"କାର୍ଯ୍ୟ ସେଟ୍ ଅପ୍"
"ଓହୋ!"
"ୱର୍କ ପ୍ରୋଫାଇଲ୍ ସେଟଅପ୍ କରନ୍ତୁ"
"ଆପଣଙ୍କ ସଂସ୍ଥା ଏହି ପ୍ରୋଫାଇଲକୁ ନିୟନ୍ତ୍ରଣ କରେ ଏବଂ ଏହାକୁ ସୁରକ୍ଷିତ ରଖେ। ଡିଭାଇସ୍ରେ ବାକି ସବୁକିଛି ଆପଣ ନିଜେ ନିୟନ୍ତ୍ରଣ କରନ୍ତି।"
"ଆପଣଙ୍କ ସଂସ୍ଥା ଏହି ଡିଭାଇସକୁ ନିୟନ୍ତ୍ରଣ କରିବ ଏବଂ ଏହାକୁ ସୁରକ୍ଷିତ ରଖିବ।"
"ନିମ୍ନ ଆପ୍ ଏହି ପ୍ରୋଫାଇଲକୁ ଆକ୍ସେସ୍ କରିବ:"
"ନିମ୍ନ ଆପ୍ ଆପଣଙ୍କ ଡିଭାଇସକୁ ପରିଚାଳନା କରିବ:"
"ପରବର୍ତ୍ତୀ"
"ୱର୍କ ପ୍ରୋଫାଇଲ୍ ସେଟଅପ୍ କରାଯାଉଛି…"
"ସେଟିଂସ, କର୍ପୋରେଟ ଆକ୍ସେସ, ଆପ୍ସ, ଅନୁମତି, ଡାଟା ଓ ଏହି ପ୍ରୋଫାଇଲ ସହ ସମ୍ବନ୍ଧିତ ନେଟୱାର୍କ କାର୍ଯ୍ୟକଳାପ ସମେତ ଆପଣଙ୍କ କଲ ଇତିହାସ ଓ କଣ୍ଟାକ୍ଟ ସର୍ଚ୍ଚ ଇତିହାସକୁ ଆପଣଙ୍କ IT ଆଡମିନ ମନିଟର ଏବଂ ପରିଚାଳନା କରିପାରିବେ। ଆପଣଙ୍କ ସଂସ୍ଥାର ଗୋପନୀୟତା ନୀତିଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ ଏବଂ ଅଧିକ ଜାଣିବାକୁ ଆପଣଙ୍କର IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଆପଣଙ୍କ ନେଟୱାର୍କ କାର୍ଯ୍ୟକଳାପ ତଥା ଆପଣଙ୍କ ଡିଭାଇସର ଲୋକେସନ, କଲ ଇତିହାସ, ଏବଂ କଣ୍ଟାକ୍ଟ ସର୍ଚ୍ଚ ଇତିହାସ ସମେତ ସେଟିଂ, କର୍ପୋରେଟ ଆକ୍ସେସ, ଆପ୍ସ, ଅନୁମତି, ଏବଂ ଏହି ଡିଭାଇସ ସହ ସମ୍ପୃକ୍ତ ଥିବା ଡାଟା ଆପଣଙ୍କର IT ବ୍ୟବସ୍ଥାପକ ନୀରିକ୍ଷଣ ତଥା ପରିଚାଳନା କରିପାରିବେ।
ଆପଣଙ୍କର ସଂସ୍ଥାର ଗୋପନୀୟତା ନୀତି ସମେତ, ଅଧିକ ସୂଚନା ପାଇଁ, ନିଜ ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଚୋରି-ପ୍ରତିରକ୍ଷା ବିଶେଷତା ବ୍ୟବହାର କରିବାକୁ, ଆପଣଙ୍କ ଡିଭାଇସ୍ରେ ଏକ ପାସ୍ୱର୍ଡ-ସୁରକ୍ଷିତ ସ୍କ୍ରୀନ୍ ଲକ୍ ଥିବା ଜରୁରୀ।"
"ଆପଣଙ୍କ ସଂସ୍ଥାର ଗୋପନିୟତା ନୀତି ସମେତ ଅଧିକ ସୂଚନା ପାଇଁ ଆପଣଙ୍କର IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଅଧିକ ଜାଣନ୍ତୁ"
"ବାତିଲ କରନ୍ତୁ"
"ଠିକ୍ ଅଛି"
"ମୁଁ ସହମତି ଦେଉଛି"
"ଏହି ଲିଙ୍କ ଡିସପ୍ଲେ କରାଯାଇପାରିବ ନାହିଁ।"
"ଉପରକୁ ନାଭିଗେଟ୍ କରନ୍ତୁ"
"ସର୍ତ୍ତାବଳୀ"
"ୱର୍କ ପ୍ରୋଫାଇଲ୍ ସୂଚନା"
"ପରିଚାଳିତ ଡିଭାଇସ୍ ସୂଚନା"
"ୱାର୍କ ପ୍ରୋଫାଇଲ୍"
"ବର୍ତ୍ତମାନ ଥିବା ପ୍ରୋଫାଇଲ୍ ଡିଲିଟ କରିବେ?"
"ପୂର୍ବରୁ ଆପଣଙ୍କର ଏକ ୱର୍କ ପ୍ରୋଫାଇଲ୍ ରହିଛି। ନିମ୍ନ ଆପ୍ ବ୍ୟବହାର କରି ଏହା ପରିଚାଳନା କରାଯାଇଥାଏ:"
"ଆଗକୁ ବଢ଼ିବା ପୂର୍ବରୁ, ""ଏହା ପଢ଼ନ୍ତୁ""।"
"ଯଦି ଆପଣ ଜାରି ରଖନ୍ତି, ଏହି ପ୍ରୋଫାଇଲ୍ରେ ଥିବା ସମସ୍ତ ଆପ୍ ଓ ଡାଟା ଡିଲିଟ୍ ହୋଇଯିବ।"
"ଡିଲିଟ୍ କରନ୍ତୁ"
"ବାତିଲ କରନ୍ତୁ"
"ଆପଣଙ୍କ ୱର୍କ ପ୍ରୋଫାଇଲ୍ ସେଟଅପ୍ କରିବାକୁ, ଆପଣଙ୍କ ଡିଭାଇସକୁ ପ୍ରଥମେ ଏନକ୍ରୀପ୍ଟ କରିବା ଆବଶ୍ୟକ। ଏହା କିଛି ସମୟ ନେଇପାରେ।"
"ଏହି ଡିଭାଇସ୍ ସେଟଅପ୍ କରିବାକୁ, ଏହାକୁ ପ୍ରଥମେ ଏନକ୍ରୀପ୍ଟ କରିବା ଆବଶ୍ୟକ। ଏହା କିଛି ସମୟ ନେଇପାରେ।"
"ଏହି ଡିଭାଇସକୁ ଏନକ୍ରୀପ୍ଟ କରିବେ?"
"ଏନ୍କ୍ରୀପ୍ଟ କରନ୍ତୁ"
"ଏନକ୍ରିପଶନ୍ ସମ୍ପୂର୍ଣ୍ଣ ହେଲା"
"ଆପଣଙ୍କ ୱର୍କ ପ୍ରୋଫାଇଲ୍ ସେଟଅପ୍ ଜାରି ରଖିବା ପାଇଁ ଟାପ୍ କରନ୍ତୁ"
"ଆପଣଙ୍କ ୱର୍କ ପ୍ରୋଫାଇଲ ସେଟ ଅପ କରାଯାଇପାରିଲା ନାହିଁ। ଆପଣଙ୍କ IT ବିଭାଗ ସହ କଣ୍ଟାକ୍ଟ କରନ୍ତୁ କିମ୍ୱା କିଛି ସମୟ ପରେ ପୁଣି ଚେଷ୍ଟା କରନ୍ତୁ।"
"ୱର୍କ ପ୍ରୋଫାଇଲ୍ ଯୋଡ଼ିପାରିବ ନାହିଁ"
"ୱର୍କ ପ୍ରୋଫାଇଲ୍ ବଦଳାଇ ପାରିବ ନାହିଁ କିମ୍ବା ବାହାର କରିପାରିବ ନାହିଁ"
"ଏହି ଡିଭାଇସରେ ଏକ ୱାର୍କ ପ୍ରୋଫାଇଲ ଯୋଗ କରାଯାଇପାରିବ ନାହିଁ। ଯଦି ଆପଣଙ୍କର କୌଣସି ପ୍ରଶ୍ନ ଅଛି, ତେବେ ନିଜ IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଡିଭାଇସ୍ ଲଞ୍ଚର୍ ବଦଳାନ୍ତୁ"
"ଆପଣଙ୍କ ୱର୍କ ପ୍ରୋଫାଇଲ୍ ଦ୍ୱାରା ଲଞ୍ଚର୍ ଆପ୍ ବ୍ୟବହାର କରାଯାଇପାରିବ ନାହିଁ"
"ବାତିଲ କରନ୍ତୁ"
"ଠିକ୍ ଅଛି"
"ୟୁଜର୍ ସେଟ୍ ଅପ୍ ଅସମ୍ପୂର୍ଣ୍ଣ"
"ୱର୍କ ଡିଭାଇସ୍ର ୟୁଜର୍"
"ୱର୍କ ଡିଭାଇସ୍ ସେଟଅପ୍ କରାଯାଉଛି…"
"ଏହି ଡିଭାଇସରେ ଏନକ୍ରିପସନ ପାଇଁ ଅନୁମତି ନାହିଁ, ଯାହା ସେଟଅପ ପାଇଁ ଆବଶ୍ୟକ ଅଟେ। ସାହାଯ୍ୟ ପାଇଁ ଆପଣଙ୍କ ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ସେଟଅପ୍ ବନ୍ଦ କରିବେ ଏବଂ ଡିଭାଇସ୍ ରିସେଟ୍ କରିବେ କି?"
"ଏହା ଦ୍ୱାରା ଆପଣଙ୍କ ଡିଭାଇସ୍ ରିସେଟ୍ ହେବ ଏବଂ ଆପଣଙ୍କୁ ପ୍ରଥମ ସ୍କ୍ରୀନକୁ ନିଆଯିବ।"
"ସେଟ୍ ଅପ୍ କରିବା ବନ୍ଦ କରି ଆପଣଙ୍କ ଡିଉଭାଇସ୍ର ଡାଟା ଲିଭାଇଦେବେ?"
"ବାତିଲ କରନ୍ତୁ"
"ଠିକ୍ ଅଛି"
"ରିସେଟ୍ କରନ୍ତୁ"
"ପ୍ରୋଫାଇଲ୍ ସେଟ୍ ଅପ୍ କରିପାରିବ ନାହିଁ"
"ଡିଭାଇସ୍ ସେଟ୍ ଅପ୍ କରିପାରିବ ନାହିଁ"
"କିଛି ଭୁଲ ହୋଇଗଲା"
"ଡିଭାଇସ ସେଟ ଅପ କରାଯାଇପାରିଲା ନାହିଁ। ସାହାଯ୍ୟ ପାଇଁ, ଆପଣଙ୍କ ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ସାହାଯ୍ୟ ପାଇଁ ଆପଣଙ୍କର IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ"
"ଏହି ଡିଭାଇସକୁ ରିସେଟ୍ କରି ଏହାକୁ ପୁଣି ସେଟ୍ ଅପ୍ କରିବାକୁ ଚେଷ୍ଟା କରନ୍ତୁ"
"ଡିଭାଇସ୍ ପୂର୍ବରୁ ସେଟଅପ୍ କରାଯାଇଛି"
"ୱାଇ-ଫାଇ ସହ ସଂଯୋଗ ହୋଇପାରିଲା ନାହିଁ"
"ଆପଣଙ୍କ ଡିଭାଇସରେ ରିସେଟ ସୁରକ୍ଷା ଚାଲୁ କରାଯାଇଛି। ସାହାଯ୍ୟ ପାଇଁ ଆପଣଙ୍କ ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଲିଭାଯାଉଛି"
"ଦୟାକରି ଅପେକ୍ଷା କରନ୍ତୁ..."
"ଏକ ଚେକସମ୍ ତ୍ରୁଟି ହେତୁ ଆଡମିନ ଆପ ବ୍ୟବହାର ହୋଇପାରିଲା ନାହିଁ। ସାହାଯ୍ୟ ପାଇଁ, ଆପଣଙ୍କ IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ବ୍ୟବସ୍ଥାପକ ଆପ୍କୁ ଡାଉନଲୋଡ କରାଯାଇପାରିଲା ନାହିଁ"
"ଆଡମିନ ଆପ ବ୍ୟବହାର କରିପାରିବେ ନାହିଁ। ଏହାର କିଛି ଉପାଦାନ ନାହିଁ କିମ୍ବା ଖରାପ ହୋଇଯାଇଛି। ସାହାଯ୍ୟ ପାଇଁ ଆପଣଙ୍କ IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ବ୍ୟବସ୍ଥାପକ ଆପ୍ ଇନ୍ଷ୍ଟଲ୍ କରାଯାଇପାରିଲା ନାହିଁ"
"ସେଟ୍ ଅପ୍ କରିବା ବନ୍ଦ କରିବେ?"
"ନା"
"ହଁ"
"ବାତିଲ୍ କରାଯାଉଛି…"
"ପ୍ରୋଫାଇଲ୍ ସେଟ୍ ଅପ୍ ବନ୍ଦ କରିବେ?"
"ଆପଣଙ୍କ ସ6ସ୍ଥାର ଡିଭାଇସ ପରିଚାଳନା ଆପରେ ନିଜ ୱର୍କ ପ୍ରୋଫାଇଲ୍ ଆପଣ ପରେ ସେଟଅପ୍ କରିପାରିବେ।"
"ଜାରି ରଖନ୍ତୁ"
"ବନ୍ଦ କରନ୍ତୁ"
"ଖାରଜ କରନ୍ତୁ"
"ଆପଣ ଏକ ୱର୍କ ପ୍ରୋଫାଇଲ୍ ତିଆରି କରିବାକୁ ଯାଉଛନ୍ତି ଯାହା ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳନା ତଥା ନୀରିକ୍ଷଣ କରାଯିବ। ସର୍ତ୍ତାବଳୀ ଲାଗୁ ହେବ।"
"ଆପଣ ଏକ ୱର୍କ ପ୍ରୋଫାଇଲ୍ ତିଆରି କରିବାକୁ ଯାଉଛନ୍ତି ଯାହା ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳନା ତଥା ନୀରିକ୍ଷଣ କରାଯିବ। ଙ୍କ ସର୍ତ୍ତାବଳୀ ଲାଗୁ ହେବ।"
"ଆପଣଙ୍କ ୱର୍କ ଆପଗୁଡ଼ିକ ପାଇଁ ଏକ ପ୍ରୋଫାଇଲ୍ ତିଆରି କରାଯିବ। ଏହି ପ୍ରୋଫାଇଲ୍ ଏବଂ ଆପଣଙ୍କ ଡିଭାଇସର ଅବଶିଷ୍ଟ ସବୁକିଛି ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳନା ତଥା ନୀରିକ୍ଷଣ କରାଯିବ। ସର୍ତ୍ତାବଳୀ ଲାଗୁ ହେବ।"
"ଆପଣଙ୍କ ୱର୍କ ଆପଗୁଡ଼ିକ ପାଇଁ ଏକ ପ୍ରୋଫାଇଲ୍ ତିଆରି କରାଯିବ। ଏହି ପ୍ରୋଫାଇଲ୍ ଏବଂ ଆପଣଙ୍କ ଡିଭାଇସର ଅବଶିଷ୍ଟ ସବୁକିଛି ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳନା ତଥା ନୀରିକ୍ଷଣ କରାଯିବ। ଙ୍କ ସର୍ତ୍ତାବଳୀ ଲାଗୁ ହେବ।"
"ଏହି ଡିଭାଇସ୍କୁ %1$sଦ୍ଵାରା ପରିଚାଳିତ, ତଦାରଖ ଓ ସୁରକ୍ଷିତ କରାଯିବ। ସର୍ତ୍ତ ଲାଗୁ ହେବ। %2$s"
"ଏହି ଡିଭାଇସ୍କୁ %1$sଦ୍ଵାରା ପରିଚାଳିତ, ତଦାରଖ ଓ ସୁରକ୍ଷିତ କରାଯିବ। ରୁ ସର୍ତ୍ତ ଲାଗୁ ହେବ। %3$s"
"ଏହି ଲିଙ୍କ ସୁରକ୍ଷିତ ନୁହେଁ ଏବଂ ଡିଭାଇସ୍ ସେଟଅପ୍ ସମାପ୍ତ ନହେବା ପର୍ଯ୍ୟନ୍ତ ଖୋଲାଯାଇ ପାରିବ ନାହିଁ: %1$s"
"ଅଧିକ ଜାଣିବାକୁ, ଆପଣଙ୍କ %1$sଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ, ତେବେ ନିଜର IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ"
"ସେଟଅପ ସମାପ୍ତ ହୋଇନାହିଁ। ସାହାଯ୍ୟ ପାଇଁ, ଆପଣଙ୍କ ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ସାହାଯ୍ୟ ପାଇଁ, ଆପଣଙ୍କର IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"IT ବ୍ୟବସ୍ଥାପକ"
"ନିମ୍ନ ଆପ୍ ବ୍ୟବହାର କରି %1$s ଏହି ଡିଭାଇସ୍ ପରିଚାଳନା ଓ ନୀରିକ୍ଷଣ କରିବ:"
"ଆପଣଙ୍କ ସଂସ୍ଥା"
"ଆପଣଙ୍କ ସଂସ୍ଥା"
"ସର୍ତ୍ତାବଳୀ ଦେଖନ୍ତୁ"
"ସ୍ୱୀକାର କରନ୍ତୁ ଏବଂ ଜାରି ରଖନ୍ତୁ"
"ପଛକୁ"
"ଆପଣଙ୍କ ଡିଭାଇସ୍ ସେଟ୍ ଅପ୍ କରନ୍ତୁ"
"ଆପଣ କାମ କରିବା ପଦ୍ଧତି ବଦଳାନ୍ତୁ"
"ବ୍ୟକ୍ତିଗତଠାରୁ କାମକୁ ଅଲଗା କରନ୍ତୁ"
"ୱର୍କ ଆପ୍ ପାଇଁ ଗୋଟିଏ ସ୍ଥାନ"
"ଆପଣ କରିସାରିବା ପରେ ୱର୍କ ଅଫ୍ କରିଦିଅନ୍ତୁ"
"ପ୍ରାବଧାନ କରାଯାଉଛି"
"CA ସର୍ଟିଫିକେଟ୍ ସେଟ୍ କରାଯାଉଛି"
"ଆପଣଙ୍କ ପ୍ରୋଫାଇଲ୍ ସେଟ୍ କରନ୍ତୁ"
"ୱର୍କ ପ୍ରୋଫାଇଲ୍ ବ୍ୟବହାର କରିବା ଦ୍ୱାରା, ଆପଣ ବ୍ୟକ୍ତିଗତ ଡାଟାରୁ ୱର୍କ ଡାଟାକୁ ପୃଥକ କରିପାରିବେ"
"ୱର୍କ ପ୍ରୋଫାଇଲ୍ ବ୍ୟବହାର କରିବା ଦ୍ୱାରା, ନିଜ ୱର୍କ ଆପ୍ ଗୋଟିଏ ସ୍ଥାନରେ ଆପଣ ରଖିପାରିବେ"
"ଆପଣଙ୍କ ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ। ଏନକ୍ରୀପ୍ସନ୍"
"ଆପଣଙ୍କ ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ। ପ୍ରଗତି ଦେଖାଉଛି"
"ଆପଣଙ୍କ ଡିଭାଇସ୍ ସେଟ୍ ଅପ୍ କରନ୍ତୁ"
"ଆପଣଙ୍କ ଡିଭାଇସ୍ ସେଟ୍ ଅପ୍ କରନ୍ତୁ। ଏନକ୍ରୀପ୍ସନ୍"
"ଆପଣଙ୍କ ଡିଭାଇସ୍ ସେଟ୍ ଅପ୍ କରନ୍ତୁ। ପ୍ରଗତି ଦେଖାଉଛି"
"ଅଧିକ ଜାଣନ୍ତୁ ବଟନ୍"
"%1$s ଆଇକନ୍"
"%1$s ଭାଗ ଶୀର୍ଷନାମ।"
"%1$s ଭାଗ କଣ୍ଟେଣ୍ଟ: %2$s"
"ବଢ଼ାନ୍ତୁ"
"ଛୋଟ କରନ୍ତୁ"
"ଲିଙ୍କର ଏକ ତାଲିକା ଆକ୍ସେସ୍ କରନ୍ତୁ"
"ଲିଙ୍କ ଆକ୍ସେସ୍ କରନ୍ତୁ"
"ସର୍ତ୍ତାବଳୀ ଆକ୍ସେସ୍ କରନ୍ତୁ"
"ସର୍ତ୍ତାବଳୀ ପଢ଼ନ୍ତୁ"
"ବନ୍ଦ କରୁଥିବା ତାଲିକା"
"ସେଟଅପ୍ ଶେଷ କରି ଫ୍ୟାକ୍ଟୋରୀ ରିସେଟ୍ କରିବେ?"
"ଏହି ସେଟଅପ୍ ଶେଷ କରିବା ଦ୍ୱାରା ଆପଣଙ୍କ ଡିଭାଇସ୍ ଫ୍ୟାକ୍ଟୋରୀ ରିସେଟ୍ ହେବ ଏବଂ ଆପଣଙ୍କୁ ପ୍ରଥମ ସ୍କ୍ରୀନକୁ ନିଆଯିବ।"
"ବାତିଲ କରନ୍ତୁ"
"ଡିଭାଇସ୍ ରିସେଟ୍ କରନ୍ତୁ"
"%1$s ଏବଂ %2$s"
"%1$s ଏବଂ %2$s"
"%1$s, %2$s"
"%1$s, %2$s"
"ଏଥିପାଇଁ କିଛି ସମୟ ଲାଗିପାରେ"
"ଆପଣଙ୍କ କାର୍ଯ୍ୟକାରୀ ଆପ୍ଗୁଡ଼ିକୁ ଏହି ପ୍ରୋଫାଇଲ୍ ମଧ୍ୟରେ ରଖିବା ସହିତ ଆପଣଙ୍କ ସଂସ୍ଥା ଦ୍ଵାରା ପରିଚାଳିତ ହେବ"
"ଏହି ଡିଭାଇସ୍କୁ ସୁରକ୍ଷିତ ରଖାଯିବ ଏବଂ ଆପଣଙ୍କ ସଂସ୍ଥା ଦ୍ଵାରା ପରିଚାଳିତ ହେବ"
"ୱର୍କ ଡିଭାଇସ୍ ସେଟ୍ ଅପ୍ କରିବାକୁ ପ୍ରସ୍ତୁତ ହେଉଛି…"
"ବ୍ୟବସ୍ଥାପକ ଆପ୍ ସେଟ୍ ଅପ୍ କରାଯାଉଛି"
"ଏହି ଡିଭାଇସ୍ ଆପଣଙ୍କ ସଂସ୍ଥାର ଅନ୍ତର୍ଗତ ଅଟେ"
"ଏହି ଫୋନ୍କୁ ପରିଚଳନା ଏବଂ ମନିଟର୍ କରିବାକୁ ନିମ୍ନୋକ୍ତ ଆପ୍ର ବ୍ୟବହାର ହେବ"
"ଆପଣଙ୍କ ଆକାଉଣ୍ଟଟି ପରିଚାଳିତ ହେଉଛି"
"ସୁରକ୍ଷା ନୀତିଗୁଡ଼ିକୁ ଲାଗୁ କରିବାକୁ ଆପଣଙ୍କ IT ଆଡମିନ୍ ମୋବାଇଲ ଡିଭାଇସ୍ ପରିଚାଳନା ବ୍ୟବହାର କରନ୍ତି"
"ୱାର୍କ ସେଟଅପ ପାଇଁ ପ୍ରସ୍ତୁତ ହେଉଛି…"
"ଚାଲନ୍ତୁ ଆପଣଙ୍କର ୱାର୍କ ପ୍ରୋଫାଇଲ୍ ସେଟ୍ ଅପ୍ କରିବା"
"ୱାର୍କ୍ ଆପଗୁଡ଼ିକ ଆପଣଙ୍କର ୱାର୍କ୍ ପ୍ରୋଫାଇଲ୍ରେ ରଖାଯାଇଛି"
"ଆପଣଙ୍କ ପୂରା ଦିନର କାମ ଶେଷ ହୋଇଗଲା ପରେ work ଆପ୍ସକୁ ବିରତ କରନ୍ତୁ"
"ଆପଣଙ୍କ ୱାର୍କ ପ୍ରୋଫାଇଲରେ ଥିବା ଡାଟା ଆପଣଙ୍କ IT ଆଡମିନଙ୍କୁ ଦେଖାଯାଉଛି"
"ଆପଣଙ୍କର ୱର୍କ ପ୍ରୋଫାଇଲ୍ ସେଟ୍ ଅପ୍ କରାଯାଉଛି…"
"ୱାର୍କ୍ ଆପଗୁଡ଼ିକ ଆପଣଙ୍କ ୱାର୍କ ପ୍ରୋଫାଇଲରେ ରଖାଯାଇଛି। ଆପଣ ଆପଣଙ୍କ ପୂରା ଦିନର କାମ ସମାପ୍ତ କରିସାରିବା ପରେ ଆପଣଙ୍କର ୱାର୍କ୍ ଆପଗୁଡ଼ିକୁ ବିରତ କରିପାରିବେ। ଆପଣଙ୍କ ୱାର୍କ୍ ପ୍ରୋଫାଇଲରେ ଥିବା ଡାଟା ଆପଣଙ୍କ IT ଆଡମିନଙ୍କୁ ଦେଖାଯାଉଛି।"
"ଚାଲନ୍ତୁ ଆପଣଙ୍କ ୱାର୍କ ଡିଭାଇସକୁ ସେଟ ଅପ କରିବା"
"ଆପଣଙ୍କର ଆଙ୍ଗୁଠି ଟିପରେ ନିଜର ୱର୍କ ଆପ୍ସ ରଖନ୍ତୁ"
"ଏହି ଡିଭାଇସ୍ ବ୍ୟକ୍ତିଗତ ନୁହେଁ"
"ଆପଣଙ୍କ IT ଆଡମିନ୍ ଏହି ଡିଭାଇସ୍ରେ ଆପଣଙ୍କ ଡାଟା ଏବଂ କାର୍ଯ୍ୟକଳାପ ଦେଖିବାକୁ ସକ୍ଷମ ହୋଇପାରନ୍ତି।"
"ଆପଣଙ୍କ କାର୍ଯ୍ୟକଳାପ ଏବଂ ଡାଟା"
"ଆପ ଅନୁମତିଗୁଡ଼ିକ"
"ଆପଣଙ୍କ IT ଆଡମିନ୍ ମାଇକ୍ରୋଫୋନ୍, କ୍ୟାମେରା ଏବଂ ଲୋକେସନ୍ ଅନୁମତି ପରି ଏହି ଡିଭାଇସରେ ଥିବା ଆପଗୁଡ଼ିକ ପାଇଁ ଅନୁମତିଗୁଡ଼ିକୁ ସେଟ୍ କରିପାରିବେ।"
"ଆପଣଙ୍କ ଡିଭାଇସ୍କୁ ସେଟ୍ ଅପ୍ କରାଯାଉଛି…"
"ଆପଣଙ୍କ ୱାର୍କ ଆପଗୁଡ଼ିକୁ ସହଜରେ ଆକ୍ସେସ୍ କରିବା ପାଇଁ ଏହି ଡିଭାଇସକୁ ବ୍ୟବହାର କରନ୍ତୁ। ଏହି ଡିଭାଇସ୍ ବ୍ୟକ୍ତିଗତ ନୁହେଁ, ତେଣୁ ଆପଣଙ୍କ IT ଆଡମିନ୍ ଆପଣଙ୍କ ଡାଟା ଏବଂ କାର୍ଯ୍ୟକଳାପ ଦେଖିବାକୁ ସକ୍ଷମ ହୋଇପାରନ୍ତି।"
"ଆପଣଙ୍କ ୱାର୍କ ଆପଗୁଡ଼ିକୁ ସହଜରେ ଆକ୍ସେସ୍ କରିବା ପାଇଁ ଏହି ଡିଭାଇସକୁ ବ୍ୟବହାର କରନ୍ତୁ। ଏହି ଡିଭାଇସ୍ ବ୍ୟକ୍ତିଗତ ନୁହେଁ, ତେଣୁ ଆପଣଙ୍କ IT ଆଡମିନ୍ ଆପଣଙ୍କ କାର୍ଯ୍ୟକଳାପ ଏବଂ ଡାଟା ଦେଖିବାକୁ ସକ୍ଷମ ହୋଇପାରନ୍ତି। ଆପଣଙ୍କ IT ଆଡମିନ୍ ମାଇକ୍ରୋଫୋନ୍, କ୍ୟାମେରା ଏବଂ ଲୋକେସନ୍ ଅନୁମତି ପରି ଏହି ଡିଭାଇସରେ ଥିବା ଆପଗୁଡ଼ିକ ପାଇଁ ଅନୁମତିଗୁଡ଼ିକୁ ମଧ୍ୟ ସେଟ୍ କରିପାରିବେ।"
"ଏହି ଡିଭାଇସକୁ ଆପଣଙ୍କ IT ଆଡମିନଙ୍କୁ ଫେରାନ୍ତୁ"
"ପୂର୍ବବର୍ତ୍ତୀ ସ୍କ୍ରିନକୁ ଫେରନ୍ତୁ କିମ୍ବା ଏହି ଡିଭାଇସ୍ ରିସେଟ୍ କରନ୍ତୁ ଏବଂ ଏହାକୁ ଆପଣଙ୍କ IT ଆଡମିନଙ୍କୁ ଫେରାନ୍ତୁ।"
"ସେଟଅପ୍ ବାତିଲ କରନ୍ତୁ"
"ଡିଭାଇସ୍ ରିସେଟ୍ କରି ଫେରାନ୍ତୁ"
"ୱାର୍କ ଆପ୍ସ ଆପଣଙ୍କ ୱାର୍କ ପ୍ରୋଫାଇଲରେ ରଖାଯାଏ ଓ ଏହା ଆପଣଙ୍କ IT ଆଡମିନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ"
"ବ୍ୟକ୍ତିଗତ ଆପଗୁଡ଼ିକ କାର୍ଯ୍ୟସ୍ଥଳୀ ଆପଗୁଡ଼ିକ ଠାରୁ ଅଲଗା ଅଟେ ଓ ଏହା ଲୁକ୍କାୟିତ ଅଛି"
"ଆପଣଙ୍କ IT ଆଡମିନ୍ ଏହି ଡିଭାଇସକୁ ନିୟନ୍ତ୍ରଣ କରି ନିର୍ଦ୍ଦିଷ୍ଟ ଆପଗୁଡ଼ିକୁ ବ୍ଲକ୍ କରିପାରିବେ"
"କାର୍ଯ୍ୟସ୍ଥଳୀ ଆପଗୁଡ଼ିକ ଆପଣଙ୍କ ୱାର୍କ ପ୍ରୋଫାଇଲରେ ରଖାଯାଇଛି ଓ ଏଗୁଡ଼ିକ ଆପଣଙ୍କ IT ଆଡମିନଙ୍କ ଦ୍ୱାରା ପରିଚାଳିତ ହେଉଛି। ବ୍ୟକ୍ତିଗତ ଆପଗୁଡ଼ିକ କାର୍ଯ୍ୟସ୍ଥଳୀ ଆପଗୁଡ଼ିକ ଠାରୁ ପୃଥକ୍ ଓ ଲୁକ୍କାୟିତ ଅଟେ। ଆପଣଙ୍କ IT ଆଡମିନ୍ ଏହି ଡିଭାଇସକୁ ନିୟନ୍ତ୍ରଣ କରି ନିର୍ଦ୍ଦିଷ୍ଟ ଆପଗୁଡ଼ିକୁ ବ୍ଲକ୍ କରିପାରିବେ।"
"ଟିକେ ରୁହନ୍ତୁ…"
"ଗୋପନୀୟତା ରିମାଇଣ୍ଡର୍"
"ଆପଣଙ୍କ IT ଆଡମିନ୍ ଏହି ଡିଭାଇସ୍ରେ ଆପଣଙ୍କ ଡାଟା ଏବଂ କାର୍ଯ୍ୟକଳାପ ଦେଖିବାକୁ ସକ୍ଷମ ହୋଇପାରନ୍ତି"
"ଏହି ଡିଭାଇସ୍ %s ଦ୍ୱାରା ପ୍ରଦାନ କରାଯାଇଛି"
"ଏହି ଡିଭାଇସ୍ ପାଇଁ ପେମେଣ୍ଟ କରନ୍ତୁ"
"%1$s %2$s ଆପକୁ ଇନଷ୍ଟଲ୍ କରିପାରିବ ଯାହା ଫଳରେ ଆପଣ ଏହି ଡିଭାଇସ୍ ପାଇଁ ପେମେଣ୍ଟ କରିପାରିବେ।"
"ଏହି ଡିଭାଇସକୁ ପ୍ରତିବନ୍ଧିତ କରାଯାଇପାରେ"
"ଯଦି ଆପଣ ପେମେଣ୍ଟ କରୁନାହାଁନ୍ତି, ତେବେ %1$s ଏହି ଡିଭାଇସକୁ ଆକ୍ସେସ୍ ପ୍ରତିବନ୍ଧିତ କରିପାରିବ।"
"ଡିଭାଇସକୁ ସେଟ ଅପ କରାଯାଇପାରିବ ନାହିଁ। ଆପଣଙ୍କ IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ ଏବଂ \"ଅବୈଧ ଚେକସମ\"ର ରେଫରେନ୍ସ ଦିଅନ୍ତୁ।"
"ପରେ ପୁଣି ଚେଷ୍ଟା କରନ୍ତୁ କିମ୍ବା ସହାୟତା ପାଇଁ ଆପଣଙ୍କ IT ଆଡମିନଙ୍କୁ କୁହନ୍ତୁ"
"ଡିଭାଇସକୁ ସେଟ ଅପ କରାଯାଇପାରିବ ନାହିଁ। ଆପଣଙ୍କ IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ ଏବଂ \"ଅନୁପଲବ୍ଧ କିମ୍ବା କରପ୍ଟ ହୋଇଯାଇଥିବା କମ୍ପୋନେଣ୍ଟଗୁଡ଼ିକ\"ର ରେଫରେନ୍ସ ଦିଅନ୍ତୁ।"
"ସେଟ ଅପ କରାଯାଉଛି…"