"ସେଟିଂସ"
"ସେଟିଂସ"
"ନେଟ୍ୱର୍କ"
"ପ୍ରତିବନ୍ଧିତ ପ୍ରୋଫାଇଲ୍"
"ହଁ"
"ନା"
"ଚାଲୁ"
"ବନ୍ଦ"
"ଅନ୍"
"ବନ୍ଦ"
"ସହମତ"
"ଅରାଜି"
"ସକ୍ଷମ କରାଯାଇଛି"
"ଅକ୍ଷମ କରାଯାଇଛି"
"ଉପଲବ୍ଧ ନାହିଁ"
"ପରାମର୍ଶ"
"କ୍ୱିକ୍ ସେଟିଂସ"
"ସାଧାରଣ ସେଟିଂସ"
"ପରାମର୍ଶକୁ ଅଗ୍ରାହ୍ୟ କରନ୍ତୁ"
"\"OK Google\"ର ଚିହ୍ନଟ"
"ଯେକୌଣସି ସମୟରେ Google Assistant ସହ କଥା ହୁଅନ୍ତୁ"
"ଡିଭାଇସ୍"
"ପସନ୍ଦ"
"ରିମୋଟ୍ ଓ ଆସେସୋରୀଗୁଡ଼ିକ"
"ବ୍ୟକ୍ତିଗତ"
"ନେଟ୍ୱର୍କ ସହ ସଂଯୋଗ କରନ୍ତୁ"
"ଗୋଟିଏ ଆକାଉଣ୍ଟ ଯୋଡ଼ନ୍ତୁ"
"ଆକାଉଣ୍ଟଗୁଡ଼ିକ ଏବଂ ସାଇନ୍ ଇନ୍"
"କୌଣସି ଆକାଉଣ୍ଟ ନାହିଁ"
"{count,plural, =1{#ଟି ଆକାଉଣ୍ଟ}other{#ଟି ଆକାଉଣ୍ଟ}}"
"ମିଡିଆ ସେବାଗୁଡ଼ିକ, Assistant, Payments"
"ନେଟ୍ୱର୍କ ଓ ଇଣ୍ଟର୍ନେଟ୍"
"ସାଉଣ୍ଡ"
"ଆପ୍ସ"
"ନିଜ ପସନ୍ଦର ଡିଭାଇସ୍"
"ରିମୋଟ୍ ଓ ଆସୋସରିଗୁଡ଼ିକ"
"ଡିସପ୍ଲେ ଓ ସାଉଣ୍ଡ"
"ସହାୟତା ଓ ମତାମତ"
"ଗୋପନୀୟତା"
"ଡିଭାଇସ ସେଟିଂସ"
"ଆକାଉଣ୍ଟ ସେଟିଂସ"
"Google Assistant"
"ପେମେଣ୍ଟ ଓ କ୍ରୟଗୁଡ଼ିକ"
"ଆପ ସେଟିଂସ"
"ଲୋକେସନ୍, ବ୍ୟବହାର ଓ ଡାଏଗ୍ନୋଷ୍ଟିକ୍ସ, ବିଜ୍ଞାପନଗୁଡ଼ିକ"
"ଆକାଉଣ୍ଟ ଯୋଡ଼ନ୍ତୁ"
"ଆକାଉଣ୍ଟ କାଢ଼ିଦିଅନ୍ତୁ"
"ସିଙ୍କ୍ ହୋଇଥିବା ଆପ୍ ବାଛନ୍ତୁ"
"ବର୍ତ୍ତମାନ ସିଙ୍କ କରନ୍ତୁ"
"ସିଙ୍କ କରୁଛି…"
"ଗତଥର ସିଙ୍କ୍ ହୋଇଛି %1$s"
"ବନ୍ଦ ହୋଇଛି"
"ଆକାଉଣ୍ଟ କାଢ଼ିଦିଅନ୍ତୁ"
"ଆକାଉଣ୍ଟକୁ ବାହାର କରିହେବ ନାହିଁ"
"ଏବେ ସିଙ୍କ୍ କରନ୍ତୁ
%1$s"
"ସିଙ୍କ ବିଫଳ ହୋଇଛି"
"ସିଙ୍କ ସକ୍ରିୟ ଅଛି"
"ୱାଇ-ଫାଇ"
"ଇଥରନେଟ୍"
"ଇଥରନେଟ୍ ସଂଯୁକ୍ତ ହୋଇଛି"
"କୌଣସି ନେଟୱର୍କ୍ ନାହିଁ"
"ୱାଇ-ଫାଇ ବନ୍ଦ ଅଛି"
"ସର୍ବଦା ସ୍କାନିଂ ଉପଲବ୍ଧ ଅଛି"
"ୱାଇ-ଫାଇ ବନ୍ଦ ରହିଥିଲେ ମଧ୍ୟ ନେଟୱର୍କ ପାଇଁ Google\'ର ଲୋକେସନ୍ ସେବା ଏବଂ ଅନ୍ୟ ଆପ୍ ସ୍କାନ୍ କରିବାକୁ ଦିଅନ୍ତୁ"
"ସ୍କାନିଂ ସର୍ବଦା ଉପଲବ୍ଧ ଥାଏ, ୱାଇ-ଫାଇ ବନ୍ଦ ଥିଲେ ମଧ୍ୟ Googleର ଲୋକେସନ୍ ସେବା ଏବଂ ଅନ୍ୟ ଆପଗୁଡ଼ିକୁ ନେଟୱାର୍କ ସ୍କାନ୍ କରିବାକୁ ଦେଇଥାଏ"
"ୱାଇ-ଫାଇ"
"ନେଟ୍ୱର୍କ ସହ ସଂଯୋଗ କରନ୍ତୁ"
"ନେଟୱାର୍କ ଡାଏଗ୍ନୋଷ୍ଟିକ୍ସ"
"ନିକଟରେ ଖୋଲାଯାଇଥିବା ଆପ୍ଗୁଡ଼ିକ"
"ସମସ୍ତ ଆପ୍କୁ ଦେଖନ୍ତୁ"
"ଅନୁମତିଗୁଡ଼ିକ"
"ସମସ୍ତ ଆପସ୍"
"ସିଷ୍ଟମ୍ ଆପ୍ ଦେଖାନ୍ତୁ"
"ଇନ୍ଷ୍ଟଲ୍ ହୋଇଥିବା ଆପ୍ଗୁଡ଼ିକ"
"ସିଷ୍ଟମ୍ ଆପ୍ଗୁଡ଼ିକ"
"ଅକ୍ଷମ ହୋଇଥିବା ଆପ୍ଗୁଡ଼ିକ"
"ସ୍କ୍ରିନ୍ ସେଭର୍"
"ଡିସ୍ପ୍ଲେ"
"ଡିସପ୍ଲେ ଓ ସାଉଣ୍ଡ"
"ସାଉଣ୍ଡ"
"ପରିପାର୍ଶ୍ଵର ଶଦ୍ଦ"
"ସିଷ୍ଟମ୍ ସାଉଣ୍ଡ୍"
"ଆପ୍ଲିକେସନ୍"
"ଷ୍ଟୋରେଜ୍"
"ଫ୍ୟାକ୍ଟୋରୀ ରିସେଟ୍ କରନ୍ତୁ"
"ବ୍ୟାକଅପ୍ ନିଅନ୍ତୁ ଏବଂ ରିଷ୍ଟୋର୍ କରନ୍ତୁ"
"ଫ୍ୟାକ୍ଟୋରୀ ଡାଟା ରିସେଟ୍"
"କାଲିବ୍ରାସନ୍"
"ଏନର୍ଜି ସେଭର୍"
"ଡିଭାଇସଗୁଡ଼ିକ"
"ଫର୍ମାଟ୍ ବାଛନ୍ତୁ"
"ପରିପାର୍ଶ୍ଵର ଶଦ୍ଦ"
"ଡଲ୍ବି ଡିଜିଟାଲ୍"
"ଡଲ୍ବି ଡିଜିଟାଲ୍ ପ୍ଲସ୍"
"DTS"
"DTS-HD"
"DTS-UHD"
"Dolby TrueHD ସହିତ Dolby Atmos"
"Dolby TrueHD"
"Dolby Digital Plus ସହିତ Dolby Atmos"
"DRA"
"ଧ୍ୟାନ ଦିଅ: ଆପଣଙ୍କ ଡିଭାଇସ୍ ଏହାର ସମର୍ଥିତ ଫର୍ମାଟକୁ ସଠିକଭାବେ ରିପୋର୍ଟ ନକଲେ ସ୍ୱଚାଳିତ ବିକଳ୍ପ କାମ କରିନପାରେ।"
"ସ୍ୱଚାଳିତ: ଆପଣଙ୍କ ଅଡିଓ ଆଉଟପୁଟ୍ ଡିଭାଇସ୍ ଦ୍ୱାରା ସମର୍ଥିତ ଫର୍ମାଟଗୁଡ଼ିକୁ କେବଳ ସକ୍ଷମ କରନ୍ତୁ "
"ଏହାକୁ ଚୟନ କଲେ, ଏହି ସିଷ୍ଟମ୍ ଆପଣଙ୍କ ଡିଭାଇସ୍ ଚେନ୍ ଦ୍ୱାରା ସମର୍ଥିତ ଯେ କୌଣସି ସାଉଣ୍ଡ ଫର୍ମାଟକୁ ଚୟନ କରିବା ପାଇଁ ଆପଗୁଡ଼ିକୁ ଅନୁମତି ଦେବ। ଆପଗୁଡ଼ିକ ସର୍ବୋଚ୍ଚ-ଗୁଣବତ୍ତା ନଥିବା ଏକ ଫର୍ମାଟ୍ ବାଛିପାରେ।"
"କିଛି ନାହିଁ: କେବେବି ସରାଉଣ୍ଡ ସାଉଣ୍ଡ ବ୍ୟବହାର କର ନାହିଁ"
"ମାନୁଆଲ୍: ଆପଣଙ୍କ ଅଡିଓ ଆଉଟପୁଟ୍ ଡିଭାଇସରେ ଯେଉଁ ଫର୍ମାଟ୍ ସମର୍ଥିତ ହୋଇଥାଉ ନା କାହିଁକି, ଏହି ଡିଭାଇସ୍ ଦ୍ୱାରା ସମର୍ଥିତ ପ୍ରତ୍ୟେକ ଫର୍ମାଟକୁ ଅଲଗା ଅଲଗା ସକ୍ଷମ କିମ୍ବା ଅକ୍ଷମ କରନ୍ତୁ।"
"ଏହାକୁ ଚୟନ କଲେ, ପ୍ଲେବ୍ୟାକରେ ସମସ୍ୟା ସୃଷ୍ଟି କରୁଥିବା ଆପଣଙ୍କ ଡିଭାଇସ୍ ଚେନ୍ ଦ୍ୱାରା ସମର୍ଥିତ ସାଉଣ୍ଡ ଫର୍ମାଟଗୁଡ଼ିକୁ ଆପଣ ମାନୁଆଲୀ ଅକ୍ଷମ କରିପାରିବେ। ଆପଣଙ୍କ ଡିଭାଇସ୍ ଚେନ୍ ଦ୍ୱାରା ସମର୍ଥିତ ହୋଇନଥିବା ସାଉଣ୍ଡ ଫର୍ମାଟଗୁଡ଼ିକୁ ସକ୍ଷମ କରାଯାଇପାରିବ। କିଛି କ୍ଷେତ୍ରରେ ଆପଗୁଡ଼ିକ ସର୍ବୋଚ୍ଚ-ଗୁଣବତ୍ତା ନଥିବା ଏକ ଫର୍ମାଟ୍ ବାଛିପାରେ।"
"ଅସମର୍ଥିତ ସାଉଣ୍ଡ ଫର୍ମାଟକୁ ସକ୍ଷମ କରୁଛନ୍ତି କି?"
"ଆପଣଙ୍କ ସଂଯୁକ୍ତ ଅଡିଓ ଡିଭାଇସ୍ ଏହି ଫର୍ମାଟକୁ ସମର୍ଥନ କରେ ନାହିଁ। ଏହା ଫଳରେ ଆପଣଙ୍କ ଡିଭାଇସରୁ ତୀବ୍ର ଶବ୍ଦ କିମ୍ବା ବିସ୍ଫୋଟ ପରି ଅପ୍ରତ୍ୟାଶିତ ଶବ୍ଦର କାରଣ ହୋଇପାରେ।"
"ବାତିଲ କରନ୍ତୁ"
"ଯେ କୌଣସି ମତେ ବଦଳାନ୍ତୁ"
"ସମର୍ଥିତ ଫର୍ମାଟଗୁଡ଼ିକ"
"ଅସମର୍ଥିତ ଫର୍ମାଟଗୁଡ଼ିକ"
"ଫର୍ମାଟ୍ ସୂଚନା"
"ଫର୍ମାଟଗୁଡ଼ିକୁ ଦେଖାନ୍ତୁ"
"ଫର୍ମାଟଗୁଡ଼ିକୁ ଲୁଚାନ୍ତୁ"
"ସକ୍ଷମ କରାଯାଇଥିବା ଫର୍ମାଟଗୁଡ଼ିକ"
"ଅକ୍ଷମ କରାଯାଇଥିବା ଫର୍ମାଟଗୁଡ଼ିକ"
"ସକ୍ଷମ କରିବା ପାଇଁ, ମାନୁଆଲକୁ ଫର୍ମାଟ୍ ଚୟନ ବଦଳାନ୍ତୁ।"
"ଅକ୍ଷମ କରିବା ପାଇଁ, ମାନୁଆଲକୁ ଫର୍ମାଟ୍ ଚୟନ ବଦଳାନ୍ତୁ।"
"ଡିସପ୍ଲେ"
"ଉନ୍ନତ ଡିସପ୍ଲେ ସେଟିଂସ"
"HDMI-CEC"
"ଉନ୍ନତ ସାଉଣ୍ଡ ସେଟିଂସ"
"ଗେମ୍ ମୋଡକୁ ଅନୁମତି ଦିଅନ୍ତୁ"
"ବିଷୟବସ୍ତୁ ଫ୍ରେମ ରେଟ ମେଳ କରନ୍ତୁ"
"ବାଧାହୀନ"
"ଯଦି ଆପଟି ଏଥିପାଇଁ ଅନୁରୋଧ କରେ, ତେବେ ଆପଣଙ୍କ ଟିଭି ବାଧାହୀନ ଟ୍ରାଞ୍ଜିସନ୍ ସମ୍ପାଦନ କରିପାରିଲେ ହିଁ କେବଳ ଆପଣଙ୍କ ଡିଭାଇସ୍ ଆପଣ ଦେଖୁଥିବା ବିଷୟବସ୍ତୁର ମୂଳ ଫ୍ରେମ୍ ରେଟ୍ ସହ ତାହାର ଆଉଟପୁଟକୁ ମେଳ କରିବ।"
"ନନ-ସିମଲେସ"
"ଯଦି ଆପଟି ଏଥିପାଇଁ ଅନୁରୋଧ କରେ, ତେବେ ଆପଣଙ୍କ ଡିଭାଇସ ଆପଣ ଦେଖୁଥିବା ବିଷୟବସ୍ତୁର ମୂଳ ଫ୍ରେମ ରେଟ ସହ ତାହାର ଆଉଟପୁଟକୁ ମେଳ କରିବ। ଏହା ଫଳରେ ଏକ ଭିଡିଓ ପ୍ଲେବ୍ୟାକ ମୋଡ ଚାଲୁ କିମ୍ବା ବନ୍ଦ କରିବା ସମୟରେ ଏକ ସେକେଣ୍ଡ ପାଇଁ ଆପଣଙ୍କ ସ୍କ୍ରିନରେ କିଛି ଦେଖାଯାଇନପାରେ।"
"କେବେ ବି ନୁହେଁ"
"ଆପଟି ଏଥିପାଇଁ ଅନୁରୋଧ କଲେ ମଧ୍ୟ, ଆପଣଙ୍କ ଡିଭାଇସ୍ ଆପଣ ଦେଖୁଥିବା ବିଷୟବସ୍ତୁର ମୂଳ ଫ୍ରେମ୍ ରେଟ୍ ସହ ତାହାର ଆଉଟପୁଟକୁ କେବେ ବି ମେଳ କରିବାକୁ ଚେଷ୍ଟା କରିବ ନାହିଁ।"
"ଟେକ୍ସଟ୍ ସ୍କେଲିଂ"
"%1$d%% ପର୍ଯ୍ୟନ୍ତ ସ୍କେଲ୍ କରନ୍ତୁ"
"ସାମ୍ପଲ୍ ଟେକ୍ସଟ୍"
"ଦି ୱାଣ୍ଡରଫୁଲ୍ ୱିଜାର୍ଡ ଅଫ୍ ଓଜ୍"
"ଅଧ୍ୟାୟ 11: ଦି ୱାଣ୍ଡରଫୁଲ୍ ସିଟି ଅଫ୍ ଓଜ୍"
"ଆଖିରେ ସବୁଜ ଚଷମା ପିନ୍ଧିଥିଲେ ସୁଦ୍ଧା ଡୋରୋଥି ଓ ତା’ ସାଙ୍ଗମାନେ, ସହରର ସୁନ୍ଦରତା ଦେଖି ପ୍ରଥମେ ଚକିତ ହୋଇଯାଇଥିଲେ। ସବୁଜ ମାର୍ବଲରେ ଗଠିତ ସୁନ୍ଦର ଘରଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ୱରେ ଶୋଭା ପାଉଥିଲା ଏବଂ ଝଲସୁଥିବା ରତ୍ନ ସବୁଆଡ଼େ ଖଞ୍ଜାଯାଇଥିଲା। ସେମାନେ ସେହି ସବୁଜ ମାର୍ବଲ ରାସ୍ତାରେ ଚାଲି ଚାଲି ଆଗକୁ ବଢ଼ିଲେ ଏବଂ ଯେଉଁଠାରେ ଦୁଇଟି ଗଳି ପରସ୍ପର ସହିତ ଯୋଡ଼ି ହୋଇଥିଲା, ସେଠାରେ ପାଖାପାଖି ଖଞ୍ଜାଯାଇଥିବା ରତ୍ନଗୁଡ଼ିକର ଅନେକ ଧାଡ଼ି ଥିଲା ଓ ସେଗୁଡ଼ିକ ସୂର୍ଯ୍ୟାଲୋକ ପଡ଼ି ଝଲସୁଥିଲା। ଝରକାରେ ସବୁଜ ରଙ୍ଗର କାଚ ଲାଗିଥିଲା; ଏପରିକି ସମ୍ପୂର୍ଣ୍ଣ ସହରର ଆକାଶଟି ସବୁଜ ରଙ୍ଗରେ ଶୋଭା ପାଉଥିଲା ଏବଂ ସୂର୍ଯ୍ୟ କିରଣ ମଧ୍ୟ ସବୁଜ ରଙ୍ଗର ଥିଲା। \n\nସେଠାରେ ଅନେକ ଲୋକ ଥିଲେ, ପୁରୁଷ, ମହିଳା ଓ ପିଲାମାନେ ଯିବା ଆସିବା କରୁଥିଲେ ଏବଂ ସମସ୍ତେ ସବୁଜ ରଙ୍ଗର ପୋଷାକ ପିନ୍ଧିଥିଲେ ତଥା ସେମାନଙ୍କ ଚର୍ମର ରଙ୍ଗ ସବୁଜ ଥିଲା। ସେମାନେ ବିସ୍ମିତ ଆଖିରେ ଡୋରୋଥି ଓ ତା\'ର ଅଜବ ଦେଖାଯାଉଥିବା ସାଙ୍ଗକୁ ଚାହିଁଲେ ଏବଂ ପିଲାମାନେ ଯେତେବେଳେ ସିଂହକୁ ଦେଖିଲେ, ସେମାନେ ଭୟରେ ଦୌଡ଼ିଯାଇ ଯିଏ ଯାହାର ମା’ ପଛରେ ଲୁଚିଗଲେ; କିନ୍ତୁ କେହି ସେମାନଙ୍କ ସହ କଥା ହେଲେ ନାହିଁ। ରାସ୍ତାରେ ଅନେକ ଦୋକାନ ଥିଲା, ଆଉ ଡୋରୋଥି ଦେଖିଲା ଯେ, ସେଠାରେ ଥିବା ସବୁ ଜିନିଷ ସବୁଜ ରଙ୍ଗର ଥିଲା। ସବୁଜ ରଙ୍ଗର ଜୋତା, ସବୁଜ ରଙ୍ଗର ଟୋପି ଓ ସବୁ ପ୍ରକାରର ସବୁଜ ରଙ୍ଗର ପୋଷାକ ସମେତ ସବୁଜ ଚକୋଲେଟ ଓ ସବୁଜ ରଙ୍ଗର ପପ-କର୍ନ ମଧ୍ୟ ବିକ୍ରି ହେଉଥିଲା। ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତି ସବୁଜ ରଙ୍ଗର ଲେମ୍ବୁ ସରବତ ବିକ୍ରି କରୁଥିଲେ ଏବଂ ଯେତେବେଳେ ପିଲାମାନେ ଏହା କିଣିଲେ, ସେମାନେ ସେହି ଲୋକକୁ ସବୁଜ ପଇସା ଦେଉଥିବାର ଡୋରୋଥି ଦେଖିପାରିଲା। \n\nସେଠାରେ କୌଣସି ପ୍ରକାରର ଘୋଡ଼ା କିମ୍ୱା ଜୀବଜନ୍ତୁ ନଥିବା ପରି ଜଣାପଡ଼ୁଥିଲା; ଛୋଟ ସବୁଜ ରଙ୍ଗର ଗାଡ଼ିରେ ଲୋକମାନେ ସେମାନଙ୍କ ଜିନିଷପତ୍ର ରଖି ଠେଲିଠେଲି ନେବା ଆଣିବା କରୁଥିଲେ। ସମସ୍ତେ ଖୁସି, ସନ୍ତୁଷ୍ଟ ଓ ସମୃଦ୍ଧ ଥିବାପରି ଜଣାପଡ଼ୁଥିଲା।"
"ଫର୍ମାଟ୍ ଚୟନ"
"ସ୍ୱଚାଳିତ"
"ମାନୁଆଲ୍"
"ଡିଭାଇସରେ ରିପୋର୍ଟ କରାଯାଇଥିବା ଫର୍ମାଟକୁ ବ୍ୟବହାର କରନ୍ତୁ"
"ଉପଲବ୍ଧ ଫର୍ମାଟଗୁଡ଼ିକରୁ ମାନୁଆଲ୍ ଭାବେ ଫର୍ମାଟଗୁଡ଼ିକୁ ବାଛନ୍ତୁ"
"ସମର୍ଥିତ ଫର୍ମାଟଗୁଡ଼ିକ"
"ଅସମର୍ଥିତ ଫର୍ମାଟଗୁଡ଼ିକ"
"HDR10"
"HLG"
"HDR10+"
"Dolby Vision"
"ଏହାକୁ ଚୟନ କଲେ, ଆପଣଙ୍କ ଡିଭାଇସ୍ ଚେନ୍ ଦ୍ୱାରା ସମର୍ଥିତ ଯେ କୌଣସି HDR ଫର୍ମାଟକୁ ଚୟନ କରିବା ପାଇଁ ଆପଗୁଡ଼ିକୁ ସିଷ୍ଟମ୍ ଅନୁମତି ଦେବ। ଆପଗୁଡ଼ିକ ସର୍ବୋଚ୍ଚ-ଗୁଣବତ୍ତା ନଥିବା ଏକ ଫର୍ମାଟ୍ ବାଛିପାରେ।"
"ଏହାକୁ ଚୟନ କଲେ, ପ୍ଲେବ୍ୟାକରେ ସମସ୍ୟା ସୃଷ୍ଟି କରୁଥିବା ଆପଣଙ୍କ ଡିଭାଇସ୍ ଚେନ୍ ଦ୍ୱାରା ସମର୍ଥିତ HDR ଫର୍ମାଟଗୁଡ଼ିକୁ ଆପଣ ମାନୁଆଲୀ ଅକ୍ଷମ କରିପାରିବେ। ଆପଣଙ୍କ ଡିଭାଇସ୍ ଚେନ୍ ଦ୍ୱାରା ସମର୍ଥିତ ନଥିବା HDR ଫର୍ମାଟଗୁଡ଼ିକୁ ବାଧ୍ୟତାମୂଳକ ଭାବେ ସକ୍ଷମ କରାଯାଇପାରିବ ନାହିଁ। ଆପଗୁଡ଼ିକ ସର୍ବୋଚ୍ଚ-ଗୁଣବତ୍ତା ନଥିବା ଏକ ଫର୍ମାଟ୍ ବାଛିପାରେ।"
"ଫର୍ମାଟ୍ ସୂଚନା"
"ଫର୍ମାଟଗୁଡ଼ିକୁ ଦେଖାନ୍ତୁ"
"ଫର୍ମାଟଗୁଡ଼ିକୁ ଲୁଚାନ୍ତୁ"
"ସକ୍ଷମ କରାଯାଇଥିବା ଫର୍ମାଟଗୁଡ଼ିକ"
"ଅକ୍ଷମ କରାଯାଇଥିବା ଫର୍ମାଟଗୁଡ଼ିକ"
"ଅକ୍ଷମ କରିବା ପାଇଁ, ଫର୍ମାଟର ଚୟନକୁ ମାନୁଆଲରେ ବଦଳାନ୍ତୁ।"
"ରିଜୋଲ୍ୟୁସନ୍"
"ସ୍ୱଚାଳିତ"
"ରିଜୋଲ୍ୟୁସନକୁ ପରିବର୍ତ୍ତନ କରାଯାଇଛି"
"ବର୍ତ୍ତମାନଠାରୁ %1$sକୁ ବ୍ୟବହାର କରିବା ପାଇଁ \"ଠିକ୍ ଅଛି\"କୁ ଚୟନ କରନ୍ତୁ।"
"ବାତିଲ କରନ୍ତୁ"
"ଠିକ୍ ଅଛି"
"Hz"
"କ୍ୟାଶ୍ ହୋଇଥିବା ଡାଟା ଖାଲି କରିବେ?"
"ଏହା, ସମସ୍ତ ଡାଟା ପାଇଁ କ୍ୟାଶ୍ ହୋଇଥିବା ଡାଟାକୁ ଖାଲି କରିଦେବ"
"ଆସେସୋରୀ ଯୋଡନ୍ତୁ"
"ପେୟାର୍ କରୁଛି…"
"ସଂଯୋଗ କରୁଛି…"
"ପେୟାର୍ ହୋଇପାରିଲା ନାହିଁ"
"ବାତିଲ୍ କରାଯାଇଛି"
"ପେୟାର୍ ହୋଇଛି"
"ଆସେସୋରୀ"
"ଅନପେୟାର୍ କରନ୍ତୁ"
"%1$d%% ବ୍ୟାଟେରୀ ଅଛି"
"ଡିଭାଇସ୍ ଅନ୍ପେୟର୍ ହେଉଛି…"
"କନେକ୍ଟ ହୋଇଛି"
"ନାମ ପରିବର୍ତ୍ତନ କରନ୍ତୁ"
"ଏହି ଆକ୍ସେସରୀର ଏକ ନୂଆ ନାମ ଦିଅନ୍ତୁ"
"ବ୍ଲୁଟୁଥ ପେୟାରିଂ।"
"ଆସେସୋରିଜ୍ ଖୋଜୁଛି…"
"ଆପଣଙ୍କ ବ୍ଲୁଟୁଥ୍ ଡିଭାଇସଗୁଡ଼ିକୁ ପେୟାର୍ କରିବା ପୂର୍ବରୁ, ସେଗୁଡ଼ିକ ପେୟାରିଂ ମୋଡରେ ଅଛନ୍ତି ବୋଲି ସୁନିଶ୍ଚିତ ହୁଅନ୍ତୁ"
"ଏକ ଡିଭାଇସ୍ ମିଳିଛି ଏବଂ %1$s ସେକେଣ୍ଡ୍ ମଧ୍ୟରେ ସ୍ଵତଃସ୍ପୃତଭାବରେ ପେୟାର୍ ହେବ।"
"ଏହି କ୍ରିୟା ସମର୍ଥନ କରୁ ନାହିଁ"
"ବ୍ଲୁଟୁଥ୍ ପେୟାର୍ କରିବା ପାଇଁ ଅନୁରୋଧ"
"ପେୟାର୍ କରିବାକୁ: <b>%1$s</b>, ଏହା ଏହି ପାସକୀ ଦେଖାଉଥିବା ସୁନିଶ୍ଚିତ ହୁଅନ୍ତୁ: <b>%2$s</b>"
"ଏହାଙ୍କ ପାଖରୁ: <b>%1$s</b><br>ଏହି ଡିଭାଇସ୍ ସହ ପେୟାର୍ କରିବେ?"
"ଏହା ସହିତ ପେୟାର୍ କରିବାକୁ: <b>%1$s</b><br>ଏଥିରେ ଟାଇପ୍ କରନ୍ତୁ: <b>%2$s</b>, ତାପରେ ଫେରିବା ବା ଏଣ୍ଟର୍ ଦବାନ୍ତୁ।"
"ଏହା ସହିତ ପେୟାର୍ କରିବାକୁ: <b>%1$s</b>, <br>ଡିଭାଇସ୍ ଆବଶ୍ୟକ କରୁଥିବା PIN ଟାଇପ୍ କରନ୍ତୁ:"
"ଏହା ସହିତ ପେୟାର୍ କରିବାକୁ: <b>%1$s</b>, <br>ଡିଭାଇସ୍ ଆବଶ୍ୟକ କରୁଥିବା ପାସକୀ ଟାଇପ୍ କରନ୍ତୁ:"
"ସାଧାରଣତଃ 0000 କିମ୍ବା 1234"
"ପେୟାର୍"
"ବାତିଲ କରନ୍ତୁ"
"%1$s ସଂଯୋଗ କରାଯାଇଛି"
"%1$s ବିଚ୍ଛିନ୍ନ କରାଯାଇଛି"
"ରିମୋଟ୍ ଓ ଆକସେସୋରୀଗୁଡ଼ିକ"
"ବ୍ଲୁଟୁଥ୍"
"ବ୍ଲୁଟୁଥ୍ ବନ୍ଦ କରନ୍ତୁ"
"ବ୍ଲୁଟୁଥ୍ ବନ୍ଦ ଥିବା ସମୟରେ ଆପଣ ଆପଣଙ୍କ ରିମୋଟରୁ Google Assistantକୁ ଆକ୍ସେସ୍ କରିବା ପାଇଁ ସକ୍ଷମ ହେବେ ନାହିଁ।"
"ଆକସେସୋରୀ ପେୟାର୍ କରନ୍ତୁ"
"ଆକସେସୋରୀଗୁଡ଼ିକ"
"ରିମୋଟ୍ କଣ୍ଟ୍ରୋଲ୍"
"ରିମୋଟ କଣ୍ଟ୍ରୋଲ ସେଟିଂସ"
"ରିମୋଟ ବଟନଗୁଡ଼ିକୁ ସେଟ ଅପ କରନ୍ତୁ"
"ଟିଭି, ରିସିଭର୍ ଏବଂ ସାଉଣ୍ଡବାରଗୁଡ଼ିକରେ ଭଲ୍ୟୁମ୍, ପାୱାର, ଇନପୁଟକୁ ନିୟନ୍ତ୍ରଣ କରନ୍ତୁ"
"ସଂଯୋଗ କରନ୍ତୁ"
"%1$s ସହ ସଂଯୋଗ କରନ୍ତୁ"
"ବିଚ୍ଛିନ୍ନ କରନ୍ତୁ"
"%1$sରୁ ବିଚ୍ଛିନ୍ନ କରନ୍ତୁ"
"ଆଉ ଗୋଟିଏ ନାମ ଦିଅନ୍ତୁ"
"ଆପଣଙ୍କ ସଂଯୁକ୍ତ ଡିଭାଇସର ଆଉ ଏକ ନାମ ଦିଅନ୍ତୁ"
"ଭୁଲି ଯାଆନ୍ତୁ"
"%1$sକୁ ଭୁଲି ଯାଆନ୍ତୁ"
"ବ୍ଲୁଟୁଥ୍ ଠିକଣା"
"ସଂଯୋଗ କରାଯାଇଛି"
"ବିଚ୍ଛିନ୍ନ କରାଯାଇଛି"
"ବ୍ଲୁଟୂଥ୍ ସେଟିଂସ ବଦଳାଇବା ପାଇଁ ଆପଣଙ୍କ ପାଖେ ଅନୁମତି ନାହିଁ।"
"ମତାମତ ପଠାନ୍ତୁ"
"ସହାୟତା କେନ୍ଦ୍ର"
"Google Cast"
"ତାରିଖ ଓ ସମୟ"
"ଭାଷା"
"ଆପଣ ଡିଭାଇସ୍ର ଭାଷା ବଦଳାଇପାରିବେ ନାହିଁ।"
"କୀବୋର୍ଡ"
"କୀ’ବୋର୍ଡ ଓ ସ୍ବତଃପୂରଣ"
"ଅଟୋଫିଲ୍"
"ହୋମ ସ୍କ୍ରିନ"
"Search"
"Google"
"ସୁରକ୍ଷା ଏବଂ ପ୍ରତିବନ୍ଧକଗୁଡ଼ିକ"
"ସ୍ପିଚ୍"
"ଇନପୁଟ୍"
"ଇନପୁଟ୍ ଏବଂ ଡିଭାଇସଗୁଡ଼ିକ"
"ହୋମ ଥିଏଟର ନିୟନ୍ତ୍ରଣ"
"ଆକ୍ସେସିବିଲିଟୀ"
"ଡେଭଲପରଙ୍କ ବିକଳ୍ପ"
"କିଛିନାହିଁ"
"ବ୍ୟବହାର ଏବଂ ଡାଇଗ୍ନୋଷ୍ଟିକ୍ଗୁଡ଼ିକ"
"କୌଣସି ଡିଭାଇସ୍ ଆଡମିନ୍ ଆପ୍ ଉପଲବ୍ଧ ନାହିଁ"
"ଆଡମିନଙ୍କ ଦ୍ଵାରା ଅକ୍ଷମ କରାଯାଇଛି"
"ଉପଲବ୍ଧ ନାହିଁ"
"ଡିଭାଇସ୍ ଆଡମିନ୍ ଆପ୍"
"କୌଣସି ସକ୍ରିୟ ଆପ୍ ନାହିଁ"
"ପ୍ରଶାସକ, ଏନକ୍ରିପ୍ଶନ୍ ନୀତି, କିମ୍ବା କ୍ରେଡେନ୍ଶିଆଲ୍ ଷ୍ଟୋରେଜ୍ ଦ୍ୱାରା ଅକ୍ଷମ କରାଯାଇଛି"
"ପରିଚାଳିତ ଡିଭାଇସ୍ ସୂଚନା"
"ଆପଣଙ୍କ ସଂସ୍ଥା ଦ୍ୱାରା ପରିବର୍ତ୍ତନ ଓ ସେଟିଂସ ପରିଚାଳନା କରାଯାଏ"
"%s ଦ୍ୱାରା ପରିବର୍ତ୍ତନ ଏବଂ ସେଟିଂସ ପରିଚାଳିତ ହୁଏ"
"ଆପଣଙ୍କର କାର୍ଯ୍ୟ ଡାଟା ପ୍ରତି ଆକ୍ସେସ ପ୍ରଦାନ କରିବା ପାଇଁ, ଆପଣଙ୍କ ସଂସ୍ଥା ସେଟିଂସ ବଦଳାଇପାରନ୍ତି ଏବଂ ଆପଣଙ୍କ ଡିଭାଇସରେ ସଫ୍ଟୱେର ଇନଷ୍ଟଲ କରିପାରନ୍ତି। \n\n ଅଧିକ ବିବରଣୀ ପାଇଁ, ଆପଣଙ୍କ ସଂସ୍ଥାର ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ସୂଚନାର ପ୍ରକାର, ଯାହା ଆପଣଙ୍କର ସଂସ୍ଥା ଦେଖିପାରିବ"
"ଆପଣଙ୍କ ସଂସ୍ଥାର ଆଡ୍ମିନ୍ଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନ"
"ଏହି ଡିଭାଇସ୍ ପ୍ରତି ଆପଣଙ୍କର ଆକ୍ସେସ୍"
"ଆପଣଙ୍କ ୱାର୍କ ଆକାଉଣ୍ଟ ସହ ସମ୍ବନ୍ଧିତ ଇମେଲ୍ ଓ କ୍ୟାଲେଣ୍ଡର ଭଳି ଡାଟା"
"ଆପଣଙ୍କ ଡିଭାଇସ୍ରେ ଥିବା ଆପ୍ଗୁଡ଼ିକର ତାଲିକା"
"ପ୍ରତି ଆପ୍ରେ ବିତାଇଥିବା ସମୟ ଏବଂ ଡାଟାର ପରିମାଣ"
"ଶେଷଥରର ନେଟ୍ୱର୍କ ଟ୍ରାଫିକ୍ ଲଗ୍"
"ବର୍ତ୍ତମାନର ବଗ୍ ରିପୋର୍ଟ"
"ସମ୍ପ୍ରତି ସୁରକ୍ଷା ଲଗ୍"
"କିଛି ନାହିଁ"
"ଆପ୍ଗୁଡ଼ିକ ଇନ୍ଷ୍ଟଲ୍ ହୋଇଗଲା"
"ଆପଗୁଡ଼ିକର ସଂଖ୍ୟା ଅନୁମାନ କରାଯାଇଛି। Play Store ବାହାରେ ଇନଷ୍ଟଲ୍ ହୋଇଥିବା ଆପଗୁଡ଼ିକ ଏଥିରେ ସାମିଲ ହୋଇନଥାଇପାରେ।"
"{count,plural, =1{ସର୍ବନିମ୍ନ #ଟି ଆପ}other{ସର୍ବନିମ୍ନ #ଟି ଆପ}}"
"ଲୋକେସନ୍ ସମ୍ପର୍କିତ ଅନୁମତିଗୁଡ଼ିକ"
"ମାଇକ୍ରୋଫୋନ୍ ପାଇଁ ଅନୁମତି"
"କ୍ୟାମେରା ଅନୁମତିଗୁଡିକ"
"ଡିଫଲ୍ଟ ଏପ୍ସ"
"{count,plural, =1{#ଟି ଆପ}other{#ଟି ଆପ}}"
"ପୂର୍ବ-ନିର୍ଦ୍ଧାରିତ କୀବୋର୍ଡ"
"%s କୁ ସେଟ୍ କରନ୍ତୁ"
"ସଦାସକ୍ରିୟ VPN ଚାଲୁ ହେଲା"
"ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲ୍ରେ ସର୍ବଦା-ଚାଲୁ VPN ଚାଲୁ କରାଯାଇଛି"
"ସର୍ବଦା-ଅନ VPN, ଆପଣଙ୍କ କାର୍ଯ୍ୟ ପ୍ରୋଫାଇଲରେ ଚାଲୁ ହୋଇଯାଇଛି"
"ବୈଶ୍ୱିକ HTTP ପ୍ରକ୍ସୀ ସେଟ୍"
"ବିଶ୍ୱସ୍ତ ତଥ୍ୟ"
"ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲ୍ରେ ବିଶ୍ୱସନୀୟ କ୍ରେଡେନଶିଆଲ୍"
"ଆପଣଙ୍କର କାର୍ଯ୍ୟ ପ୍ରୋଫାଇଲ୍ରେ ବିଶ୍ୱସନୀୟ କ୍ରେଡେନ୍ଶିଆଲ୍"
"{count,plural, =1{#ଟି CA ସାର୍ଟିଫିକେଟ}other{#ଟି CA ସାର୍ଟିଫିକେଟ}}"
"ଆଡମିନ୍ ଡିଭାଇସ୍ଟି ଲକ୍ ଏବଂ ପାସୱାର୍ଡ୍ ପୁନଃସେଟ୍ କରିପାରେ"
"ସମସ୍ତ ଡିଭାଇସ୍ ଡାଟାକୁ ଆଡମିନ୍ ଡିଲିଟ୍ କରିପାରିବେ"
"ସମସ୍ତ ଡିଭାଇସ୍ ଡାଟା ବିଲୋପ କରିବା ପୂର୍ବରୁ ପାସୱାର୍ଡ ଦେବା ଉଦ୍ୟମଗୁଡିକରେ ବିଫଳ ହେଲା"
"କାର୍ଯ୍ୟ ପ୍ରୋଫାଇଲ୍ ଡାଟା ଡିଲିଟ୍ ହେବା ପୂର୍ବରୁ ବିଫଳ ପାସ୍ୱର୍ଡ ପ୍ରୟାସମାନ"
"{count,plural, =1{#ଟି ପ୍ରଚେଷ୍ଟା}other{#ଟି ପ୍ରଚେଷ୍ଟା}}"
"ଏହି ଡିଭାଇସ୍ ଆପଣଙ୍କ ସଂସ୍ଥା ଦ୍ୱାରା ପରିଚାଳିତ"
"ଏହି ଡିଭାଇସ୍ %s ଦ୍ୱାରା ପରିଚାଳିତ ହେଉଛି।"
" "
"ଅଧିକ ଜାଣନ୍ତୁ"
"{count,plural, =1{କ୍ୟାମେରା ଆପ}other{କ୍ୟାମେରା ଆପ୍ସ}}"
"କ୍ୟାଲେଣ୍ଡର ଏପ"
"ଯୋଗାଯୋଗ ଆପ୍"
"{count,plural, =1{ଇମେଲ କ୍ଲାଏଣ୍ଟ ଆପ}other{ଇମେଲ କ୍ଲାଏଣ୍ଟ ଆପ୍ସ}}"
"ନକ୍ସା ଆପ୍"
"{count,plural, =1{ଫୋନ ଆପ}other{ଫୋନ ଆପ୍ସ}}"
"ବ୍ରାଉଜର୍ ଆପ୍"
"%1$s, %2$s"
"%1$s, %2$s, %3$s"
"ଟ୍ୟୁଟୋରିଆଲ୍"
"ସିଷ୍ଟମ୍ ଅପଡେଟ୍"
"ଏହା ଆପଣଙ୍କ ସିଷ୍ଟମ୍ ସଫ୍ଟୱେୟାରକୁ ବର୍ତ୍ତମାନର ସଂସ୍କରଣରେ ଅପଡେଟ୍ କରିବ। ଆପଣଙ୍କ ଡିଭାଇସ୍ ରିଷ୍ଟାର୍ଟ ହେବ।"
"ସିଷ୍ଟମ୍ ଅପଡେଟ୍, ଏହା ଆପଣଙ୍କ ସିଷ୍ଟମ୍ ସଫ୍ଟୱେରକୁ ନବୀନତମ ସଂସ୍କରଣରେ ଅପଡେଟ୍ କରିବ। ଆପଣଙ୍କ ଡିଭାଇସ୍ ରିଷ୍ଟାର୍ଟ ହେବ।"
"ବିଷୟରେ"
"ଡିଭାଇସ୍ର ନାମ"
"ରିଷ୍ଟାର୍ଟ"
"ଆଇନ ସୂଚନା"
"ତୃତୀୟ-ପକ୍ଷ ସୋର୍ସ"
"Google ଲିଗାଲ୍"
"ଲାଇସେନ୍ସ ଡାଟା ଉପଲବ୍ଧ ନାହିଁ"
"ମଡେଲ୍"
"Android TV OS ସଂସ୍କରଣ"
"କ୍ରମିକ ସଂଖ୍ୟା"
"Android TV OS ବିଲ୍ଡ"
"{count,plural, =1{ଆପଣ ଜଣେ ଡେଭେଲପର ହେବା ପାଇଁ ବର୍ତ୍ତମାନ #ଟି ଷ୍ଟେପ ଦୂରରେ ଅଛନ୍ତି}other{ଆପଣ ଜଣେ ଡେଭେଲପର ହେବା ପାଇଁ ବର୍ତ୍ତମାନ #ଟି ଷ୍ଟେପ ଦୂରରେ ଅଛନ୍ତି}}"
"ବିଜ୍ଞାପନ"
"ବିଜ୍ଞାପନ IDକୁ ରିସେଟ କରିବା ଭଳି ବିଜ୍ଞାପନ ସେଟିଂସ ପରିଚାଳନା କରନ୍ତୁ।"
"ବିଜ୍ଞାପନ, ଆପଣଙ୍କର ବିଜ୍ଞାପନ IDକୁ ରିସେଟ କରିବା ପରି, ଆପଣଙ୍କ ବିଜ୍ଞାପନ ସେଟିଂସକୁ ପରିଚାଳନା କରେ।"
"ବର୍ତ୍ତମାନ ଆପଣ ଜଣେ ଡେଭଲପର୍ ଅଟନ୍ତି!"
"ଆବଶ୍ୟକ ନାହିଁ, ଆପଣ ଜଣେ ଡେଭଲପର୍ ଅଟନ୍ତି।"
"ଅଜଣା"
"SELinux ଷ୍ଟାଟସ୍"
"ବନ୍ଦ ହୋଇଛି"
"ଅନୁମୋଦକ"
"ବାଧ୍ୟ କରିବା"
"ଅତିରିକ୍ତ ସିଷ୍ଟମ୍ ଅପଡେଟ୍ଗୁଡ଼ିକ"
"ନେଟୱାର୍କ ନୀରିକ୍ଷଣ କରାଯାଇ ପାରେ"
"ହୋଇଗଲା"
"{count,plural, =1{ସାର୍ଟିଫିକେଟକୁ ବିଶ୍ୱାସ କରନ୍ତୁ କିମ୍ବା କାଢ଼ି ଦିଅନ୍ତୁ}other{ସାର୍ଟିଫିକେଟଗୁଡ଼ିକୁ ବିଶ୍ୱାସ କରନ୍ତୁ କିମ୍ବା କାଢ଼ି ଦିଅନ୍ତୁ}}"
"ସ୍ଥିତି"
"ନେଟ୍ୱର୍କ୍, ସିରିଏଲ୍ ନମ୍ଵର୍, ଏବଂ ଅନ୍ଯ ସୂଚନା"
"ମାନୁଆଲ୍"
"ରେଗୁଲାଟୋରୀ ସୂଚନା"
"ଏହି ଡିଭାଇସ୍ ସମ୍ଵନ୍ଧରେ ମତାମତ ପଠାନ୍ତୁ"
"ବୁଟଲୋଡରକୁ ପୂର୍ବରୁ ଅନଲକ୍ କରାଯାଇଛି"
"ପ୍ରଥମେ ଇଣ୍ଟରନେଟ୍ ସହ ସଂଯୋଗ କରନ୍ତୁ"
"ଇଣ୍ଟରନେଟ ସହ କନେକ୍ଟ କରନ୍ତୁ କିମ୍ୱା ନିଜ ମୋବାଇଲ ସେବା ପ୍ରଦାତାକୁ କଣ୍ଟାକ୍ଟ କରନ୍ତୁ"
"ବାହକ ଦ୍ୱାରା ଲକ କରାଯାଇଥିବା ଡିଭାଇସଗୁଡ଼ିକରେ ଉପଲବ୍ଧ ନାହିଁ"
"ଡିଭାଇସ୍ର ସୁରକ୍ଷା ବୈଶିଷ୍ଟ୍ୟକୁ ସକ୍ରିୟ କରିବା ପାଇଁ ଡିଭାଇସ୍କୁ ରିଷ୍ଟାର୍ଟ କରନ୍ତୁ"
"%1$s ସମୁଦାୟ ଉପଲବ୍ଧ କରାଯାଇଛି\n\n%2$sରେ ଶେଷଥର ଚାଲିଥିଲା"
"ଉପକରଣ ଆଇଡି"
"ବେସ୍ବ୍ୟାଣ୍ଡ ଭର୍ସନ୍"
"କର୍ନେଲ୍ ଭର୍ସନ୍"
"ଉପଲବ୍ଧ ନାହିଁ"
"ସ୍ଥିତି"
"ବ୍ୟାଟେରୀ ସ୍ଥିତି"
"ବ୍ୟାଟେରୀ ସ୍ତର"
"ବ୍ଲୁଟୁଥ ଠିକଣା"
"ଅପ୍ ସମୟ"
"ଆଇନ ସୂଚନା"
"କପିରାଇଟ୍"
"ଲାଇସେନ୍ସ"
"ନିୟମ ଓ ସର୍ତ୍ତାବଳୀ"
"ସିଷ୍ଟମ୍ ୱେବ୍ଭ୍ୟୁ ଲାଇସେନ୍ସ"
"ଉପଭୋକ୍ତାଙ୍କ ସୂଚନା"
"ଆପଣ Android TVରେ ପାଇଥିବା ବିଷୟବସ୍ତୁ ଆପ୍ ଡେଭେଲପର୍ ଏବଂ ମୁଭି ଷ୍ଟୁଡିଓ ପରି ତୃତୀୟ-ପକ୍ଷ ପାର୍ଟନର୍ ତଥା Google ଠାରୁ ମଧ୍ୟ ଆସିଥାଏ। ଅଧିକ ସୂଚନା ପାଇଁ, ଦୟାକରି ""g.co/tv/androidtvinfo"" ଦେଖନ୍ତୁ"
"ଓକେ"
- "ନିମ୍ନମାନ"
- "ଠିକ୍ଠାକ୍"
- "ଭଲ"
- "ସର୍ବୋତ୍ତମ"
"ଡିଭାଇସର MAC ଠିକଣା"
"ରେଣ୍ଡମାଇଜ୍ ହୋଇଥିବା MAC ଠିକଣା"
"ସିଗନାଲ୍ ଦକ୍ଷତା"
"ଗୋପନୀୟତା"
- "ରେଣ୍ଡମାଇଜ୍ଡ MAC ବ୍ୟବହାର କରନ୍ତୁ (ଡିଫଲ୍ଟ)"
- "ଡିଭାଇସ୍ MAC ବ୍ୟବହାର କରନ୍ତୁ"
"ଉପଲବ୍ଧ ନାହିଁ"
"ରେଣ୍ଡମାଇଜ୍ ହୋଇଥିବା MAC"
"IP ଠିକଣା"
"ୱାଇ-ଫାଇ ନେଟ୍ୱର୍କର ନାମ ଦିଅନ୍ତୁ"
"ଇଣ୍ଟର୍ନେଟ୍ ସଂଯୋଗ"
"କନେକ୍ଟ କରାଗଲା"
"କନେକ୍ଟ ହୋଇନାହିଁ"
"ଅନ୍ୟ ବିକଲ୍ପଗୁଡ଼ିକ"
"ସମସ୍ତ ଦେଖନ୍ତୁ"
"କିଛି ଦେଖନ୍ତୁ"
"ଉପଲବ୍ଧ ଥିବା ନେଟ୍ୱର୍କ"
"ନୂଆ ନେଟ୍ୱାର୍କ ଯୋଗ କରନ୍ତୁ"
"କ୍ୱିକ୍ କନେକ୍ଟ"
"କ୍ୱିକ୍ କନେକ୍ଟ ଆପଣଙ୍କୁ ଆପଣଙ୍କ ଫୋନରେ QR କୋଡ୍ ସ୍କାନ୍ କରି ଆପଣଙ୍କର ୱାଇଫାଇ ସହ ଶୀଘ୍ର ସଂଯୋଗ କରିବାରେ ସାହାଯ୍ୟ କରେ।"
"ସୁରକ୍ଷାର ପ୍ରକାର"
"ଅନ୍ୟାନ୍ୟ ନେଟ୍ୱର୍କ…"
"ଛାଡ଼ି ଦିଅନ୍ତୁ"
"କୌଣସିଟି ନୁହେଁ"
"WEP"
"WPA/WPA2 PSK"
"802.1x EAP"
"ସ୍କାନ୍ କରୁଛି…"
"%1$s ପାଇଁ କନଫିଗୁରେସନ୍ ସେଭ୍ କରିପାରିଲା ନାହିଁ"
"%1$sକୁ କନେକ୍ଟ ହୋଇପାରିଲା ନାହିଁ"
"%1$s ଖୋଜି ପାରିଲା ନାହିଁ"
"ୱାଇ-ଫାଇ ପାସ୍ୱର୍ଡ ଠିକ୍ ନାହିଁ"
"ୱାଇ-ଫାଇ ନେଟୱର୍କ୍ ସଂଯୋଜନ ସ୍ଵୀକାର କଲା ନାହିଁ"
"%1$s ପ୍ରକ୍ସି ଏବଂ IP ସେଟିଂସ କନଫିଗର କରିବେ?"
"ପ୍ରକ୍ସି ସେଟିଂସ"
"ପ୍ରକ୍ସି ହୋଷ୍ଟ ନାମ:"
"ପ୍ରକ୍ସି ପୋର୍ଟ:"
"ଏଥିପାଇଁ ବାଇପାସ୍ ପ୍ରକ୍ସି:"
"IP ସେଟିଂସ"
"IP ଠିକଣା:"
"ଗେଟ୍ୱେ:"
"ନେଟୱର୍କ୍ ପ୍ରିଫିକ୍ସ ଦୌର୍ଘ୍ୟ:"
"DNS 1:"
"DNS 2:"
"ପ୍ରୋକ୍ସି ସେଟିଂସ ମାନ୍ୟ ନୁହେଁ"
"IP ସେଟିଂସ ଠିକ୍ ନାହିଁ"
"%1$s ହେଉଛି ଏକ ସେଭ୍ ହୋଇଥିବା ନେଟୱର୍କ୍"
"ଯୋଗ ଦେବାକୁ QR କୋଡ୍ ସ୍କାନ୍ କରନ୍ତୁ"
"ପୁଣି ଚେଷ୍ଟା କରନ୍ତୁ"
"ଉପଲବ୍ଧ ଥିବା ନେଟ୍ୱର୍କ ଦେଖନ୍ତୁ"
"%1$sକୁ ସଂଯୋଗ ହେଉଛି"
"%1$s ପାଇଁ କନଫିଗରେସନ୍ ସେଭ୍ କରୁଛି"
"କନେକ୍ଟ କରନ୍ତୁ"
"ନେଟୱର୍କକୁ ଡିଲିଟ କରିଦିଅନ୍ତୁ"
"ସେଭ୍ ହୋଇଥିବା ପାସୱାର୍ଡ୍ ସହିତ, ଏହି ନେଟୱର୍କ୍କୁ କନେକ୍ଟ କରିବାକୁ ବ୍ୟବହୃତ ହୋଇଥିବା ସୂଚନାକୁ ଏହା ଖାଲି କରେ"
" ଏକ ମୋବାଇଲ ଫୋନରୁ QR କୋଡ ସ୍କାନ କରି ୱାଇ-ଫାଇରେ ଯୋଗ କରିବା ପରେ ନିର୍ଦ୍ଦେଶାବଳୀର ଅନୁସରଣ କରନ୍ତୁ।\n \n ଏକ ""Android ଫୋନ""ରୁ \"ସେଟିଂସ -> ନେଟୱାର୍କ ଏବଂ ଇଣ୍ଟରନେଟ -> ୱାଇ-ଫାଇ -> ଏକ ୱାଇ-ଫାଇ ଚୟନ କରନ୍ତୁ -> ଆଡଭାନ୍ସ -> ଡିଭାଇସ ଯୋଗ କରନ୍ତୁ\"କୁ ଯାଆନ୍ତୁ ଏବଂ ତା\'ପରେ QR କୋଡ ସ୍କାନ୍ କରନ୍ତୁ।"
"ବାତିଲ କରିବା ପାଇଁ \'ପଛକୁ ଫେରନ୍ତୁ\' ବଟନ୍ ଦବାନ୍ତୁ"
"ଠିକ୍ ଅଛି"
"ଜାରି ରଖନ୍ତୁ"
"ନେଟ୍ୱର୍କ ବଦଳାନ୍ତୁ"
"ପରିବର୍ତ୍ତନ କରନ୍ତୁ"
"ପରିବର୍ତ୍ତନ କରନ୍ତୁ ନାହିଁ"
"ଓକେ"
"ନା (ସୁପାରିଶ କରାଯାଇଛି)"
"କିଛିନାହିଁ"
"ମାନୁଆଲ୍"
"DHCP"
"ଷ୍ଟାଟିକ୍"
"ସ୍ଥିତି ସୂଚନା"
"ଉନ୍ନତ ବିକଳ୍ପଗୁଡିକ"
"ଠିକ୍ IP ଠିକଣା ଟାଇପ୍ କରନ୍ତୁ"
"ଏକ ବୈଧ ଗେଟୱେ ଠିକଣା ଲେଖନ୍ତୁ"
"ଏକ ବୈଧ DNS ଠିକଣା ଲେଖନ୍ତୁ"
"0 ଓ 32 ମଧ୍ୟରେ ଏକ ନେଟୱାର୍କ ପ୍ରିଫିକ୍ସ ଦୌର୍ଘ୍ୟ ଦିଅନ୍ତୁ।"
"ଏକ ବୈଧ IP ଠିକଣା ଲେଖନ୍ତୁ।\nଉଦାହରଣ: 192.168.1.128"
"ଏକ ବୈଧ IP ଠିକଣା ଲେଖନ୍ତୁ ବା ଖାଲି ଛାଡନ୍ତୁ।\nଉଦାହରଣ: 8.8.8.8"
"ଏକ ବୈଧ IP ଠିକଣା ଲେଖନ୍ତୁ ବା ଖାଲି ଛାଡନ୍ତୁ।\nଉଦାହରଣ: 8.8.4.4"
"ଏକ ବୈଧ IP ଠିକଣା ଲେଖନ୍ତୁ ବା ଖାଲି ଛାଡନ୍ତୁ।\nଉଦାହରଣ: 192.168.1.1"
"ଏକ ବୈଧ ଥିବା ପ୍ରିଫିକ୍ସ ଲମ୍ବା ଦିଅନ୍ତୁ।\nଉଦାହରଣ: 24"
"ହୋଷ୍ଟନେମ୍ ଠିକ୍ ନାହିଁ"
"ଏହି ଛାଡ ତାଲିକା ବୈଧ ନୁହେଁ। ଏକ ଛାଡିଥିବା ଡୋମେନ୍ଗୁଡିକର ଏକ କମା ଦ୍ୱାରା ଅଲଗା କରାଯାଇଥିବା ଡୋମେନ୍ ତାଲିକା ଦିଅନ୍ତୁ।"
"ପୋର୍ଟ୍ ସ୍ଥାନ ଖାଲି କରିହେବ ନାହିଁ"
"ଯଦି ଏହି ହୋଷ୍ଟ ସ୍ଥାନ ଖାଲି ଅଛି, ତେବେ ପୋର୍ଟ୍ ସ୍ଥାନ ଖାଲି ଛାଡନ୍ତୁ"
"ପୋର୍ଟ୍ ବୈଧ ନାହିଁ"
"HTTP ପ୍ରକ୍ସି ବ୍ରାଉଜର୍ ଦ୍ୱାରା ବ୍ୟବହୃତ ହୋଇଛି କିନ୍ତୁ ଅନ୍ୟ ଆପ୍ ଦ୍ୱାରା ବ୍ୟବହୃତ ନହୋଇପାରେ।"
"ଏକ ବୈଧ ପୋର୍ଟ୍ ଦିଅନ୍ତୁ।\nଉଦାହରଣ: 8080"
"ଛାଡିଥିବା ଡୋମେନ୍ର କମା ଦ୍ୱାରା ଅଲଗା କରାଯାଇଥିବା ତାଲିକା ଦିଅନ୍ତୁ କିମ୍ଵା ଖାଲି ଛାଡନ୍ତୁ।\nଉଦାହରଣ: example.com,mycomp.test.com,localhost"
"ଏକ ଠିକ୍ ହୋଷ୍ଟନେମ୍ ଦିଅନ୍ତୁ।\nଉଦାହରଣ: proxy.example.com"
"%1$s ପାଇଁ EAP ପଦ୍ଧତି ବାଛନ୍ତୁ"
"Choose phase2 authentication for %1$s ପାଇଁ phase2 ପ୍ରମାଣିକିକରଣ ବାଛନ୍ତୁ"
"%1$s ପାଇଁ ପରିଚୟ ଦିଅନ୍ତୁ"
"%1$s ପାଇଁ ବେନାମୀ ପରିଚୟ ଦେବା"
"%1$sକୁ ଆପଣ କନେକ୍ଟ ହୋଇଛନ୍ତି"
"ନେଟ୍ୱର୍କ କନେକ୍ଟ ହୋଇଛି"
"ନେଟ୍ୱର୍କ କନେକ୍ଟ ନାହିଁ"
"ପୂର୍ବରୁ %1$sକୁ କନେକ୍ଟ ହୋଇଛି। ଏକ ଭିନ୍ନ ନେଟ୍ୱର୍କକ୍ କନେକ୍ଟ କରିବେ?"
"ଏକ ଅଜଣା ନେଟୱାର୍କ୍"
"ୱାଇ-ଫାଇ ନେଟ୍ୱର୍କ ପରିବର୍ତ୍ତନ କରିବାକୁ ଆପଣଙ୍କର ଅନୁମତି ନାହିଁ।"
"ଓକେ"
"ବାତିଲ କରନ୍ତୁ"
"ଷ୍ଟୋରେଜ୍"
"ଉପଲବ୍ଧ ଅଛି"
"ମୋଟ ସ୍ଥାନ: %1$s"
"ଗଣନା କରାଯାଉଛି…"
"ଆପ୍ସ"
"ଡାଉନଲୋଡ୍"
"ଫଟୋ ଓ ଭିଡିଓ"
"ଅଡିଓ"
"ମିଶ୍ରିତ"
"କ୍ୟାସ୍ ହୋଇଥିବା ଡାଟା"
"ବାହାର କରନ୍ତୁ"
"ଲିଭାନ୍ତୁ ଏବଂ ଫର୍ମାଟ୍ କରନ୍ତୁ"
"ଡିଭାଇସ୍ ଷ୍ଟୋରେଜ୍ଭାବରେ ଲିଭାନ୍ତୁ ଏବଂ ଫର୍ମାଟ୍ କର"
"ଲିଭାଇବା ଷ୍ଟୋରେଜ୍ ଭାବରେ ଲାଭାନ୍ତୁ ଏବଂ ଫର୍ମାଟ୍ କର"
"ଡିଭାଇସ୍ ଷ୍ଟୋରେଜ୍ ଭାବେ ଫର୍ମାଟ୍ କରନ୍ତୁ"
"କନେକ୍ଟ ହୋଇନାହିଁ"
"ଏହି ଷ୍ଟୋରେଜ୍କୁ ଡାଟା ସ୍ଥାନାନ୍ତର କରନ୍ତୁ"
"ଭିନ୍ନ ଷ୍ଟୋରେଜ୍କୁ ଡାଟା ସ୍ଥାନାନ୍ତର କରନ୍ତୁ"
"ବ୍ୟାକ୍ ଅପ୍ କରିବାକୁ କୌଣସି ଆପ୍ ନାହିଁ"
"ଏହି ଡିଭାଇସ୍ ଷ୍ଟୋରେଜ୍ ଭୁଲି ଯାଆନ୍ତୁ"
"ଏହି ଡ୍ରାଇଭ୍ରେ ଥିବା ଆପ୍ ବା ଡାଟା ବ୍ୟବହାର କରିବାକୁ, ଏହାକୁ ଏଥିରେ ପୁଣି ପ୍ଲଗ୍ କରନ୍ତୁ । ନହେଲେ, ଯଦି ଡ୍ରାଇଭ୍ ଉପଲବ୍ଧ ନଥାଏ, ତେବେ ଏହି ଷ୍ଟୋରେଜକୁ ଭୁଲିଯିବା ଚୟନ କରିପାରିବେ।\n\nଯଦି ଆପଣ ଭୁଲିଯିବାକୁ ଚୟନ କରନ୍ତି, ଡ୍ରାଇଭ୍ ଧାରଣ କରିଥିବା ସମସ୍ତ ଡାଟା ସବୁଦିନ ପାଇଁ ହରାଇଦେବେ।\n\nଆପଣ ଆପ୍ଗୁଡ଼ିକୁ ପରେ ପୁଣିଥରେ ଇନ୍ଷ୍ଟଲ୍ କରିପାରିବେ, କିନ୍ତୁ ଏହି ଡ୍ରାଇଭ୍ରେ ଷ୍ଟୋର୍ କରିଥିବା ଡାଟାକୁ ଆପଣ ଫେରିପାଇବେ ନାହିଁ।"
"ଡିଭାଇସ୍ ଷ୍ଟୋରେଜ୍"
"ରିମୁଭ୍ କରିହେଉଥିବା ଷ୍ଟୋରେଜ୍"
"ରିସେଟ୍ କରନ୍ତୁ"
"ଷ୍ଟୋରେଜ୍ ଖାଲି କରନ୍ତୁ"
"କ୍ୟାଶ୍ ହୋଇଥିବା ଡାଟା ଖାଲି କରନ୍ତୁ"
"%1$s ଖାଲି କରନ୍ତୁ"
"ସ୍ଥାନ ନେଉଥିବା ଅସ୍ଥାୟୀ ଫାଇଲଗୁଡ଼ିକୁ ଖାଲି କରେ। ଏହା, ଆପ୍ ପସନ୍ଦ କିମ୍ବା ଅଫଲାଇନ୍ ଭିଡିଓଗୁଡ଼ିକ ପରି ସେଭ୍ କରାଯାଇଥିବା ଡାଟା ଉପରେ ପ୍ରଭାବ ପକାଇବ ନାହିଁ ଏବଂ ଆପଣଙ୍କୁ ଆପଗୁଡ଼ିକରେ ପୁଣି ସାଇନ୍ ଇନ୍ କରିବାର ଆବଶ୍ୟକତା ହେବ ନାହିଁ।"
"କ୍ୟାଶ୍ ହୋଇଥିବା ଡାଟା ଖାଲି କରିବେ?"
"ଏହା, ସବୁ ଆପ ପାଇଁ କ୍ୟାଶ ହୋଇଥିବା ଡାଟାକୁ ଖାଲି କରିଦେବ।"
"ଆପଗୁଡ଼ିକୁ ଅନଇନଷ୍ଟଲ୍ କରନ୍ତୁ"
"%1$s ମାଉଣ୍ଟ ହୋଇଛି"
"%1$sମାଉଣ୍ଟ କରିପାରିବ ନାହିଁ"
"USB ଷ୍ଟୋରେଜ୍ ପୁଣି କନେକ୍ଟ ହୋଇଛି"
"%1$sକୁ ସୁରକ୍ଷିତ ଭାବେ କାଢ଼ି ଦିଆଗଲା"
"%1$sକୁ ନିରାପଦରେ ବାହାର କରିହେଲା ନାହିଁ"
"ବାହାର କରିବାକୁ କୌଣସି ଡ୍ରାଇଭ୍ ନାହିଁ"
"%1$s ଫର୍ମାଟ୍ ହୋଇଛି"
"%1$sକୁ ଫର୍ମାଟ୍ କରିପାରିବ ନାହିଁ"
"ଡିଭାଇସ୍ ଷ୍ଟୋରେଜ୍ ଭାବେ ଫର୍ମାଟ୍ କରନ୍ତୁ"
"ଏହା ସୁରକ୍ଷିତ କରିବାକୁ ଫର୍ମାଟ୍ କରିବାକୁ ଏହା USB ଡ୍ରାଇଭ୍ ଆବଶ୍ୟକ କରେ। ସୁରକ୍ଷିତଭାବରେ ଫର୍ମାଟ୍ କରିବା ପରେ, ଏହି ଡ୍ରାଇଭ୍ କେବଳ ଏହି ଡିଭାଇସ୍ରେ କାମ କରିବ। ଫର୍ମାଟ୍ କରିବା ଦ୍ବାରା ଡ୍ରାଇଭ୍ରେ ଷ୍ଟୋର୍ ହୋଇଥିବା ସମସ୍ତ ଡାଟା ଇରେଜ୍ କରିବ। ଡାଟା ନହରାଇବାକୁ, ଏହା ବ୍ୟାକ୍ପ୍ କରିବା ବିଚାରକୁ ନିଅନ୍ତୁ।"
"ଡିଲିଟ୍ ଓ ଫର୍ମାଟ୍ କରନ୍ତୁ"
"ଫର୍ମାଟ୍ କରିବା ପରେ, ଆପଣ ଅନ୍ୟ ଡିଭାଇସ୍ଗୁଡିକରେ ଏହି USB ଡ୍ରାଇଭ୍ ବ୍ୟବହାର କରିପାରିବେ। ସମସ୍ତ ଡାଟା ଇରେଜ୍ ହେବ। ଅନ୍ୟ ଡିଭାଇସ୍ ଷ୍ଟୋରେଜ୍କୁ ଆପ୍ ଘୁଞ୍ଚାଇ ପ୍ରଥମେ ବ୍ୟାକ୍ ଅପ୍ କରିବାକୁ ଚେଷ୍ଟା କରନ୍ତୁ।"
"USB ଡ୍ରାଇଭ୍ ଫର୍ମାଟ୍ କରାଯାଉଛି…"
"ଏହା କିଛି ସମୟ ଲାଗିପାରେ। ଦୟାକରି ଡ୍ରାଇଭ୍ ବାହାର କରନ୍ତୁ ନାହିଁ।"
"ଡାଟା ମାଇଗ୍ରେଟ୍ କରିବାକୁ ଷ୍ଟୋରେଜ୍ ବାଛନ୍ତୁ"
"%1$sକୁ ଡାଟା ଘୁଞ୍ଚାନ୍ତୁ"
"%1$sକୁ ଆପଣଙ୍କ ଫଟୋ, ଫାଇଲ୍ ଏବଂ ଅପ୍ ଡାଟା ଘୁଞ୍ଚାନ୍ତୁ। ଏହା କିଛି ସମୟ ଲାଗି ପାରେ। ଘୁଞ୍ଚିବା ସମୟରେ କିଛି ଆପ୍ସ ସଠିକ୍ଭାବରେ କାମ କରିନପାରେ।"
"ବର୍ତ୍ତମାନ ଘୁଞ୍ଚାନ୍ତୁ"
"ପରେ ଘୁଞ୍ଚାନ୍ତୁ"
"Migrated data to %1$sକୁ ଡାଟା ମାଇଗ୍ରେଟ୍ ହୋଇଛି"
"%1$sକୁ ଡାଟା ମାଇଗ୍ରେଟ୍ କରିପାରିଲା ନାହିଁ"
"%1$sକୁ ଡାଟା ଘୁଞ୍ଚୁଛି…"
"ଏହା ହୁଏତ କିଛି ସମୟ ଲାଗିପାରେ। ଦୟାକରି ଡ୍ରାଇଭ୍ ବାହାର କରନ୍ତୁ ନାହିଁ।\nଘୁଞ୍ଚିବା ବେଳେ କିଛି ଆପ୍ସ ଠିକ୍ଭାବରେ କାମ କରିନପାରେ।"
"ଏହି ଡ୍ରାଇଭ୍ ଧିର ଥିବା ପରି ଜଣାପଡୁଛି।"
"ଆପଣ ଜାରି ରଖିପାରିବେ, କିନ୍ତୁ ଏହି ଲୋକେସନ୍କୁ ଘୁଞ୍ଚିଥିବା ଆପସ୍ ହୁଏତ ରହି ରହି ଯାଇପାରେ ଯେଉଁଥି ପାଇଁ ଡାଟା ଟ୍ରାନ୍ସଫର୍ ଅଧିକ ସମୟ ନେଇପାରେ । ଉତ୍ତମ ଦକ୍ଷତା ପାଇଁ ଏକ ଦ୍ରୁତ ଡ୍ରାଇଭ୍ ବ୍ୟବହାର କରନ୍ତୁ।"
"ଫର୍ମାଟ୍ କରନ୍ତୁ"
"ବ୍ୟାକ୍ ଅପ୍ ଆପସ୍"
"%1$sରେ ଆପ୍ ଷ୍ଟୋର୍ ହୋଇଛି"
"%1$sରେ ଆପ୍ ଏବଂ ଡାଟା ଷ୍ଟୋର୍ ହୋଇଛି"
"%1$s ଉପଲବ୍ଧ"
"ଡିଭାଇସ୍ ଷ୍ଟୋରେଜ୍ ଇଜେକ୍ଟ କରନ୍ତୁ"
"ଏହା ଇଜେକ୍ଟ ଥିଲେ ଏହି ଡିଭାଇସ୍ ଷ୍ଟୋରେଜ୍ରେ ଆପ୍ସ କାମ କରିବ ନାହିଁ। କେବଳ ଏହି ଡିଭାଇସ୍ରେ ଏହି USB ଡ୍ରାଇଭ୍ ଫର୍ମାଟ୍ ହୋଇଛି। ଏହା ଅନ୍ୟ କୌଣସିରେ କାମ କରିବ ନାହିଁ।"
"%1$sକୁ ଇଜେକ୍ଟ କରାଯାଉଛି…"
"ଷ୍ଟୋରେଜ୍ ବ୍ୟବହୃତ ହୋଇଛି"
"ଘୁଞ୍ଚୁଛି %1$s…"
"ଘୁଞ୍ଚିବା ବେଳେ ଡ୍ରାଇଭର୍ ରିମୁଭ୍ କରନ୍ତୁ ନାହିଁ।\nନଘୁଞ୍ଚିବା ପର୍ଯ୍ୟନ୍ତ ଏହି ଡିଭାଇସ୍ରେ %1$s ଆପ୍ ଉପଲବ୍ଧ ହେବ ନାହିଁ।"
"ଡିଭାଇସ୍ ଷ୍ଟୋରେଜ୍ ଭୁଲିଗଲେ କି?"
"\'ଭୁଲିଗଲେ\' ସହିତ ଏହି ଡ୍ରାଇଭ୍ରେ ଷ୍ଟୋର୍ ହୋଇଥିବା ସମସ୍ତ ଡାଟା ସର୍ବଦା ପାଇଁ ହରାଇବେ। ଆପଣ ଆଗକୁ ବଢିବାକୁ ଚାହୁଁଛନ୍ତି କି?"
"ଭୁଲିଯାଆନ୍ତୁ"
"USB ଡ୍ରାଇଭ୍ କନେକ୍ଟ୍ ହୋଇଛି"
"ବ୍ରାଉଜ୍ କରନ୍ତୁ"
"ଡିଭାଇସ୍ ଷ୍ଟୋରେଜ୍ଭାବରେ ସେଟ୍ ଅପ୍ କରନ୍ତୁ"
"ରିମୁଭ୍ କରିହେଉଥିବା ଷ୍ଟୋରେଜଭାବରେ ସେଟ୍ ଅପ୍ କରନ୍ତୁ"
"ବାହାର କରନ୍ତୁ"
"%1$sକୁ କାଢ଼ି ଦିଆଗଲା"
"ଡ୍ରାଇଭ୍ ପୁଣି ସଂଯୋଗ ନହେବା ପର୍ଯ୍ୟନ୍ତ କିଛି ଆପ୍ ଉପଲବ୍ଧ ରହିବ ନାହିଁ ବା ସଠିକ୍ ଭାବରେ କାର୍ଯ୍ୟ କରିବ ନାହିଁ।"
"ଷ୍ଟୋରେଜ୍ରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ।"
"ଆପ୍ ନାହିଁ।"
"ଇନଷ୍ଟଲ୍ ଲୋକେସନ୍ ମାନ୍ୟ ନୁହେଁ।"
"ସିଷ୍ଟମ୍ ଅପଡେଟ୍ଗୁଡ଼ିକ ଏକ୍ସଟର୍ନଲ୍ ମିଡିଆରେ ସଂସ୍ଥାପନ ହୋଇପାରିବ ନାହିଁ।"
"ଡିଭାଇସ୍ ଆଡମିନିଷ୍ଟ୍ରେଟର୍ ବାହ୍ୟ ମିଡିଆରେ ଇନଷ୍ଟଲ୍ କରିହେବ ନାହିଁ।"
"ଅଧିକ ଜାଣନ୍ତୁ"
"ତାରିଖ"
"ସମୟ"
"ତାରିଖ ଧାର୍ଯ୍ୟ କରନ୍ତୁ"
"ସମୟ ସେଟ୍ କରନ୍ତୁ"
"ଟାଇମ୍ ଜୋନ୍ ସେଟ୍ କରନ୍ତୁ"
"%1$s, %2$s"
"24-ଘଣ୍ଟିଆ ଫର୍ମାଟ ବ୍ୟବହାର କରନ୍ତୁ"
"%1$s (%2$s)"
"ଅଟୋମେଟିକ୍ ତାରିଖ ଓ ସମୟ"
- "ନେଟ୍ୱର୍କ ପ୍ରଦତ୍ତ ସମୟ ବ୍ୟବହାର କରନ୍ତୁ"
- "ବନ୍ଦ"
- "ନେଟ୍ୱାର୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମୟ ବ୍ୟବହାର କରନ୍ତୁ"
- "ଟ୍ରାନ୍ସପୋର୍ଟ୍ ଷ୍ଟ୍ରିମ୍ ଦ୍ଵାରା ପ୍ରଦାନ କରାଯାଇଥିବା ସମୟ ବ୍ୟବହାର କରନ୍ତୁ"
- "ବନ୍ଦ ଅଛି"
"ସମସ୍ତ ଆପ୍ ଓ ସେବା ପାଇଁ"
"ବର୍ତ୍ତମାନ ଏହା ଦ୍ୱାରା ଆକ୍ସେସ୍ କରାଯାଇଛି"
"ବର୍ତ୍ତମାନ କୌଣସି ଆପ୍ ଦ୍ୱାରା ଆକ୍ସେସ୍ କରାଯାଇନାହିଁ"
"ସବୁ ଦେଖନ୍ତୁ"
"ମାଇକ୍ରୋଫୋନ୍"
"ମାଇକ୍ରୋଫୋନ୍ ଆକ୍ସେସ୍"
"ଆପର ମାଇକ୍ରୋଫୋନକୁ ଆକ୍ସେସ୍"
"ମାଇକ୍ରୋଫୋନ ଆକ୍ସେସ ବ୍ଲକ କରାଯାଇଛି"
"ଅନବ୍ଲକ କରିବା ପାଇଁ, ଆପଣଙ୍କ ଡିଭାଇସରେ ଗୋପନୀୟତା ସ୍ୱିଚକୁ \"ମାଇକ୍ରୋଫୋନ ଚାଲୁ\" ସ୍ଥିତିକୁ ମୁଭ କରି ମାଇକ୍ରୋଫୋନ ଆକ୍ସେସ ପାଇଁ ଅନୁମତି ଦିଅନ୍ତୁ।"
"କ୍ୟାମେରା"
"କ୍ୟାମେରା ଆକ୍ସେସ୍"
"ଆପର କ୍ୟାମେରାକୁ ଆକ୍ସେସ୍"
"କ୍ୟାମେରା ଆକ୍ସେସ ବ୍ଲକ କରାଯାଇଛି"
"ଅନବ୍ଲକ କରିବା ପାଇଁ, ଆପଣଙ୍କ ଡିଭାଇସରେ ଗୋପନୀୟତା ସ୍ୱିଚକୁ \"କ୍ୟାମେରା ଚାଲୁ\" ସ୍ଥିତିକୁ ମୁଭ କରି କ୍ୟାମେରା ଆକ୍ସେସ ପାଇଁ ଅନୁମତି ଦିଅନ୍ତୁ।"
"ମାଇକ୍ରୋଫୋନ୍ ଆକ୍ସେସ୍: %s"
"ଚାଲୁ କରାଗଲେ, ଅନୁମତି ଥିବା ସମସ୍ତ ଆପ୍ ଓ ସେବା ଏହି ଡିଭାଇସରେ ଯେ କୌଣସି ମାଇକ୍ରୋଫୋନକୁ ଆକ୍ସେସ୍ କରିପାରିବ।\n\nକଷ୍ଟମ୍ ପ୍ରୋଟୋକଲ୍ ଥିବା ଅଡିଓ ପେରିଫେରାଲଗୁଡ଼ିକ ଏହି ସେଟିଂ ଦ୍ୱାରା ପ୍ରଭାବିତ ହେବ ନାହିଁ।"
"କ୍ୟାମେରା ଆକ୍ସେସ୍: %s"
"ଚାଲୁ କରାଗଲେ, ଅନୁମତି ଥିବା ସମସ୍ତ ଆପ୍ ଓ ସେବା ଏହି ଡିଭାଇସରେ ଯେ କୌଣସି କ୍ୟାମେରାକୁ ଆକ୍ସେସ୍ କରିପାରିବ।\n\nକଷ୍ଟମ୍ ପ୍ରୋଟୋକଲ୍ ଥିବା କ୍ୟାମେରା ପେରିଫେରାଲଗୁଡ଼ିକ ଏହି ସେଟିଂ ଦ୍ୱାରା ପ୍ରଭାବିତ ହେବ ନାହିଁ।"
"ଚାଲୁ ଅଛି"
"ବନ୍ଦ ଅଛି"
"ଲୋକେସନ୍"
"ଆପଣଙ୍କ ଅନୁମତି ମାଗିଥିବା ଆପ୍ଗୁଡ଼ିକୁ ନିଜର ଲୋକେସନ୍ ସୂଚନା ବ୍ୟବହାର କରିବାକୁ ଦିଅନ୍ତୁ"
"ଲୋକେସନ୍ ସହମତି"
"ମୋଡ୍"
"ବର୍ତ୍ତମାନର ଲୋକେସନ୍ର ଅନୁରୋଧ"
"ନିକଟରେ କୌଣସି ଆପ୍ ଲୋକେସନ୍ ଅନୁରୋଧ କରିନାହିଁ"
"ବ୍ୟାଟେରୀର ଅଧିକ ବ୍ୟବହାର ହେଉଛି"
"କମ୍ ବ୍ୟାଟେରୀ ବ୍ୟବହାର"
"ଲୋକେସନ୍ ନିର୍ଦ୍ଧାରଣ କରିବା ପାଇଁ ୱାଇ-ଫାଇ ବ୍ୟବହାର କରନ୍ତୁ"
"ଲୋକେସନ୍ ସ୍ଥିତି"
"ଲୋକେସନ୍ ସେବା"
"ଅନ୍"
"ବନ୍ଦ"
"Google ଲୋକେସନ୍ ସେବା"
"3ୟ ପକ୍ଷ ଲୋକେସନ୍ ସେବାଗୁଡିକ"
"ଲୋକେସନ୍ର ତଥ୍ୟ"
"ଲୋକେସନ୍ ହିଷ୍ଟୋରୀ"
"Google Now ଓ Google Maps ପରି ପ୍ରଡକ୍ଟଗୁଡ଼ିକରେ Google ଏହି ଫିଚର ବ୍ୟବହାର କରିଥାଏ। ଲୋକେସନ ରେପୋର୍ଟିଂ ଚାଲୁ କରିବା ଦ୍ବାରା Google ଆକାଉଣ୍ଟ ସହିତ କନେକ୍ଟ ଥିବା ଯେ କୌଣସି Google ପ୍ରଡକ୍ଟକୁ ଅନୁମତି ଦିଏ ଯାହା ଏହି ଫିଚର ଷ୍ଟୋର ବ୍ୟବହାର କରେ ଏବଂ ଆପଣଙ୍କ ଡିଭାଇସର ଅତିନିକଟର ଡାଟା ବ୍ୟବହାର କରେ।"
"ଏହି ଆକାଉଣ୍ଟ ପାଇଁ ଲୋକେସନ୍ ଇତିବୃତି ଚାଲୁ ହୋଇଥିଲେ, Google ଆପଣଙ୍କ ଆପ୍ ବ୍ୟବହାର କରିବା ପାଇଁ ଆପଣଙ୍କ ଡିଭାଇସ୍ର ଲୋକେସନ୍ ଡାଟା ଷ୍ଟୋର୍ କରିପାରେ।\n\nଉଦାହରଣ ସ୍ବରୁପ, Google Maps ଆପଣଙ୍କୁ ମାର୍ଗ ଦର୍ଶାଇବ, ଏବଂ Google Now ଟ୍ରାଫିକ୍ ସ୍ଥିତି ସମ୍ବନ୍ଧରେ ସୂଚନା ଦେବ।\n\nଆପଣ ଯେକୌଣସି ସମୟରେ ଲୋକେସନ୍ ଇତିବୃତି ବନ୍ଦ କରିପାରିବେ, କିନ୍ତୁ ତାହା କଲେ ଏହାକୁ ଡିଲିଟ୍ କରେ ନାହିଁ। ଆପଣଙ୍କ ଲୋକେସନ୍ ଇତିବୃତି ପରିଚାଳନା ବା ଦେଖିବାକୁ, maps.google.com/locationhistory କୁ ଯାଆନ୍ତୁ।"
"ଲୋକେସନ୍ ଇତିବୃତି ଡିଲିଟ୍ କରନ୍ତୁ"
"ଏହି Google ଆକାଉଣ୍ଟରେ ଏହି ଡିଭାଇସ୍ରେ ଷ୍ଟୋର୍ ହୋଇଥିବା ସବୁ ଲୋକେସନ୍ ଇତିବୃତି ଡିଲିଟ୍ କରିବ। ଆପଣ ଏହି ଡିଲିଟ୍ କରିଥିବାକୁ ପୂର୍ବବତ୍ କରିପାରିବେ ନାହିଁ। କିଛି ଆପ୍, ଯେପରି କି Google Now, କାମ କରିବ ନାହିଁ।"
"ସେବାଗୁଡ଼ିକ"
"ସେବା ସେଟିଂସ"
"ଉଚ୍ଚ କଣ୍ଟ୍ରାଷ୍ଟଯୁକ୍ତ ଟେକ୍ସଟ"
"ଆକ୍ସେସିବିଲିଟୀ ସର୍ଟକଟ୍"
"ଆକ୍ସେସବିଲିଟୀ ସର୍ଟକଟ୍ ସକ୍ଷମ କରନ୍ତୁ"
"ସର୍ଟକଟ୍ ସେବା"
"ସର୍ଟକଟ୍ ଚାଲୁ ଥିବା ବେଳେ, ଆକ୍ସେସିବିଲିଟୀ ଫିଚର୍ ଆରମ୍ଭ କରିବାକୁ ଆପଣ 3 ସେକେଣ୍ଡ ପାଇଁ ଉଭୟ ବ୍ୟାକ୍ ଏବଂ ଡାଉନ୍ ବଟନ୍ ଦବାଇ ପାରିବେ।"
"କ୍ୟାପସନ୍"
"ଭିଡିଓରେ ବନ୍ଦ ହୋଇଥିବା କ୍ୟାପସନ ଟେକ୍ସଟ ଓଭରଲେ ପାଇଁ ସେଟିଂସ"
"ଡିସ୍ପ୍ଲେ"
"ଚାଲୁ କରନ୍ତୁ"
"ବନ୍ଦ"
"ଡିସ୍ପ୍ଲେ ବିକଳ୍ପ"
"କନଫିଗର୍ କରନ୍ତୁ"
"ଭାଷା"
"ଡିଫଲ୍ଟ"
"ଟେକ୍ସଟ୍ ଆକାର"
"କ୍ୟାପସନ୍ ଷ୍ଟାଇଲ୍"
"କଷ୍ଟମ୍ ବିକଳ୍ପଗୁଡ଼ିକ"
"ଫଣ୍ଟ ପରିବାର"
"ଟେକ୍ସଟ୍ ରଙ୍ଗ"
"ପ୍ରାନ୍ତର ପ୍ରକାର"
"ପ୍ରାନ୍ତର ରଙ୍ଗ"
"ବ୍ୟାକ୍ଗ୍ରାଉଣ୍ଡ ଦେଖାନ୍ତୁ"
"ପୃଷ୍ଠପଟ ରଙ୍ଗ"
"ବ୍ୟାକ୍ଗ୍ରାଉଣ୍ଡର ଓପାସିଟି"
"କ୍ୟାପସନ୍ଗୁଡ଼ିକ ଏହିପରି ଦେଖାଯିବ"
"ଟେକ୍ସଟ୍ ଓପାସିଟୀ"
"ୱିଣ୍ଡୋ ଦେଖାନ୍ତୁ"
"ୱିଣ୍ଡୋର ରଙ୍ଗ"
"ୱିଣ୍ଡୋର ଓପାସିଟୀ"
"କଳା ଉପରେ ଧଳା"
"ଧଳା ଉପରେ କଳା"
"କଳା ଉପରେ ହଳଦିଆ"
"ନୀଳ ଉପରେ ହଳଦିଆ"
"କଷ୍ଟମ୍"
"ଧଳା"
"କଳା"
"ନାଲି"
"ସବୁଜ"
"ନୀଳ"
"ସାୟାନ୍"
"ହଳଦିଆ"
"ମାଜେଣ୍ଟା"
"ଅଡିଓର ବର୍ଣ୍ଣନା"
"ସମର୍ଥିତ ମୁଭି ଏବଂ ଶୋ\'ଗୁଡ଼ିକରେ ସ୍କ୍ରିନରେ କଣ ହେଉଛି ତା\'ର ଏକ ବର୍ଣ୍ଣନା ଶୁଣନ୍ତୁ"
"ସକ୍ଷମ"
"କନଫିଗରେସନ"
"%1$s ବ୍ୟବହାର କରିବେ?"
"%1$s,ପାସୱାର୍ଡ୍ ବ୍ୟତୀତ ଆପଣ ଟାଇପ୍ କରୁଥିବା ସମସ୍ତ ଟେକ୍ସଟ୍ ସଂଗ୍ରହ କରିପାରିବ। ଏଥିରେ କ୍ରେଡିଟ୍ କାର୍ଡ୍ ନମ୍ଵର୍ ପରି ବ୍ୟକ୍ତିଗତ ଡାଟା ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ।"
"%1$sକୁ ବନ୍ଦ କରିବେ?"
"ଠିକ୍ ଅଛି ବାଛିଲେ %1$s ବନ୍ଦ ହେବ।"
"ଟେକ୍ସଟ୍ରୁ ସ୍ପିଚ୍"
"ଇଞ୍ଜିନ୍ କନଫିଗରେସନ୍"
"ପାସ୍ୱର୍ଡ କୁହନ୍ତୁ"
"ନିଜ ପସନ୍ଦର ଇଞ୍ଜିନ୍"
"ସ୍ପିଚ୍ ଦର"
"ନମୁନା ଚଲାନ୍ତୁ"
"ଭଏସ୍ ଡାଟା ସଂସ୍ଥାପନ କରନ୍ତୁ"
"ସାଧାରଣ"
"ଡିବଗ୍ କରୁଛି"
"ଇନପୁଟ୍"
"ଅଙ୍କନ"
"ତଦାରଖ କରିବା"
"ଆପ୍ସ"
"ସତର୍କ ରୁହନ୍ତୁ"
"ସ୍କ୍ରିନ କେବେ ବି ସ୍ଲିପ ମୋଡକୁ ଯିବ ନାହିଁ"
"HDCP ଯାଞ୍ଚ କରୁଛି"
"HDMI ଅନୁକୂଳତା"
"ଏବେ ରିଷ୍ଟାର୍ଟ କରିବେ?"
"ଏହି ସେଟିଂ ଅପ୍ଡେଟ୍ କରିବାକୁ, ଆପଣଙ୍କ ଡିଭାଇସ୍ ପୁଣି ଆରମ୍ଭ କରିବା ଆବଶ୍ୟକ ଅଟେ"
"ଆଦୌ ଯାଞ୍ଚ କରନାହିଁ"
"କେବଳ DRM ବିଷୟବସ୍ତୁ ଦେଖନ୍ତୁ"
"ସର୍ବଦା ଠାବ କରନ୍ତୁ"
"ବ୍ଲୁଟୁଥ୍ HCI ଲଗିଂ"
"ଇମେଲ୍ ଠିକଣା"
"USB ଡିବଗିଂ"
"ନକଲ ଲୋକେସନ୍ର ଅନୁମତି ଦିଅନ୍ତୁ"
"ଡିବଗ୍ ଆପ୍ ବାଛନ୍ତୁ"
"ଡିବଗର୍ ପାଇଁ ଅପେକ୍ଷା କରନ୍ତୁ"
"USB ଜରିଆରେ ଆପ୍ଗୁଡ଼ିକୁ ଯାଞ୍ଚ କରନ୍ତୁ"
"ADB/ADT ମାଧ୍ୟମରେ ଇନଷ୍ଟଲ ହୋଇଥିବା ଆପ୍ଗୁଡ଼ିକ ହାନିକାରକ କାର୍ଯ୍ୟକଳାପ କରୁଛି କି ନାହିଁ ଯାଞ୍ଚ କରନ୍ତୁ"
"ୱାଇ-ଫାଇ ଭର୍ବୋସ୍ ଲଗିଂ"
"Wi‑Fi ଭରବୋସ୍ ଲଗିଂ ସକ୍ଷମ କରନ୍ତୁ"
"ଟଚ୍ଗୁଡିକୁ ଦେଖାନ୍ତୁ"
"ପଏଣ୍ଟର୍ ଲୋକେସନ୍"
"ଲେଆଉଟ୍ ବାଉଣ୍ଡ ଦେଖାନ୍ତୁ"
"GPU ଭ୍ୟୁ ଅପଡେଟ୍ ଦେଖନ୍ତୁ"
"ହାର୍ଡୱେୟାର ସ୍ତର ଦେଖାନ୍ତୁ"
"GPU ଓଭର୍ଡ୍ର ଦେଖାନ୍ତୁ"
"ସର୍ଫେସ୍ ଅପ୍ଡେଟ୍ ଦେଖାନ୍ତୁ"
"ୱିଣ୍ଡୋ ଆନିମେସନ୍ ସ୍କେଲ୍"
"ଟ୍ରାଞ୍ଜିସନ୍ ଆନିମେସନ୍ ସ୍କେଲ୍"
"ଆନିମେଟର୍ ଅବଧି ସ୍କେଲ୍"
"କଡ଼ା ମୋଡ୍ ସକ୍ଷମ କରାଯାଇଛି"
"ପ୍ରୋଫାଇଲ୍ GPU ରେଣ୍ଡରିଂ"
"ଟ୍ରେସ୍ ସକ୍ଷମ କରନ୍ତୁ"
"କାର୍ଯ୍ୟକଳାପଗୁଡ଼ିକୁ ରଖନ୍ତୁ ନାହିଁ"
"ପୃଷ୍ଠପଟ ପ୍ରକ୍ରିୟା ସୀମା"
"ସମସ୍ତ ANRs ଦେଖାନ୍ତୁ"
"ସ୍ଲିପ୍ ସକ୍ଷମ କରନ୍ତୁ"
"କେବଳ DRM ବିଷୟବସ୍ତୁ ବ୍ୟବହାର କରନ୍ତୁ"
"ସର୍ବାଧିକ ରିଜୋଲ୍ୟୁସନ୍ ବା ସର୍ବାଧିକ ଫ୍ରେମରେଟ୍ ପାଇଁ ଡିସପ୍ଲେ ଅପ୍ଟିମାଇଜ୍ କରନ୍ତୁ। ଏହା କେବଳ ଅଲ୍ଟ୍ରା HD ଡିସପ୍ଲେଗୁଡିକୁ ପ୍ରଭାବିତ କରେ। ଏହି ସେଟିଂ ବଦଳାଇବା ଦ୍ବାରା ଆପଣଙ୍କ ଡିଭାଇସ୍କୁ ପୁଣି ଆରମ୍ଭ କରିବ।"
"ବ୍ଲୁଟୁଥ୍ HCI ସ୍ନୁପ୍ ଲଗ୍ ସକ୍ଷମ କରନ୍ତୁ"
"USB କନେକ୍ଟ ହୋଇଥିବା ବେଳେ ମୋଡ୍ ଡିବଗ୍ କରନ୍ତୁ"
"ଡିବଗ୍ ହୋଇଥିବା ଆପ୍ଲିକେସନ୍, ନିଷ୍ପାଦନ ପୂର୍ବରୁ ଆଟାଚ୍ କରିବା ପାଇଁ ଡିବଗର୍କୁ ଅପେକ୍ଷା କରେ"
"କ୍ଲିପ୍ ବାଉଣ୍ଡ, ମାର୍ଜିନ୍ ଆଦି ଦେଖନ୍ତୁ"
"GPU ସହ ଅଙ୍କାଯାଇଥିବା ବେଳେ ୱିଣ୍ଡୋ ଭିତରେ ଦୃଶ୍ୟଗୁଡ଼ିକ ଫ୍ଲାସ କରନ୍ତୁ"
"ହାର୍ଡୱେୟାର ଲେୟାରଗୁଡିକ ଅପଡେଟ୍ ହେବା ବେଳେ ସେଗୁଡିକ ସବୁଜ ଫ୍ଲାସ୍ କରନ୍ତୁ"
"ଉତ୍ତମ ଠାରୁ ଖରାପ: ନୀଳ, ସବୁଜ, ହାଲୁକା ଲାଲ୍, ଲାଲ୍"
"ସମଗ୍ର ୱିଣ୍ଡୋ ପୃଷ୍ଠ ଅପଡେଟ୍ ହେବା ବେଳେ ସେଗୁଡ଼ିକ ଫ୍ଲାସ୍ କରନ୍ତୁ"
"ମୁଖ୍ୟ ଥ୍ରେଡ୍ରେ ଆପ୍ ଦୀର୍ଘ ସମୟ କାର୍ଯ୍ୟ କରିବା ବେଳେ ସ୍କ୍ରିନ୍ ଫ୍ଲାସ୍ କରନ୍ତୁ"
"adb ସେଲ୍ ଡମ୍ପସିସ ଜିଏଫଏକ୍ସଇନଫୋରେ ରେଣ୍ଡରିଂ ସମୟ ମାପ କରନ୍ତୁ"
"ଅଜଣା ଉତ୍ସ"
"Play Store ବ୍ୟତୀତ ଅନ୍ୟ ଉତ୍ସରୁ ଆସିଥିବା ଆପ୍ର ଇନଷ୍ଟଲେସନ୍ ଅନୁମତି ଦିଅନ୍ତୁ"
"ଅଜଣା ଉତ୍ସ ଅନୁମତି କରନ୍ତୁ"
"ଅଜଣା ଆପ୍ ଦ୍ୱାରା ଆପଣଙ୍କ ଡିଭାଇସ୍ ଏବଂ ବ୍ୟକ୍ତିଗତ ଡାଟାକୁ ନଷ୍ଟ କରାଯାଇ ପାରିବାର ସମ୍ଭାବନା ବହୁତ ଅଧିକ। ଆପଣଙ୍କ ଡିଭାଇସରେ ହେଉଥିବା କୌଣସି ପ୍ରକାର କ୍ଷତି କିମ୍ବା ସେଗୁଡ଼ିକର ବ୍ୟବହାରରୁ ହେଉଥିବା କୌଣସି ପ୍ରକାର ଡାଟାର କ୍ଷତି ପାଇଁ ଆପଣ ଦାୟୀ ରହିବାକୁ ରାଜି ହୁଅନ୍ତି।"
"ଆଦୌ ନୁହେଁ"
"DRM ବିଷୟବସ୍ତୁ ପାଇଁ"
"ସଦାବେଳେ"
"ସର୍ବୋତ୍ତମ ରିଜୋଲ୍ୟୁସନ୍"
"ସର୍ବୋତ୍ତମ ଫ୍ରେମ୍ରେଟ୍"
"ବନ୍ଦ"
"ଓଭର୍ ଡ୍ର କ୍ଷେତ୍ରଗୁଡ଼ିକୁ ଦେଖାନ୍ତୁ"
"ଓଭର୍ ଡ୍ର କାଉଣ୍ଟର୍ ଦେଖାନ୍ତୁ"
"କିଛି ନୁହେଁ"
"କିଛିନାହିଁ"
- "ଆନିମେସନ୍ ବନ୍ଦ କରନ୍ତୁ"
- "ଆନିମେସନ୍ ସ୍କେଲ୍ .5x"
- "ଆନିମେସନ୍ ସ୍କେଲ୍ 1x"
- "ଆନିମେସନ୍ ସ୍କେଲ୍ 1.5x"
- "ଆନିମେସନ ସ୍କେଲ୍ 2x"
- "ଆନିମେସନ୍ ସ୍କେଲ୍ 5x"
- "ଆନିମେସନ୍ ସ୍କେଲ୍ 10x"
"ବନ୍ଦ ଅଛି"
"ବାର୍ ପରି ଅନ୍ ସ୍କ୍ରିନ୍"
"ମାନାଙ୍କ ସୀମା"
"ପଛରେ ପ୍ରୋସେସ୍ ଚାଲୁନାହିଁ"
"ସର୍ବାଧିକ 1ଟି ପ୍ରକ୍ରିୟା"
"ସର୍ବାଧିକ 2 ଟି ପ୍ରକ୍ରିୟା"
"ଅତିବେଶି`ରେ 3ଟି ପ୍ରକ୍ରିୟା"
"ସର୍ବାଧିକ 4ଟି ପ୍ରକ୍ରିୟା"
"ଅତି ଧିର"
"ଧିର"
"ସାଧାରଣ"
"ଦ୍ରୁତ"
"ଅତି ଦ୍ରୁତ"
"%1$s ସେଟିଂସ"
"ବର୍ତ୍ତମାନର କୀବୋର୍ଡ"
"କନ୍ଫିଗର୍ କରନ୍ତୁ"
"କୀବୋର୍ଡ୍ ବିକଳ୍ପସମୂହ"
"ବର୍ତ୍ତମାନର ସ୍ୱତଃପୂରଣ ସେବା"
"ଅଟୋଫିଲ୍ ସେବାକୁ ଚୟନ କରନ୍ତୁ"
"କିଛିନାହିଁ"
"<b>ଆପଣ ଏହି ଆପ୍କୁ ବିଶ୍ୱାସ କରୁଥିବା ନିଶ୍ଚିତ କରନ୍ତୁ</b> <br/> <br/> <xliff:g id=app_name example=Password service>%1$s</xliff:g>କେଉଁଗୁଡ଼ିକୁ ଅଟୋଫିଲ୍ କରାଯାଇପାରିବ ନିର୍ଦ୍ଧାରଣ କରିବା ପାଇଁ, ଆପଣଙ୍କ ସ୍କ୍ରୀନ୍ରେ ଯାହା ଥାଏ, ତାହା ବ୍ୟବହାର କରେ।"
"ଗଣୁଛି…"
"ଆପଣଙ୍କ ୱାଇ-ଫାଇ ନେଟ୍ୱର୍କ ବାଛନ୍ତୁ"
"ନାମ ବଦଳାନ୍ତୁ"
"Wi-Fi ଡିସପ୍ଲେ"
"PIN ଆବଶ୍ୟକ ଅଟେ"
"ବ୍ୟବହାର କରି କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତୁ"
"ଏହି କାର୍ଯ୍ୟ ପାଇଁ ସଦାବେଳେ ଏହି ବିକଳ୍ପ ବ୍ୟବହାର କରିବେ?"
"ସର୍ବଦା ବ୍ୟବହାର କରନ୍ତୁ"
"ଥରେ ମାତ୍ର"
"କୌଣସି ଆପ୍ ଏହି କାର୍ଯ୍ୟ କରିପାରିବ ନାହିଁ।"
"ପଛକୁ ଫେରନ୍ତୁ"
"ଇନପୁଟ୍"
"କନଜ୍ୟୁମର୍ ଇଲୋକ୍ଟ୍ରୋନିକ୍ କଣ୍ଟ୍ରୋଲ୍ (CEC)"
"ଡିଭାଇସ କଣ୍ଟ୍ରୋଲ ସେଟିଂସ"
"ବ୍ଲୁ-ରେ"
"କେବଲ୍"
"DVD"
"ଗେମ୍ କନସୋଲ୍"
"ଅକ୍ସ"
"କଷ୍ଟମ୍ ନାମ"
"%1$s ଇନ୍ପୁଟ୍ ପାଇଁ ନାମ ପ୍ରବେଶ କରନ୍ତୁ।"
"ଲୁଚିଯାଇଛି"
"ଏହି ଇନପୁଟ୍ ଦେଖାନ୍ତୁ"
"ନାମ"
"HDMI ନିୟନ୍ତ୍ରଣ"
"HDMI ଡିଭାଇସ୍ ନିୟନ୍ତ୍ରଣ କରିବାକୁ TVକୁ ଅନୁମତି କରନ୍ତୁ"
"ଡିଭାଇସ୍ ସ୍ଵତଃ ପାୱାର୍ ଅଫ୍"
"ଟିଭି ସହିତ HDMI ଡିଭାଇସ୍ ବନ୍ଦ କରନ୍ତୁ"
"ଟିଭି ସ୍ଵତଃ ପାୱାର୍ ଅଫ୍"
"HDMI ଡିଭାଇସ୍ ସହିତ TVରେ ପାୱାର୍"
"{count,plural, =1{ସଂଯୁକ୍ତ ହୋଇଥିବା ଇନପୁଟ}other{ସଂଯୁକ୍ତ ହୋଇଥିବା ଇନପୁଟଗୁଡ଼ିକ}}"
"{count,plural, =1{ଷ୍ଟାଣ୍ଡବାଏ ଇନପୁଟ}other{ଷ୍ଟାଣ୍ଡବାଏ ଇନପୁଟଗୁଡ଼ିକ}}"
"{count,plural, =1{ସଂଯୁକ୍ତ ହୋଇନଥିବା ଇନପୁଟ}other{ସଂଯୁକ୍ତ ହୋଇନଥିବା ଇନପୁଟଗୁଡ଼ିକ}}"
"ଆପଣଙ୍କ ଆକାଉଣ୍ଟରେ ଅନ୍ୟ ବିଷୟବସ୍ତୁ ଏବଂ ଆପ୍ ଆକ୍ସେସ ପ୍ରତିବନ୍ଧ କରନ୍ତୁ"
"ପ୍ରତିବନ୍ଧିତ ପ୍ରୋଫାଇଲ୍"
"%1$s ଦ୍ୱାରା ନିୟନ୍ତ୍ରିତ ଅଟେ"
"ଏହି ଆପ୍ ପ୍ରତିବନ୍ଧିତ ପ୍ରୋଫାଇଲ୍ଗୁଡିକରେ ସପୋର୍ଟ୍ କରେ ନାହିଁ"
"ଏହି ଆପ୍ ଆପଣଙ୍କ ଆକାଉଣ୍ଟ ଆକ୍ସେସ୍ କରିପାରେ"
"ଲୋକେସନ୍"
"ଆପଣଙ୍କ ଲୋକେସନ୍ ସୂଚନାକୁ ଆପ୍ଗୁଡ଼ିକୁ ବ୍ୟବହାର କରିବାକୁ ଦିଅନ୍ତୁ"
"ପ୍ରତିବନ୍ଧିତ ପ୍ରୋଫାଇଲ୍ ପ୍ରବେଶ କରନ୍ତୁ"
"ପ୍ରତିବନ୍ଧିତ ପ୍ରୋଫାଇଲ୍ ଛାଡନ୍ତୁ"
"ପ୍ରତିବନ୍ଧିତ ପ୍ରୋଫାଇଲ୍ ଡିଲିଟ୍ କରନ୍ତୁ"
"ପ୍ରତିବନ୍ଧିତ ପ୍ରୋଫାଇଲ୍ ତିଆରି କରନ୍ତୁ"
"ସେଟିଂସ"
"ଅନୁମତିପ୍ରାପ୍ତ ଆପ୍ଗୁଡ଼ିକ"
"ଅନୁମତି ଦିଆଯାଇଛି"
"ଅନୁମତି ଦିଆଯାଇନାହିଁ"
"ପ୍ରତିବନ୍ଧଗୁଡିକୁ କଷ୍ଟୋମାଇଜ୍ କରନ୍ତୁ"
"ଟିକେ ରୁହନ୍ତୁ…"
"ପିନ୍ ବଦଳାନ୍ତୁ"
"%1$s\n%2$s"
"ଏହି ଆପ୍ ଆପଣଙ୍କ ଆକାଉଣ୍ଟ ପ୍ରବେଶ କରିପାରିବ। %1$s ଦ୍ୱାରା ନିୟନ୍ତ୍ରିତ ଅଟେ"
"ଏହି ଚ୍ୟାନେଲ୍ ଦେଖିବାକୁ PIN ଏଣ୍ଟର୍ କରନ୍ତୁ"
"ଏହି ପ୍ରୋଗ୍ରାମ୍ ଦେଖିବାକୁ ପିନ୍ ଦିଅନ୍ତୁ"
"PIN ଲେଖନ୍ତୁ"
"ଗୋଟିଏ ନୂଆ ପିନ୍ ସେଟ୍ କରନ୍ତୁ"
"ନୂଆ PIN ପୁଣି ଏଣ୍ଟର୍ କରନ୍ତୁ"
"ପୁରୁଣା PIN ଏଣ୍ଟର୍ କରନ୍ତୁ"
"ଅପଣ 5 ଥର ଭୁଲ୍ ପିନ୍ ଦେଇଛନ୍ତି।\n%1$d ସେକେଣ୍ଡ୍ ପରେ ପୁଣି ଚେଷ୍ଟା କରନ୍ତୁ।"
"ଭୁଲ୍ ପିନ୍। ପୁନଃ ଚେଷ୍ଟା କରନ୍ତୁ"
"ପୁଣି ଥରେ ଚେଷ୍ଟା କରନ୍ତୁ, PIN ମିଶୁ ନାହିଁ"
"%1$s ପାଇଁ ପାସୱାର୍ଡ୍ ଲେଖନ୍ତୁ"
"ଜାରି ରଖିବାକୁ %1$s ଚୟନ କରନ୍ତୁ।"
"ହୋଇଗଲା"
"ସଫଳଭାବରେ କନେକ୍ଟ ହୋଇଛି"
"ସଫଳ ପୂର୍ବକ ସେଭ୍ ହୋଇଛି"
"ସଂସ୍କରଣ %1$s"
"ଖୋଲନ୍ତୁ"
"ବାଧ୍ୟତାର ସହ ବନ୍ଦ କରନ୍ତୁ"
"ଯଦି ଆପଣ ଏକ ଆପ୍ ବାଧ୍ୟତାର ସହ ବନ୍ଦ କରନ୍ତି, ଏହା ଅସ୍ୱାଭାବିକ ବ୍ୟବହାର କରିପାରେ।"
"ଅନଇନଷ୍ଟଲ୍"
"ଅପଡେଟଗୁଡ଼ିକୁ ଅନଇନଷ୍ଟଲ କରନ୍ତୁ"
"ଏହି Android ସିଷ୍ଟମ୍ ଆପ୍କୁ ସବୁ ଅଦ୍ୟତନଗୁଡିକୁ ଅନ୍ଇଷ୍ଟଲ୍ କରିବ।"
"ଅକ୍ଷମ"
"ଆପଣ ଏହି ଆପ୍ ଅକ୍ଷମ କରିବାକୁ ଚାହୁଁଛନ୍ତି କି?"
"ସକ୍ଷମ"
"ଆପଣ ଏହି ଆପ୍ ସକ୍ଷମ କରିବାକୁ ଚାହୁଁଛନ୍ତି କି?"
"ଷ୍ଟୋରେଜ୍ ବ୍ୟବହୃତ ହୋଇଛି"
"%2$sରେ %1$s ବ୍ୟବହୃତ ହୋଇଛି"
"ଡାଟା ଖାଲି କରନ୍ତୁ"
"ଏହି ଆପର ସମସ୍ତ ଡାଟା ସ୍ଥାୟୀ ଭାବରେ ଡିଲିଟ ହୋଇଯିବ।\n ଏଥିରେ ସମସ୍ତ ଫାଇଲ, ସେଟିଂସ, ଡାଟାବେସ ଇତ୍ୟାଦି ଅନ୍ତର୍ଭୁକ୍ତ ଅଛି।"
"ଡିଫଲ୍ଟକୁ ଖାଲି କରନ୍ତୁ"
"କିଛି ଏକ୍ସନ୍ଗୁଡିକ ପାଇଁ ଏହି ଆପ୍ଲିକେସନ୍ ଉନ୍ମୋଚନ କରିବାକୁ ସେଟ୍ କରନ୍ତୁ"
"କୌଣସି ପୂର୍ବ-ନିର୍ଦ୍ଧାରଣ ସେଟ୍ ହୋଇନାହିଁ"
"କ୍ୟାଶ୍ ଖାଲି କରନ୍ତୁ"
"ସୂଚନା"
"ତୃତୀୟ-ପକ୍ଷ ସୋର୍ସ"
"ଅନୁମତିଗୁଡ଼ିକ"
"ଆପ୍ଲିକେସନ୍ ଉପଲବ୍ଧ ନାହିଁ"
"ଅବ୍ୟବହୃତ ଆପଗୁଡ଼ିକ"
"ଠିକ୍ ଅଛି"
"ସୁନିଶ୍ଚିତ କରନ୍ତୁ"
"ବାତିଲ କରନ୍ତୁ"
"ଚାଲୁ କରନ୍ତୁ"
"ବନ୍ଦ ଅଛି"
"ସ୍କ୍ରିନ୍ ବନ୍ଦ କରନ୍ତୁ"
"ସ୍କ୍ରିନ୍ ସେଭର୍"
"ବର୍ତ୍ତମାନ ଆରମ୍ଭ କରନ୍ତୁ"
"କେତେବେଳେ ଆରମ୍ଭ କରିବେ"
"କିଛି ସମୟ ନିଷ୍କ୍ରିୟ ରହିବା ପରେ ସ୍କ୍ରିନ୍ ସେଭର୍ ଆରମ୍ଭ ହୁଏ। ଯଦି କୌଣସି ସ୍କ୍ରିନ୍ ସେଭର୍ ବଛା ଯାଇନଥିବ, ଯଦି କୌଣସି ସ୍କ୍ରିନ୍ ସେଭର୍ ବଛା ଯାଇନଥାଏ, ତେବେ ଡିସପ୍ଲେ ବନ୍ଦ ହେବ।"
"ନିଷ୍କ୍ରିୟତାର %1$s ପରେ"
"ଡିସପ୍ଲେ ବନ୍ଦ କରନ୍ତୁ"
"%1$s ପରେ"
"ଏହାପରେ ଡିସପ୍ଲେ ବନ୍ଦ କରନ୍ତୁ"
"ସ୍କ୍ରିନ୍ ବନ୍ଦ କରିବାକୁ ଅନୁମତି ଦିଅନ୍ତୁ"
"ମିଡିଆ ପ୍ଲେବ୍ୟାକ୍ ସମୟରେ"
"ଏନର୍ଜି ସେଭର୍ ସେଟିଂ ସୁନିଶ୍ଚିତ କରନ୍ତୁ"
"ଦୟାକରି ବ୍ୟାଟେରୀ ବ୍ୟବହାରକୁ ବଢ଼ାଇବାରେ ସାମର୍ଥ୍ୟ ଥିବା ନୂଆ ସେଟିଂସ୍ %1$sରେ ସେଟ୍ କରାଯାଇଥିବା ସୁନିଶ୍ଚିତ କରନ୍ତୁ।"
"ବର୍ତ୍ତମାନ କୌଣସି ଆକାଉଣ୍ଟରେ ବ୍ୟାକଅପ୍ ଡାଟା ଷ୍ଟୋର୍ ହେଉନାହିଁ"
"ଆପଣଙ୍କ ୱାଇ-ଫାଇ ପାସୱାର୍ଡ, ବୁକ୍ମାର୍କ, ଅନ୍ୟାନ୍ୟ ସେଟିଂସ, ତଥା ଆପ ଡାଟାର ବ୍ୟାକଅପ ନେବା ବନ୍ଦ କରିବେ ଏବଂ Google ସର୍ଭରରୁ ସମସ୍ତ କପିଗୁଡ଼ିକ ଲିଭାଇବେ?"
"ମୋ ଡାଟାର ବ୍ୟାକ୍ଅପ୍ ନିଅନ୍ତୁ"
"ବ୍ୟାକ-ଅପ ଆକାଉଣ୍ଟ"
"ସ୍ୱଚାଳିତ ଭାବେ ରିଷ୍ଟୋର୍ କରନ୍ତୁ"
"ଡିଭାଇସ୍ ରିସେଟ୍ କରନ୍ତୁ"
"ଏହା ଆପଣଙ୍କ ଡିଭାଇସକୁ ଡିଫଲ୍ଟ ସେଟିଂସରେ ରିଷ୍ଟୋର କରିବ ଏବଂ ସମସ୍ତ ଡାଟା, ଆକାଉଣ୍ଟ, ଫାଇଲ ଓ ଡାଉନଲୋଡ କରାଯାଇଥିବା ଆପ୍ସକୁ ଲିଭାଇ ଦେବ।"
"ଏହା ଆପଣଙ୍କ ଡିଭାଇସକୁ ଡିଫଲ୍ଟ ସେଟିଂସରେ ରିଷ୍ଟୋର କରିବ ଏବଂ ସମସ୍ତ ଡାଟା, ଆକାଉଣ୍ଟ, ଫାଇଲ ଓ ଡାଉନଲୋଡ କରାଯାଇଥିବା ଆପ୍ସ ଲିଭାଇ ଦେବ।"
"ଫ୍ୟାକ୍ଟୋରୀ ରିସେଟ୍, ଏହା ଆପଣଙ୍କ ଡିଭାଇସକୁ ଡିଫଲ୍ଟ ସେଟିଂସରେ ରିଷ୍ଟୋର କରିବ ଏବଂ ସମସ୍ତ ଡାଟା, ଆକାଉଣ୍ଟ, ଫାଇଲ ଏବଂ ଡାଉନଲୋଡ କରାଯାଇଥିବା ଆପ୍ସକୁ ଲିଭାଇ ଦେବ।"
"ଏହି ଡିଭାଇସରେ ଆପଣଙ୍କ ସମସ୍ତ ବ୍ୟକ୍ତିଗତ ସୂଚନା ଏବଂ ଡାଉନଲୋଡ୍ କରାଯାଇଥିବା ଆପଗୁଡ଼ିକ ଲିଭାଇ ଦେବେ କି? ଆପଣ ଏହି କାର୍ଯ୍ୟକୁ ପୂର୍ବାବସ୍ଥାକୁ ଆଣିପାରିବେ ନାହିଁ!"
"ସବୁକିଛି ଖାଲି କରିଦିଅନ୍ତୁ"
"ଆପଣଙ୍କ %1$s ପାଇଁ ଏକ ନାମ ବାଛନ୍ତୁ"
"ଅନ୍ୟ ଡିଭାଇସ୍ଗୁଡ଼ିକରୁ ଏହାକୁ ସଂଯୋଗ କରିବା ବେଳେ ବା କାଷ୍ଟ୍ କରିବା ବେଳେ ଏହାକୁ ଚିହ୍ନଟ କରିବାରେ ସାହାଯ୍ୟ କରିବାକୁ ଆପଣଙ୍କ ଡିଭାଇସ୍ର ଏକ ନାମ ଦିଅନ୍ତୁ।"
- "Android TV"
- "ଲିଭିଂ ରୁମ୍ ଟିଭି"
- "ଫ୍ୟାମିଲି ରୁମ୍ ଟିଭି"
- "ବେଡରୁମ୍ TV"
"କଷ୍ଟମ୍ ନାମ ଲେଖନ୍ତୁ…"
"ଏହି %1$s ରିନେମ୍ କରନ୍ତୁ"
"ଏହି %1$s ଏବେ \"%2$s\" ନାମିତ ହୋଇଛି"
"ଆପଣଙ୍କ ଡିଭାଇସ୍ର ନାମକୁ ସେଟ୍ କରନ୍ତୁ"
"ଆପଣଙ୍କ ଫୋନ୍ରୁ ଫଟୋ, ଭିଡିଓ ଓ ଆହୁରି ଅନେକକୁ କାଷ୍ଟ କରିବା ପାଇଁ ଏହି ନାମ ବ୍ୟବହାର କରନ୍ତୁ"
"ବଦଳାନ୍ତୁ"
"ପରିବର୍ତ୍ତନ କରନ୍ତୁ ନାହିଁ"
"ଅନୁମତିଗୁଡ଼ିକ"
"ଆପ ଅନୁମତି"
"%2$dଟି ଆପରୁ %1$dଟିକୁ ଅନୁମତି ଦିଆଯାଇଛି"
"ବ୍ଲୁଟୁଥ୍ ଅନୁମତି ପାଇଁ ଅନୁରୋଧ କରିଛନ୍ତି"
"Android TV OSର ସୁରକ୍ଷା ପ୍ୟାଚ୍ ଲେବଲ୍"
"ଆପ୍ଲିକେସନ୍ ବାଛନ୍ତୁ"
"(ପରୀକ୍ଷାମୂଳକ)"
"ନିରାପଦ ମୋଡ୍ରେ ରିବୁଟ୍ କରନ୍ତୁ"
"ଆପଣ ନିରାପଦ ମୋଡ୍ରେ ରିବୁଟ୍ କରିବାକୁ ଚାହୁଁଛନ୍ତି କି?"
"ଆପଣ ଇନଷ୍ଟଲ୍ କରିଥିବା ସମସ୍ତ ତୃତୀୟ ପକ୍ଷ ଆପ୍ଲିକେସନ୍ଗୁଡିକୁ ଅକ୍ଷମ କରିବ। ଆପଣ ପୁଣିଥରେ ରିବୁଟ୍ କଲେ ସେଗୁଡିକ ରିଷ୍ଟୋର୍ ହେବ।"
"ବଗ୍ ରିପୋର୍ଟ୍ କ୍ୟାପଚର୍ କରୁଛି"
"ଉପଲବ୍ଧ ଭାର୍ଚୁଆଲ କୀବୋର୍ଡଗୁଡ଼ିକ"
"କୀବୋର୍ଡଗୁଡ଼ିକ ପରିଚାଳନା କରନ୍ତୁ"
"ଅନୁମତି ଦିଆଯାଇଛି"
"ଅନୁମତି ଦିଆଯାଇନାହିଁ"
"ବ୍ୟବହାର ଆକସେସ୍"
"ଅନ୍ୟ କେଉଁ ଆପ୍ସ ଏବଂ ଏହାକୁ କେତେଥର ବ୍ୟବହାର କରୁଛନ୍ତି, ତଥା ଆପଣଙ୍କ କ୍ୟାରିଅର, ଭାଷା ସେଟିଂସ, ଓ ଅନ୍ୟାନ୍ୟ ବିବରଣୀ ଟ୍ରାକ କରିବା ପାଇଁ ଏକ ଆପକୁ ବ୍ୟବହାର ଆକ୍ସେସ ଅନୁମତି ଦେଇଥାଏ।"
"ଏନାର୍ଜି ଅପଟିମାଇଜେସନ୍"
"ଆପ୍ର ବ୍ୟବହାର ପାଇଁ ଏନାର୍ଜି ଅପଟିମାଇଜ୍ କରନ୍ତୁ"
"କୌଣସି ଆପ୍ ଅନୁକୂଳିତ କରିବା ଆବଶ୍ୟକ କରେ ନାହିଁ"
"ଅପ୍ଟିମାଇଜ୍ ହୋଇନାହିଁ"
"ଏନାର୍ଜି ବ୍ୟବହାର ଅପଟିମାଇଜ୍ କରୁଛି"
"ଏନାର୍ଜି ଅପଟିମାଇଜେସନ୍ ଉପଲବ୍ଧ ନାହିଁ"
"ବିଜ୍ଞପ୍ତି ଆକସେସ୍"
"ଇନ୍ଷ୍ଟଲ୍ କରାଯାଇଥିବା କୌଣସି ଆପ୍ ବିଜ୍ଞପ୍ତି ଆକସେସ୍ କରିବାର ଅନୁରୋଧ କରିନାହିଁ।"
"କଣ୍ଟାକ୍ଟ ନାମଗୁଡ଼ିକ ଏବଂ ଆପଣ ପାଉଥିବା ମେସେଜର ଟେକ୍ସଟ ଅନ୍ତର୍ଭୂକ୍ତ କରି ଏହି ଆପଗୁଡ଼ିକ ସମସ୍ତ ବିଜ୍ଞପ୍ତି ପଢ଼ିପାରିବ। ସେଥିରେ ଥିବା ବିଜ୍ଞପ୍ତି କିମ୍ବା ଟ୍ରିଗର କ୍ରିୟା ବଟନଗୁଡ଼ିକୁ ମଧ୍ୟ ସେଗୁଡ଼ିକ ବରଖାସ୍ତ କରିପାରିବେ।"
"ସିଷ୍ଟମ୍ ପାଇଁ ଆବଶ୍ୟକ"
"ଡିରେକ୍ଟୋରୀ ଆକ୍ସେସ୍"
"ନିର୍ଦ୍ଧିଷ୍ଟ ଡିରେକ୍ଟୋରୀଗୁଡିକୁ ଆକ୍ସେସ କରିବାକୁ ଏହି ଆପ୍ରେ ଅନୁମତି ରହିଛି।"
"%1$s (%2$s)"
"ଅନ୍ୟ ଆପ୍ଗୁଡ଼ିକ ଉପରେ ଦେଖାନ୍ତୁ"
"ଅନ୍ୟ ଆପ୍ଗୁଡ଼ିକ ଉପରେ ଦେଖାଇବାକୁ ଅନୁମତି ଦିଅନ୍ତୁ"
"ଆପଣ ବ୍ୟବହାର କରୁଥିବା ଅନ୍ୟ ଆପ୍ଗୁଡ଼ିକ ଉପରେ ଏକ ଆପ୍କୁ ରହିବାକୁ ଦିଅନ୍ତୁ। ସେହି ଆପ୍ଗୁଡ଼ିକର ବ୍ୟବହାରରେ ଏହା ବାଧା ସୃଷ୍ଟି କରିପାରେ କିମ୍ୱା ସେଗୂଡ଼ିକର କାମ କରିବା ଶୈଳୀକୁ ବଦଳାଇଦେଇପାରେ।"
"ସିଷ୍ଟମ ସେଟିଂସ ବଦଳାନ୍ତୁ"
"ସିଷ୍ଟମ ସେଟିଂସ ପରିବର୍ତ୍ତନ କରିପାରିବ"
"ଏହି ଅନୁମତି ଗୋଟିଏ ଆପକୁ ସିଷ୍ଟମ ସେଟିଂସରେ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଥାଏ।"
"ହଁ"
"ନାହିଁ"
"ସମସ୍ତ ଫାଇଲକୁ ଆକ୍ସେସ୍"
"ସମସ୍ତ ଫାଇଲକୁ ପରିଚାଳନା ପାଇଁ ଆକ୍ସେସ୍ ଦିଅନ୍ତୁ"
"ଏହି ଡିଭାଇସ୍ କିମ୍ବା ଯେ କୌଣସି ସଂଯୁକ୍ତ ଥିବା ଷ୍ଟୋରେଜ୍ ଭଲ୍ୟୁମରେ ଥିବା ସମସ୍ତ ଫାଇଲକୁ ପଢ଼ିବା, ପରିବର୍ତ୍ତନ କରିବା ଏବଂ ଡିଲିଟ୍ କରିବା ପାଇଁ ଏହି ଆପକୁ ଅନୁମତି ଦିଅନ୍ତୁ। ଯଦି ଅନୁମତି ଦିଆଯାଏ, ତେବେ ଆପ୍ ଆପଣଙ୍କୁ ସ୍ପଷ୍ଟ ନକରି ଫାଇଲଗୁଡ଼ିକୁ ଆକ୍ସେସ୍ କରିପାରେ।"
"ପିକଚର୍-ଇନ୍-ପିକଚର୍"
"ପିକଚର୍-ଇନ୍-ପିକଚରର ଅନୁମତି ଦିଅନ୍ତୁ"
"ଛବି-ଭିତରେ-ଛବିକୁ ଇନ୍ଷ୍ଟଲ୍ ହୋଇଥିବା କୌଣସି ଆପ୍ ସପୋର୍ଟ କରୁନାହିଁ"
"ଆପ୍ ଖୋଲା ଥିବାବେଳେ କିମ୍ୱା ଏହାକୁ ଆପଣ ଛାଡ଼ିବା ପରେ (ଉଦାହରଣସ୍ୱରୂପ, ଏକ ଭିଡିଓ ଦେଖିବା ଜାରି ରଖିବାକୁ) ଏକ ପିକଚର୍-ଇନ-ପିକଚର୍ ୱିଣ୍ଡୋ ତିଆରି କରିବା ପାଇଁ ଏହି ଆପ୍କୁ ଅନୁମତି ଦିଅନ୍ତୁ। ଏହି ୱିଣ୍ଡୋ, ଆପଣ ବ୍ୟବହାର କରୁଥିବା ଅନ୍ୟ ଆପ୍ଗୁଡ଼ିକ ଉପରେ ଦେଖାଦେବ।"
"ଆପଗୁଡ଼ିକୁ ଆଲାରାମ୍ ସେଟ୍ କରିବାକୁ ଏବଂ ସମୟ-ସମ୍ବେଦନଶୀଳ କାର୍ଯ୍ୟଗୁଡ଼ିକ ସିଡୁଲ୍ କରିବାକୁ ଅନୁମତି ଦିଅନ୍ତୁ। ଏହା ଆପଗୁଡ଼ିକୁ ପୃଷ୍ଠପଟରେ ଚାଲିବାକୁ ଦେଇଥାଏ, ଯାହା ଅଧିକ ପାୱାର୍ ବ୍ୟବହାର କରିପାରେ।\n\nଯଦି ଏହି ଅନୁମତି ବନ୍ଦ ଅଛି, ତେବେ ଏହି ଆପ୍ ଦ୍ୱାରା ସିଡୁଲ୍ କରାଯାଇଥିବା ପୂର୍ବରୁ ଥିବା ଆଲାରାମ୍ ଏବଂ ସମୟ-ଆଧାରିତ ଇଭେଣ୍ଟଗୁଡ଼ିକ କାମ କରିବ ନାହିଁ।"
"ସ୍କ୍ରିନକୁ ଚାଲୁ କରନ୍ତୁ"
"ସ୍କ୍ରିନକୁ ଚାଲୁ କରିବା ପାଇଁ ଅନୁମତି ଦିଅନ୍ତୁ"
"ସ୍କ୍ରିନକୁ ଚାଲୁ କରିବା ପାଇଁ ଏକ ଆପକୁ ଅନୁମତି ଦିଅନ୍ତୁ। ଯଦି ଅନୁମତି ଦିଆଯାଏ, ତେବେ ଆପଟି ଆପଣଙ୍କ ସ୍ପଷ୍ଟ ଇଣ୍ଟେଣ୍ଟ ବିନା ଯେ କୌଣସି ସମୟରେ ସ୍କ୍ରିନକୁ ଚାଲୁ କରିପାରେ।"
"ସ୍ୱତନ୍ତ୍ର ଆପ୍ ଆକ୍ସେସ୍"
"%1$s, %2$s"
"ଅଡିଓ"
"ଅଡିଓ ରେକର୍ଡ କରନ୍ତୁ"
"ଅଡିଓ ରେକର୍ଡିଂ ବନ୍ଦ କରିବା ପାଇଁ ଅକ୍ଷମ କରନ୍ତୁ"
"ଅଡିଓ ରେକର୍ଡିଂ ତୁରନ୍ତ ଆରମ୍ଭ କରିବା ପାଇଁ ସକ୍ଷମ କରନ୍ତୁ"
"ରେକର୍ଡ କରାଯାଇଥିବା ଅଡିଓ ଚଲାନ୍ତୁ"
"ରେକର୍ଡ କରାଯାଇଥିବା ଅଡିଓ ସେଭ୍ କରନ୍ତୁ"
"ପଢ଼ିବା ଆରମ୍ଭ କରିବାର ସମୟ"
"ଅଡିଓ ଡାଟା ବୈଧ କରିବାର ସମୟ"
"ଖାଲି ଅଡିଓର ଅବଧି"
"ଅଡିଓ ରେକର୍ଡିଂ ଆରମ୍ଭ କରିବାରେ ବିଫଳ ହୋଇଛି।"
"ଅଡିଓ ରେକର୍ଡିଂ ବିଫଳ ହୋଇଛି।"
"ଡାଟା ସେଭର୍"
"ମୋବାଇଲ୍ ଡାଟା କମ୍ ବ୍ୟବହାର କରିବାକୁ ଭିଡିଓ ଗୁଣବତ୍ତାକୁ ସ୍ୱଚାଳିତ ଭାବେ ଆଡ୍ଜଷ୍ଟ କରନ୍ତୁ"
"ଡାଟା ବ୍ୟବହାର ଏବଂ ଆଲର୍ଟଗୁଡ଼ିକ"
"ଆପଣ ୱାଇ-ଫାଇ, ଇଥରନେଟ କିମ୍ବା ଆପଣଙ୍କ ଫୋନର ହଟସ୍ପଟ ସହ ଇଣ୍ଟରନେଟକୁ ସଂଯୋଗ କରିପାରିବେ।"
"କାର୍ଯ୍ୟଟି ଅନୁମୋଦିତ ନୁହେଁ"
"ଭଲ୍ୟୁମ୍କୁ ବଦଳାଇହେବ ନାହିଁ"
"କଲ୍ କରିବାର ଅନୁମତି ନାହିଁ"
"SMS ପଠାଇବାର ଅନୁମତି ନାହିଁ"
"କ୍ୟାମେରା ଅନୁମୋଦିତ ନୁହେଁ"
"ସ୍କ୍ରୀନ୍ଶଟ୍ ପାଇଁ ଅନୁମତି ଦିଆଯାଇ ନାହିଁ"
"ଏହି ଆପ୍କୁ ଖୋଲିହେବ ନାହିଁ"
"ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି, ତେବେ ଆପଣଙ୍କ IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ"
"ଅଧିକ ବିବରଣୀ"
"ସେଟିଂସ, ଅନୁମତି, କର୍ପୋରେଟ ଆକ୍ସେସ, ନେଟୱାର୍କ କାର୍ଯ୍ୟକଳାପ ଓ ଡିଭାଇସର ଲୋକେସନ ସୂଚନା ସମେତ ଆପଣଙ୍କର କାର୍ଯ୍ୟ ପ୍ରୋଫାଇଲ୍ ସହ ଜଡ଼ିତ ଥିବା ଆପ୍ସ ଓ ଡାଟାକୁ ଆପଣଙ୍କ ଆଡମିନ ତଦାରଖ ଓ ପରିଚାଳନା କରିପାରିବ।"
"ସେଟିଂସ, ଅନୁମତି, କର୍ପୋରେଟ ଆକ୍ସେସ, ନେଟୱାର୍କ କାର୍ଯ୍ୟକଳାପ ଏବଂ ଡିଭାଇସର ଲୋକେସନ ସୂଚନା ସମେତ ଏହି ୟୁଜରଙ୍କ ସହ ଜଡ଼ିତ ଥିବା ଆପ୍ସ ଏବଂ ଡାଟାକୁ ଆପଣଙ୍କର ଆଡମିନ ତଦାରଖ ଓ ପରିଚାଳନା କରିପାରିବେ।"
"ଆପଣଙ୍କ ଆଡମିନ ସେଟିଂସ, ଅନୁମତି, କର୍ପୋରେଟ ଆକ୍ସେସ, ନେଟୱାର୍କ କାର୍ଯ୍ୟକଳାପ ଓ ଡିଭାଇସର ଲୋକେସନ ସୂଚନା ସହ ଏହି ଡିଭାଇସରେ ଜଡ଼ିତ ଥିବା ଆପ୍ସ ଏବଂ ଡାଟାକୁ ତଦାରଖ ଓ ପରିଚାଳନା କରିପାରିବେ।"
"ଅଫିସ୍ ପ୍ରୋଫାଇଲ୍ ଅପସାରଣ କରନ୍ତୁ"
"ଡିଭାଇସ୍ ଆଡମିନ୍ ଆପ୍"
"ଏହି ଡିଭାଇସ୍ର ଆଡମିନ୍ ଆପ୍କୁ ନିଷ୍କ୍ରିୟ କରନ୍ତୁ"
"ଆପ୍ ଅଣସଂସ୍ଥାପନ କରନ୍ତୁ"
"ନିଷ୍କ୍ରିୟ କରନ୍ତୁ ଏବଂ ଅଣସଂସ୍ଥାପନ କରନ୍ତୁ"
"ଡିଭାଇସ୍ ଆଡ୍ମିନ୍ ଆପ୍"
"ଡିଭାଇସ୍ ଆଡମିନ୍ ଆପ୍ ସକ୍ରିୟ କରିବେ?"
"ଏହି ଡିଭାଇସ୍ ଆଡ୍ମିନ୍ ଆପ୍ ସକ୍ରିୟ କରନ୍ତୁ"
"ଏହି ଆଡମିନ୍ ଆପ୍କୁ ସକ୍ରିୟ କରିବା ଦ୍ୱାରା %1$s ଆପ୍ଟି ନିମ୍ନ କାର୍ଯ୍ୟଗୁଡ଼ିକ କରିପାରିବ:"
"%1$s ଏହି ଡିଭାଇସ୍କୁ ପରିଚାଳନା ଏବଂ ତଦାରଖ କରିବ।"
"ଏହି ଆଡମିନ୍ ଆପ୍ ସକ୍ରିୟ ଅଛି ଏବଂ %1$s ଆପ୍ ଦ୍ୱାରା ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ କରାଉଛି:"
"ଆଗକୁ ବଢ଼ିବାର ଅର୍ଥ, ଆପଣଙ୍କ ୟୁଜର ଆପଣଙ୍କ ଆଡମିନ ଦ୍ୱାରା ପରିଚାଳିତ ହେବେ ଯିଏ ଆପଣଙ୍କ ବ୍ୟକ୍ତିଗତ ଡାଟା ସହିତ, ଜଡ଼ିତ ଅନ୍ୟାନ୍ୟ ଡାଟା ମଧ୍ୟ ଷ୍ଟୋର କରିପାରିବେ।\n\nଆପଣଙ୍କ ଆଡମିନଙ୍କ ପାଖରେ ନେଟୱାର୍କ କାର୍ଯ୍ୟକଳାପ ଏବଂ ଆପଣଙ୍କ ଡିଭାଇସ ଲୋକେସନର ସୂଚନା ସମେତ ସେଟିଂସ, ଆକ୍ସେସ, ଆପ୍ସ ଏବଂ ୟୁଜରଙ୍କ ସହ ଜଡ଼ିତ ଡାଟା ତଦାରଖ କରିବା ତଥା ପରିଚାଳନା କରିବାର କ୍ଷମତା ଅଛି।"
"ତୃଟି ସମ୍ପର୍କିତ ରିପୋର୍ଟ ସେୟାର୍ କରିବେ?"
"ଏହି ଡିଭାଇସ୍ର ସମସ୍ୟା ସମାଧାନ କରିବା ପାଇଁ ଆପଣଙ୍କର IT ଆଡମିନ୍ ଏକ ତ୍ରୁଟି ରିପୋର୍ଟ ମାଗିଛନ୍ତି। ଆପ୍ ଓ ଡାଟା ଶେୟର୍ ହୋଇପାରେ।"
"ଏହି ଡିଭାଇସ୍ର ସମସ୍ୟା ସମାଧାନ କରିବା ପାଇଁ ଆପଣଙ୍କର IT ଆଡମିନ୍ ଏକ ତ୍ରୁଟି ରିପୋର୍ଟ ମାଗିଛନ୍ତି। ଆପ୍ ଓ ଡାଟା ଶେୟର୍ ହୋଇପାରେ ଏବଂ ଆପଣଙ୍କର ଡିଭାଇସ୍ କିଛି ସମୟ ପାଇଁ ମନ୍ଥର ହୋଇଯାଇପାରେ।"
"ଆପଣଙ୍କ ଆଡମିନଙ୍କ ସହିତ ଏହି ତ୍ରୁଟି ରିପୋର୍ଟ ସେୟାର କରାଯାଇଛି। ଅଧିକ ବିବରଣୀ ପାଇଁ ତାଙ୍କ ସହିତ କଣ୍ଟାକ୍ଟ କରନ୍ତୁ।"
"ସେୟାର୍ କରନ୍ତୁ"
"ଅଗ୍ରାହ୍ୟ କରନ୍ତୁ"
"%1$s ସହ ବ୍ୟବହାର କରିବାକୁ ଡିଭାଇସ୍"
"କୌଣସି ଡିଭାଇସ୍ ମିଳିଲା ନାହିଁ। ସୁନିଶ୍ଚିତ କରନ୍ତୁ ଯେ ଡିଭାଇସଗୁଡ଼ିକ ଚାଲୁ ଅଛି ଏବଂ ସଂଯୋଗ କରିବାକୁ ଉପଲବ୍ଧ ଅଛି।"
"ପୁଣି ଚେଷ୍ଟା କରନ୍ତୁ"
"କିଛି ତ୍ରୁଟି ହୋଇଛି। ଗୋଟିଏ ଡିଭାଇସ୍ ବାଛିବାର ଅନୁରୋଧକୁ ଆପ୍ଲିକେସନ୍ ବାତିଲ୍ କରିଛି।"
"ସଫଳତାର ସହ ସଂଯୋଗ ହୋଇଛି"
"ସବୁ ଦେଖାନ୍ତୁ"
"ସନ୍ଧାନ କରୁଛି"
"ଚ୍ୟାନେଲ୍ ଓ ଇନପୁଟଗୁଡ଼ିକ"
"ଚ୍ୟାନେଲ୍, ଏକ୍ସଟର୍ନଲ୍ ଇନପୁଟଗୁଡ଼ିକ"
"ଚ୍ୟାନେଲଗୁଡ଼ିକ"
"ଏକ୍ସଟର୍ନଲ୍ ଇନପୁଟଗୁଡ଼ିକ"
"ଛବି, ସ୍କ୍ରିନ୍, ସାଉଣ୍ଡ"
"ଛବି"
"ସ୍କ୍ରିନ୍"
"ସାଉଣ୍ଡ"
"ପାୱାର ଓ ଏନର୍ଜି"
"ପାୱାର ଚାଲୁ ହେବା ସମୟରେ ବ୍ୟବହାର"
"ରିସେଟ୍ କରନ୍ତୁ"
"ଇଥରନେଟ ପେୟାରିଂ କୋଡ"