ କରନ୍ତୁ" "\"ବିରକ୍ତ କରନ୍ତୁ ନାହିଁ\" ଅନ୍ କରନ୍ତୁ" "କଦାପି ନୁହେଁ" "କେବଳ ପ୍ରାଥମିକତା" "%1$s. %2$s" "ଆପଣ %1$s ପୂର୍ବରୁ ଏହାକୁ ଅଫ୍‍ ନକଲେ ନିଜର ପରବର୍ତ୍ତୀ ଆଲାର୍ମ ଶୁଣିପାରିବେ ନାହିଁ" "%1$sବେଳେ ଆପଣ ନିଜର ପରବର୍ତ୍ତୀ ଆଲାର୍ମ ଶୁଣିପାରିବେ ନାହିଁ" "%1$sରେ" "%1$s ବେଳେ" "ଅବଧି" "ପ୍ରତ୍ୟେକ ଥର ପଚାରନ୍ତୁ" "ଆପଣ ବନ୍ଦ ନକରିବା ପର୍ଯ୍ୟନ୍ତ" "ଏହିକ୍ଷଣି" "ଏହି ଫୋନ" "ଏହି ଟାବଲେଟ" "ଏହି ଫୋନ୍" "ସଂଯୋଗ କରିବାରେ ସମସ୍ୟା ହେଉଛି। ଡିଭାଇସ୍ ବନ୍ଦ କରି ପୁଣି ଚାଲୁ କରନ୍ତୁ" "ତାରଯୁକ୍ତ ଅଡିଓ ଡିଭାଇସ୍" "ସାହାଯ୍ୟ ଓ ମତାମତ" "ଷ୍ଟୋରେଜ" "ସେୟାର୍ କରାଯାଇଥିବା ଡାଟା" "ସେୟାର୍ କରାଯାଇଥିବା ଡାଟା ଦେଖନ୍ତୁ ଏବଂ ଏହାକୁ ପରିବର୍ତ୍ତନ କରନ୍ତୁ" "ଏହି ଉପଯୋଗକର୍ତ୍ତାଙ୍କ ପାଇଁ କୌଣସି ସେୟାର୍ କରାଯାଇଥିବା ଡାଟା ନାହିଁ।" "ସେୟାର୍ କରାଯାଇଥିବା ଡାଟା ଫେଚ୍ କରିବା ସମୟରେ ଏକ ତ୍ରୁଟି ହୋଇଥିଲା। ପୁଣି ଚେଷ୍ଟା କରନ୍ତୁ।" "ସେୟାର୍ କରାଯାଇଥିବା ଡାଟା ID: %d" "%sରେ ମିଆଦ ଶେଷ ହେଉଛି" "ସେୟାର୍ କରାଯାଇଥିବା ଡାଟା ଡିଲିଟ୍ କରିବା ସମୟରେ ଏକ ତ୍ରୁଟି ହୋଇଥିଲା।" "ସେୟାର୍ କରାଯାଇଥିବା ଏହି ଡାଟା ପାଇଁ କୌଣସି ଲିଜ୍ ପ୍ରାପ୍ତ ହୋଇନାହିଁ। ଆପଣ ଏହା ଡିଲିଟ୍ କରିବାକୁ ଚାହୁଁଛନ୍ତି କି?" "ଡାଟା ସେୟାର୍ କରୁଥିବା ଆପଗୁଡ଼ିକ" "ଆପ୍ ଦ୍ୱାରା କୌଣସି ବର୍ଣ୍ଣନା ପ୍ରଦାନ କରାଯାଇନାହିଁ।" "%sରେ ଲିଜର ମିଆଦ ଶେଷ ହେଉଛି" "ସେୟାର୍ କରାଯାଇଥିବା ଡାଟା ଡିଲିଟ୍ କରନ୍ତୁ" "ଆପଣ ସେୟାର୍ କରାଯାଇଥିବା ଏହି ଡାଟା ଡିଲିଟ୍ କରିବାକୁ ଚାହୁଁଥିବା ନିଶ୍ଚିତ କି?" "ଉପଯୋଗକର୍ତ୍ତାମାନଙ୍କ ପାଖରେ ନିଜର ଆପ୍‌ ଓ କଣ୍ଟେଣ୍ଟ ଅଛି" "ନିଜ ଆକାଉଣ୍ଟରୁ ଆପ୍‌ ତଥା କଣ୍ଟେଣ୍ଟକୁ ଆପଣ ଆକ୍ସେସ୍ ରୋକିପାରିବେ" "ଉପଯୋଗକର୍ତ୍ତା" "ସୀମିତ ସୁବିଧା ଥିବା ପ୍ରୋଫାଇଲ୍‌" "ନୂତନ ଉପଯୋଗକର୍ତ୍ତାଙ୍କୁ ଯୋଗ କରିବେ?" "ଅତିରିକ୍ତ ଉପଯୋଗକର୍ତ୍ତା ଯୋଗ କରି ଆପଣ ଏହି ଡିଭାଇସକୁ ଅନ୍ୟ ଲୋକମାନଙ୍କ ସହିତ ସେୟାର କରିପାରିବେ। ପ୍ରତ୍ୟେକ ଉପଯୋଗକର୍ତ୍ତାଙ୍କ ନିଜର ସ୍ପେସ୍ ଅଛି ଯାହାକୁ ସେମାନେ ଆପ, ୱାଲପେପର୍ ଓ ଏପରି ଅନେକ କିଛି ସହିତ କଷ୍ଟମାଇଜ କରିପାରିବେ। ଉପଯୋଗକର୍ତ୍ତା ୱାଇ-ଫାଇ ଭଳି ଡିଭାଇସ ସେଟିଂସକୁ ମଧ୍ୟ ଆଡଜଷ୍ଟ କରିପାରିବେ ଯାହା ସମସ୍ତଙ୍କୁ ପ୍ରଭାବିତ କରିଥାଏ। \n\nଯେତେବେଳେ ଆପଣ ଗୋଟିଏ ନୂଆ ଉପଯୋଗକର୍ତ୍ତାଙ୍କୁ ଯୋଗ କରିବେ, ସେତେବେଳେ ସେହି ବ୍ୟକ୍ତିଙ୍କୁ ନିଜର ସ୍ପେସ୍‌କୁ ସେଟ‌ଅପ କରିବାକୁ ପଡ଼ିବ। \n\nଅନ୍ୟ ଉପଯୋଗକର୍ତ୍ତାଙ୍କ ପାଇଁ ଯେ କୌଣସି ଉପଯୋଗକର୍ତ୍ତା ଆପକୁ ଅପଡେଟ କରିପାରିବେ। ଆକ୍ସେସିବିଲିଟୀ ସେଟିଂସ ଏବଂ ସେବାଗୁଡ଼ିକ ନୂଆ ଉପଯୋଗକର୍ତ୍ତାଙ୍କୁ ସ୍ଥାନାନ୍ତର ହୋ‌ଇନପାରେ।" "ଆପଣ ଜଣେ ନୂଆ ଉପଯୋଗକର୍ତ୍ତାଙ୍କୁ ଯୋଗ କରିବା ବେଳେ, ସେହି ବ୍ୟକ୍ତିଙ୍କୁ ତାଙ୍କ ସ୍ପେସ ସେଟ ଅପ କରିବାକୁ ପଡ଼ିବ।\n\nଅନ୍ୟ ସମସ୍ତ ଉପଯୋଗକର୍ତ୍ତାଙ୍କ ପାଇଁ, ଆପଗୁଡ଼ିକୁ ଯେ କୌଣସି ଉପଯୋଗକର୍ତ୍ତା ଅପଡେଟ କରିପାରିବେ।" "ଏବେ ଉପଯୋଗକର୍ତ୍ତା ସେଟଅପ କରିବେ?" "ସୁନିଶ୍ଚିତ କରନ୍ତୁ ଯେ, ବ୍ୟକ୍ତି ଜଣକ ଡିଭାଇସ୍‌ ଓ ନିଜର ସ୍ଥାନ ସେଟଅପ୍‌ କରିବା ପାଇଁ ଉପଲବ୍ଧ ଅଛନ୍ତି।" "ପ୍ରୋଫାଇଲ୍‌କୁ ଏବେ ସେଟ୍‌ କରିବେ?" "ଏବେ ସେଟଅପ୍ କରନ୍ତୁ" "ଏବେ ନୁହେଁଁ" "ଯୋଡନ୍ତୁ" "ନୂଆ ଉପଯୋଗକର୍ତ୍ତା" "ନୂଆ ପ୍ରୋଫାଇଲ୍‌" "ଉପଯୋଗକର୍ତ୍ତା ସୂଚନା" "ପ୍ରୋଫାଇଲ୍ ସୂଚନା" "ପ୍ରତିବନ୍ଧିତ ପ୍ରୋଫାଇଲ୍‌ ତିଆରି କରିବାବେଳେ, ନିଜ ଆପ୍‌ ଓ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପାଇଁ ଏକ ସ୍କ୍ରୀନ୍‌ ଲକ୍‌ ସେଟ୍‌ କରନ୍ତୁ।" "ଲକ୍‌ ସେଟ୍‌ କରନ୍ତୁ" "%sକୁ ସ୍ୱିଚ୍ କରନ୍ତୁ" "ନୂଆ ଉପଯୋଗକର୍ତ୍ତା ତିଆରି କରାଯାଉଛି…" "ନୂଆ ଅତିଥି ତିଆରି କରାଯାଉଛି…" "ନୂଆ ଉପଯୋଗକର୍ତ୍ତା ତିଆରି କରିବାକୁ ବିଫଳ ହେଲା" "ଜଣେ ନୂଆ ଅତିଥି ତିଆରି କରିବାରେ ବିଫଳ ହୋଇଛି" "ଡାକନାମ" "ଉପଯୋଗକର୍ତ୍ତା ଯୋଗ କରନ୍ତୁ" "ଅତିଥି ଯୋଗ କରନ୍ତୁ" "ଅତିଥିଙ୍କୁ କାଢ଼ି ଦିଅନ୍ତୁ" "ଅତିଥି ସେସନକୁ ରିସେଟ୍ କରନ୍ତୁ" "ଅତିଥି ସେସନକୁ ରିସେଟ୍ କରିବେ?" "ଅତିଥିଙ୍କୁ କାଢ଼ିବେ?" "ରିସେଟ୍ କରନ୍ତୁ" "କାଢ଼ି ଦିଅନ୍ତୁ" "ଅତିଥି ସେସନକୁ ରିସେଟ୍ କରାଯାଉଛି…" "ଅତିଥି ସେସନକୁ ରିସେଟ କରିବେ?" "ଏହା ଏକ ନୂଆ ଅତିଥି ସେସନ ଆରମ୍ଭ କରିବ ଏବଂ ବର୍ତ୍ତମାନର ସେସନରୁ ସମସ୍ତ ଆପ୍ସ ଏବଂ ଡାଟାକୁ ଡିଲିଟ କରିବ" "ଅତିଥି ମୋଡରୁ ବାହାରି ଯିବେ?" "ଏହା ବର୍ତ୍ତମାନର ଅତିଥି ସେସନରୁ ଆପ୍ସ ଏବଂ ଡାଟାକୁ ଡିଲିଟ କରିବ" "ବାହାରି ଯାଆନ୍ତୁ" "ଅତିଥି କାର୍ଯ୍ୟକଳାପ ସେଭ କରିବେ?" "ଆପଣ ଏବେର ସେସନରୁ କାର୍ଯ୍ୟକଳାପକୁ ସେଭ କରିପାରିବେ ବା ସବୁ ଆପ୍ସ ଓ ଡାଟାକୁ ଡିଲିଟ କରିପାରିବେ" "ଡିଲିଟ କରନ୍ତୁ" "ସେଭ କରନ୍ତୁ" "ଅତିଥି ମୋଡରୁ ବାହାରି ଯାଆନ୍ତୁ" "ଅତିଥି ସେସନକୁ ରିସେଟ କରନ୍ତୁ" "ଅତିଥି ମୋଡରୁ ବାହାରି ଯାଆନ୍ତୁ" "ବାହାରିବା ସମୟରେ ସମସ୍ତ କାର୍ଯ୍ୟକଳାପକୁ ଡିଲିଟ କରାଯିବ" "ବାହାରିବା ସମୟରେ ଆପଣଙ୍କର କାର୍ଯ୍ୟକଳାପକୁ ସେଭ ବା ଡିଲିଟ କରିପାରିବେ" "ବର୍ତ୍ତମାନ ସେସନ କାର୍ଯ୍ୟକଳାପକୁ ଡିଲିଟ କରିବାକୁ ରିସେଟ କରନ୍ତୁ କିମ୍ବା ବାହାରିବା ସମୟରେ ଆପଣ କାର୍ଯ୍ୟକଳାପକୁ ସେଭ କିମ୍ବା ଡିଲିଟ କରିପାରିବେ" "ଗୋଟିଏ ଫଟୋ ଉଠାନ୍ତୁ" "ଏକ ଛବି ବାଛନ୍ତୁ" "ଫଟୋ ବାଛନ୍ତୁ" "ଅନେକଗୁଡ଼ିଏ ଭୁଲ ପ୍ରଚେଷ୍ଟା। ଏହି ଡିଭାଇସର ଡାଟା ଡିଲିଟ ହୋଇଯିବ।" "ଅନେକଗୁଡ଼ିଏ ଭୁଲ ପ୍ରଚେଷ୍ଟା। ଏହି ଉପଯୋଗକର୍ତ୍ତାଙ୍କୁ ଡିଲିଟ କରିଦିଆଯିବ।" "ଅନେକଗୁଡ଼ିଏ ଭୁଲ ପ୍ରଚେଷ୍ଟା। ଏହି ୱାର୍କ ପ୍ରୋଫାଇଲ ଏବଂ ଏହାର ଡାଟା ଡିଲିଟ ହୋଇଯିବ।" "ଖାରଜ କରନ୍ତୁ" "ଡିଭାଇସ୍ ଡିଫଲ୍ଟ" "ଅକ୍ଷମ କରାଯାଇଛି" "ସକ୍ଷମ କରାଯାଇଛି" "ଏହି ପରିବର୍ତ୍ତନ ଲାଗୁ କରିବା ପାଇଁ ଆପଣଙ୍କ ଡିଭାଇସକୁ ନିଶ୍ଚିତ ରୂପେ ରିବୁଟ୍ କରାଯିବା ଆବଶ୍ୟକ। ବର୍ତ୍ତମାନ ରିବୁଟ୍ କରନ୍ତୁ କିମ୍ବା ବାତିଲ କରନ୍ତୁ।" "ତାରଯୁକ୍ତ ହେଡଫୋନ୍" "ଚାଲୁ ଅଛି" "ବନ୍ଦ ଅଛି" "କେରିଅର୍‍ ନେଟ୍‌ୱର୍କ ବଦଳୁଛି" "3G" "EDGE" "1X" "GPRS" "H" "H+" "4G" "4G+" "LTE" "LTE+" "W+" "ମୋବାଇଲ୍‌ ଡାଟା ବନ୍ଦ ଅଛି" "ବ୍ୟବହୃତ ଡାଟା ପାଇଁ ସେଟ୍ ହୋଇନାହିଁ" "କୌଣସି ଫୋନ୍ ନାହିଁ।" "ଫୋନର ଗୋଟିଏ ବାର ଅଛି।" "ଫୋନର ଦୁଇଟି ବାର୍‌ ଅଛି।" "ଫୋନ୍‍ରେ ତିନୋଟି ବାର୍‍ ଅଛି।" "ଫୋନ୍ ସିଗ୍ନାଲ୍ ପୂର୍ଣ୍ଣ ଅଛି।" "କୌଣସି ଡାଟା ନାହିଁ।" "ଡାଟାର ଗୋଟିଏ ବାର ଅଛି।" "ଡାଟାର ଦୁଇଟି ବାର୍‌ ଅଛି।" "ଡାଟାର ତିନୋଟି ବାର୍‍ ଅଛି।" "ଡାଟା ସିଗ୍ନାଲ୍ ପୂର୍ଣ୍ଣ ଅଛି।" "ଇଥରନେଟ୍‍ ବିଚ୍ଛିନ୍ନ ହୋଇଛି।" "ଇଥରନେଟ୍।" "କୌଣସି କଲିଂ ନାହିଁ।" "ଏକ ପ୍ରୋଫାଇଲ ଛବି ବାଛନ୍ତୁ" "ଡିଫଲ୍ଟ ଉପଯୋଗକର୍ତ୍ତା ଆଇକନ" "ଫିଜିକାଲ କୀବୋର୍ଡ" "କୀବୋର୍ଡ ଲେଆଉଟ ବାଛନ୍ତୁ" "ଡିଫଲ୍ଟ" "ସ୍କ୍ରିନକୁ ଚାଲୁ କରନ୍ତୁ" "ସ୍କ୍ରିନକୁ ଚାଲୁ କରିବା ପାଇଁ ଅନୁମତି ଦିଅନ୍ତୁ" "ସ୍କ୍ରିନକୁ ଚାଲୁ କରିବା ପାଇଁ ଏକ ଆପକୁ ଅନୁମତି ଦିଅନ୍ତୁ। ଯଦି ଅନୁମତି ଦିଆଯାଏ, ତେବେ ଆପଟି ଆପଣଙ୍କ ସ୍ପଷ୍ଟ ଇଣ୍ଟେଣ୍ଟ ବିନା ଯେ କୌଣସି ସମୟରେ ସ୍କ୍ରିନକୁ ଚାଲୁ କରିପାରେ।" "%1$s ବ୍ରଡକାଷ୍ଟ କରିବା ବନ୍ଦ କରିବେ?" "ଯଦି ଆପଣ %1$s ବ୍ରଡକାଷ୍ଟ କରନ୍ତି କିମ୍ବା ଆଉଟପୁଟ ବଦଳାନ୍ତି, ତେବେ ଆପଣଙ୍କ ବର୍ତ୍ତମାନର ବ୍ରଡକାଷ୍ଟ ବନ୍ଦ ହୋଇଯିବ" "%1$s ବ୍ରଡକାଷ୍ଟ କରନ୍ତୁ" "ଆଉଟପୁଟ ବଦଳାନ୍ତୁ" "ପ୍ରେଡିକ୍ଟିଭ ବ୍ୟାକ ଆନିମେସନ" "ପ୍ରେଡିକ୍ଟିଭ ବ୍ୟାକ ପାଇଁ ସିଷ୍ଟମ ଆନିମେସନଗୁଡ଼ିକୁ ସକ୍ଷମ କରନ୍ତୁ।" "ଏହି ସେଟିଂ ପ୍ରେଡିକ୍ଟିଭ ଜେଶ୍ଚର ଆନିମେସନ ପାଇଁ ସିଷ୍ଟମ ଆନିମେସନଗୁଡ଼ିକୁ ସକ୍ଷମ କରେ। ଏଥିପାଇଁ ମାନିଫେଷ୍ଟ ଫାଇଲରେ ପ୍ରତି-ଆପ enableOnBackInvokedCallbackକୁ \"ଠିକ\"ରେ ସେଟ କରିବା ଆବଶ୍ୟକ।"