"ନିଜର PIN ଲେଖନ୍ତୁ"
"ନିଜର ପାଟର୍ନ ଆଙ୍କନ୍ତୁ"
"ନିଜ ପାସ୍ୱର୍ଡ ଲେଖନ୍ତୁ"
"ଅମାନ୍ୟ କାର୍ଡ।"
"ଚାର୍ଜ ହୋଇଗଲା"
"ୱାୟାର୍ଲେସ୍ଭାବରେ %s • ଚାର୍ଜ ହୋଇଛି"
"%s • ଚାର୍ଜ ହେଉଛି"
"%s • ଚାର୍ଜ ହେଉଛି"
"%s • ଦ୍ରୁତ ଭାବେ ଚାର୍ଜ ହେଉଛି"
"%s • ଧୀରେ ଚାର୍ଜ ହେଉଛି"
"%s • ବେଟେରୀକୁ ସୁରକ୍ଷିତ ରଖିବା ପାଇଁ ଚାର୍ଜିଂକୁ ଅପ୍ଟିମାଇଜ କରାଯାଇଛି"
"ଅନଲକ୍ କରିବା ପାଇଁ ମେନୁକୁ ଦବାନ୍ତୁ।"
"ନେଟୱର୍କକୁ ଲକ୍ କରାଯାଇଛି"
"କୌଣସି SIM କାର୍ଡ ନାହିଁ"
"ଗୋଟିଏ SIM କାର୍ଡ ଭର୍ତ୍ତି କରନ୍ତୁ।"
"SIM କାର୍ଡ ନାହିଁ କିମ୍ବା ଖରାପ ଅଛି। SIM କାର୍ଡ ଭର୍ତ୍ତି କରନ୍ତୁ।"
"SIM କାର୍ଡଟିକୁ ବ୍ୟବହାର କରାଯାଇପାରିବ ନାହିଁ।"
"ଆପଣଙ୍କ SIM କାର୍ଡକୁ ସ୍ଥାୟୀ ରୂପେ ଅକ୍ଷମ କରିଦିଆଯାଇଛି।\n ଅନ୍ୟ SIM କାର୍ଡ ପାଇଁ ଆପଣଙ୍କ ୱାୟରଲେସ ସେବା ପ୍ରଦାତାଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"SIM କାର୍ଡ ଲକ୍ ହୋଇଯାଇଛି।"
"SIM କାର୍ଡଟି PUK ଲକ୍ ହୋଇଯାଇଛି।"
"SIM କାର୍ଡ ଅନଲକ୍ କରାଯାଉଛି…"
"PIN ଅଞ୍ଚଳ"
"ଡିଭାଇସ୍ ପାସ୍ୱର୍ଡ"
"SIM PIN ଅଞ୍ଚଳ"
"SIM PUK ଅଞ୍ଚଳ"
"ଡିଲିଟ୍ କରନ୍ତୁ"
"eSIM ଅକ୍ଷମ କରନ୍ତୁ"
"eSIMକୁ ଅକ୍ଷମ କରାଯାଇପାରିବ ନାହିଁ"
"ଗୋଟିଏ ତ୍ରୁଟି କାରଣରୁ eSIMକୁ ଅକ୍ଷମ କରାଯାଇପାରିବ ନାହିଁ।"
"ଏଣ୍ଟର୍"
"ଭୁଲ ପାଟର୍ନ"
"ଭୁଲ ପାସ୍ୱର୍ଡ"
"ଭୁଲ PIN"
"{count,plural, =1{# ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।}other{# ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।}}"
"SIMର PIN ଲେଖନ୍ତୁ।"
"\"%1$s\" ପାଇଁ SIMର PIN ଲେଖନ୍ତୁ।"
"%1$s ବିନା ମୋବାଇଲ୍ ସେବାରେ ଡିଭାଇସ୍କୁ ବ୍ୟବହାର କରିବା ପାଇଁ eSIMକୁ ଅକ୍ଷମ କରନ୍ତୁ।"
"SIM ବର୍ତ୍ତମାନ ଅକ୍ଷମ ଅଟେ। ଜାରି ରଖିବାକୁ PUK କୋଡ ଲେଖନ୍ତୁ। ବିବରଣୀ ପାଇଁ ନିଜ କ୍ଯାରିଅରଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"SIM \"%1$s\" ବର୍ତ୍ତମାନ ଅକ୍ଷମ କରାଯାଇଛି। ଜାରିରଖିବାକୁ PUK କୋଡ ଲେଖନ୍ତୁ। ବିବରଣୀ ପାଇଁ କ୍ଯାରିଅରଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ନିଜ ଇଚ୍ଛାର PIN କୋଡ୍ ଲେଖନ୍ତୁ"
"ନିଜ ଇଚ୍ଛାର PIN କୋଡ୍ ନିଶ୍ଚିତ କରନ୍ତୁ"
"SIM କାର୍ଡ ଅନଲକ୍ କରାଯାଉଛି…"
"4 ରୁ 8 ନମ୍ବର ବିଶିଷ୍ଟ ଏକ PIN ଟାଇପ୍ କରନ୍ତୁ।"
"PUK କୋଡ୍ରେ 8ଟି କିମ୍ବା ଅଧିକ ନମ୍ବର ରହିଥାଏ।"
"ଆପଣଙ୍କ PIN ଆପଣ %1$dଥର ଭୁଲ ଭାବେ ଟାଇପ୍ କରିଛନ୍ତି। \n\n%2$d ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।"
"ଆପଣଙ୍କ ପାସ୍ୱର୍ଡକୁ ଆପଣ %1$d ଥର ଭୁଲ ଭାବେ ଟାଇପ୍ କରିଛନ୍ତି। \n\n%2$d ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।"
"ଆପଣଙ୍କ ଲକ୍ ଖୋଲିବା ପାଟର୍ନକୁ ଆପଣ %1$dଥର ଭୁଲ ଭାବେ ଅଙ୍କନ କରିଛନ୍ତି। \n\n%2$d ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।"
"ଭୁଲ SIM PIN କୋଡ, ଆପଣଙ୍କ ଡିଭାଇସକୁ ଅନଲକ କରିବା ପାଇଁ ଏବେ ହିଁ ନିଜ କ୍ଯାରିଅରଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"{count,plural, =1{ଭୁଲ SIM PIN କୋଡ, ଆପଣଙ୍କ ଡିଭାଇସକୁ ଅନଲକ କରିବା ପାଇଁ ଆପଣ ଆପଣଙ୍କର କ୍ୟାରିଅର ସହ ନିଶ୍ଚିତରୂପେ କଣ୍ଟାକ୍ଟ କରିବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}other{ଭୁଲ SIM PIN କୋଡ, ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}}"
"SIM ବ୍ୟବହାର କରାଯାଇପାରିବ ନାହିଁ। ନିଜ କ୍ଯାରିଅରଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"{count,plural, =1{ଭୁଲ SIM PUK କୋଡ, SIM ସ୍ଥାୟୀ ଭାବେ ବ୍ୟବହାର ଅଯୋଗ୍ୟ ହେବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}other{ଭୁଲ SIM PUK କୋଡ, SIM ସ୍ଥାୟୀ ଭାବେ ବ୍ୟବହାର ଅଯୋଗ୍ୟ ହେବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}}"
"SIM PIN କାମ ବିଫଳ ହେଲା!"
"SIM PUKର କାମ ବିଫଳ ହେଲା!"
"ଇନପୁଟ୍ ପଦ୍ଧତି ବଦଳାନ୍ତୁ"
"ଏରୋପ୍ଲେନ୍ ମୋଡ୍"
"ଡିଭାଇସ୍ ରିଷ୍ଟାର୍ଟ ହେବା ପରେ ପାଟର୍ନ ଆବଶ୍ୟକ ଅଟେ"
"ଡିଭାଇସ୍ ରିଷ୍ଟାର୍ଟ ହେବାପରେ ପାସ୍ୱର୍ଡ ଆବଶ୍ୟକ"
"ଡିଭାଇସ୍ ରିଷ୍ଟାର୍ଟ ହେବା ପରେ ପାସୱର୍ଡ ଆବଶ୍ୟକ ଅଟେ"
"ଅତିରିକ୍ତ ସୁରକ୍ଷା ପାଇଁ, ଏହା ପରିବର୍ତ୍ତେ ପାଟର୍ନ ବ୍ୟବହାର କରନ୍ତୁ"
"ଅତିରିକ୍ତ ସୁରକ୍ଷା ପାଇଁ, ଏହା ପରିବର୍ତ୍ତେ PIN ବ୍ୟବହାର କରନ୍ତୁ"
"ଅତିରିକ୍ତ ସୁରକ୍ଷା ପାଇଁ, ଏହା ପରିବର୍ତ୍ତେ ପାସୱାର୍ଡ ବ୍ୟବହାର କରନ୍ତୁ"
"ଡିଭାଇସ୍ ଆଡମିନଙ୍କ ଦ୍ୱାରା ଲକ୍ କରାଯାଇଛି"
"ଡିଭାଇସ୍ ମାନୁଆଲ ଭାବେ ଲକ୍ କରାଗଲା"
"ଚିହ୍ନଟ ହେଲାନାହିଁ"
"ଫେସ ଅନଲକର ବ୍ୟବହାର ପାଇଁ ସେଟିଂସରେ କ୍ୟାମେରାକୁ ଆକ୍ସେସ ଦିଅ"
"{count,plural, =1{SIM PIN ଲେଖନ୍ତୁ। ଆପଣଙ୍କ ଡିଭାଇସକୁ ଅନଲକ କରିବା ପାଇଁ ଆପଣ ଆପଣଙ୍କର କ୍ୟାରିଅର ସହ ନିଶ୍ଚିତରୂପେ କଣ୍ଟାକ୍ଟ କରିବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}other{SIM PIN ଲେଖନ୍ତୁ। ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}}"
"{count,plural, =1{SIMକୁ ବର୍ତ୍ତମାନ ଅକ୍ଷମ କରାଯାଇଛି। ଜାରି ରଖିବାକୁ PUK କୋଡ ଲେଖନ୍ତୁ। SIM ସ୍ଥାୟୀ ଭାବେ ବ୍ୟବହାର ଅଯୋଗ୍ୟ ହେବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି। ବିବରଣୀ ପାଇଁ କ୍ୟାରିଅର ସହ କଣ୍ଟାକ୍ଟ କରନ୍ତୁ।}other{SIMକୁ ବର୍ତ୍ତମାନ ଅକ୍ଷମ କରାଯାଇଛି। ଜାରି ରଖିବାକୁ PUK କୋଡ ଲେଖନ୍ତୁ। SIM ସ୍ଥାୟୀ ଭାବେ ବ୍ୟବହାର ଅଯୋଗ୍ୟ ହେବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି। ବିବରଣୀ ପାଇଁ କ୍ୟାରିଅର ସହ କଣ୍ଟାକ୍ଟ କରନ୍ତୁ।}}"
"ଡିଫଲ୍ଟ"
"ବବଲ୍"
"ଆନାଲଗ୍"
"ଜାରି ରଖିବା ପାଇଁ ଆପଣଙ୍କ ଡିଭାଇସକୁ ଅନଲକ କରନ୍ତୁ"