"ଡାଉନଲୋଡ୍‌ ମ୍ୟାନେଜର୍‌" "ଡାଉନଲୋଡ୍‌" "ଡାଉନଲୋଡ୍‌ ମ୍ୟାନେଜର୍‌ ଆକ୍ସେସ୍‌ କରନ୍ତୁ|" "ଡାଉନଲୋଡ୍‌ ମ୍ୟାନେଜର୍‌କୁ ଆକ୍ସେସ୍‌ କରିବା ପାଇଁ ଏବଂ ଫାଇଲ୍‌ ଡାଉନଲୋଡ୍‌ କରିବାକୁ ଏହାକୁ ବ୍ୟବହାର କରିବା ପାଇଁ ଆପ୍‌କୁ ଅନୁମତି ଦେଇଥାଏ| କ୍ଷତିକାରକ ଆପ୍‌ଗୁଡ଼ିକ ଏହାକୁ, ଡାଉନଲୋଡ୍‌ରେ ବିଘ୍ନ କରିବାକୁ ଏବଂ ବ୍ୟକ୍ତିଗତ ସୂଚନା ଆକ୍ସେସ୍‌ କରିବା ପାଇଁ ବ୍ୟବହାର କରିପାରନ୍ତି|" "ଉନ୍ନତ ଡାଉନଲୋଡ୍‌ ମ୍ୟାନେଜର୍‌ କାର୍ଯ୍ୟକାରିତା|" "ଡାଉନଲୋଡ୍‌ ମ୍ୟାନେଜର୍‌ର ଉନ୍ନତ କାର୍ଯ୍ୟକାରିତାକୁ ଆକ୍ସେସ୍‌ କରିବା ପାଇଁ ଆପ୍‌କୁ ଅନୁମତି ଦେଇଥାଏ| କ୍ଷତିକାରକ ଆପ୍‌ଗୁଡ଼ିକ ଏହାକୁ, ଡାଉନଲୋଡ୍‌ରେ ବିଘ୍ନ କରିବାକୁ ଏବଂ ବ୍ୟକ୍ତିଗତ ସୂଚନା ଆକ୍ସେସ୍‌ କରିବା ପାଇଁ ବ୍ୟବହାର କରିପାରନ୍ତି|" "ଡାଉନଲୋଡ୍‌ ବିଜ୍ଞପ୍ତି ପଠାନ୍ତୁ|" "ସମ୍ପୂର୍ଣ୍ଣ ହୋଇଥିବା ଡାଉନଲୋଡ୍‌ଗୁଡ଼ିକ ବିଷୟରେ ବିଜ୍ଞପ୍ତି ପଠାଇବା ପାଇଁ ଆପ୍‌କୁ ଅନୁମତି ଦେଇଥାଏ| କ୍ଷତିକାରକ ଆପ୍‌ଗୁଡ଼ିକ ଏହାକୁ, ଅନ୍ୟ ଆପ୍‌ଗୁଡ଼ିକୁ ଭ୍ରମିତ କରିବା ପାଇଁ ବ୍ୟବହାର କରିପାରନ୍ତି, ଯେଉଁଗୁଡ଼ିକ ଫାଇଲ୍‌ ଡାଉନଲୋଡ୍‌ କରନ୍ତି|" "ଡାଉନଲୋଡ୍‌ କ୍ୟାଶ୍‌ରେ ସ୍ପେସ୍‌ ରିଜର୍ଭ କରନ୍ତୁ" "ଆପ୍‌କୁ ଡାଉନଲୋଡ୍‌ କ୍ୟାଶ୍‌ରେ ଫାଇଲ୍‌ଗୁଡ଼ିକୁ ଡାଉନଲୋଡ୍‌ କରିବାକୁ ଦେଇଥାଏ, ଯେଉଁଗୁଡ଼ିକୁ ଡାଉନଲୋଡ୍‌ ମ୍ୟାନେଜର୍‌କୁ ଅଧିକ ସ୍ଥାନ ଆବଶ୍ୟକ ହେଲେ ସ୍ୱଚାଳିତ ଭାବେ ଡିଲିଟ୍‌ କରିହେବ ନାହିଁ|" "କୌଣସି ବିଜ୍ଞପ୍ତି ବିନା ଫାଇଲ୍‌ଗୁଡ଼ିକୁ ଡାଉନଲୋଡ୍‌ କରନ୍ତୁ" "ୟୁଜରଙ୍କୁ ବିଜ୍ଞପ୍ତି ନଦେଖାଇ ଡାଉନଲୋଡ ମେନେଜର ମାଧ୍ୟମରେ ଫାଇଲଗୁଡ଼ିକୁ ଡାଉନଲୋଡ କରିବା ପାଇଁ ଆପକୁ ଅନୁମତି ଦେଇଥାଏ।" "ସମସ୍ତ ସିଷ୍ଟମ୍‌ ଡାଉନଲୋଡ୍‌କୁ ଆକ୍ସେସ୍‌ କରନ୍ତୁ" "ସିଷ୍ଟମ୍‌ରେ ଯେକୌଣସି ଆପ୍‌ ଦ୍ୱାରା ଆରମ୍ଭ କରାଯାଇଥିବା ସମସ୍ତ ଡାଉନଲୋଡ୍‌କୁ ଦେଖିବା ଓ ସଂଶୋଧନ କରିବା ପାଇଁ ଆପ୍‌କୁ ଅନୁମତି ଦିଅନ୍ତୁ|" "<ନାମହୀନ>" "ଡାଉନଲୋଡ୍ ହୋଇଗଲା।" "ଡାଉନଲୋଡ୍‌ ବିଫଳ" "ଡାଉନଲୋଡ୍‌ ଆକାର ୱାଇ-ଫାଇ ଆବଶ୍ୟକ କରେ|" "ବ୍ୟାକ୍‌ଗ୍ରାଉଣ୍ଡରେ ପଜ୍‌ ହୋଇ ରହିଛି|" "ଅପରେଟର୍‌ ନେଟ୍‌ୱର୍କ ପାଇଁ ଡାଉନଲୋଡ୍‌ ବହୁତ ବଡ଼ ଅଟେ" "ଏହି %1$s ର ଡାଉନଲୋଡ୍‌ ସାରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ ୱାଇ-ଫାଇର ବ୍ୟବହାର କରିବାକୁ ପଡ଼ିବ| \n\nପରବର୍ତ୍ତୀ ସମୟରେ ଯେତେବେଳେ ଆପଣ କୌଣସି ୱାଇ-ଫାଇ ନେଟ୍‌ୱର୍କ ସହିତ ଯୋଡ଼ିହେବେ, ଏହି ଡାଉନଲୋଡ୍‌ ଆରମ୍ଭ କରିବା ପାଇଁ %2$s କୁ ସ୍ପର୍ଶ କରନ୍ତୁ|" "ପରେ ଡାଉନଲୋଡ୍‌ କରିବା ପାଇଁ ଧାଡ଼ିରେ ରଖିବେ?" "ଏହି %1$s ର ଡାଉନଲୋଡ୍‌ ଆରମ୍ଭ କଲେ ଆପଣଙ୍କ ବ୍ୟାଟେରୀ ଶୀଘ୍ର ସରିଯାଇପାରେ ଏବଂ/କିମ୍ୱା ମୋବାଇଲ୍‌ର ଅନେକ ଡାଟା ଖର୍ଚ୍ଚ ହୋଇପାରେ, ଯାହା ପାଇଁ ମୋବାଇଲ୍‌ ଅପରେଟର୍‌, ଆପଣଙ୍କ ଡାଟା ପ୍ଲାନ୍‌ ହିସାବରେ ଆପଣଙ୍କଠାରୁ ପଇସା ନେଇପାରେ|\n\n ଆଗାମୀ ଥର ଯେତେବେଳେ ଆପଣ ୱାଇ-ଫାଇ ନେଟୱର୍କ ସହିତ ଯୋଡ଼ିହେବେ, ଏହି ଡାଉନଲୋଡ୍‌ ଆରମ୍ଭ କରିବା ପାଇଁ %2$sକୁ ସ୍ପର୍ଶ କରନ୍ତୁ|" "ଧାଡ଼ିରେ ରଖନ୍ତୁ" "ବାତିଲ କରନ୍ତୁ" "ବର୍ତ୍ତମାନ ଆରମ୍ଭ କରନ୍ତୁ" %dଟି ଫାଇଲ୍‌ ଡାଉନଲୋଡ୍‌ ହେଉଛି 1ଟି ଫାଇଲ୍‌ ଡାଉନଲୋଡ୍‌ ହେଉଛି %dଟି ଫାଇଲ୍‌ ଅପେକ୍ଷାରତ 1ଟି ଫାଇଲ୍‌ ଅପେକ୍ଷାରତ "%s ଅବଶିଷ୍ଟ ଅଛି" "ଫାଇଲ୍‌କୁ ଖୋଲିପାରିବ ନାହିଁ" "ଡାଉନଲୋଡ୍‌" "ଧାଡ଼ିରେ ରଖାଯାଇଛି" "ଜାରି ଅଛି" "ଅସଫଳ" "ଜାରି ଅଛି, %s"