"ସେଟିଂସ"
"ଅଧିକ"
"ଡିସ୍ପ୍ଲେ"
"ଉଜ୍ଜ୍ୱଳତା ସ୍ତର"
"ଅନୁକୂଳ ଉଜ୍ଜ୍ୱଳତା"
"ପରିବେଶ ଅନୁଯାୟୀ ସ୍କ୍ରିନ୍ ଉଜ୍ଜ୍ୱଳତା ଆଡଜଷ୍ଟ କରନ୍ତୁ"
"ରାତି ଆଲୋକ ଅନ୍ ହୋଇଛି"
"ନାଇଟ୍ ମୋଡ୍"
"ନେଟ୍ୱର୍କ ଓ ଇର୍ଣ୍ଟନେଟ୍"
"ମୋବାଇଲ୍ ନେଟ୍ୱର୍କ"
"{count,plural, =1{#ଟି SIM}other{#ଟି SIM}}"
"ସକ୍ରିୟ / SIM"
"ନିଷ୍କ୍ରିୟ / SIM"
"ସକ୍ରିୟ / ଡାଉନଲୋଡ୍ କରଯାଇଥିବା SIM"
"ନିଷ୍କ୍ରିୟ / ଡାଉନଲୋଡ୍ ହୋଇଥିବା SIM"
"ଅଧିକ ଯୋଗ କରନ୍ତୁ"
"ମୋବାଇଲ୍ ଡାଟା"
"ମୋବାଇଲ୍ ନେଟ୍ୱର୍କକୁ ବ୍ୟବହାରକରି ଡାଟା ଆକ୍ସେସ୍ କରନ୍ତୁ"
"ମୋବାଇଲ ନେଟୱାର୍କ"
"ମୋବାଇଲ ଡାଟା ବ୍ୟବହାର କରନ୍ତୁ"
"ବନ୍ଦ ଅଛି"
"ମୋବାଇଲ୍ ଡାଟା ବନ୍ଦ କରିବେ?"
"ଆବଶ୍ୟକୀୟ ମନୋନୟନ"
"ମୋବାଇଲ୍ ଡାଟା ପାଇଁ %1$s ବ୍ୟବହାର କରିନ୍ତୁ?"
"ମୋବାଇଲ୍ ଡାଟା ପାଇଁ ଆପଣ %2$s ବ୍ୟବହାର କରୁଛନ୍ତି। ଯଦି ଆପଣ %1$sକୁ ସ୍ୱିଚ୍ କରୁଛନ୍ତି, ତେବେ ମୋବାଇଲ୍ ଡାଟା ପାଇଁ ଆଉ %2$s ବ୍ୟବହୃତ ହେବ ନାହିଁ।"
"%1$s ବ୍ୟବହାର କରନ୍ତୁ"
"ରୋମିଂ"
"ରୋମିଂ ବେଳେ ଡାଟା ସେବାଗୁଡ଼ିକୁ ସଂଯୋଗ କରନ୍ତୁ"
"ଡାଟା ରୋମିଂର ଅନୁମତି ଦେବେ?"
"ରୋମିଂ ଚାର୍ଜ୍ ଲାଗୁ ହୋଇପାରେ।"
"ଡାଟାର ବ୍ୟବହାର"
"ପ୍ରାଥମିକ ଡାଟା"
"^1 ^2 ବ୍ୟବହୃତ ହୋଇଛି"
"^1ର ଡାଟା ସମ୍ପର୍କିତ ଚେତାବନୀ"
"^1ର ଡାଟା ସୀମା"
"^1ର ଡାଟା ସମ୍ପର୍କିତ ଚେତାବନୀ / ^2ର ଡାଟା ସୀମା"
"{count,plural, =1{# ଦିନ ବାକି ଅଛି}other{# ଦିନ ବାକି ଅଛି}}"
"ବିଲିଂ ସମୟ ସମ୍ପୂର୍ଣ୍ଣ ହୋଇଛି"
"1 ଦିନରୁ କମ୍ ସମୟ ବାକି ଅଛି"
"^2 ପୂର୍ବରୁ ^1 ଦ୍ଵାରା ଅପଡେଟ୍ ହୋଇଛି"
"^2 ପୂର୍ବରୁ ଅପ୍ଡେଟ୍ ହୋଇଛି"
"ବର୍ତ୍ତମାନ ^1 ଦ୍ଵାରା ଅପ୍ଡେଟ୍ ହୋଇଛି"
"ବର୍ତ୍ତମାନ ଅପ୍ଡେଟ୍ ହୋଇଛି"
"ପ୍ଲାନ୍ ଦେଖନ୍ତୁ"
"ଆପ୍ର ଡାଟା ବ୍ୟବହାର"
"ପ୍ରତିବନ୍ଧିତ"
"ବ୍ୟବହାର ଚକ୍ର ରିସେଟ୍ କରିବା ତାରିଖ"
"ପ୍ରତ୍ୟେକ ମାସର ତାରିଖ:"
"ସେଟ୍ କରନ୍ତୁ"
"ଡାଟା ଚେତାବନୀ ଓ ସୀମା"
"ଆପ୍ ଡାଟା ବ୍ୟବହାର ଚକ୍ର"
"ମୋବାଇଲ ଡାଟା ବ୍ୟବହାର"
"ଡାଟା ଚେତାବନୀ ସେଟ୍ କରନ୍ତୁ"
"ଡାଟା ଚେତାବନୀ"
"ଡାଟା ସୀମା ସେଟ୍ କରନ୍ତୁ"
"ଡାଟା ସୀମା"
"ଡାଟା ବ୍ୟବହାର ସୀମିତ କରିବା"
"ଡାଟାର ବ୍ୟବହାର ଆପଣ ସେଟ୍ କରିଥିବା ସୀମାରେ ପହଞ୍ଚିଗଲେ, ଆପଣଙ୍କ ବାହାନର ହେଡ୍ ୟୁନିଟ୍ ମୋବାଇଲ୍ ଡାଟାକୁ ବନ୍ଦ କରିଦେବ।\n\nଯେହେତୁ ବାହାନର ହେଡ୍ ୟୁନିଟ୍ ଡାଟା ବ୍ୟବହାରର ହିସାବ ରଖିଥାଏ ଏବଂ ଆପଣଙ୍କ ବାହାକ ଦ୍ୱାରା ରଖାଯାଇଥିବା ହିସାବ ସାମାନ୍ୟ ଭିନ୍ନ ହୋଇପାରେ, ତେଣୁ ମୋବାଇଲ୍ ଡାଟାର ବ୍ୟବହାର କମ୍ ହେବ, ଏକ ରକ୍ଷଣଶୀଳ ସୀମା ସେଟିଂ କରନ୍ତୁ।"
"ଡାଟା ବ୍ୟବହାର ଚେତାବନୀ ସେଟ୍ କରନ୍ତୁ"
"ଡାଟା ବ୍ୟବହାରର ସୀମା ସେଟ୍ କରନ୍ତୁ"
"ଡାଟା ବ୍ୟବହାର ଆପଣଙ୍କ ଡିଭାଇସ ଦ୍ୱାରା ମାପ କରାଯାଏ। ଏହା ଆପଣଙ୍କ ମୋବାଇଲ କ୍ୟାରିଅରର ଡାଟାଠାରୁ ଭିନ୍ନ ହୋଇପାରେ।"
"ସେଟ୍ କରନ୍ତୁ"
"ସେଭ କରନ୍ତୁ"
"OEM ନେଟୱାର୍କ"
"ଗାଡ଼ିର ଇଣ୍ଟରନେଟ"
"ଗାଡ଼ିର ଇଣ୍ଟରନେଟ ବନ୍ଦ କରିବା ଗାଡ଼ିର କିଛି ଫିଚର କିମ୍ବା ଆପଗୁଡ଼ିକୁ କାମ କରିବାରୁ ପ୍ରତିରୋଧ କରିପାରେ।\n\nଆପଣଙ୍କ ଗାଡ଼ି ଚଲାଇବା ପାଇଁ ଆବଶ୍ୟକ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଡାଟା ଗାଡ଼ିର ନିର୍ମାତାଙ୍କ ସହ ସେୟାର କରାଯିବା ଜାରି ରହିବ।"
"ଯେ କୌଣସି ଉପାୟରେ ବନ୍ଦ କରନ୍ତୁ"
"ଗାଡ଼ିର ଇଣ୍ଟରନେଟକୁ ବନ୍ଦ କରାଯାଇଛି। ଏହା ଗାଡ଼ିର କିଛି ଫିଚର କିମ୍ବା ଆପଗୁଡ଼ିକୁ କାମ କରିବାରୁ ପ୍ରତିରୋଧ କରିପାରେ। ଆପଣଙ୍କ ଗାଡ଼ି ଚଲାଇବା ପାଇଁ ଆବଶ୍ୟକ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଡାଟା ଗାଡ଼ିର ନିର୍ମାତାଙ୍କ ସହ ସେୟାର କରାଯିବା ଜାରି ରହିବ।"
"%2$s - %3$s ଭିତରେ %1$s ବ୍ୟବହାର କରାଯାଇଛି"
"ଅନ୍ୟ ନେଟୱାର୍କରେ ଯୋଗ ଦିଅନ୍ତୁ"
"ନେଟୱାର୍କ ପସନ୍ଦଗୁଡ଼ିକ"
"ୱାଇ-ଫାଇ"
"ୱାଇ-ଫାଇ ଅନ୍ କରୁଛି…"
"ୱାଇ-ଫାଇ ବନ୍ଦ ହେଉଛି…"
"ୱାଇ-ଫାଇ ତାଲିକା ଲୋଡ୍ ହେଉଛି"
"ୱାଇ-ଫାଇ ଅକ୍ଷମ କରାଯାଇଛି"
"ନେଟ୍ୱର୍କ ଭୁଲିଯିବାରେ ବିଫଳ ହେଲା"
"ନେଟ୍ୱର୍କକୁ ସଂଯୋଗ କରିପାରିଲା ନାହିଁ।"
"ନେଟ୍ୱର୍କ ଯୋଗ କରନ୍ତୁ"
"ସଂଯୋଗ"
"ସଂଯୋଗ କରାଯାଉଛି…"
"ସଂଯୋଗ ହୋଇନାହିଁ"
"ନେଟୱାର୍କ ରେଞ୍ଜ ମଧ୍ୟରେ ନାହିଁ"
"ପାସୱର୍ଡ"
"ପାସୱାର୍ଡ ଦେଖାନ୍ତୁ"
"ଦୟାକରି ଏକ ନେଟ୍ୱାର୍କ ନାମ ଲେଖନ୍ତୁ"
"ନେଟୱାର୍କ ନାମ"
"SSID ଲେଖନ୍ତୁ"
"ସୁରକ୍ଷା"
"ସିଗ୍ନାଲ୍ ଦକ୍ଷତା"
"ସ୍ଥିତି"
"ଲିଙ୍କର ବେଗ"
"ଫ୍ରିକ୍ୱେନ୍ସୀ"
"IP ଠିକଣା"
"ପାସ୍ୱାର୍ଡ ଦେଖାନ୍ତୁ"
"ନେଟ୍ୱର୍କର ନାମ ଲେଖନ୍ତୁ"
"ପାସ୍ୱର୍ଡ ଲେଖନ୍ତୁ"
"access_point_tag_key"
- "ଖରାପ"
- "ଖରାପ"
- "ଠିକ୍ଠାକ୍"
- "ଭଲ"
- "ସର୍ବୋତ୍ତମ"
"%1$d Mbps"
"2.4 GHz"
"5 GHz"
"ନେଟ୍ୱର୍କ ବିବରଣୀ"
"MAC ଠିକଣା"
"IP ଠିକଣା"
"ସବ୍ନେଟ୍ ମାସ୍କ"
"DNS"
"IPv6 ଠିକଣା"
"ଗେଟ୍ୱେ"
"ୱାଇ-ଫାଇ ଅଗ୍ରାଧିକାରଗୁଡ଼ିକ"
"ୱାଇ-ଫାଇ ସ୍ୱଚାଳିତ ଭାବେ ଚାଲୁ କରନ୍ତୁ"
"ୱାଇ-ଫାଇ ଆପଣଙ୍କର ହୋମ ନେଟୱାର୍କ ପରି ଉଚ୍ଚ ଗୁଣବତ୍ତାର ସେଭ୍ ହୋଇଥିବା ନେଟୱାର୍କରେ ଫେରିଆସିବ"
"ଲୋକେସନ୍ ବନ୍ଦ ଥିବା କାରଣରୁ ଉପଲବ୍ଧ ନାହିଁ। ""ଲୋକେସନ୍"" ଚାଲୁ କରନ୍ତୁ।"
"ୱାଇ-ଫାଇ ସ୍କାନିଂକୁ ଚାଲୁ କରିବେ?"
"ଚାଲୁ କରନ୍ତୁ"
"ୱାଇ-ଫାଇ ସ୍କାନିଂ ଚାଲୁ ଅଛି"
"ସ୍ୱଚାଳିତ ଭାବେ ମୋବାଇଲ୍ ଡାଟାକୁ ସ୍ୱିଚ୍ କରନ୍ତୁ"
"Wi‑Fiର ଇଣ୍ଟର୍ନେଟ୍ ଆକ୍ସେସ୍ ନଥିବା ବେଳେ ମୋବାଇଲ୍ ଡାଟା ବ୍ୟବହାର କରନ୍ତୁ। ଡାଟା ବ୍ୟବହାର ଦେୟ ଲାଗୁ ହୋଇପାରେ।"
"ୱାଇ-ଫାଇ ନେଟୱାର୍କ ଖୋଜି ସେଥିରେ ସଂଯୋଗ କରନ୍ତୁ"
"ଅଧିକ ଜାଣନ୍ତୁ"
"ହଟ୍ସ୍ପଟ୍ ନାମ"
"%1$s ଚାଲୁ ହେଉଛି..."
"%1$s ସହ ଅନ୍ୟ ଡିଭାଇସ୍ଗୁଡ଼ିକ ସଂଯୁକ୍ତ ହୋଇପାରିବ"
"ହଟସ୍ପଟ୍ ପାସ୍ୱାର୍ଡ"
"ସୁରକ୍ଷା"
"WPA3-Personal"
"WPA2/WPA3-Personal"
"WPA2-ବ୍ୟକ୍ତିଗତ"
"କୌଣସିଟି ନୁହେଁ"
"AP ବ୍ୟାଣ୍ଡ"
"AP ବ୍ୟାଣ୍ଡ୍ ଚୟନ କରନ୍ତୁ"
"ସ୍ଵଚାଳିତ"
"2.4 GHz ବ୍ୟାଣ୍ଡ୍"
"5.0 GHz ବ୍ୟାଣ୍ଡ୍"
"5.0 GHz ବ୍ୟାଣ୍ଡକୁ ପ୍ରାଥମିକତା ଦିଆଯାଇଛି"
"2.4 GHz"
"5.0 GHz"
"ୱାଇ-ଫାଇ ହଟ୍ସ୍ପଟ୍ ପାଇଁ ଅତିକମ୍ରେ ଗୋଟିଏ ବ୍ୟାଣ୍ଡ୍ ବାଛନ୍ତୁ:"
"ହଟ୍ସ୍ପଟ୍ ଏବଂ ଟିଥରିଂ"
"ହଟସ୍ପଟ"
"ବନ୍ଦ ଅଛି"
"ସ୍ୱଚାଳିତ ଭାବେ ହଟ୍ସ୍ପଟ୍ ବନ୍ଦ କରନ୍ତୁ"
"ଯଦି କୌଣସି ଡିଭାଇସ୍ ସଂଯୋଗ ନଥାଏ, ତେବେ ୱାଇ-ଫାଇ ହଟ୍ସ୍ପଟ୍ ବନ୍ଦ ହୋଇଯିବ"
"%s ୱାଇ-ଫାଇ ଚାଲୁ କରିବାକୁ ଚାହୁଁଛନ୍ତି"
"%s ୱାଇ-ଫାଇ ବନ୍ଦ କରିବାକୁ ଚାହୁଁଛନ୍ତି"
"ତ୍ରୁଟି"
"%1$s ସହ ବ୍ୟବହାର କରିବା ପାଇଁ ଡିଭାଇସ୍"
"କୌଣସି ଡିଭାଇସ୍ ମିଳିଲା ନାହିଁ। ସୁନିଶ୍ଚିତ ହୁଅନ୍ତୁ ଯେ ଡିଭାଇସ୍ ଚାଲୁ ହୋଇଛି ଏବଂ ସଂଯୋଗ କରିବା ପାଇଁ ଉପଲବ୍ଧ ଅଛି।"
"ପୁଣି ଚେଷ୍ଟା କରନ୍ତୁ"
"କିଛି ଗୋଟିଏ ବାହାରିଛି ଏକ ଡିଭାଇସ୍କୁ ବାଛିବାକୁ, ଆପ୍ଲିକେସନ୍ ଅନୁରୋଧ ବାତିଲ୍ କରିଛି।"
"ସଫଳତାର ସହ ସଂଯୋଗ ହୋଇଛି"
"ସମସ୍ତ ଦେଖାନ୍ତୁ"
"ଖୋଜୁଛି..."
"ବ୍ଲୁଟୁଥ୍"
"ବ୍ଲୁଟୁଥ ବ୍ୟବହାର କରନ୍ତୁ"
"ନାମହୀନ ଡିଭାଇସ୍"
"ପେୟାର୍ ହୋଇଥିବା ଡିଭାଇସ୍ଗୁଡ଼ିକ"
"ନୂଆ ଡିଭାଇସ୍କୁ ପେୟାର୍ କରନ୍ତୁ"
"ପେୟାର୍ କରିବାକୁ ବ୍ଲୁଟୂଥ୍ ଚାଲୁ ହେବ"
"ଡିଭାଇସ୍ ବିଚ୍ଛିନ୍ନ କରିବେ?"
"ଆପଣଙ୍କ ଗାଡି %1$sରୁ ବିଚ୍ଛିନ୍ନ ହେବ।"
"ଗାଡିର ବ୍ଲୁଟୂଥ୍ ଠିକଣା : %1$s"
"ଡିଭାଇସ୍ର ବ୍ଲୁଟୁଥ୍ ଠିକଣା: %1$s"
"ଗାଡିର ନାମ"
"ଏହି ଗାଡିକୁ ରିନେମ୍ କରନ୍ତୁ"
"ଡିଭାଇସକୁ ରିନେମ୍ କରନ୍ତୁ"
"ରିନେମ୍ କରନ୍ତୁ"
"ଉପଲବ୍ଧ ଥିବା ଡିଭାଇସ୍"
"ପ୍ରୋଫାଇଲ୍ଗୁଡ଼ିକ"
"ବ୍ଲୁଟୂଥ୍ ଚାଲୁ ହେଉଛି…"
"ବ୍ଲୁଟୂଥ୍ ବନ୍ଦ ହେଉଛି…"
"%1$s ବ୍ଲୁଟୂଥ୍ ଚାଲୁ କରିବାକୁ ଚାହୁଁଛି"
"%1$s ବ୍ଲୁଟୂଥ୍ ବନ୍ଦ କରିବା ପାଇଁ ଚାହୁଁଛି"
"ଏକ ଆପ୍ ବ୍ଲୁଟୂଥ୍ ଚାଲୁ କରିବାକୁ ଚାହୁଁଛି"
"ଏକ ଆପ୍ ବ୍ଲୁଟୂଥ୍ ବନ୍ଦ କରିବାକୁ ଚାହୁଁଛି"
"%1$s ଆପଣଙ୍କ ହେଡୟୁନିଟ୍କୁ %2$d ସେକେଣ୍ଡ ପାଇଁ ଅନ୍ୟ ବ୍ଲୁଟୁଥ୍ ଡିଭାଇସ୍ଗୁଡିକରେ ଦେଖାଇବା ପାଇଁ ଚାହୁଁଛି।"
"ଏକ ଆପ୍ ଆପଣଙ୍କ ହେଡୟୁନିଟ୍କୁ %1$d ସେକେଣ୍ଡ ପାଇଁ ଅନ୍ୟ ବ୍ଲୁଟୁଥ୍ ଡିଭାଇସ୍ଗୁଡିକରେ ଦେଖାଇବାକୁ ଚାହୁଁଛି।"
"%1$s ଆପଣଙ୍କ ବ୍ଲୁଟୁଥ୍କୁ ଚାଲୁ କରିବା ପାଇଁ ଚାହୁଁଛି ଏବଂ %2$d ସେକେଣ୍ଡ ପାଇଁ ଆପଣଙ୍କର ହେଡୟୁନିଟ୍କୁ ଅନ୍ୟ ଡିଭାଇସ୍ଗୁଡିକରେ ଦେଖାଇବା ପାଇଁ ଚାହୁଁଛି।"
"ଏକ ଆପ୍ ବ୍ଲୁଟୁଥ୍ ଚାଲୁ କରିବା ପାଇଁ ଚାହୁଁଛି ଏବଂ %1$d ସେକେଣ୍ଡ ପାଇଁ ଆପଣଙ୍କର ହେଡୟୁନିଟ୍କୁ ଅନ୍ୟ ଡିଭାଇସ୍ଗୁଡିକରେ ଦେଖାଇବା ପାଇଁ ଚାହୁଁଛି।"
"ଅନ୍ୟ ଡିଭାଇସକୁ %1$s ଭାବରେ ଦେଖାଯାଏ"
"ମୋ ଡିଭାଇସ୍"
"ପୂର୍ବରୁ ସଂଯୋଗ ହୋଇଛି"
"%1$s ସଂଯୋଗ କରାଯାଇଛି"
"%1$s ବିଚ୍ଛିନ୍ନ କରାଯାଇଛି"
"ବ୍ଲୁଟୂଥ୍ ପେୟାର୍ କରିବା ପାଇଁ ଅନୁରୋଧ"
"ପେୟାର୍ ଓ ସଂଯୋଗ"
"ବ୍ଲୁଟୁଥ ପେୟାରିଂ କୋଡ୍"
"ପିନ୍ରେ ଅକ୍ଷର କିମ୍ୱା ସଙ୍କେତ ରହିଥାଏ"
"ପେୟାରିଂ କୋଡ୍ ଟାଇପ୍ କରନ୍ତୁ ତାପରେ ଫେରନ୍ତୁ କିମ୍ବା ପ୍ରବେଶ ଦବାନ୍ତୁ"
"%1$s ସହ ପେୟାର୍ କରିବେ?"
"ଆପଣଙ୍କ ଯୋଗାଯୋଗ ଓ କଲ୍ ହିଷ୍ଟୋରୀକୁ ଆକ୍ସେସ୍ କରିବାକୁ %1$sକୁ ଅନୁମତି ଦିଅନ୍ତୁ"
"ଆପଣ ଏହି PIN ଅନ୍ୟ ଡିଭାଇସ୍ରେ ମଧ୍ୟ ଟାଇପ୍ କରିବା ଆବଶ୍ୟକ କରିପାରନ୍ତି।"
"ଏହି ପାସ୍-କୀକୁ ଅନ୍ୟ ଡିଭାଇସ୍ରେ ମଧ୍ୟ ଟାଇପ୍ କରିବା ଆବଶ୍ୟକ ହୋଇପରେ।"
"16 ଅଙ୍କ ବିଶିଷ୍ଟ ହେବା ଦରକାର"
"ସାଧାରଣତଃ 0000 କିମ୍ବା 1234"
"ପେୟାରିଙ୍ଗ ଅନୁରୋଧ"
"%1$s ସହ ପେୟାର୍ କରିବାକୁ ଟାପ୍ କରନ୍ତୁ"
"ବ୍ଲୁଟୂଥ ଡିଭାଇସ ବାଛନ୍ତୁ"
"ଭାଷା"
"ଭାଷା ଓ ଇନ୍ପୁଟ୍"
"ପରାମର୍ଶିତ"
"ସମସ୍ତ ଭାଷା"
"କୀବୋର୍ଡ"
"କୀବୋର୍ଡଗୁଡ଼ିକୁ ପରିଚାଳନା କରନ୍ତୁ"
"ଟେକ୍ସଟ୍-ଟୁ-ସ୍ପିଚ୍ ଆଉଟ୍ପୁଟ୍"
"ଅଗ୍ରାଧିକାର ଦିଆଯାଇଥିବା ଇଞ୍ଜିନ୍"
"ସାମ୍ପ୍ରତିକ ଇଞ୍ଜିନ୍"
"ସ୍ପୀଚ୍ ହାର"
"ପିଚ୍"
"ରିସେଟ୍ କରନ୍ତୁ"
"ଶବ୍ଦ"
"ରିଙ୍ଗ ଭଲ୍ୟୁମ୍"
"ନେଭିଗେସନ୍ ଭଲ୍ୟୁମ୍"
"ରିଙ୍ଗଟୋନ୍"
"ବିଜ୍ଞପ୍ତି"
"ମିଡିଆ"
"ମ୍ୟୁଜିକ ଓ ଭିଡିଓଗୁଡ଼ିକ ପାଇଁ ଭଲ୍ୟୁମ ସେଟ କରନ୍ତୁ"
"ଆଲାର୍ମ"
"ଫୋନ ରିଂଟୋନ"
"ଡିଫଲ୍ଟ ବିଜ୍ଞପ୍ତି ସାଉଣ୍ଡ"
"ଡିଫଲ୍ଟ ଆଲାରାମ ସାଉଣ୍ଡ"
"ସେଭ୍ କରନ୍ତୁ"
"ଆଲର୍ଟ ସାଉଣ୍ଡ"
"ରିଂଟୋନ୍, ବିଜ୍ଞପ୍ତି, ଆଲାରାମ୍"
"ଉଜ୍ଜ୍ୱଳତା"
"କମ୍ ଆଲୋକ ପାଇଁ ସ୍କ୍ରିନ୍ ଆଡଜଷ୍ଟ କରନ୍ତୁ"
"ୟୁନିଟ୍"
"ବେଗ"
"ଦୂରତା"
"ଇନ୍ଧନର ବ୍ୟବହାର"
"ଶକ୍ତିର ବ୍ୟବହାର"
"ତାପମାତ୍ରା"
"ଭଲ୍ୟୁମ୍"
"ଚାପ"
"%1$s - %2$s"
"%1$s/%2$s"
"%1$d%2$s"
"%1$d%2$s"
"ମିଟର ପ୍ରତି ସେକେଣ୍ଡ"
"ଘୂର୍ଣ୍ଣନ ପ୍ରତି ମିନିଟ୍"
"ହର୍ଜ"
"ପର଼ସେଣ୍ଟାଇଲ୍"
"ମିଲିମିଟର"
"ମିଟର"
"କିଲୋମିଟର"
"ମାଇଲ"
"ସେଲସିୟସ୍"
"ଫାରେନହାଇଟ୍"
"କେଲ୍ଭିନ୍"
"ମିଲିମିଟର"
"ଲିଟର"
"ଗ୍ୟାଲନ୍"
"ଇମ୍ପେଇରିଆଲ୍ ଗ୍ୟାଲନ୍"
"ନାନୋସେକେଣ୍ଡ"
"ସେକେଣ୍ଡ"
"ବର୍ଷ"
"କିଲୋପାସ୍କାଲ"
"ୱାଟ୍ ଘଣ୍ଟା"
"ମିଲିଆମ୍ପିୟର"
"ମିଲିଭୋଲ୍ଟ"
"ମିଲିୱାଟ୍"
"ଆମ୍ପିୟର୍ ଘଣ୍ଟା"
"କିଲୋୱାଟ୍ ଘଣ୍ଟା"
"ପାଉଣ୍ଡ ପ୍ରତି ସ୍କୋୟାର୍ ଇଞ୍ଚ"
"ମାଇଲ ପ୍ରତି ଘଣ୍ଟା"
"କିଲୋମିଟର ପ୍ରତି ଘଣ୍ଟା"
"ବାର୍"
"ଡିଗ୍ରୀ"
"କିଲୋୱାଟ୍ ପ୍ରତି ଶହେ ମାଇଲ"
"କିଲୋୱାଟ୍ ପ୍ରତି ଶହେ କିଲୋମିଟର"
"ମାଇଲ ପ୍ରତି ଗ୍ୟାଲନ୍(US)"
"ମାଇଲ ପ୍ରତି ଗ୍ୟାଲନ୍ (UK)"
"କିଲୋମିଟର ପ୍ରତି ଲିଟର"
"ଲିଟର ପ୍ରତି ଶହେ କିଲୋମିଟର"
"ଆପ୍ସ ଓ ବିଜ୍ଞପ୍ତି"
"ସମସ୍ତ ଆପ୍ସ ଦେଖାନ୍ତୁ"
"ଡିଫଲ୍ଟ ଆପ୍ସ"
"ପରଫରମାନ୍ସକୁ-ପ୍ରଭାବିତ କରୁଥିବା ଆପ୍ସ"
"ଆପ ଅନୁମତିଗୁଡ଼ିକ"
"ଆପଣଙ୍କ ଡାଟାକୁ ଆପର ଆକ୍ସେସ୍ ନିୟନ୍ତ୍ରଣ କରନ୍ତୁ"
"ଆପ୍ ସୂଚନା"
"ବାଧ୍ୟତାର ସହ ବନ୍ଦ କରନ୍ତୁ"
"ବାଧ୍ୟତାର ସହ ବନ୍ଦ କରିବେ?"
"ଯଦି ଆପଣ ଏକ ଆପ୍ ବାଧ୍ୟତାର ସହ ବନ୍ଦ କରନ୍ତି, ତେବେ ଏହା ଅସ୍ୱାଭାବିକ ବ୍ୟବହାର କରିପାରେ।"
"ଆପ ପରଫରମାନ୍ସକୁ ପ୍ରାଥମିକତା ଦେବେ?"
"ଏହା ସମ୍ଭାବ୍ୟ ସିଷ୍ଟମ ଅସ୍ଥିରତା ସୃଷ୍ଟି କରିପାରେ କିମ୍ବା ହାର୍ଡୱେର ଉପରେ ଦୀର୍ଘ-କାଳୀନ ପ୍ରଭାବ ପକାଇପାରେ। ଆପଣ ଜାରି ରଖିବାକୁ ଚାହାଁନ୍ତି?"
"ହଁ"
"ନା, ଧନ୍ୟବାଦ"
"ଅକ୍ଷମ"
"ସକ୍ଷମ"
"ଅନ୍ଇନ୍ଷ୍ଟଲ୍ କରନ୍ତୁ"
"ଯଦି ଆପଣ ଏହି ଆପ୍କୁ ନିଷ୍କ୍ରିୟ କରନ୍ତି, ତେବେ Android ଓ ଅନ୍ୟାନ୍ୟ ଆପ୍ସ ଆଉ କାମ ନକରିପାରେ।"
"ଆପ୍ ଅକ୍ଷମ କରନ୍ତୁ"
"ଏହି ପ୍ରୋଫାଇଲ୍ ପାଇଁ ଇନଷ୍ଟଲ୍ କରାଯାଇନାହିଁ"
"ଅନୁମତିଗୁଡ଼ିକ"
"ବିଜ୍ଞପ୍ତିଗୁଡ଼ିକ"
"ଷ୍ଟୋରେଜ୍ & କେଚ୍"
"ଆପ ପରଫରମାନ୍ସକୁ ପ୍ରାଥମିକତା ଦିଅନ୍ତୁ"
"ଭର୍ସନ୍: %1$s"
"କୌଣସି ଅନୁମତି ଦିଆଯାଇ ନାହିଁ"
"କୌଣସି ଅନୁମତିର ଅନୁରୋଧ କରାଯାଇ ନାହିଁ"
"ଅବ୍ୟବହୃତ ଆପଗୁଡ଼ିକ"
"{count,plural, =1{#ଟି ଅବ୍ୟବହୃତ ଆପ}other{#ଟି ଅବ୍ୟବହୃତ ଆପ}}"
"ଅନୁମତିଗୁଡ଼ିକୁ କାଢ଼ି ସ୍ପେସ୍ ଖାଲି କରନ୍ତୁ"
"ଇଣ୍ଟର୍ନଲ୍ ଷ୍ଟୋରେଜ୍ରେ %s ଅଛି"
"ଆପ ପରଫରମାନ୍ସକୁ ପ୍ରାଥମିକତା ଦେବା ପାଇଁ ସିଷ୍ଟମ ରିସୋର୍ସଗୁଡ଼ିକୁ ବ୍ୟବହାର କରେ"
"ଡାଟାର ବ୍ୟବହାର"
"ଆପ୍ ଦ୍ୱାରା ଡାଟା ବ୍ୟବହାର"
"ବ୍ୟବହାରର ଇତିହାସ"
"ସବୁ ଆପ"
"ଡାଟା ଏବଂ ୱାଇ-ଫାଇ ବ୍ୟବହାର"
"ବ୍ୟବହାରର ଇତିହାସ"
"ମୋଟ ବ୍ୟବହାର"
"ଫୋରଗ୍ରାଉଣ୍ଡ"
"ପୃଷ୍ଠପଟ"
"ଡାଟା ବ୍ୟବହାର କରିବାକୁ ଦିଅ"
"ଏହି ଆପକୁ ମୋବାଇଲ ଡାଟା ବ୍ୟବହାର କରିବାକୁ ଦିଅନ୍ତୁ"
"ଡାଟାକୁ ପ୍ରତିବନ୍ଧିତ କରନ୍ତୁ"
"ଆପ ଫୋରଗ୍ରାଉଣ୍ଡରେ ଥିବା ବେଳେ ମୋବାଇଲ ଡାଟା ବ୍ୟବହାର କର"
"ଗଣୁଛି…"
"{count,plural, =1{#ଟି ଅତିରିକ୍ତ ଅନୁମତି}other{#ଟି ଅତିରିକ୍ତ ଅନୁମତି}}"
"ଟିପ୍ପଣୀ: ରିବୁଟ୍ କରିବା ପରେ, ଯେପର୍ଯ୍ୟନ୍ତ ଆପଣ ଆପଣଙ୍କର ବାହାନକୁ ଅନଲକ୍ ନକରିଛନ୍ତି, ସେପର୍ଯ୍ୟନ୍ତ ଏହି ଆପ୍ ଆରମ୍ଭ ହୋଇପାରିବ ନାହିଁ।"
"ଆସିଷ୍ଟାଣ୍ଟ ଓ ଭଏସ୍ ଇନପୁଟ୍"
"ସହାୟକ ଆପ୍"
"ସ୍କ୍ରିନ୍ରୁ ଟେକ୍ସଟ୍ ବ୍ୟବହାର କରନ୍ତୁ"
"ସ୍କ୍ରିନ୍ ବିଷୟବସ୍ତୁଗୁଡ଼ିକୁ ଟେକ୍ସଟ୍ ଭଳି ଆକ୍ସେସ୍ କରିବା ପାଇଁ ସହାୟକ ଆପ୍କୁ ଅନୁମତି ଦିଅନ୍ତୁ"
"ସ୍କ୍ରିନସଟ୍ ବ୍ୟବହାର କରନ୍ତୁ"
"ସ୍କ୍ରିନ୍ର ଇମେଜକୁ ଆକ୍ସେସ୍ କରିବାକୁ ସହାୟକ ଆପ୍କୁ ଅନୁମତି ଦିଅନ୍ତୁ"
"ଭଏସ୍ ଇନ୍ପୁଟ୍"
"ସ୍ୱତଃପୂରଣ ସେବା"
"କୌଣସିଟି ନୁହେଁ"
"ଚୟନିତ"
"ଏହି ସହାୟକ, ସ୍କ୍ରିନ୍ରେ ଦେଖାଦେଉଥିବା କିମ୍ୱା ଆପ୍ଗୁଡ଼ିକ ମଧ୍ୟରେ ଆକ୍ସେସ୍ ହୋଇପାରିବା ଭଳି ସୂଚନା ସମେତ ଆପଣଙ୍କ ସିଷ୍ଟମ୍ରେ ଥିବା ଆପ୍ଗୁଡ଼ିକ ବିଷୟରେ ସୂଚନା ପଢ଼ିପାରିବ।"
"<b>ଆପଣ ଏହି ଆପ୍କୁ ବିଶ୍ୱାସ କରୁଥିବା ନିଶ୍ଚିତ କରନ୍ତୁ</b> <br/> <br/> <xliff:g id=app_name example=Google ଅଟୋଫିଲ୍>%1$s</xliff:g> କଣ ଅଟୋଫିଲ୍ କରାଯାଇ ପାରିବ ନିର୍ଦ୍ଧାରଣ କରିବାକୁ ଆପଣଙ୍କ ସ୍କ୍ରିନ୍ରେ ଯାହା ଥାଏ ତାହା ବ୍ୟବହାର କରେ।"
"ସେବା ଯୋଗ କରନ୍ତୁ"
"ଓପନିଂ ଲିଙ୍କ୍"
"ଇନ୍ଷ୍ଟଲ୍ ହୋଇଥିବା ଆପ୍ସ"
"ସମର୍ଥିତ ଲିଙ୍କ୍ଗୁଡ଼ିକୁ ଖୋଲନ୍ତୁ ନାହିଁ"
"%s ଖୋଲନ୍ତୁ"
"%s ଏବଂ ଅନ୍ୟ URLଗୁଡ଼ିକୁ ଖୋଲନ୍ତୁ"
"ଡିଫଲ୍ଟ ରୂପେ ଖୋଲନ୍ତୁ"
"ଅନ୍ୟ ଡିଫଲ୍ଟଗୁଡ଼ିକ"
"କୌଣସି ଡିଫଲ୍ଟ ସେଟ୍ ହୋଇ ନାହିଁ।"
"କିଛି କାର୍ଯ୍ୟ ପାଇଁ ଆପଣ ଡିଫଲ୍ଟ ଭାବେ ଏହି ଆପ୍କୁ ଲଞ୍ଚ କରିବାକୁ ବାଛିଛନ୍ତି।"
"ଡିଫଲ୍ଟଗୁଡ଼ିକୁ ଖାଲି କରନ୍ତୁ"
"ସମର୍ଥିତ ଲିଙ୍କ୍ଗୁଡ଼ିକୁ ଖୋଲନ୍ତୁ"
"ଏହି ଆପ୍ରେ ଖୋଲନ୍ତୁ"
"ପ୍ରତ୍ୟେକ ଥର ପଚାରନ୍ତୁ"
"ଏହି ଆପ୍ରେ ଖୋଲନ୍ତୁ ନାହିଁ"
"ସମର୍ଥିତ ଲିଙ୍କ୍ଗୁଡ଼ିକ"
"ଆପଗୁଡ଼ିକ"
"ଏବେ ଖୋଲିଛି"
"ସମସ୍ତ %1$dଟି ଆପ୍ ଦେଖନ୍ତୁ"
"ଅନୁମତି ପରିଚାଳକ"
"ଆପଣଙ୍କ ଡାଟାକୁ ଆପର ଆକ୍ସେସ୍ ନିୟନ୍ତ୍ରଣ କରନ୍ତୁ"
"Assistant ଏବଂ ଆହୁରି ଅଧିକ ପାଇଁ"
"{count,plural, =1{#ଟି ଆପ ପରଫରମାନ୍ସକୁ ପ୍ରଭାବିତ କରୁଛି}other{#ଟି ଆପ୍ସ ପରଫରମାନ୍ସକୁ ପ୍ରଭାବିତ କରୁଛି}}"
"ସିଷ୍ଟମ୍ ଏବଂ ଅନ୍ୟ ସେଟିଂସ୍ ପାଇଁ"
"ସ୍ବତନ୍ତ୍ର ଆପ୍ ଆକ୍ସେସ୍ କରନ୍ତୁ"
"ସିଷ୍ଟମ୍ ଦେଖାନ୍ତୁ"
"ସିଷ୍ଟମ୍କୁ ଲୁଚାନ୍ତୁ"
"ସିଷ୍ଟମ୍ ଆପଗୁଡ଼ିକୁ ଲୁଚାନ୍ତୁ"
"ସିଷ୍ଟମ୍ ସେଟିଂସ୍ ବଦଳାନ୍ତୁ"
"ଏହି ଅନୁମତି କୌଣସି ଆପ୍କୁ ସିଷ୍ଟମ୍ ସେଟିଂସ୍ ବଦଳାଇବାକୁ ଅନୁମତି ଦେଇଥାଏ।"
"ବିଜ୍ଞପ୍ତି ଆକ୍ସେସ୍"
"%1$s ପାଇଁ ବିଜ୍ଞପ୍ତି ଆକ୍ସେସ୍ର ଅନୁମତି ଦେବେ?"
"ବ୍ୟକ୍ତିଗତ ସୂଚନା ଯେପରି କଣ୍ଟାକ୍ଟ ନାମଗୁଡ଼ିକ ଏବଂ ଆପଣ ପ୍ରାପ୍ତ କରୁଥିବା ମେସେଜଗୁଡ଼ିକର ଟେକ୍ସଟ ସମେତ %1$s ସମସ୍ତ ବିଜ୍ଞପ୍ତିଗୁଡ଼ିକୁ ପଢ଼ିବାରେ ସକ୍ଷମ ହେବ। ଏହା ବିଜ୍ଞପ୍ତିଗୁଡ଼ିକୁ ଖାରଜ କରିବାରେ କିମ୍ବା ସେମାନଙ୍କ ପାଖରେ ଥିବା ପଦକ୍ଷେପ ବଟନଗୁଡ଼ିକୁ ମଧ୍ୟ ଟ୍ରିଗର କରିବାରେ ସକ୍ଷମ ହେବ। \n\n ଏହା ଆପକୁ \'ବିରକ୍ତ କରନ୍ତୁ ନାହିଁ\' ବିକଳ୍ପକୁ ଚାଲୁ କିମ୍ବା ବନ୍ଦ କରିବା ତଥା ସମ୍ବନ୍ଧିତ ସେଟିଂସକୁ ବଦଳାଇବା କ୍ଷମତା ମଧ୍ୟ ଦେବ।"
"ଯଦି %1$s ପାଇଁ ଆପଣ ବିଜ୍ଞପ୍ତି ଆକ୍ସେସ୍କୁ ବନ୍ଦ କରିବେ, ତେବେ \"ବିରକ୍ତ କରନ୍ତୁ ନାହିଁ\" ବିକଳ୍ପ ଆକ୍ସେସ୍ ମଧ୍ୟ ହୁଏତ ବନ୍ଦ ହୋଇଯାଇପାରେ।"
"ବନ୍ଦ କରନ୍ତୁ"
"ବାତିଲ କରନ୍ତୁ"
"ଏହି ଆପ୍ସ ସିଷ୍ଟମ ପରଫରମାନ୍ସ ଉପରେ ନକାରାତ୍ମକ ପ୍ରଭାବ ପକାଏ ଏବଂ ପୃଷ୍ଠପଟରେ ଚାଲିବାରୁ ସେଗୁଡ଼ିକୁ ପ୍ରତିରୋଧ କରାଯାଇଛି।\nପୃଷ୍ଠପଟରେ ଚାଲିବା ପାଇଁ ଆପକୁ ପ୍ରାଥମିକତା ଦିଅନ୍ତୁ ଏବଂ ଏହି ତାଲିକାରୁ ଏହାକୁ କାଢ଼ି ଦିଅନ୍ତୁ।"
"ଆପକୁ ପ୍ରାଥମିକତା ଦିଅ"
"ପ୍ରିମିୟମ୍ SMS ଆକ୍ସେସ୍"
"ପ୍ରିମିୟମ୍ SMSରେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡ଼ିପାରେ ଏବଂ ତାହା ଆପଣଙ୍କର ମୋବାଇଲ୍ କମ୍ପାନୀର ବିଲ୍ରେ ଯୋଗ ହୋଇଯିବ। ଯଦି ଆପଣ ଏକ ଆପ୍ ପାଇଁ ଅନୁମତି ଦେଇଛନ୍ତି, ତେବେ ସେହି ଆପ୍ ବ୍ୟବହାର କରି ଆପଣ ପ୍ରିମିୟମ୍ SMS ପଠାଇ ପାରିବେ।"
"ବ୍ୟବହାର ଆକସେସ୍"
"ଆପଣ କେଉଁ ଅନ୍ୟ ଆପ୍ସ କେତେ ଥର ବ୍ୟବହାର କରୁଛନ୍ତି, ତଥା ଆପଣଙ୍କ ମୋବାଇଲ କମ୍ପାନୀ, ଭାଷା ସେଟିଂସ୍ ଏବଂ ଅନ୍ୟ ବିବରଣୀକୁ ଟ୍ରାକ୍ କରିବା ପାଇଁ, ବ୍ୟବହାରର ଆକସେସ୍ ଏକ ଆପ୍କୁ ଅନୁମତି ଦେଇଥାଏ।"
"ୱାଇ-ଫାଇ ନିୟନ୍ତ୍ରଣ"
"ୱାଇ-ଫାଇ ନିୟନ୍ତ୍ରଣ କୌଣସି ଆପ୍କୁ ୱାଇ-ଫାଇ ଚାଲୁ କରିବା କିମ୍ବା ବନ୍ଦ କରିବା, ସ୍କାନ୍ କରି ୱାଇ-ଫାଇ ନେଟ୍ୱାର୍କ ସହ ସଂଯୋଗ କରିବା, ନେଟ୍ୱାର୍କଗୁଡ଼ିକୁ ଯୋଗ କରିବା କିମ୍ବା କାଢ଼ି ଦେବା କିମ୍ବା କେବଳ ଏକ ସ୍ଥାନୀୟ ହଟ୍ସ୍ପଟ୍ ଆରମ୍ଭ କରିବାକୁ ଅନୁମତି ଦେଇଥାଏ।"
"ଅଧିକ"
"ଲୋକେସନ"
"ଲୋକେସନ୍ ବ୍ୟବହାର କରନ୍ତୁ"
"ଲୋକେସନ ସୂଚନା ଆକ୍ସେସ କରିବାକୁ ଆପଣ ନିର୍ଦ୍ଦିଷ୍ଟ କରିଥିବା ଆପ୍ସକୁ ଅନୁମତି ଦିଅ"
"ଯଦି ଆପଣ ଏହାକୁ ବନ୍ଦ କରନ୍ତି, ତେବେ ଡ୍ରାଇଭର ସହାୟତା ପାଇଁ ଆବଶ୍ୟକ ଆପ୍ସ ବ୍ୟତୀତ ଏହା ସମସ୍ତ ଆପ୍ସ ପାଇଁ ଲୋକେସନ ଆକ୍ସେସକୁ କାଢ଼ି ଦେବ"
"ଡ୍ରାଇଭର ସହାୟତା ପାଇଁ ଲୋକେସନ ସୂଚନା ବ୍ୟବହାର କର"
"ଗାଡ଼ିର ଲୋକେସନ ଫିଚର ବନ୍ଦ ଅଛି"
"ଡ୍ରାଇଭର ସହାୟତା ଆପ୍ସ ଆପଣଙ୍କ ଲୋକେସନ ସୂଚନା ଆକ୍ସେସ କରିପାରିବ ନାହିଁ"
"ବଦଳାନ୍ତୁ"
"ଲୋକେସନ ସୂଚନା ଆକ୍ସେସ କରିବାକୁ ଡ୍ରାଇଭିଂରେ ସାହାଯ୍ୟ କରୁଥିବା ଆପ୍ସକୁ ଅନୁମତି ଦିଅ"
"ଯଦି ଆପଣ ଏହାକୁ ବନ୍ଦ କରନ୍ତି, ତେବେ ଲୋକେସନ ସୂଚନା ଉପରେ ନିର୍ଭର କରୁଥିବା ଡ୍ରାଇଭର ସହାୟତା ଆପ୍ସ ଅକ୍ଷମ ହୋଇଯିବ"
"ଯେ କୌଣସି ଉପାୟରେ ବନ୍ଦ କରନ୍ତୁ"
"ବର୍ତ୍ତମାନ ଆକ୍ସେସ କରାଯାଇଛି"
"ବର୍ତ୍ତମାନ ଆକ୍ସେସ କରାଯାଇଛି"
"ସବୁ ଦେଖନ୍ତୁ"
"ବର୍ତ୍ତମାନର କୌଣସି ଆପ ନାହିଁ"
"%1$s • ଡ୍ରାଇଭର ସହାୟତା"
"ଡ୍ରାଇଭର ସହାୟତା ଫିଚର ପାଇଁ ଏହି ଗାଡ଼ିର ଲୋକେସନକୁ ଆକ୍ସେସର ଅନୁମତି ଥିବା ଆପ୍ସ"
"ଗୋପନୀୟତା ନୀତି"
"ଆପ୍-ସ୍ତରୀୟ ଅନୁମତି"
"ଲୋକେସନ୍ ସମ୍ପର୍କିତ ସେବା"
"ଲୋକେସନ୍ ବ୍ୟବହାର କରନ୍ତୁ"
"ଆପଣଙ୍କ ଡିଭାଇସର ଲୋକେସନ୍ ଅନୁମାନ କରିବାରେ ସାହାଯ୍ୟ କରିବାକୁ GPS, ୱାଇ‑ଫାଇ, ମୋବାଇଲ୍ ନେଟୱାର୍କ ଏବଂ ସେନ୍ସରଗୁଡ଼ିକ ଭଳି ସୋର୍ସଗୁଡ଼ିକୁ ଲୋକେସନ୍ ବ୍ୟବହାର କରିପାରେ।"
"ଡ୍ରାଇଭର୍ ସହାୟତା"
"ଡ୍ରାଇଭର ସହାୟତା ଆପ୍ସକୁ ପଠାଯାଇଥିବା ଲୋକେସନ ସୂଚନାରେ ଆପଣଙ୍କୁ ଚିହ୍ନଟ କରୁଥିବା ସୂଚନା ଅନ୍ତର୍ଭୁକ୍ତ ନାହିଁ। ଡିଲିଟ କରାଯିବା ପୂର୍ବରୁ ଏହାକୁ ସର୍ବାଧିକ 2 ଦିନ ପାଇଁ ଷ୍ଟୋର କରାଯାଏ।"
"ମାଇକ୍ରୋଫୋନ୍"
"ମାଇକ୍ରୋଫୋନ୍ ବ୍ୟବହାର କରନ୍ତୁ"
"ଆପଣଙ୍କ ମାଇକ୍ରୋଫୋନକୁ ଆକ୍ସେସ୍ କରିବା ପାଇଁ ସମସ୍ତ ଆପକୁ ଅନୁମତି ଦିଅନ୍ତୁ"
"ମାଇକ୍ରୋଫୋନ୍ ଅନୁମତିଗୁଡ଼ିକୁ ପରିଚାଳନା କରନ୍ତୁ"
"ବର୍ତ୍ତମାନ ଆକ୍ସେସ୍ କରାଯାଇଛି"
"ବର୍ତ୍ତମାନର କୌଣସି ଆପ୍ ନାହିଁ"
"0ଟି ଆପର ଆକ୍ସେସ୍ ଅଛି"
"{count,plural, =1{{total_count}ଟିରୁ #ଟି ଆପର ଆକ୍ସେସ ଅଛି}other{{total_count}ଟିରୁ #ଟି ଆପର ଆକ୍ସେସ ଅଛି}}"
"ବର୍ତ୍ତମାନ ଆକ୍ସେସ୍ କରାଯାଇଛି"
"ସବୁ ଦେଖନ୍ତୁ"
"ଲୋଡ୍ ହେଉଛି…"
"ସିଷ୍ଟମ୍"
"ସିଷ୍ଟମ୍ ଅପ୍ଡେଟ୍"
"ଉନ୍ନତ"
"ଏହା ବିଷୟରେ, ଆଇନଗତ ସୂଚନା, ରିସେଟ୍ ଏବଂ ଆହୁରି ଅଧିକ"
"Android ସଂସ୍କରଣ"
"Android ସୁରକ୍ଷା ପାଚ୍ ସ୍ତର"
"ମଡେଲ୍ ଓ ହାର୍ଡୱେୟାର୍"
"ମଡେଲ୍: %1$s"
"ବେସ୍ବ୍ୟାଣ୍ଡ ଭର୍ସନ୍"
"କର୍ନେଲ୍ ଭର୍ସନ୍"
"ନମ୍ୱର୍ ଗଠନ କରନ୍ତୁ"
"ବ୍ଲୁଟୁଥ୍ ଠିକଣା"
"ଉପଲବ୍ଧ ନାହିଁ"
"ସ୍ଥିତି"
"ସ୍ଥିତି"
"ବ୍ୟାଟେରୀ, ନେଟ୍ୱର୍କର ସ୍ଥିତି ଓ ଅନ୍ୟାନ୍ୟ ସୂଚନା"
"ଫୋନ ନମ୍ୱର, ସିଗ୍ନାଲ ଆଦି"
"ପରିଚୟ"
"Android %1$s"
"ଆଇନଗତ ସୂଚନା, ଷ୍ଟେଟସ୍, ସଫ୍ଟୱେର୍ ଭର୍ସନ୍ ଦେଖନ୍ତୁ"
"ଆଇନ ସୂଚନା"
"ଅବଦାନକାରୀ"
"ମାନୁଆଲ୍"
"ନିୟାମକ ଲେବଲଗୁଡ଼ିକ"
"ସୁରକ୍ଷା ଓ ନିୟାମକ ମାନୁଆଲ୍"
"କପୀରାଇଟ୍"
"ଲାଇସେନ୍ସ"
"ନିୟମ ଓ ସର୍ତ୍ତାବଳୀ"
"ସିଷ୍ଟମ୍ WebView ଲାଇସେନ୍ସ"
"ୱାଲପେପର୍"
"ସ୍ୟାଟେଲାଇଟ୍ ଇମେଜେରୀ ପ୍ରଦାତା:\n©2014 CNES / Astrium, DigitalGlobe, Bluesky"
"ମଡେଲ୍"
"କ୍ରମିକ ନମ୍ବର"
"ହାର୍ଡୱେର୍ ସଂସ୍କରଣ"
"ତୃତୀୟ-ପକ୍ଷ ଲାଇସେନ୍ସ"
"ଲାଇସେନ୍ସ ଲୋଡ୍ କରିବାରେ ସମସ୍ୟା ହୋଇଛି।"
"ଲୋଡ୍ କରୁଛି…"
"{count,plural, =1{ଆପଣ ଜଣେ ଡେଭେଲପର ହେବା ପାଇଁ ବର୍ତ୍ତମାନ #ଟି ଷ୍ଟେପ ଦୂରରେ ଅଛନ୍ତି।}other{ଆପଣ ଜଣେ ଡେଭେଲପର ହେବା ପାଇଁ ବର୍ତ୍ତମାନ #ଟି ଷ୍ଟେପ ଦୂରରେ ଅଛନ୍ତି।}}"
"ବର୍ତ୍ତମାନ ଆପଣ ଜଣେ ଡେଭେଲପର୍ ଅଟନ୍ତି!"
"ଆବଶ୍ୟକତା ନାହିଁ, ଆପଣ ଜଣେ ଡେଭେଲପର୍ ଅଟନ୍ତି।"
"ଡେଭ୍ଲପର୍ମାନଙ୍କ ପାଇଁ ବିକଳ୍ପଗୁଡ଼ିକ"
"ରିସେଟ୍ କରିବାର ବିକଳ୍ପଗୁଡ଼ିକ"
"ନେଟ୍ୱାର୍କ, ଆପ୍, କିମ୍ବା ଡିଭାଇସ୍ ରିସେଟ୍"
"ନେଟ୍ୱାର୍କ ରିସେଟ୍ କରନ୍ତୁ"
"ଏହା ସମସ୍ତ ନେଟ୍ୱାର୍କ ସେଟିଂକୁ ରିସେଟ୍ କରିବ, ଅନ୍ତର୍ଭୁକ୍ତ ଅଟେ:"
"ୱାଇ-ଫାଇ"
"ମୋବାଇଲ୍ ଡାଟା"
"ବ୍ଲୁଟୁଥ୍"
"ସମସ୍ତ ଗାଡି eSIM ଖାଲି କରିଦିଅନ୍ତୁ"
"ଏହା ଆପଣଙ୍କ ସେବା ପ୍ଲାନ ବାତିଲ କରିବ ନାହିଁ।"
"eSIM ରିସେଟ୍ କରିପାରିବ ନାହିଁ"
"ନେଟ୍ୱାର୍କ ବାଛନ୍ତୁ"
"ସେଟିଂ ରିସେଟ୍ କରନ୍ତୁ"
"ରିସେଟ୍ କରିବେ?"
"ସବୁ ନେଟୱାର୍କର ସେଟିଂସକୁ ରିସେଟ କରିବେ? ଏହି କାର୍ଯ୍ୟକୁ ଆପଣ ଆଉ ପୂର୍ବବତ୍ କରିପାରିବେ ନାହିଁ!"
"ସେଟିଂସକୁ ରିସେଟ କରନ୍ତୁ"
"ନେଟ୍ୱାର୍କ ସେଟିଂ ରିସେଟ୍ କରିଦିଆଯାଇଛି"
"ଆପ୍ ଅଗ୍ରାଧିକାରଗୁଡିକୁ ରିସେଟ୍ କରନ୍ତୁ"
"ଏହା ନିମ୍ନରେ ଥିବା ସମସ୍ତ ପସନ୍ଦକୁ ରିସେଟ୍ କରିବ:\n\n"" ଅକ୍ଷମ କରାଯାଇଥିବା ଆପ୍ସ"\n" ଅକ୍ଷମ କରାଯାଇଥିବା ଆପ୍ ବିଜ୍ଞପ୍ତି"\n" କାର୍ଯ୍ୟ ପାଇଁ ଡିଫଲ୍ଟ ଆପ୍ଲିକେସନ୍"\n" ଆପ୍ସ ପାଇଁ ବ୍ୟାକଗ୍ରାଉଣ୍ଡ ଡାଟା ପ୍ରତିବନ୍ଧକ"\n" ଯେ କୌଣସି ଅନୁମତି ପ୍ରତିବନ୍ଧକ"\n\n"ଆପଣ କୌଣସି ଆପ୍ ଡାଟା ହରାଇବେ ନାହିଁ।"
"ଆପ୍ସ ରିସେଟ୍ କରନ୍ତୁ"
"ଆପ୍ ଅଗ୍ରାଧିକାର ରିସେଟ୍ ହୋଇଛି"
"ସବୁ ଡାଟା ଖାଲି କରନ୍ତୁ (ଫ୍ୟାକ୍ଟୋରୀ ରିସେଟ୍)"
"ଇନଫୋଟେନମେଣ୍ଟ ସିଷ୍ଟମରୁ ସମସ୍ତ ଡାଟା ଏବଂ ପ୍ରୋଫାଇଲକୁ ଡିଲିଟ୍ କରନ୍ତୁ"
"ଏହା, ନିମ୍ନୋକ୍ତ ସମେତ ଆପଣଙ୍କ ଗାଡ଼ିର ଇନଫୋଟେନମେଣ୍ଟ ସିଷ୍ଟମର ସମସ୍ତ ଡାଟା ଖାଲି କରିଦେବ:\n\n""ଆପଣଙ୍କ ଆକାଉଣ୍ଟ ଏବଂ ପ୍ରୋଫାଇଲଗୁଡ଼ିକ"\n"ସିଷ୍ଟମ ଏବଂ ଆପ ଡାଟା ଓ ସେଟିଂସ"\n"ଡାଉନଲୋଡ କରାଯାଇଥିବା ଆପଗୁଡ଼ିକ"
"ଆପଣ ବର୍ତ୍ତମାନ ନିମ୍ନୋକ୍ତ ଆକାଉଣ୍ଟଗୁଡ଼ିକରେ ସାଇନ୍ ଇନ୍ କରିଛନ୍ତି:"
"ଏହି ଗାଡ଼ି ପାଇଁ ଅନ୍ୟ ପ୍ରୋଫାଇଲଗୁଡ଼ିକୁ ସେଟ୍ ଅପ୍ କରାଯାଇଛି।"
"ସମସ୍ତ ଡାଟା ଖାଲି କରନ୍ତୁ"
"ସମସ୍ତ ଡାଟା ଖାଲି କରିବେ?"
"ଏହା ଆପଣଙ୍କର ସମସ୍ତ ବ୍ୟକ୍ତିଗତ ପ୍ରୋଫାଇଲ୍ ଡାଟା, ଆକାଉଣ୍ଟ ଏବଂ ଏହି ଇନଫୋଟେନମେଣ୍ଟ ସିଷ୍ଟମରେ ଡାଉନଲୋଡ୍ କରାଯାଇଥିବା ଆପକୁ ଡିଲିଟ୍ କରିବ।\n\nଆପଣ ଏହି କାର୍ଯ୍ୟକୁ ପୂର୍ବବତ୍ କରିପାରିବେ ନାହିଁ।"
"ସବୁକିଛି ଖାଲି କରନ୍ତୁ"
"ଖାଲି କରାଯାଉଛି"
"ଦୟାକରି ଅପେକ୍ଷା କରନ୍ତୁ..."
"ତାରିଖ ଓ ସମୟ"
"ତାରିଖ, ସମୟ, ସମୟ ଅଞ୍ଚଳ, ଓ ଫର୍ମାଟ୍ ସେଟ୍ କରନ୍ତୁ"
"ସ୍ୱଚାଳିତ ଭାବେ ସମୟ ସେଟ୍ କରନ୍ତୁ"
"ସ୍ୱଚାଳିତ ଭାବେ ଟାଇମ ଜୋନ ସେଟ କର"
"24‑ଘଣ୍ଟିଆ ଫର୍ମାଟ୍"
"24-ଘଣ୍ଟିଆ ଫର୍ମାଟ ବ୍ୟବହାର କରନ୍ତୁ"
"ସମୟ"
"ସମୟ ସେଟ୍ କରନ୍ତୁ"
"ଟାଇମ୍ ଜୋନ୍"
"ଟାଇମ୍ ଜୋନ୍ ଚୟନ କରନ୍ତୁ"
"ତାରିଖ"
"ତାରିଖ ସେଟ୍ କରନ୍ତୁ"
"ବର୍ଣ୍ଣାନୁକ୍ରମିକ ସର୍ଟ୍ କରନ୍ତୁ"
"ସମୟ କ୍ଷେତ୍ର ଦ୍ୱାରା କ୍ରମବଦ୍ଧ"
"ତାରିଖ"
"ସମୟ"
"ଆଡ୍ମିନ୍"
"ଆଡ୍ମିନ୍ ଭାବରେ ସାଇନ୍ ଇନ୍ କରିଛନ୍ତି"
"ଆଡମିନ୍ ଅନୁମତିଗୁଡ଼ିକୁ ଅନୁମୋଦନ କରିବେ କି?"
"ଆଡ୍ମିନ୍ କରନ୍ତୁ"
"ଏହି ଆଡମିନ୍ ଅନ୍ୟ ଆଡମିନମାନଙ୍କ ପ୍ରୋଫାଇଲ୍ ସମେତ ଅନ୍ୟ ପ୍ରୋଫାଇଲଗୁଡ଼ିକୁ ଡିଲିଟ୍ କରିବାକୁ ଏବଂ ଇନଫୋଟେନମେଣ୍ଟ ସିଷ୍ଟମର ଫ୍ୟାକ୍ଟୋରୀ ରିସେଟ୍ କରିବାକୁ ସକ୍ଷମ ହେବେ।"
"ଏହି କାର୍ଯ୍ୟକୁ ଫେରାଇ ନେଇ ହେବ ନାହିଁ।"
"ହଁ, ଆଡ୍ମିନ୍ କରନ୍ତୁ"
"ନୂଆ ପ୍ରୋଫାଇଲଗୁଡ଼ିକ ତିଆରି କରନ୍ତୁ"
"ଫୋନ୍ କଲ୍ କରନ୍ତୁ"
"କାର୍\'ର ମୋବାଇଲ୍ ଡାଟା ମାଧ୍ୟମରେ ମେସେଜିଂ"
"ନୂଆ ଆପ୍ସ ଇନ୍ଷ୍ଟଲ୍ କରନ୍ତୁ"
"ଆପ୍ଗୁଡ଼ିକ ଅନ୍ଇଷ୍ଟଲ୍ କରନ୍ତୁ"
"ପ୍ରୋଫାଇଲ୍ ଯୋଗ କରନ୍ତୁ"
"ନୂଆ ପ୍ରୋଫାଇଲ୍"
"ନୂଆ ପ୍ରୋଫାଇଲ୍ ଯୋଗ କରିବେ?"
"ଆପଣ କୌଣସି ବ୍ୟକ୍ତିଙ୍କ ପାଇଁ ଏକ ନୂଆ ପ୍ରୋଫାଇଲ୍ ତିଆରି କରିବା ପରେ, ସେ ନିଜ ପାଇଁ ତା\'କୁ କଷ୍ଟମାଇଜ୍ କରିବା ଉଚିତ।"
"ଅନ୍ୟ ସମସ୍ତ ପ୍ରୋଫାଇଲ୍ ଦ୍ୱାରା ବ୍ୟବହାର କରାଯିବା ପାଇଁ ଯେ କୌଣସି ପ୍ରୋଫାଇଲରୁ ଆପଗୁଡ଼ିକୁ ଅପଡେଟ୍ କରାଯାଇପାରିବ।"
"ଅଧିକ ପ୍ରୋଫାଇଲ୍ ପାଇଁ ଅନୁମତି ନାହିଁ"
"{count,plural, =1{କେବଳ ଗୋଟିଏ ପ୍ରୋଫାଇଲ ତିଆରି କରାଯାଇପାରିବ।}other{ଆପଣ #ଟି ପର୍ଯ୍ୟନ୍ତ ପ୍ରୋଫାଇଲ ତିଆରି କରିପାରିବେ।}}"
"ନୂଆ ପ୍ରୋଫାଇଲ୍ ତିଆରି କରାଯାଇପାରିଲା ନାହିଁ"
"ଏହି ପ୍ରୋଫାଇଲକୁ ଡିଲିଟ୍ କରିବେ?"
"ଏହି ପ୍ରୋଫାଇଲ୍ ପାଇଁ ସମସ୍ତ ଆପ୍ ଏବଂ ଡାଟା ଡିଲିଟ୍ ହୋଇଯିବ"
"ପ୍ରୋଫାଇଲ ଡିଲିଟ ହୋଇନାହିଁ। ଡିଭାଇସ ରିଷ୍ଟାର୍ଟ କରି ପୁଣି ଦେଖିପାରିବେ।"
"ଆପଣ ପ୍ରୋଫାଇଲ୍ ସ୍ୱିଚ୍ କଲେ କିମ୍ବା ଗାଡ଼ିକୁ ରିଷ୍ଟାର୍ଟ କଲେ ଏହି ପ୍ରୋଫାଇଲ୍ ଡିଲିଟ୍ ହୋଇଯିବ।"
"ଖାରଜ କରନ୍ତୁ"
"ପୁଣି ଚେଷ୍ଟା କରନ୍ତୁ"
"ବାକି ଥିବା ଏକମାତ୍ର ପ୍ରୋଫାଇଲ୍ ଡିଲିଟ କରିବେ?"
"ଯଦି ଆପଣ ଏହି ଗାଡ଼ି ପାଇଁ କେବଳ ବାକି ଥିବା ପ୍ରୋଫାଇଲକୁ ଡିଲିଟ୍ କରନ୍ତି, ତେବେ ଏହି ପ୍ରୋଫାଇଲ୍ ସହ ସମ୍ବନ୍ଧିତ ସମସ୍ତ ଡାଟା, ସେଟିଂସ୍ ଏବଂ ଆପଗୁଡ଼ିକ ଡିଲିଟ୍ ହୋଇଯିବ।"
"ରିସେଟ୍ ହେବା ପରେ, ଆପଣ ଏକ ନୂଆ ପ୍ରୋଫାଇଲ୍ ସେଟ୍ ଅପ୍ କରିପାରିବେ।"
"ନୂଆ ଆଡ୍ମିନ୍ ବାଛନ୍ତୁ"
"ଆପଣ ଅତିକମ୍ରେ ଜଣେ ଆଡ୍ମିନ୍ ଆବଶ୍ଯକ କରନ୍ତି। ଏହା ଡିଲିଟ୍ କରିବାକୁ, ପ୍ରଥମେ ଏକ ପ୍ରତ୍ୟାବର୍ତ୍ତନ ବାଛନ୍ତୁ।"
"ଆଡ୍ମିନ୍ ବାଛନ୍ତୁ"
"ବଦଳାନ୍ତୁ"
"ଆପଣ (%1$s)"
"ନାମ"
"ସେଟ୍ ହୋଇନାହିଁ"
"ପ୍ରୋଫାଇଲ ନାମ ଏଡିଟ କରନ୍ତୁ"
"ନାମ ଲେଖିବା ସ୍ଥାନକୁ ଖାଲି ଛାଡ଼ି ହେବନାହିଁ।"
"ଲେଖାଯାଇଥିବା ପ୍ରୋଫାଇଲ୍ ନାମ ଅବୈଧ ଅଟେ।"
"ୟୁଜର୍"
"ପ୍ରୋଫାଇଲଗୁଡ଼ିକ"
"%1$s ପାଇଁ ଅନୁମତି ଅନୁମୋଦିତ ହୋଇଛି"
"ଷ୍ଟୋରେଜ୍"
"ମ୍ୟୁଜିକ୍ ଓ ଅଡିଓ"
"ଅନ୍ୟ ଆପ୍"
"Files"
"ସିଷ୍ଟମ୍"
"Android ସଂସ୍କରଣ %sକୁ ଚଲାଇବା ପାଇଁ ସିଷ୍ଟମ୍, ଫାଇଲ୍ଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ"
"ଅଡିଓ ଫାଇଲ୍ଗୁଡ଼ିକ"
"ଗଣନା କରାଯାଉଛି…"
"ଆପ୍ର ଆକାର"
"ପ୍ରୋଫାଇଲ୍ ଡାଟା"
"କ୍ୟାଶ୍"
"ମୋଟ"
"ଷ୍ଟୋରେଜ୍ ଖାଲି କରନ୍ତୁ"
"କ୍ୟାଶ୍ ଖାଲି କରନ୍ତୁ"
"ଆପ୍ ଡାଟା ଡିଲିଟ୍ କରିବେ?"
"ଏହି ଆପର ଡାଟା ସ୍ଥାୟୀ ଭାବେ ଡିଲିଟ ହୋଇଯିବ। ଏଥିରେ ଫାଇଲ, ସେଟିଂସ, ଡାଟାବେସ ଏବଂ ଅନ୍ୟ ଆପ ଡାଟା ଅନ୍ତର୍ଭୁକ୍ତ ଅଛି।"
"ଆପ୍ ପାଇଁ ଷ୍ଟୋରେଜ୍କୁ ଖାଲି କରିହେବ ନାହିଁ।"
"%1$sକୁ ସୁରକ୍ଷିତ ଭାବେ ବାହାର କରିଦିଆଯାଇଛି"
"%1$sକୁ ସୁରକ୍ଷିତ ଭାବେ ବାହାର କରିହେଲା ନାହିଁ"
"ଆକାଉଣ୍ଟ"
"ଆକାଉଣ୍ଟ ଯୋଡ଼ନ୍ତୁ"
"କୌଣସି ଆକାଉଣ୍ଟ ଯୋଗ କରାଯାଇନାହିଁ"
"%1$s ପାଇଁ ଆକାଉଣ୍ଟ"
"ସ୍ୱଚାଳିତ ଭାବେ ଡାଟା ସିଙ୍କ ହେଉ"
"ଆପ୍କୁ ସ୍ୱଚାଳିତ ଭାବେ ଡାଟା ସତେଜ କରିବାକୁ ଦିଅନ୍ତୁ"
"ସ୍ୱଚାଳିତ ଡାଟା ସିଙ୍କ କରିବାର ଅନୁମତି ଦେବେ କି?"
"ଆପଣ ୱେବ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟଗୁଡ଼ିକରେ କରିଥିବା ଯେ କୌଣସି ପରିବର୍ତ୍ତନ ସ୍ୱଚାଳିତ ଭାବେ ଆପଣଙ୍କ ଗାଡ଼ିକୁ କପି କରାଯିବ।\n\nଆପଣ ଗାଡ଼ିରେ କରିଥିବା ଯେ କୌଣସି ପରିବର୍ତ୍ତନକୁ କିଛି ଆକାଉଣ୍ଟ ସ୍ୱଚାଳିତ ଭାବେ ୱେବକୁ ମଧ୍ୟ କପି କରିପାରେ।"
"ସ୍ୱଚାଳିତ ଡାଟା ସିଙ୍କ କରିବାର ଅନୁମତିକୁ ବାତିଲ କରିବେ?"
"ଏହା ମୋବାଇଲ୍ ଡାଟା କମ୍ ବ୍ୟବହାର ହେବ, କିନ୍ତୁ ତାଜା ସୂଚନା ସଂଗ୍ରହ କରିବା ପାଇଁ ପ୍ରତ୍ୟେକ ଆକାଉଣ୍ଟକୁ ମାନୁଆଲୀ ସିଙ୍କ କରିବାକୁ ପଡ଼ିବ ଏବଂ ଆପଣ ଅପ୍ଡେଟ୍ ହେଲେ ଆପଣ ବିଜ୍ଞପ୍ତି ପ୍ରାପ୍ତ କରିବେ ନାହିଁ।"
"ଆକାଉଣ୍ଟ ସୂଚନା"
"ଆକାଉଣ୍ଟ ଯୋଡ଼ନ୍ତୁ"
"ଗୋଟିଏ ଆକାଉଣ୍ଟ ଯୋଡ଼ନ୍ତୁ"
"ପ୍ରତିବନ୍ଧିତ ପ୍ରୋଫାଇଲ୍ଗୁଡ଼ିକ ଆକାଉଣ୍ଟ ଆଡ୍ କରିପାରିବ ନାହିଁ"
"ଆକାଉଣ୍ଟ କାଢ଼ିଦିଅନ୍ତୁ"
"ଆକାଉଣ୍ଟ କାଢ଼ିଦେବେ?"
"ଏହି ଆକାଉଣ୍ଟକୁ କାଢ଼ିଦେଲେ, ଡିଭାଇସ୍ରେ ଥିବା ସମସ୍ତ ମେସେଜ୍, ଯୋଗାଯୋଗ ଓ ଅନ୍ୟାନ୍ୟ ଡାଟା ଡିଲିଟ୍ ହୋଇଯିବ!"
"ଆକାଉଣ୍ଟ କାଢ଼ିହେଲା ନାହିଁ।"
"ଆକାଉଣ୍ଟ ସିଙ୍କ୍"
"%2$dଟି ମଧ୍ୟରୁ %1$dଟି ଆଇଟମ୍ ପାଇଁ ସିଙ୍କ୍ ଚାଲୁ ଅଛି"
"ସମସ୍ତ ଆଇଟମ୍ଗୁଡ଼ିକ ପାଇଁ ସିଙ୍କ୍ ଚାଲୁ ଅଛି"
"ସବୁ ଆଇଟମ୍ ପାଇଁ ସିଙ୍କ୍ ବନ୍ଦ ହୋଇଛି"
"ସିଙ୍କ୍ ବନ୍ଦ ଅଛି"
"ସିଙ୍କ୍ରେ ତ୍ରୁଟି"
"ଶେଷଥର %1$s ରେ ସିଙ୍କ୍ ହୋଇଥିଲା"
"ଏବେ ସିଙ୍କ୍ କରୁଛି…"
"ବର୍ତ୍ତମାନ
%1$s ରେ ସିଙ୍କ୍ କରିବାକୁ ଟାପ୍ କରନ୍ତୁ"
"ବର୍ତ୍ତମାନ ସିଙ୍କ କରନ୍ତୁ"
"ସିଙ୍କ ବାତିଲ କରନ୍ତୁ"
"ସମ୍ପ୍ରତି ସିଙ୍କ କରିବାରେ ସମସ୍ୟା ହେଉଛି। ଏହା ଖୁବ୍ ଶୀଘ୍ର ଫେରିବ।"
"ଗୋପନୀୟତା"
"ଇନଫୋଟେନମେଣ୍ଟ ସିଷ୍ଟମ୍ ଡାଟା"
"ଆପଣଙ୍କ ଲୋକେସନକୁ ଆପର ଆକ୍ସେସ ନିୟନ୍ତ୍ରଣ କରନ୍ତୁ"
"କ୍ୟାମେରା"
"ଆପଣଙ୍କ କ୍ୟାମେରାଗୁଡ଼ିକୁ ଆପର ଆକ୍ସେସ ନିୟନ୍ତ୍ରଣ କରନ୍ତୁ"
"ମାଇକ୍ରୋଫୋନ୍"
"ମାଇକ୍ରୋଫୋନକୁ ଆପ୍ ଆକ୍ସେସ୍ ନିୟନ୍ତ୍ରଣ କରନ୍ତୁ"
"ଇନଫୋଟେନମେଣ୍ଟ ସିଷ୍ଟମ୍ ଡାଟା"
"କାର୍ଯ୍ୟକଳାପ ଏବଂ ଏହି ଡିଭାଇସରେ ସେଭ୍ କରାଯାଇଥିବା ସୂଚନାକୁ ପରିଚାଳନା କରନ୍ତୁ"
"ଆପଣଙ୍କ ପ୍ରୋଫାଇଲ୍ ଡିଲିଟ୍ କରନ୍ତୁ"
"ଇନଫୋଟେନମେଣ୍ଟ ସିଷ୍ଟମରୁ ଆପଣଙ୍କ ପ୍ରୋଫାଇଲ୍ ଏବଂ ଆକାଉଣ୍ଟଗୁଡ଼ିକୁ ଡିଲିଟ୍ କରନ୍ତୁ"
"ଆପଣଙ୍କ ପ୍ରୋଫାଇଲ୍ ପାଇଁ ଏହି କାର୍ଯ୍ୟ ଅନୁପଲବ୍ଧ ଅଟେ"
"ସୁରକ୍ଷା"
"ସ୍କ୍ରୀନ୍ ଲକ୍"
"କିଛି ନାହିଁ"
"ପାଟର୍ନ"
"PIN"
"ପାସୱର୍ଡ"
"ଏକ ଲକ୍ ପ୍ରକାର ବାଛନ୍ତୁ"
"ଲକ୍ ବିକଳ୍ପଗୁଡ଼ିକ"
"ଆପଣଙ୍କର ପାଟର୍ନ ଆଙ୍କନ୍ତୁ"
"ନିଶ୍ଚିତ"
"ପୁନଃଅଙ୍କନ"
"ଜାରି ରଖନ୍ତୁ"
"ପୁଣି ଚେଷ୍ଟା କରନ୍ତୁ"
"ବାଦ୍ ଦିଅନ୍ତୁ"
"ଏକ ସ୍କ୍ରିନ୍ ଲକ୍ ସେଟ୍ କରନ୍ତୁ"
"ନିଜ ପିନ୍ ନମ୍ବର ବାଛନ୍ତୁ"
"ଅନ୍ଲକ୍ ପାଇଁ ନିଜର ପାସ୍ୱର୍ଡ ବାଛନ୍ତୁ"
"ବର୍ତ୍ତମାନର ସ୍କ୍ରୀନ୍ ଲକ୍"
"ସୁରକ୍ଷା ପାଇଁ ଗୋଟିଏ ପାଟର୍ନ ସେଟ୍ କରନ୍ତୁ"
"ଖାଲି କରନ୍ତୁ"
"ବାତିଲ କରନ୍ତୁ"
"ଆପଣଙ୍କର ନୂଆ ଅନ୍ଲକ୍ ପାଟର୍ନ"
"ଏକ ଅନଲକ ପାଟର୍ନ ଆଙ୍କନ୍ତୁ"
"ହୋଇଯିବା ପରେ ଆଙ୍ଗୁଠି କାଢ଼ିଦିଅନ୍ତୁ"
"ପାଟର୍ନ ରେକର୍ଡ ହେଲା"
"ସୁନିଶ୍ଚିତ କରିବାକୁ ପାଟର୍ନ ପୁଣି ଡ୍ର କରନ୍ତୁ"
"ଅତିକମରେ 4ଟି ଡଟ୍ ଯୋଗ କରନ୍ତୁ। ପୁଣି ଚେଷ୍ଟା କରନ୍ତୁ।"
"ଭୁଲ ପାଟର୍ନ"
"ଏକ ଅନ୍ଲକ୍ ପାଟର୍ନ କିପରି ଅଙ୍କାଯିବ"
"ପାଟର୍ନ ସେଭ୍ କରିବାରେ ତ୍ରୁଟି"
"ଅନେକଗୁଡ଼ିଏ ଭୁଲ୍ ପ୍ରଚେଷ୍ଟା। %d ସେକେଣ୍ଡରେ ପୁଣି ଚେଷ୍ଟା କରନ୍ତୁ।"
"ପାଟର୍ନ ରୋଟାରୀକୁ ସମର୍ଥନ କରେ ନାହିଁ, ସ୍ପର୍ଶ ବ୍ୟବହାର କର"
"ଓକେ"
"ସ୍କ୍ରୀନ ଲକ୍ ରିମୁଭ୍ କରିବେ କି?"
"ଏହା ଯେକୌଣସି ବ୍ୟକ୍ତି ଆପଣଙ୍କ ଆକାଉଣ୍ଟରେ ପ୍ରବେଶ ପାଇଁ ଅନୁମତି ଦେବ"
"ପ୍ରୋଫାଇଲ୍ ଲକ୍"
"ସ୍ୱଚାଳିତ ଅନଲକ୍ କରିବା ପ୍ରକ୍ରିୟା ସେଟ୍ ଅପ୍ କରନ୍ତୁ"
"ନିଜର PIN ଲେଖନ୍ତୁ"
"ନିଜ ପାସ୍ୱର୍ଡ ଲେଖନ୍ତୁ"
"ସୁରକ୍ଷା ପାଇଁ, ଏକ PIN ସେଟ୍ କରନ୍ତୁ"
"ନିଜ PIN ପୁଣି ପ୍ରବେଶ କରନ୍ତୁ"
"PINରେ ଅତିକମ୍ରେ 4ଟିଅଙ୍କ ରହିବା ଦରକାର"
"Pin ଅମାନ୍ୟ ଅଟେ, ଅତିକମରେ 4ଟି ସଂଖ୍ୟା ରହିବା ଆବଶ୍ୟକ।"
"PINଗୁଡ଼ିକ ମେଳ ହେଉନାହିଁ"
"PIN ସେଭ୍ କରିବାରେ ତ୍ରୁଟି"
"ଭୁଲ PIN"
"ଭୁଲ ପାସ୍ୱର୍ଡ"
"ସୁରକ୍ଷା ପାଇଁ ଗୋଟିଏ ପାସ୍ୱର୍ଡ ସେଟ୍ କରନ୍ତୁ"
"ପାସ୍ୱର୍ଡ ପୁନଃ-ପ୍ରବେଶ କରନ୍ତୁ"
"ପାସୱାର୍ଡଗୁଡ଼ିକ ମେଳ ହେଉନାହିଁ"
"ଖାଲି କରନ୍ତୁ"
"ବାତିଲ କରନ୍ତୁ"
"ନିଶ୍ଚିତ"
"ଅତିକମ୍ରେ 4 ଅକ୍ଷର ରହିବା ଦରକାର"
"ଏହି ଲକ ପ୍ରକାର ଉପଲବ୍ଧ ନାହିଁ।"
"କେବଳ 0-9 ପର୍ଯ୍ୟନ୍ତ ସଂଖ୍ୟା ରହିବା ଦରକାର"
"ଏକ ସାମ୍ପ୍ରତିକ ପିନ୍ର ବ୍ୟବହାରକୁ ଡିଭାଇସ୍ ଆଡ୍ମିନ୍ ଅନୁମତି ଦେବନାହିଁ"
"ଆପଣଙ୍କ IT ଆଡମିନଙ୍କ ଦ୍ୱାରା ସାଧାରଣ PINଗୁଡ଼ିକ ବ୍ଲକ୍ କରାଯାଇଛି। ଏକ ଭିନ୍ନ PIN ବ୍ୟବହାର କରି ଦେଖନ୍ତୁ।"
"ଏହା ଗୋଟିଏ ଭୁଲ ଅକ୍ଷରକୁ ଯୋଡ଼ିପାରିବନାହିଁ"
"ପାସ୍ୱର୍ଡ ଭୁଲ ଅଟେ, ଅତିକମ୍ରେ 4 ଅକ୍ଷର ରହିବା ଦରକାର।"
"ଏକ ସମ୍ପ୍ରତି ପାସ୍ୱର୍ଡ ବ୍ୟବହାର କରିବାକୁ ଡିଭାଇସ୍ ଆଡମିନ୍ ଅନୁମତି ଦିଅନ୍ତି ନାହିଁ"
"ପାସୱର୍ଡ ସେଭ୍ କରିବାରେ ତ୍ରୁଟି"
"ଆପଣଙ୍କ IT ଆଡମିନଙ୍କ ଦ୍ୱାରା ସାଧାରଣ ପାସୱାର୍ଡଗୁଡ଼ିକ ବ୍ଲକ୍ କରାଯାଇଛି। ଏକ ଭିନ୍ନ ପାସୱାର୍ଡ ବ୍ୟବହାର କରି ଦେଖନ୍ତୁ।"
"ଅତିକମରେ ଗୋଟିଏ ଅକ୍ଷର ରହିବା ଆବଶ୍ୟକ"
"ଅତିକମରେ ଗୋଟିଏ ଅଙ୍କ ରହିବା ଆବଶ୍ୟକ"
"ଅତିକମରେ ଗୋଟିଏ ଚିହ୍ନ ରହିବା ଆବଶ୍ୟକ"
"{count,plural, =1{ଅତିକମରେ #ଟି ଅକ୍ଷର ରହିବା ଆବଶ୍ୟକ}other{ଅତିକମରେ #ଟି ଅକ୍ଷର ରହିବା ଆବଶ୍ୟକ}}"
"{count,plural, =1{ଅତିକମରେ #ଟି ସାନ ଅକ୍ଷର ରହିବା ଆବଶ୍ୟକ}other{ଅତିକମରେ #ଟି ସାନ ଅକ୍ଷର ରହିବା ଆବଶ୍ୟକ}}"
"{count,plural, =1{ଅତିକମରେ #ଟି ବଡ଼ ଅକ୍ଷର ରହିବା ଆବଶ୍ୟକ}other{ଅତିକମରେ #ଟି ବଡ଼ ଅକ୍ଷର ରହିବା ଆବଶ୍ୟକ}}"
"{count,plural, =1{ଅତିକମରେ #ଟି ସାଂଖ୍ୟିକ ଅଙ୍କ ରହିବା ଆବଶ୍ୟକ}other{ଅତିକମରେ #ଟି ସାଂଖ୍ୟିକ ଅଙ୍କ ରହିବା ଆବଶ୍ୟକ}}"
"{count,plural, =1{ଅତିକମରେ #ଟି ବିଶେଷ ଚିହ୍ନ ରହିବା ଆବଶ୍ୟକ}other{ଅତିକମରେ #ଟି ବିଶେଷ ଚିହ୍ନ ରହିବା ଆବଶ୍ୟକ}}"
"{count,plural, =1{ଅତିକମରେ #ଟି ଅକ୍ଷର-ହୋଇନଥିବା କେରେକ୍ଟର ରହିବା ଆବଶ୍ୟକ}other{ଅତିକମରେ #ଟି ଅକ୍ଷର-ହୋଇନଥିବା କେରେକ୍ଟର ରହିବା ଆବଶ୍ୟକ}}"
"{count,plural, =1{ଅତିକମରେ #ଟି ସଂଖ୍ୟା-ହୋଇନଥିବା କେରେକ୍ଟର ରହିବା ଆବଶ୍ୟକ}other{ଅତିକମରେ #ଟି ସଂଖ୍ୟା-ହୋଇନଥିବା କେରେକ୍ଟର ରହିବା ଆବଶ୍ୟକ}}"
"{count,plural, =1{ଅତିକମରେ #ଟି କେରେକ୍ଟର ରହିବା ଆବଶ୍ୟକ}other{ଅତିକମରେ #ଟି କେରେକ୍ଟର ରହିବା ଆବଶ୍ୟକ}}"
"{count,plural, =1{ଅତିକମରେ #ଟି ଅଙ୍କ ରହିବା ଆବଶ୍ୟକ}other{ଅତିକମରେ #ଟି ଅଙ୍କ ରହିବା ଆବଶ୍ୟକ}}"
"{count,plural, =1{#ଟି କେରେକ୍ଟରରୁ କମ୍ ହେବା ଆବଶ୍ୟକ}other{#ଟି କେରେକ୍ଟରରୁ କମ୍ ହେବା ଆବଶ୍ୟକ}}"
"{count,plural, =1{#ଟି ଅଙ୍କରୁ କମ୍ ହେବା ଆବଶ୍ୟକ}other{#ଟି ଅଙ୍କରୁ କମ୍ ହେବା ଆବଶ୍ୟକ}}"
"ସଂଖ୍ୟାର କ୍ରମବୃଦ୍ଧି, କ୍ରମହ୍ରାସ, କିମ୍ବା ପୁନରାବୃତ୍ତ କ୍ରମ ଅନୁମୋଦିତ ନୁହେଁ"
"ସ୍କ୍ରିନ୍ ଲକ୍ ବିକଳ୍ପ"
"%1$s\n%2$s : %3$s ଦିନ ପୂର୍ବେ"
"କ୍ରେଡେନସିଆଲ୍ ଖାଲି କରନ୍ତୁ"
"ସବୁ ସର୍ଟିଫିକେଟ୍କୁ କାଢ଼ି ଦିଅନ୍ତୁ"
"ସବୁ କିଛି କାଢ଼ି ଦେବେ?"
"କ୍ରେଡେନସିଆଲ୍ ଷ୍ଟୋରେଜ୍କୁ ଲିଭାଇ ଦିଆଯାଇଛି।"
"କ୍ରେଡେନସିଆଲ୍ ଷ୍ଟୋରେଜ୍ ଲିଭା ଯାଇପାରିବ ନାହିଁ।"
"ଭୁଲିଯାଆନ୍ତୁ"
"ସଂଯୋଗ କରନ୍ତୁ"
"ବିଛିନ୍ନ କରନ୍ତୁ"
"ଡିଲିଟ୍"
"କାଢ଼ିଦିଅନ୍ତୁ"
"ବାତିଲ କରନ୍ତୁ"
"ଅନୁମତି ଦିଅନ୍ତୁ"
"ଅନୁମତି ଦିଅନ୍ତୁ ନାହିଁ"
"ଅଗ୍ରାହ୍ୟ କରନ୍ତୁ"
"Backspace କୀ"
"କୀ ଦବାନ୍ତୁ"
"ଡେମୋରୁ ବାହାରିଯା’ନ୍ତୁ"
"ଡେମୋ ମୋଡ୍ରୁ ବାହାରିଯା’ନ୍ତୁ"
"ଏହା ଡେମୋ ଆକାଉଣ୍ଟକୁ ଡିଲିଟ୍ କରିବ ଏବଂ ସିଷ୍ଟମର ଫ୍ୟାକ୍ଟୋରୀ ଡାଟା ରିସେଟ୍ କରିବ। ସମସ୍ତ ପ୍ରୋଫାଇଲ୍ ଡାଟା ହଜିଯିବ।"
"ଡେମୋରୁ ବାହାରିଯା’ନ୍ତୁ"
"ଖାରଜ କରନ୍ତୁ"
"ଗାଡ଼ି ଚଲାଇବା ସମୟରେ ଫିଚର୍ ଉପଲବ୍ଧ ହେବ ନାହିଁ"
"ଗାଡ଼ି ଚଲାଇବା ବେଳେ ପ୍ରୋଫାଇଲ୍ ଯୋଗ କରିପାରିବେ ନାହିଁ"
"Search"
"Assistant ଓ ଭଏସ୍"
"ଡିଜିଟାଲ୍ ଆସିଷ୍ଟାଣ୍ଟ ଆପ୍"
"ସ୍କ୍ରିନରୁ ଟେକ୍ସଟ୍ ବ୍ୟବହାର କରନ୍ତୁ"
"ସ୍କ୍ରିନ୍ ବିଷୟବସ୍ତୁଗୁଡ଼ିକୁ ଆକ୍ସେସ୍ କରିବାକୁ Assistantକୁ ଅନୁମତି ଦିଅନ୍ତୁ"
"ସ୍କ୍ରିନସଟ୍ ବ୍ୟବହାର କରନ୍ତୁ"
"ସ୍କ୍ରିନ୍ ଛବି ଆକ୍ସେସ୍ କରିବାକୁ Assistantକୁ ଅନୁମତି ଦିଅନ୍ତୁ"
"ବର୍ତ୍ତମାନ ପଠାଯାଇଥିବା"
"ସବୁ ଆପ୍"
"ପ୍ରୋଫାଇଲ୍ & ଆକାଉଣ୍ଟଗୁଡ଼ିକ"
"ଅନ୍ୟ ପ୍ରୋଫାଇଲଗୁଡ଼ିକୁ ପରିଚାଳନା କର"
"ଏକ ପ୍ରୋଫାଇଲ୍ ଯୋଗ କରନ୍ତୁ"
"ଏହି ପ୍ରୋଫାଇଲକୁ ଡିଲିଟ୍ କରନ୍ତୁ"
"ପ୍ରୋଫାଇଲ୍ ଯୋଗ କରନ୍ତୁ"
"ଡିସପ୍ଲେ ଉଜ୍ଜ୍ୱଳତା"
"ଆପଣଙ୍କ ଡିଭାଇସଗୁଡ଼ିକୁ ଦେଖିବା ପାଇଁ, ବ୍ଲୁଟୁଥ ଚାଲୁ କରନ୍ତୁ"
"ଏକ ଡିଭାଇସକୁ ପେୟାର କରିବା ପାଇଁ, ବ୍ଲୁଟୁଥ ସେଟିଂସ ଖୋଲନ୍ତୁ"
"ଇନଫୋଟେନମେଣ୍ଟ ସିଷ୍ଟମ ଆଡମିନ୍"
"ସକ୍ରିୟ ଥିବା ଆପଗୁଡ଼ିକ"
"ନିଷ୍କ୍ରିୟ ଥିବା ଆପଗୁଡ଼ିକ"
"ଏହି ଅନୁମତି ଥିବା ଆପଗୁଡ଼ିକର ଏହି ଗାଡ଼ିର ଡାଟାକୁ ଆକ୍ସେସ ଅଛି"
"ଗାଡ଼ିର କୌଣସି ଆଡମିନ ଆପ ନାହିଁ"
"ଏହି ଇନଫୋଟେନମେଣ୍ଟ ସିଷ୍ଟମ ଆଡମିନ୍ ଆପଟି ସକ୍ରିୟ ଅଛି ଏବଂ %1$s ଆପକୁ ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ କରିବାକୁ ଅନୁମତି ଦିଏ:"
"ଏହି ଇନଫୋଟେନମେଣ୍ଟ ସିଷ୍ଟମ ଆପକୁ ସକ୍ରିୟ କରିବା ଫଳରେ ଏହା %1$s ଆପକୁ ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ କରିବାକୁ ଅନୁମତି ଦେବ:"
"ଏହି ଇନଫୋଟେନମେଣ୍ଟ ସିଷ୍ଟମ ଆପ ସକ୍ରିୟ କରିବେ?"
"ଏହି ଇନଫୋଟେନମେଣ୍ଟ ସିଷ୍ଟମ ଆପକୁ ସକ୍ରିୟ କରନ୍ତୁ"
"ନିଷ୍କ୍ରିୟ ଏବଂ ଅନଇନଷ୍ଟଲ କରନ୍ତୁ"
"ଏହି ଇନଫୋଟେନମେଣ୍ଟ ସିଷ୍ଟମ ଆପକୁ ନିଷ୍କ୍ରିୟ କରନ୍ତୁ"
"ସେଟିଂସ, ଅନୁମତି, କର୍ପୋରେଟ ଆକ୍ସେସ, ନେଟୱାର୍କ କାର୍ଯ୍ୟକଳାପ ଏବଂ ଗାଡ଼ିର ଲୋକେସନ ସୂଚନା ସମେତ ଏହି ପ୍ରୋଫାଇଲ ସହ ସମ୍ବନ୍ଧିତ ଥିବା ଆପ ଓ ଡାଟାକୁ ସଂସ୍ଥା ପରିଚାଳକ ମନିଟର ଓ ପରିଚାଳନା କରିପାରିବେ।"
"ସେଟିଂସ, ଅନୁମତି, କର୍ପୋରେଟ ଆକ୍ସେସ, ନେଟୱାର୍କ କାର୍ଯ୍ୟକଳାପ ଏବଂ ଡିଭାଇସର ଲୋକେସନ ସୂଚନା ସମେତ ଏହି ପ୍ରୋଫାଇଲ ସହ ସମ୍ବନ୍ଧିତ ଥିବା ଆପ ଓ ଡାଟାକୁ ସଂସ୍ଥା ପରିଚାଳକ ମନିଟର ଓ ପରିଚାଳନା କରିପାରିବେ।"
"ସେଟିଂସ, ଅନୁମତି, କର୍ପୋରେଟ ଆକ୍ସେସ, ନେଟୱାର୍କ ସମ୍ବନ୍ଧିତ କାର୍ଯ୍ୟକଳାପ ଓ ଗାଡ଼ିର ଲୋକେସନ ସୂଚନା ସମେତ ଏହି ଇନଫୋଟେନମେଣ୍ଟ ସିଷ୍ଟମ ସହ ସମ୍ବନ୍ଧିତ ଥିବା ଆପ ଓ ଡାଟାକୁ ସଂସ୍ଥା ପରିଚାଳକ ମନିଟର ଏବଂ ପରିଚାଳନା କରିପାରିବେ।"
"ଏହି ଇନଫୋଟେନମେଣ୍ଟ ସିଷ୍ଟମ ସହ ସମ୍ବନ୍ଧିତ ଡାଟାକୁ ଆକ୍ସେସ କରିବା, ଆପଗୁଡ଼ିକୁ ପରିଚାଳନା କରିବା ଏବଂ ଏହି ଗାଡ଼ିର ସେଟିଂସ ପରିବର୍ତ୍ତନ କରିବାକୁ ସଂସ୍ଥା ପରିଚାଳକ ସକ୍ଷମ ହୋଇପାରନ୍ତି।"
"ତାହା ଉପଲବ୍ଧ ନାହିଁ"
"ଏହି ପରିଚାଳିତ ଗାଡ଼ିରେ ଭଲ୍ୟୁମ ପରିବର୍ତ୍ତନ କରାଯାଇପାରିବ ନାହିଁ"
"ଏହି ପରିଚାଳିତ ଗାଡ଼ିରେ କଲ କରାଯାଇପାରିବ ନାହିଁ"
"ଏହି ପରିଚାଳିତ ଗାଡ଼ିରେ SMS ପଠାଇବାର ଅନୁମତି ନାହିଁ"
"ଏହି ପରିଚାଳିତ ଗାଡ଼ିରେ କ୍ୟାମେରା ଉପଲବ୍ଧ ନାହିଁ"
"ଏହି ପରିଚାଳିତ ଗାଡ଼ିରେ ସ୍କ୍ରିନସଟଗୁଡ଼ିକ ନିଆଯାଇପାରିବ ନାହିଁ"
"ଏହି ପରିଚାଳିତ ଗାଡ଼ିରେ ଏହି ଆପ ଖୋଲାଯାଇପାରିବ ନାହିଁ"
"ଆପଣଙ୍କ କ୍ରେଡିଟ ପ୍ରଦାନକାରୀଙ୍କ ଦ୍ୱାରା ବ୍ଲକ୍ କରାଯାଇଛି"
"ସଂସ୍ଥା ଦ୍ୱାରା କିଛି ଫିଚରକୁ ଆକ୍ସେସ ସୀମିତ କରାଯାଇଛି।\n\nଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି, ତେବେ ସଂସ୍ଥାର ପରିଚାଳକଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଗାଡ଼ିର ଆଡମିନ୍ ଆପ୍"
"{count,plural, =1{#ଟି ସକ୍ରିୟ ଥିବା ଆପ}other{#ଟି ସକ୍ରିୟ ଥିବା ଆପ}}"
"କୌଣସି ସକ୍ରିୟ ଥିବା ଆପ ନାହିଁ"
"%1$s ଗାଡ଼ିର ନୀତି"
"ଗାଡ଼ି ନୀତି"
"ସଂସ୍ଥା ପରିଚାଳକଙ୍କ ଦ୍ୱାରା ପରିଚାଳିତ ହେଉଥିବା ସେଟିଂସ"
"%1$s ବିଷୟରେ ଅଧିକ ଜାଣନ୍ତୁ"
"ପରିଚାଳିତ ଗାଡ଼ିର ସୂଚନା"
"ଫ୍ଲିଟ ଆଡମିନଙ୍କ ଦ୍ୱାରା ପରିଚାଳିତ ସେଟିଂସ"
"ଏହି ପରିଚାଳିତ ଗାଡ଼ିରେ ଡାଟାର ଆକ୍ସେସ ପ୍ରଦାନ କରିବା ପାଇଁ, ଫ୍ଲିଟ ଆଡମିନ ଇନଫୋଟେନମେଣ୍ଟ ସିଷ୍ଟମରେ ସେଟିଂସ ପରିବର୍ତ୍ତନ କରି ସଫ୍ଟୱେର ଇନଷ୍ଟଲ କରିପାରେ।\n\nଅଧିକ ବିବରଣୀ ପାଇଁ, ଆପଣଙ୍କ ଫ୍ଲିଟର ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଆପଣଙ୍କ ଫ୍ଲିଟ ଆଡମିନ ଦେଖିପାରୁଥିବା ସୂଚନା"
"ଆପଣଙ୍କ ଫ୍ଲିଟ ଆଡମିନଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନଗୁଡ଼ିକ"
" ""ଆପଣଙ୍କ ପରିଚାଳିତ ଗାଡ଼ିର ଆକାଉଣ୍ଟ ସହ ସମ୍ବନ୍ଧିତ ଡାଟା"\n" ""ଆପଣଙ୍କ ପରିଚାଳିତ ଗାଡ଼ିରେ ଥିବା ଆପ୍ସର ତାଲିକା"\n" ""ପ୍ରତ୍ୟେକ ଆପରେ ଅତିବାହିତ ହୋଇଥିବା ସମୟ ଏବଂ ବ୍ୟବହାର ହୋଇଥିବା ଡାଟାର ପରିମାଣ"
"ଇନଫୋଟେନମେଣ୍ଟ ସିଷ୍ଟମକୁ ଆପଣଙ୍କ ଆକ୍ସେସ"
"ଆପଣଙ୍କ ଗାଡ଼ିରେ ଥିବା ଆପ୍ସର ତାଲିକା"
"ଆପ୍ସ ସଂଖ୍ୟା ଅନୁମାନ କରାଯାଇଛି। Play Store ବାହାରେ ଇନଷ୍ଟଲ କରାଯାଇଥିବା ଆପ୍ସ ଏଥିରେ ଅନ୍ତର୍ଭୁକ୍ତ ହୋଇନଥାଇପାରେ।"
- ସର୍ବନିମ୍ନ %dଟି ଆପ
- ସର୍ବନିମ୍ନ %dଟି ଆପ
- %dଟି ଆପ
- %dଟି ଆପ
"ବର୍ତ୍ତମାନର ନେଟୱାର୍କ ଟ୍ରାଫିକ ଲଗ"
"ବର୍ତ୍ତମାନର ନୂଆ ବଗ ରିପୋର୍ଟ"
"ବର୍ତ୍ତମାନର ସୁରକ୍ଷା ଲଗ"
"କିଛି ନାହିଁ"
"ଆପ୍ସ ଇନଷ୍ଟଲ କରାଯାଇଛି"
"ଲୋକେସନ ଅନୁମତିଗୁଡ଼ିକ"
"ମାଇକ୍ରୋଫୋନ ଅନୁମତିଗୁଡ଼ିକ"
"କ୍ୟାମେରା ଅନୁମତିଗୁଡ଼ିକ"
"ଡିଫଲ୍ଟ ଆପ୍ସ"
"ଡିଫଲ୍ଟ କୀବୋର୍ଡ"
"%sରେ ସେଟ କରନ୍ତୁ"
"ଗ୍ଲୋବାଲ HTTP ପ୍ରକ୍ସି ସେଟ କରାଯାଇଛି"
"ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲରେ ଥିବା ଟ୍ରଷ୍ଟେଡ କ୍ରେଡେନସିଆଲଗୁଡ଼ିକ"
" ""ଆଡମିନ, ଇନଫୋଟେନମେଣ୍ଟ ସିଷ୍ଟମକୁ ଲକ କରିପାରିବେ ଏବଂ ପାସୱାର୍ଡକୁ ରିସେଟ କରିପାରିବେ"\n" ""ଆଡମିନ, ଇନଫୋଟେନମେଣ୍ଟ ସିଷ୍ଟମରେ ଥିବା ଡାଟାକୁ ଡିଲିଟ କରିପାରିବେ"
"ଇନଫୋଟେନମେଣ୍ଟ ସିଷ୍ଟମରେ ଥିବା ସମସ୍ତ ଡାଟା ଡିଲିଟ କରିବା ପୂର୍ବରୁ ବିଫଳ ହୋଇଥିବା ପାସୱାର୍ଡ ପ୍ରଚେଷ୍ଟା"
"ପ୍ରୋଫାଇଲ ଡାଟା ଡିଲିଟ କରିବା ପୂର୍ବରୁ ବିଫଳ ହୋଇଥିବା ପାସୱାର୍ଡ ପ୍ରଚେଷ୍ଟା"
- %dଟି ପ୍ରଚେଷ୍ଟା
- %dଟି ପ୍ରଚେଷ୍ଟା
- କ୍ୟାମେରା ଆପଗୁଡ଼ିକ
- କ୍ୟାମେରା ଆପ
- ଇମେଲ କ୍ଲାଏଣ୍ଟ ଆପଗୁଡ଼ିକ
- ଇମେଲ କ୍ଲାଏଣ୍ଟ ଆପ
- ଫୋନ ଆପଗୁଡ଼ିକ
- ଫୋନ ଆପ
"ବଗ ରିପୋର୍ଟ ସେୟାର କରିବେ?"
"ଏହି ଡିଭାଇସର ଟ୍ରବୁଲସୁଟ କରିବାରେ ସାହାଯ୍ୟ କରିବାକୁ ଏହି ଗାଡ଼ିର ସଂସ୍ଥା ପରିଚାଳକ ଏକ ବଗ ରିପୋର୍ଟ ପାଇଁ ଅନୁରୋଧ କରିଛନ୍ତି। ଆପ୍ସ ଓ ଡାଟା ସେୟାର କରାଯାଇପାରେ।"
"ଏହି ଡିଭାଇସର ଟ୍ରବୁଲସୁଟ କରିବାରେ ସାହାଯ୍ୟ କରିବାକୁ ଏହି ଗାଡ଼ିର ସଂସ୍ଥା ପରିଚାଳକ ଏକ ବଗ ରିପୋର୍ଟ ପାଇଁ ଅନୁରୋଧ କରିଛନ୍ତି। ଆପ୍ସ ଓ ଡାଟା ସେୟାର କରାଯାଇପାରେ ଏବଂ ଆପଣଙ୍କ ଡିଭାଇସ ଅସ୍ଥାୟୀ ଭାବେ ଧୀର ହୋଇଯାଇପାରେ।"
"ଏହି ଗାଡ଼ିର ସଂସ୍ଥା ପରିଚାଳକଙ୍କ ସହ ଏହି ବଗ ରିପୋର୍ଟ ସେୟାର କରାଯାଉଛି। ଅଧିକ ବିବରଣୀ ପାଇଁ ତାଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ସେୟାର କରନ୍ତୁ"
"ଅଗ୍ରାହ୍ୟ କରନ୍ତୁ"
"ଇନଫୋଟେନମେଣ୍ଟ ସିଷ୍ଟମ୍ ରିସେଟ୍ କରନ୍ତୁ"
"ଆପଣଙ୍କର ସିଷ୍ଟମ୍ ଫ୍ୟାକ୍ଟୋରୀ ରିସେଟ୍ ଏବଂ ସମସ୍ତ ଡାଟା ଖାଲି କରିବାକୁ ଏକ ଅନୁରୋଧ ପ୍ରାପ୍ତ କରିଛି। ଆପଣ ଏବେ ଏହା ରିସେଟ୍ କରିପାରିବେ କିମ୍ବା ପରବର୍ତ୍ତୀ ସମୟରେ କାର୍ ଷ୍ଟାର୍ଟ ହେଲେ ଏହା ରିସେଟ୍ ହେବ। ଆପଣ ତା\'ପରେ ଏକ ନୂଆ ପ୍ରୋଫାଇଲ୍ ସେଟ୍ ଅପ୍ କରିପାରିବେ।"
"ଏବେ ରିସେଟ୍ କରନ୍ତୁ"
"ପରେ ରିସେଟ୍ କରନ୍ତୁ"
"କାର୍ ଷ୍ଟାର୍ଟ ହେଲେ ଇନଫୋଟେନମେଣ୍ଟ ସିଷ୍ଟମ ରିସେଟ୍ ହେବ।"
"ରିସେଟ୍ ଆରମ୍ଭ କରିବାକୁ କାର୍ ପାର୍କ କରାଯିବା ଆବଶ୍ୟକ।"
"ବର୍ତ୍ତମାନ ଏହି ସେଟିଂକୁ ବଦଳାଯାଇପାରିବ ନାହିଁ"
"ଆକ୍ସେସିବିଲିଟୀ"
"କ୍ୟାପସନଗୁଡ଼ିକ"
"କ୍ୟାପସନ ପସନ୍ଦଗୁଡ଼ିକ"
"ବନ୍ଦ ଅଛି"
"ଚାଲୁ ଅଛି"
"ସ୍କ୍ରିନ ରିଡର"
"କ୍ୟାପସନଗୁଡ଼ିକୁ ଦେଖାନ୍ତୁ"
"ଟେକ୍ସଟ ଆକାର"
"କ୍ୟାପସନ ଆକାର ଏବଂ ଷ୍ଟାଇଲ"
"ବହୁତ ଛୋଟ"
"ଛୋଟ"
"ଡିଫଲ୍ଟ"
"ବଡ଼"
"ବହୁତ ବଡ଼"
"କ୍ୟାପସନ ଷ୍ଟାଇଲ"
"ଆପ ଅନୁସାରେ ସେଟ କରନ୍ତୁ"
"କଳା ଉପରେ ଧଳା"
"ଧଳା ଉପରେ କଳା"
"କଳା ଉପରେ ହଳଦିଆ"
"ନୀଳ ଉପରେ ହଳଦିଆ"
"ସ୍କ୍ରିନ ରିଡର"
"ବନ୍ଦ ଅଛି"
"ସ୍କ୍ରିନରେ ଥିବା ଆଇଟମଗୁଡ଼ିକ କୁହନ୍ତୁ"
"%1$s ବ୍ୟବହାର କରନ୍ତୁ"
"ବିକଳ୍ପଗୁଡ଼ିକ"
"ସେଟିଂସ"
"କ୍ୟାମେରା"
"କ୍ୟାମେରା ବ୍ୟବହାର କରନ୍ତୁ"
"ଆପଣଙ୍କ କ୍ୟାମେରାକୁ ଆକ୍ସେସ କରିବା ପାଇଁ ସମସ୍ତ ଆପକୁ ଅନୁମତି ଦିଅନ୍ତୁ"
"କ୍ୟାମେରା ଅନୁମତିଗୁଡ଼ିକୁ ପରିଚାଳନା କରନ୍ତୁ"
"ବର୍ତ୍ତମାନ ଆକ୍ସେସ କରାଯାଇଛି"
"ବର୍ତ୍ତମାନର କୌଣସି ଆପ ନାହିଁ"
"0ଟି ଆପର ଆକ୍ସେସ ଅଛି"
"{count,plural, =1{{total_count}ଟିରୁ #ଟି ଆପର ଆକ୍ସେସ ଅଛି}other{{total_count}ଟିରୁ #ଟି ଆପର ଆକ୍ସେସ ଅଛି}}"
"ବର୍ତ୍ତମାନ ଆକ୍ସେସ କରାଯାଇଛି"
"ସବୁ ଦେଖନ୍ତୁ"
"ଲୋଡ ହେଉଛି…"