"ସିଷ୍ଟମ୍ UI"
"ବ୍ୟାଟେରୀ ସେଭର ଚାଲୁ କରିବେ?"
"ଆପଣଙ୍କର %s ବ୍ୟାଟେରୀ ଚାର୍ଜ ବାକି ଅଛି। ବ୍ୟାଟେରୀ ସେଭର ଗାଢ଼ା ଥିମକୁ ଚାଲୁ କରେ, ପୃଷ୍ଠପଟ କାର୍ଯ୍ୟକଳାପକୁ ପ୍ରତିବନ୍ଧିତ କରେ ଏବଂ ବିଜ୍ଞପ୍ତିଗୁଡ଼ିକୁ ବିଳମ୍ବିତ କରେ।"
"ବ୍ୟାଟେରୀ ସେଭର ଗାଢ଼ା ଥିମକୁ ଚାଲୁ କରେ, ପୃଷ୍ଠପଟ କାର୍ଯ୍ୟକଳାପକୁ ପ୍ରତିବନ୍ଧିତ କରେ ଏବଂ ବିଜ୍ଞପ୍ତିଗୁଡ଼ିକୁ ବିଳମ୍ବିତ କରେ।"
"%s ବାକି ଅଛି"
"USB ଦ୍ଵାରା ଚାର୍ଜ କରିହେବନାହିଁ"
"ଆପଣଙ୍କ ଡିଭାଇସ୍ ପାଇଁ ଥିବା ଚାର୍ଜର୍କୁ ବ୍ୟବହାର କରନ୍ତୁ"
"ବ୍ୟାଟେରୀ ସେଭର୍ ଚାଲୁ କରିବେ?"
"ବ୍ୟାଟେରୀ ସେଭର୍ ବିଷୟରେ"
"ଚାଲୁ କରନ୍ତୁ"
"ଚାଲୁ କରନ୍ତୁ"
"ନା, ଧନ୍ୟବାଦ"
"ଅଟୋ-ରୋଟେଟ ସ୍କ୍ରିନ"
"%2$s ଆକ୍ସେସ୍ କରିବାକୁ %1$sକୁ ଅନୁମତି ଦେବେ?"
"%2$s ଆକ୍ସେସ୍ କରିବାକୁ %1$sକୁ ଅନୁମତି ଦେବେ କି?\nଏହି ଆପ୍କୁ ରେକର୍ଡ କରିବାକୁ ଅନୁମତି ଦିଆଯାଇ ନାହିଁ କିନ୍ତୁ ଏହି USB ଡିଭାଇସ୍ ଜରିଆରେ ଅଡିଓ କ୍ୟାପ୍ଟର୍ କରିପାରିବ।"
"%2$sକୁ ଆକ୍ସେସ କରିବା ପାଇଁ %1$sକୁ ଅନୁମତି ଦେବେ?"
"%2$sକୁ ନିୟନ୍ତ୍ରଣ କରିବା ପାଇଁ %1$sକୁ ଖୋଲିବେ?"
"ଏହି ଆପକୁ ରେକର୍ଡ କରିବା ପାଇଁ ଅନୁମତି ଦିଆଯାଇନାହିଁ, କିନ୍ତୁ ଏହି USB ଡିଭାଇସ ମାଧ୍ୟମରେ ଏହା ଅଡିଓକୁ କ୍ୟାପଚର କରିପାରିବ। ଏହି ଡିଭାଇସରେ %1$s ବ୍ୟବହାର କଲେ କଲ, ବିଜ୍ଞପ୍ତି ଏବଂ ଆଲାରାମଗୁଡ଼ିକୁ ଶୁଣିବାରୁ ପ୍ରତିରୋଧ କରାଯାଇପାରେ।"
"ଏହି ଡିଭାଇସରେ %1$s ବ୍ୟବହାର କରିବା କଲ, ବିଜ୍ଞପ୍ତି ଏବଂ ଆଲାରାମଗୁଡ଼ିକୁ ଶୁଣିବାରୁ ପ୍ରତିରୋଧ କରିପାରେ।"
"%2$s ଆକ୍ସେସ୍ କରିବାକୁ %1$sକୁ ଅନୁମତି ଦେବେ?"
"%2$s ନିୟନ୍ତ୍ରଣ କରିବାକୁ %1$s ଖୋଲିବେ?"
"%2$s ପରିଚାଳନା କରିବାକୁ %1$sକୁ ଖୋଲିବେ?\nଏହି ଆପ୍କୁ ରେକର୍ଡ କରିବାକୁ ଅନୁମତି ଦିଆଯାଇ ନାହିଁ କିନ୍ତୁ ଏହି USB ଡିଭାଇସ୍ ଜରିଆରେ, ଏହା ଅଡିଓ କ୍ୟାପ୍ଟର୍ କରିପାରିବ।"
"%2$s ନିୟନ୍ତ୍ରଣ କରିବାକୁ %1$s ଖୋଲିବେ?"
"ଇନଷ୍ଟଲ୍ ହୋଇଥିବା କୌଣସି ଆପ୍ ଏହି USB ଆକ୍ସେସୋରୀରେ କାମ କରେନାହିଁ। ଏହି ଆକ୍ସେସୋରୀ ବିଷୟରେ %1$sରେ ଅଧିକ ଜାଣନ୍ତୁ"
"USB ଆକ୍ସେସରୀ"
"ଦେଖନ୍ତୁ"
"%2$s କନେକ୍ଟ ଥିବାବେଳେ %1$s ସର୍ବଦା ଖୋଲନ୍ତୁ"
"%2$s କନେକ୍ଟ ଥିବାବେଳେ %1$s ସର୍ବଦା ଖୋଲନ୍ତୁ"
"USB ଡିବଗିଙ୍ଗ କରିବେ?"
"କମ୍ପ୍ୟୁଟର୍ର RSA କୀ ଫିଙ୍ଗରପ୍ରିଣ୍ଟ୍ ହେଉଛି:\n%1$s"
"ସବୁବେଳେ ଏହି କମ୍ପ୍ୟୁଟର୍ରୁ ଅନୁମତି ଦିଅନ୍ତୁ"
"ଅନୁମତି ଦିଅନ୍ତୁ"
"USBରେ ଡିବଗ୍ କରାଯାଇପାରିବ ନାହିଁ"
"ସମ୍ପ୍ରତି ସାଇନ୍-ଇନ୍ କରିଥିବା ୟୁଜର୍ ଜଣକ ଏହି ଡିଭାଇସରେ USB ଡିବଗିଙ୍ଗ ଅନ୍ କରିପାରିବେ ନାହିଁ। ଏହି ବୈଶିଷ୍ଟ୍ୟ ବ୍ୟବହାର କରିବାକୁ, ପ୍ରାଥମିକ ୟୁଜର୍ରେ ସାଇନ୍-ଇନ୍ କରନ୍ତୁ।"
"ଆପଣ ସିଷ୍ଟମ ଭାଷା %1$sକୁ ପରିବର୍ତ୍ତନ କରିବା ପାଇଁ ଚାହାଁନ୍ତି?"
"ଅନ୍ୟ ଏକ ଡିଭାଇସ ଦ୍ୱାରା ସିଷ୍ଟମ ଭାଷା ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଛି"
"ଭାଷା ପରିବର୍ତ୍ତନ କରନ୍ତୁ"
"ବର୍ତ୍ତମାନର ଭାଷା ରଖନ୍ତୁ"
"ଏହି ନେଟୱାର୍କରେ ୱାୟାରଲେସ୍ ଡିବଗିଂ ପାଇଁ ଅନୁମତି ଦେବେ?"
"ନେଟୱାର୍କ ନାମ (SSID)\n%1$s\n\nୱାଇଫାଇ ଠିକଣା (BSSID)\n%2$s"
"ସର୍ବଦା ଏହି ନେଟୱାର୍କରେ ଅନୁମତି ଦିଅନ୍ତୁ"
"ଅନୁମତି ଦିଅନ୍ତୁ"
"ୱାୟାରଲେସ୍ ଡିବଗିଂ ପାଇଁ ଅନୁମତି ନାହିଁ"
"ଉପଯୋଗକର୍ତ୍ତା ବର୍ତ୍ତମାନ ସାଇନ୍-ଇନ୍ କରିଥିବା ଏହି ଡିଭାଇସରେ ୱାୟାରଲେସ୍ ଡିବଗିଂ ଚାଲୁ କରିପାରିବେ ନାହିଁ। ଏହି ଫିଚର୍ ବ୍ୟବହାର କରିବା ପାଇଁ ପ୍ରାଥମିକ ଉପଯୋଗକର୍ତ୍ତାରେ ସ୍ୱିଚ୍ କରନ୍ତୁ।"
"USB ପୋର୍ଟକୁ ଅକ୍ଷମ କରାଯାଇଛି"
"ଆପଣଙ୍କ ଡିଭାଇସ୍କୁ ତରଳ ପଦାର୍ଥ ଏବଂ ଧୂଳିରୁ ସୁରକ୍ଷିତ ରଖିବା ପାଇଁ, USB ପୋର୍ଟକୁ ଅକ୍ଷମ କରାଯାଇଛି ଏବଂ ଏହା କୌଣସି ଉପକରଣ ଚିହ୍ନଟ କରିବ ନାହିଁ। \n\n ଯେତେବେଳେ USB ପୋର୍ଟ ପୁଣିି ବ୍ୟବହାର କରିବାକୁ ସୁରକ୍ଷିତ ହେବ, ସେତେବେଳେ ଆପଣଙ୍କୁ ସୂଚିତ କରାଯିବ।"
"ଚାର୍ଜର୍ ଏବଂ ଆକ୍ସେସରିଗୁଡ଼ିକୁ ଚିହ୍ନଟ କରିବାକୁ USB ପୋର୍ଟ ସକ୍ଷମ କରାଯାଇଛି"
"USB ସକ୍ଷମ କରନ୍ତୁ"
"ଅଧିକ ଜାଣନ୍ତୁ"
"ସ୍କ୍ରିନ୍ସଟ୍ ନିଅନ୍ତୁ"
"ସ୍ମାର୍ଟ ଲକ୍ ଅକ୍ଷମ କରାଯାଇଛି"
"ଏକ ଛବି ପଠାଯାଇଛି"
"ସ୍କ୍ରୀନଶଟ୍ ସେଭ୍ କରାଯାଉଛି…"
"ୱାର୍କ ପ୍ରୋଫାଇଲରେ ସ୍କ୍ରିନସଟ ସେଭ କରାଯାଉଛି…"
"ସ୍କ୍ରୀନଶଟ୍ ସେଭ୍ ହୋଇଛି"
"ସ୍କ୍ରୀନ୍ଶଟ୍ ସେଭ୍ କରିହେବ ନାହିଁ"
"ସ୍କ୍ରିନସଟ୍ ସେଭ୍ କରିବା ପୂର୍ବରୁ ଡିଭାଇସକୁ ଅନଲକ୍ କରାଯିବା ଆବଶ୍ୟକ"
"ପୁଣିଥରେ ସ୍କ୍ରୀନ୍ଶଟ୍ ନେବାକୁ ଚେଷ୍ଟା କରନ୍ତୁ"
"ସ୍କ୍ରିନସଟକୁ ସେଭ୍ କରାଯାଇପାରିବ ନାହିଁ"
"ଆପ୍ କିମ୍ବା ସଂସ୍ଥା ଦ୍ୱାରା ସ୍କ୍ରୀନଶଟ୍ ନେବାକୁ ଅନୁମତି ଦିଆଯାଇ ନାହିଁ"
"ସ୍କ୍ରିନସଟଗୁଡ଼ିକ ନେବା ଆପଣଙ୍କ IT ଆଡମିନଙ୍କ ଦ୍ୱାରା ବ୍ଲକ କରାଯାଇଛି"
"ଏଡିଟ କରନ୍ତୁ"
"ସ୍କ୍ରିନସଟ୍ ଏଡିଟ କରନ୍ତୁ"
"ସ୍କ୍ରିନସଟ ସେୟାର କରନ୍ତୁ"
"ଅଧିକ କ୍ୟାପଚର୍ କରନ୍ତୁ"
"ସ୍କ୍ରିନସଟ୍ ଖାରଜ କରନ୍ତୁ"
"ୱାର୍କ ପ୍ରୋଫାଇଲ ମେସେଜକୁ ଖାରଜ କରନ୍ତୁ"
"ସ୍କ୍ରିନସଟର ପ୍ରିଭ୍ୟୁ"
"ଶୀର୍ଷ ସୀମାରେଖା %1$d ଶତକଡ଼ା"
"ନିମ୍ନ ସୀମାରେଖା %1$d ଶତକଡ଼ା"
"ବାମ ସୀମାରେଖା %1$d ଶତକଡ଼ା"
"ଡାହାଣ ସୀମାରେଖା %1$d ଶତକଡ଼ା"
"ୱାର୍କ ପ୍ରୋଫାଇଲରେ ଥିବା %1$sରେ ସେଭ କରାଯାଇଛି"
"ଫାଇଲଗୁଡ଼ିକ"
"%1$s ଏହି ସ୍କ୍ରିନସଟକୁ ଚିହ୍ନଟ କରିଛି।"
"%1$s ଏବଂ ଅନ୍ୟ ଓପନ ଆପ୍ସ ଏହି ସ୍କ୍ରିନସଟକୁ ଚିହ୍ନଟ କରିଛି।"
"ସ୍କ୍ରିନ୍ ରେକର୍ଡର୍"
"ସ୍କ୍ରିନ ରେକର୍ଡିଂର ପ୍ରକ୍ରିୟାକରଣ"
"ଏକ ସ୍କ୍ରିନ୍ ରେକର୍ଡ୍ ସେସନ୍ ପାଇଁ ଚାଲୁଥିବା ବିଜ୍ଞପ୍ତି"
"ରେକର୍ଡିଂ ଆରମ୍ଭ କରିବେ?"
"ରେକର୍ଡିଂ ସମୟରେ, Android ସିଷ୍ଟମ୍ ଆପଣଙ୍କ ସ୍କ୍ରିନରେ ଦେଖାଯାଉଥିବା ବା ଆପଣଙ୍କ ଡିଭାଇସରେ ଚାଲୁଥିବା ଯେ କୌଣସି ସମ୍ବେଦନଶୀଳ ସୂଚନାକୁ କ୍ୟାପଚର୍ କରିପାରିବ। ଏଥିରେ ପାସୱାର୍ଡ, ପେମେଣ୍ଟ ସୂଚନା, ଫଟୋ, ମେସେଜ ଏବଂ ଅଡିଓ ଅନ୍ତର୍ଭୁକ୍ତ।"
"ସମ୍ପୂର୍ଣ୍ଣ ସ୍କ୍ରିନ ରେକର୍ଡ କର"
"ଏକ ସିଙ୍ଗଲ ଆପ ରେକର୍ଡ କରନ୍ତୁ"
"ଆପଣ ରେକର୍ଡିଂ କରିବା ବେଳେ, ଆପଣଙ୍କ ସ୍କ୍ରିନରେ ଦେଖାଯାଉଥିବା କିମ୍ବା ଆପଣଙ୍କ ଡିଭାଇସରେ ପ୍ଲେ ହେଉଥିବା ସବୁକିଛିକୁ Androidର ଆକ୍ସେସ ଅଛି। ତେଣୁ ପାସୱାର୍ଡ, ପେମେଣ୍ଟ ବିବରଣୀ, ମେସେଜ କିମ୍ବା ଅନ୍ୟ ସମ୍ବେଦନଶୀଳ ସୂଚନା ପ୍ରତି ସତର୍କ ରୁହନ୍ତୁ।"
"ଆପଣ ଏକ ଆପ ରେକର୍ଡିଂ କରିବା ବେଳେ, ସେହି ଆପରେ ଦେଖାଯାଉଥିବା କିମ୍ବା ପ୍ଲେ ହେଉଥିବା ସବୁକିଛିକୁ Androidର ଆକ୍ସେସ ଅଛି। ତେଣୁ ପାସୱାର୍ଡ, ପେମେଣ୍ଟ ବିବରଣୀ, ମେସେଜ କିମ୍ବା ଅନ୍ୟ ସମ୍ବେଦନଶୀଳ ସୂଚନା ପ୍ରତି ସତର୍କ ରୁହନ୍ତୁ।"
"ରେକର୍ଡିଂ ଆରମ୍ଭ କରନ୍ତୁ"
"ଅଡିଓ ରେକର୍ଡ କରନ୍ତୁ"
"ଡିଭାଇସ୍ ଅଡିଓ"
"ଆପଣଙ୍କ ଡିଭାଇସରୁ ସାଉଣ୍ଡ, ଯେପରିକି ସଙ୍ଗୀତ, କଲ୍ ଏବଂ ରିଂଟୋନଗୁଡ଼ିକ"
"ମାଇକ୍ରୋଫୋନ"
"ଡିଭାଇସ୍ ଅଡିଓ ଏବଂ ମାଇକ୍ରୋଫୋନ୍"
"ଆରମ୍ଭ କରନ୍ତୁ"
"ସ୍କ୍ରିନ୍ ରେକର୍ଡ କରାଯାଉଛି"
"ସ୍କ୍ରିନ୍ ଏବଂ ଅଡିଓ ରେକର୍ଡ କରାଯାଉଛି"
"ସ୍କ୍ରିନରେ ସ୍ପର୍ଶଗୁଡ଼ିକ ଦେଖାନ୍ତୁ"
"ବନ୍ଦ କରନ୍ତୁ"
"ସେୟାର୍ କରନ୍ତୁ"
"ସ୍କ୍ରିନ୍ ରେକର୍ଡିଂ ସେଭ୍ କରାଯାଇଛି"
"ଦେଖିବାକୁ ଟାପ୍ କରନ୍ତୁ"
"ସ୍କ୍ରିନ୍ ରେକର୍ଡିଂ ଡିଲିଟ୍ କରିବାରେ ତ୍ରୁଟି"
"ସ୍କ୍ରିନ୍ ରେକର୍ଡିଂ ଆରମ୍ଭ କରିବାରେ ତ୍ରୁଟି"
"ଫେରନ୍ତୁ"
"ହୋମ"
"ମେନୁ"
"ଆକ୍ସେସିବିଲିଟୀ"
"ସ୍କ୍ରୀନ୍କୁ ଘୁରାନ୍ତୁ"
"ଓଭରଭିଉ"
"କ୍ୟାମେରା"
"ଫୋନ"
"ଭଏସ୍ ସହାୟକ"
"ୱାଲେଟ୍"
"QR କୋଡ ସ୍କାନର"
"ଅନଲକ କରାଯାଇଛି"
"ଡିଭାଇସ୍ ଲକ୍ ହୋଇଯାଇଛି"
"ଫେସ୍ ସ୍କାନିଙ୍ଗ କରାଯାଉଛି"
"ପଠାନ୍ତୁ"
"ବାତିଲ କରନ୍ତୁ"
"ନିଶ୍ଚିତ କରନ୍ତୁ"
"ପୁଣି ଚେଷ୍ଟା କରନ୍ତୁ"
"ପ୍ରାମାଣିକତା ବାତିଲ କରିବାକୁ ଟାପ୍ କରନ୍ତୁ"
"ଦୟାକରି ପୁଣି ଚେଷ୍ଟା କରନ୍ତୁ"
"ଆପଣଙ୍କର ମୁହଁକୁ ପ୍ରମାଣ କରୁଛି"
"ମୁହଁ ପ୍ରାମାଣିକତା ହୋଇଛି"
"ସୁନିଶ୍ଚିତ କରାଯାଇଛି"
"ସମ୍ପୂର୍ଣ୍ଣ କରିବାକୁ ସୁନିଶ୍ଚିତ କରନ୍ତୁରେ ଟାପ୍ କରନ୍ତୁ"
"ଫେସ ମାଧ୍ୟମରେ ଅନଲକ କରାଯାଇଛି। ଜାରି ରଖିବାକୁ ଅନଲକ ଆଇକନ ଦବାନ୍ତୁ।"
"ଫେସ ମାଧ୍ୟମରେ ଅନଲକ କରାଯାଇଛି। ଜାରି ରଖିବାକୁ ଦବାନ୍ତୁ।"
"ଫେସ ଚିହ୍ନଟ କରାଯାଇଛି। ଜାରି ରଖିବାକୁ ଦବାନ୍ତୁ।"
"ଫେସ ଚିହ୍ନଟ କରାଯାଇଛି। ଜାରି ରଖିବାକୁ ଅନଲକ ଆଇକନ ଦବାନ୍ତୁ।"
"ପ୍ରାମାଣିକତା ହୋଇଛି"
"PIN ବ୍ୟବହାର କରନ୍ତୁ"
"ପାଟର୍ନ ବ୍ୟବହାର କରନ୍ତୁ"
"ପାସ୍ୱାର୍ଡ୍ ବ୍ୟବହାର କରନ୍ତୁ"
"ଭୁଲ PIN"
"ଭୁଲ ପାଟର୍ନ"
"ଭୁଲ ପାସ୍ୱାର୍ଡ"
"ଅନେକ ଥର ଭୁଲ ଚେଷ୍ଟା। \n %dସେକେଣ୍ଡରେ ପୁଣି ଚେଷ୍ଟା କରନ୍ତୁ।"
"ପୁଣି ଚେଷ୍ଟା କରନ୍ତୁ। %2$dଟିରୁ %1$dଟି ପ୍ରଚେଷ୍ଟା।"
"ଆପଣଙ୍କ ଡାଟାକୁ ଡିଲିଟ୍ କରିଦିଆଯିବ"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାଟର୍ନ ପ୍ରବେଶ କଲେ, ଏହି ଡିଭାଇସର ଡାଟାକୁ ଡିଲିଟ୍ କରିଦିଆଯିବ।"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ PIN ଲେଖିଲେ, ଏହି ଡିଭାଇସର ଡାଟାକୁ ଡିଲିଟ୍ କରିଦିଆଯିବ।"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାସୱାର୍ଡ ଲେଖିଲେ, ଏହି ଡିଭାଇସର ଡାଟାକୁ ଡିଲିଟ୍ କରିଦିଆଯିବ।"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାଟର୍ନ ପ୍ରବେଶ କଲେ, ଏହି ଉପଯୋଗକର୍ତ୍ତାଙ୍କୁ ଡିଲିଟ୍ କରିଦିଆଯିବ।"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ PIN ଲେଖିଲେ, ଏହି ଉପଯୋଗକର୍ତ୍ତାଙ୍କୁ ଡିଲିଟ୍ କରିଦିଆଯିବ।"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାସୱାର୍ଡ ଲେଖିଲେ, ଏହି ଉପଯୋଗକର୍ତ୍ତାଙ୍କୁ ଡିଲିଟ୍ କରିଦିଆଯିବ।"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାଟର୍ନ ପ୍ରବେଶ କଲେ, ଆପଣଙ୍କ ୱାର୍କ ପ୍ରୋଫାଇଲ୍ ଏବଂ ଏହାର ଡାଟାକୁ ଡିଲିଟ୍ କରିଦିଆଯିବ।"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ PIN ଲେଖିଲେ, ଆପଣଙ୍କ ୱାର୍କ ପ୍ରୋଫାଇଲ୍ ଏବଂ ଏହାର ଡାଟାକୁ ଡିଲିଟ୍ କରିଦିଆଯିବ।"
"ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାସୱାର୍ଡ ଲେଖିଲେ, ଆପଣଙ୍କ ୱାର୍କ ପ୍ରୋଫାଇଲ୍ ଓ ଏହାର ଡାଟାକୁ ଡିଲିଟ୍ କରିଦିଆଯିବ।"
"ଟିପଚିହ୍ନ ସେନସର୍କୁ ଛୁଅଁନ୍ତୁ"
"ଫେସ୍ ଚିହ୍ନଟ କରିହେବ ନାହିଁ। ଟିପଚିହ୍ନ ବ୍ୟବହାର କରନ୍ତୁ।"
"ଫେସ ଚିହ୍ନଟ ହୋଇପାରିବ ନାହିଁ"
"ଟିପଚିହ୍ନ ବ୍ୟବହାର କରନ୍ତୁ"
"ଫେସ ଅନଲକ ଉପଲବ୍ଧ ନାହିଁ"
"ବ୍ଲୁଟୂଥ୍ ସଂଯୋଗ କରାଯାଇଛି।"
"ବ୍ୟାଟେରୀ ଶତକଡ଼ା ଅଜଣା ଅଟେ।"
"%s ସହ ସଂଯୁକ୍ତ"
"%s ସହିତ ସଂଯୁକ୍ତ।"
"କନେକ୍ଟ ହୋଇନାହିଁ।"
"ରୋମିଙ୍ଗ"
"ବନ୍ଦ ଅଛି"
"ଏରୋପ୍ଲେନ୍ ମୋଡ୍।"
"VPN ଅନ୍।"
"ବ୍ୟାଟେରୀ %d ଶତକଡ଼ା।"
"ବେଟେରୀ %1$d ଶତକଡ଼ା, %2$s"
"ବ୍ୟାଟେରୀ ଚାର୍ଜ ହେଉଛି, %d ଶତକଡ଼ା।"
"ବେଟେରୀ %d ଶତକଡ଼ା, ବେଟେରୀର ସୁରକ୍ଷା ପାଇଁ ଚାର୍ଜିଂକୁ ବିରତ କରାଯାଇଛି।"
"ବେଟେରୀ %1$d ଶତକଡ଼ା, %2$s, ବେଟେରୀର ସୁରକ୍ଷା ପାଇଁ ଚାର୍ଜିଂକୁ ବିରତ କରାଯାଇଛି।"
"ସମସ୍ତ ବିଜ୍ଞପ୍ତି ଦେଖନ୍ତୁ"
"ଟେଲି-ଟାଇପରାଇଟର୍ ସକ୍ଷମ ଅଛି।"
"ରିଙ୍ଗର୍ କମ୍ପନରେ ଅଛି।"
"ରିଂଗର ସାଇଲେଣ୍ଟରେ ଅଛି।"
"ବିଜ୍ଞପ୍ତି ଶେଡ୍।"
"କ୍ୱିକ୍ ସେଟିଂସ୍।"
"କୁଇକ ସେଟିଂସ ଏବଂ ବିଜ୍ଞପ୍ତି ସେଡ।"
"ଲକ୍ ସ୍କ୍ରୀନ୍।"
"ୱର୍କ ଲକ୍ ସ୍କ୍ରୀନ୍"
"ବନ୍ଦ କରନ୍ତୁ"
"ସମ୍ପୂର୍ଣ୍ଣ ନୀରବତା"
"କେବଳ ଆଲାର୍ମ"
"ବିରକ୍ତ କରନ୍ତୁ ନାହିଁ।"
"ବ୍ଲୁଟୁଥ।"
"ବ୍ଲୁଟୂଥ୍ ଚାଲୁ ଅଛି।"
"%sରେ ଆଲାର୍ମ ସେଟ୍ କରାଯାଇଛି।"
"ଅଧିକ ସମୟ।"
"କମ୍ ସମୟ।"
"ସ୍କ୍ରୀନ୍ କାଷ୍ଟ କରିବା ରହିଯାଇଛି।"
"ଡିସ୍ପ୍ଲେ ଉଜ୍ଜ୍ୱଳତା"
"ମୋବାଇଲ୍ ଡାଟା ପଜ୍ କରାଯାଇଛି"
"ଡାଟା ପଜ୍ କରାଯାଇଛି"
"ଆପଣ ସେଟ୍ କରିଥିବା ଡାଟାର ସୀମାରେ ପହଞ୍ଚିଲେ। ଆପଣ ଆଉ ମୋବାଇଲ୍ ଡାଟା ବ୍ୟବହାର କରୁନାହାଁନ୍ତି।\n\nଯଦି ଆପଣ ପୁଣି ଆରମ୍ଭ କରନ୍ତି, ଡାଟା ବ୍ୟବହାର ପାଇଁ ଆପଣଙ୍କୁ ଦେୟ ଲାଗୁ କରାଯାଇ ପାରେ।"
"ପୁଣି ଚାଲୁ କରନ୍ତୁ"
"ଲୋକେସନ୍ ଅନୁରୋଧ ସକ୍ରିୟ ଅଛି"
"\'ସେନ୍ସର୍ ବନ୍ଦ\' ସକ୍ରିୟ ଅଛି"
"ସମସ୍ତ ବିଜ୍ଞପ୍ତି ଖାଲି କରନ୍ତୁ।"
"+ %s"
"{count,plural, =1{ଭିତରେ #ଟି ଅଧିକ ବିଜ୍ଞପ୍ତି ଅଛି।}other{ଭିତରେ #ଟି ଅଧିକ ବିଜ୍ଞପ୍ତି ଅଛି।}}"
"ଲ୍ୟାଣ୍ଡସ୍କେପ୍ ଅବସ୍ଥାରେ ସ୍କ୍ରୀନ୍କୁ ଲକ୍ କରାଯାଇଛି।"
"ପୋର୍ଟ୍ରେଟ୍ ଅବସ୍ଥାରେ ସ୍କ୍ରୀନ୍କୁ ଲକ୍ କରାଯାଇଛି।"
"ଡେଜର୍ଟ କେସ୍"
"ସ୍କ୍ରିନ୍ ସେଭର୍"
"ଇଥରନେଟ୍"
"ବିରକ୍ତ କରନ୍ତୁ ନାହିଁ"
"ବ୍ଲୁଟୁଥ"
"ପେୟାର୍ ହୋଇଥିବା କୌଣସି ଡିଭାଇସ୍ ଉପଲବ୍ଧ ନାହିଁ"
"%s ବ୍ୟାଟେରୀ"
"ଅଡିଓ"
"ହେଡସେଟ୍"
"ଇନପୁଟ୍"
"ଶ୍ରବଣ ଯନ୍ତ୍ର"
"ଅନ୍ ହେଉଛି…"
"ଅଟୋ-ରୋଟେଟ୍"
"ଅଟୋ-ରୋଟେଟ ସ୍କ୍ରିନ"
"ଲୋକେସନ"
"ସ୍କ୍ରିନ ସେଭର"
"କ୍ୟାମେରା ଆକ୍ସେସ"
"ମାଇକ ଆକ୍ସେସ"
"ଉପଲବ୍ଧ"
"ବ୍ଲକ୍ କରାଯାଇଛି"
"ମିଡିଆ ଡିଭାଇସ୍"
"ଉପଯୋଗକର୍ତ୍ତା"
"ୱାଇ-ଫାଇ"
"ଇଣ୍ଟରନେଟ୍"
"ନେଟୱାର୍କଗୁଡ଼ିକ ଉପଲବ୍ଧ"
"ନେଟୱାର୍କ ଉପଲବ୍ଧ ନାହିଁ"
"କୌଣସି ୱାଇ-ଫାଇ ନେଟ୍ୱର୍କ ଉପଲବ୍ଧ ନାହିଁ"
"ଅନ୍ ହେଉଛି…"
"ସ୍କ୍ରିନ କାଷ୍ଟ"
"କାଷ୍ଟିଙ୍ଗ"
"ନାମହୀନ ଡିଭାଇସ୍"
"କୌଣସି ଡିଭାଇସ୍ ଉପଲବ୍ଧ ନାହିଁ"
"ୱାଇ-ଫାଇ ସଂଯୋଜିତ ହୋଇନାହିଁ"
"ଉଜ୍ଜ୍ୱଳତା"
"ରଙ୍ଗ ଇନଭାର୍ସନ"
"ରଙ୍ଗ ସଂଶୋଧନ"
"ଫଣ୍ଟର ଆକାର"
"ୟୁଜରମାନଙ୍କୁ ପରିଚାଳନା କରନ୍ତୁ"
"ହୋଇଗଲା"
"ବନ୍ଦ କରନ୍ତୁ"
"ସଂଯୁକ୍ତ"
"କନେକ୍ଟ ରହିଛି, ବ୍ୟାଟେରୀ %1$s"
"ସଂଯୋଗ କରୁଛି..."
"ହଟସ୍ପଟ୍"
"ଚାଲୁ ହେଉଛି…"
"ଡାଟା ସେଭର୍ ଅନ୍ ଅଛି"
"{count,plural, =1{#ଟି ଡିଭାଇସ}other{#ଟି ଡିଭାଇସ}}"
"ଫ୍ଲାସ୍ଲାଇଟ୍"
"କ୍ୟାମେରା ବ୍ୟବହାରରେ ଅଛି"
"ମୋବାଇଲ୍ ଡାଟା"
"ଡାଟାର ବ୍ୟବହାର"
"ଅବଶିଷ୍ଟ ଡାଟା"
"ସୀମାଠାରୁ ଅଧିକ"
"%s ବ୍ୟବହାର କରାଯାଇଛି"
"%s ସୀମା"
"%s ଚେତାବନୀ"
"ୱାର୍କ ଆପ୍ସ"
"ନାଇଟ୍ ଲାଇଟ୍"
"ସୂର୍ଯ୍ୟାସ୍ତ ବେଳେ ଅନ୍ ହେବ"
"ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ"
"%sରେ ଅନ୍ ହେବ"
"%s ପର୍ଯ୍ୟନ୍ତ"
"ଗାଢ଼ା ଥିମ୍"
"ବ୍ୟାଟେରୀ ସେଭର୍"
"ସନ୍ଧ୍ୟାରେ ଚାଲୁ ହେବ"
"ସକାଳ ପର୍ଯ୍ୟନ୍ତ"
"%sରେ ଚାଲୁ ହେବ"
"%s ପର୍ଯ୍ୟନ୍ତ"
"ଶୋଇବା ସମୟରେ ଚାଲୁ ଅଛି"
"ଶୋଇବା ସମୟ ସମାପ୍ତ ହେବା ପର୍ଯ୍ୟନ୍ତ"
"NFC"
"NFC ଅକ୍ଷମ କରାଯାଇଛି"
"NFC ସକ୍ଷମ କରାଯାଇଛି"
"ସ୍କ୍ରିନ ରେକର୍ଡ"
"ଆରମ୍ଭ କରନ୍ତୁ"
"ବନ୍ଦ କରନ୍ତୁ"
"ଏକ-ହାତ ମୋଡ"
"ଡିଭାଇସର ମାଇକ୍ରୋଫୋନକୁ ଅନବ୍ଲକ କରିବେ?"
"ଡିଭାଇସର କ୍ୟାମେରାକୁ ଅନବ୍ଲକ କରିବେ?"
"ଡିଭାଇସର କ୍ୟାମେରା ଏବଂ ମାଇକ୍ରୋଫୋନକୁ ଅନବ୍ଲକ୍ କରିବେ?"
"ଆପଣଙ୍କ ମାଇକ୍ରୋଫୋନକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିବା ସମସ୍ତ ଆପ୍ସ ଓ ସେବାଗୁଡ଼ିକ ପାଇଁ ଏହା ଆକ୍ସେସକୁ ଅନବ୍ଲକ କରେ।"
"ଆପଣଙ୍କ କ୍ୟାମେରାକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିବା ସମସ୍ତ ଆପ୍ସ ଓ ସେବାଗୁଡ଼ିକ ପାଇଁ ଏହା ଆକ୍ସେସକୁ ଅନବ୍ଲକ କରେ।"
"ଆପଣଙ୍କ କ୍ୟାମେରା କିମ୍ବା ମାଇକ୍ରୋଫୋନକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିବା ସମସ୍ତ ଆପ୍ ଓ ସେବା ପାଇଁ ଏହା ଆକ୍ସେସକୁ ଅନବ୍ଲକ୍ କରେ।"
"ମାଇକ୍ରୋଫୋନକୁ ବ୍ଲକ କରାଯାଇଛି"
"କ୍ୟାମେରାକୁ ବ୍ଲକ କରାଯାଇଛି"
"ମାଇକ & କ୍ୟାମେରାକୁ ବ୍ଲକ କରାଯାଇଛି"
"ଅନବ୍ଲକ କରିବା ପାଇଁ, ଆପଣଙ୍କ ଡିଭାଇସର ଗୋପନୀୟତା ସ୍ୱିଚକୁ \"ମାଇକ୍ରୋଫୋନ ଚାଲୁ\" ସ୍ଥିତିକୁ ମୁଭ କରି ମାଇକ୍ରୋଫୋନ ଆକ୍ସେସ ପାଇଁ ଅନୁମତି ଦିଅନ୍ତୁ। ଆପଣଙ୍କ ଡିଭାଇସରେ ଗୋପନୀୟତା ସ୍ୱିଚକୁ ଖୋଜିବା ପାଇଁ ଡିଭାଇସ ମାନୁଆଲକୁ ରେଫର କରନ୍ତୁ।"
"ଅନବ୍ଲକ କରିବା ପାଇଁ, ଆପଣଙ୍କ ଡିଭାଇସର ଗୋପନୀୟତା ସ୍ୱିଚକୁ \"କ୍ୟାମେରା ଚାଲୁ\" ସ୍ଥିତିକୁ ମୁଭ କରି କ୍ୟାମେରା ଆକ୍ସେସ ପାଇଁ ଅନୁମତି ଦିଅନ୍ତୁ। ଆପଣଙ୍କ ଡିଭାଇସରେ ଗୋପନୀୟତା ସ୍ୱିଚକୁ ଖୋଜିବା ପାଇଁ ଡିଭାଇସ ମାନୁଆଲକୁ ରେଫର କରନ୍ତୁ।"
"ସେଗୁଡ଼ିକୁ ଅନବ୍ଲକ କରିବା ପାଇଁ, ଆପଣଙ୍କ ଡିଭାଇସର ଗୋପନୀୟତା ସ୍ୱିଚକୁ \"ଅନବ୍ଲକ କରାଯାଇଛି\" ସ୍ଥିତିକୁ ମୁଭ କରି ଆକ୍ସେସ ପାଇଁ ଅନୁମତି ଦିଅନ୍ତୁ। ଆପଣଙ୍କ ଡିଭାଇସରେ ଗୋପନୀୟତା ସ୍ୱିଚକୁ ଖୋଜିବା ପାଇଁ ଡିଭାଇସ ମାନୁଆଲକୁ ରେଫର କରନ୍ତୁ।"
"ମାଇକ୍ରୋଫୋନ ଉପଲବ୍ଧ"
"କ୍ୟାମେରା ଉପଲବ୍ଧ"
"ମାଇକ୍ରୋଫୋନ ଏବଂ କ୍ୟାମେରା ଉପଲବ୍ଧ"
"ଅନ୍ୟ ଡିଭାଇସ୍"
"ସଂକ୍ଷିପ୍ତ ବିବରଣୀକୁ ଟୋଗଲ୍ କରନ୍ତୁ"
"ଆଲାର୍ମ, ରିମାଇଣ୍ଡର୍, ଇଭେଣ୍ଟ ଏବଂ ଆପଣ ନିର୍ଦ୍ଦିଷ୍ଟ କରିଥିବା କଲର୍ଙ୍କ ବ୍ୟତୀତ ଆପଣଙ୍କ ଧ୍ୟାନ ଅନ୍ୟ କୌଣସି ଧ୍ୱନୀ ଏବଂ ଭାଇବ୍ରେଶନ୍ରେ ଆକର୍ଷଣ କରାଯିବନାହିଁ। ମ୍ୟୁଜିକ୍, ଭିଡିଓ ଏବଂ ଗେମ୍ ସମେତ ନିଜେ ଚଲାଇବାକୁ ବାଛିଥିବା ଅନ୍ୟ ସବୁକିଛି ଆପଣ ଶୁଣିପାରିବେ।"
"ଆଲାର୍ମ ବ୍ୟତୀତ ଆପଣଙ୍କ ଧ୍ୟାନ ଅନ୍ୟ କୌଣସି ଧ୍ୱନୀ ଏବଂ ଭାଇବ୍ରେଶନ୍ରେ ଆକର୍ଷଣ କରାଯିବନାହିଁ। ମ୍ୟୁଜିକ୍, ଭିଡିଓ ଏବଂ ଗେମ୍ ସମେତ ନିଜେ ଚଲାଇବାକୁ ବାଛିଥିବା ଅନ୍ୟ ସବୁକିଛି ଆପଣ ଶୁଣିପାରିବେ।"
"କଷ୍ଟମାଇଜ୍ କରନ୍ତୁ"
"ଆଲାର୍ମ, ମ୍ୟୁଜିକ୍, ଭିଡିଓ ଏବଂ ଗେମ୍ ସମେତ ଏହା ଦ୍ୱାରା ସମସ୍ତ ଧ୍ୱନୀ ଏବଂ ଭାଇବ୍ରେଶନ୍ ଅବରୋଧ ହୁଏ। ଆପଣ ତଥାପି ଫୋନ୍ କଲ୍ କରିପାରିବେ।"
"ଆଲାର୍ମ, ମ୍ୟୁଜିକ୍, ଭିଡିଓ ଓ ଗେମ୍ସ ସମେତ ଏହାଦ୍ୱାରା ସମସ୍ତ ସାଉଣ୍ଡ ଓ ଭାଇବ୍ରେଶନ୍ ଅବରୋଧ ହୁଏ।"
"ଖୋଲିବା ପାଇଁ ପୁଣି ଟାପ୍ କରନ୍ତୁ"
"ପୁଣି ଟାପ୍ କରନ୍ତୁ"
"ଖୋଲିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ"
"ଖୋଲିବାକୁ ଅନଲକ ଆଇକନ ଦବାନ୍ତୁ"
"ଫେସ ମାଧ୍ୟମରେ ଅନଲକ କରାଯାଇଛି। ଖୋଲିବା ପାଇଁ ଉପରକୁ ସ୍ୱାଇପ କରନ୍ତୁ।"
"ଫେସ ମାଧ୍ୟମରେ ଅନଲକ କରାଯାଇଛି। ଖୋଲିବାକୁ ଅନଲକ ଆଇକନ ଦବାନ୍ତୁ।"
"ଫେସ ମାଧ୍ୟମରେ ଅନଲକ କରାଯାଇଛି। ଖୋଲିବାକୁ ଦବାନ୍ତୁ।"
"ଫେସ ଚିହ୍ନଟ କରାଯାଇଛି। ଖୋଲିବାକୁ ଦବାନ୍ତୁ।"
"ଫେସ ଚିହ୍ନଟ କରାଯାଇଛି। ଖୋଲିବାକୁ ଅନଲକ ଆଇକନ ଦବାନ୍ତୁ।"
"ଫେସ ମାଧ୍ୟମରେ ଅନଲକ କରାଯାଇଛି"
"ଫେସ ଚିହ୍ନଟ କରାଯାଇଛି"
- "ବାମକୁ ମୁଭ କରନ୍ତୁ"
- "ତଳକୁ ମୁଭ କରନ୍ତୁ"
- "ଡାହାଣକୁ ମୁଭ କରନ୍ତୁ"
- "ଉପରକୁ ମୁଭ କରନ୍ତୁ"
"ପୁଣି ଚେଷ୍ଟା କରିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ"
"NFC ବ୍ୟବହାର କରିବାକୁ ଅନଲକ୍ କରନ୍ତୁ"
"ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ"
"ଏହି ଡିଭାଇସଟି %sର ଅଟେ"
"ଏହି ଡିଭାଇସ୍ %s ଦ୍ୱାରା ପ୍ରଦାନ କରାଯାଇଛି"
"ଫୋନ୍ ପାଇଁ ଆଇକନରୁ ସ୍ୱାଇପ୍ କରନ୍ତୁ"
"ଭଏସ୍ ସହାୟକ ପାଇଁ ଆଇକନରୁ ସ୍ୱାଇପ୍ କରନ୍ତୁ"
"କ୍ୟାମେରା ପାଇଁ ଆଇକନରୁ ସ୍ୱାଇପ୍ କରନ୍ତୁ"
"ସମ୍ପୂର୍ଣ୍ଣ ନୀରବ। ଏହାଦ୍ୱାରା ସ୍କ୍ରୀନ୍ ରିଡର୍ ମଧ୍ୟ ନୀରବ ହୋଇଯିବ।"
"ସମ୍ପୂର୍ଣ୍ଣ ନୀରବତା"
"କେବଳ ପ୍ରାଥମିକତା"
"କେବଳ ଆଲାର୍ମ"
"ସମ୍ପୂର୍ଣ୍ଣ\nନୀରବ"
"କେବଳ\nପ୍ରାଥମିକତା"
"କେବଳ\nଆଲାର୍ମ"
"%2$s • ୱାୟାରଲେସ୍ ଭାବେ ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ"
"%2$s • ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ"
"%2$s • ଶୀଘ୍ର ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ"
"%2$s • ଧୀରେ ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ"
"%2$s • ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ"
"ୟୁଜର୍ ବଦଳାନ୍ତୁ"
"ପୁଲଡାଉନ ମେନୁ"
"ଏହି ସେସନର ସମସ୍ତ ଆପ୍ ଓ ଡାଟା ଡିଲିଟ୍ ହୋଇଯିବ।"
"ପୁଣି ସ୍ୱାଗତ, ଅତିଥି!"
"ଆପଣ ନିଜର ସେସନ୍ ଜାରି ରଖିବାକୁ ଚାହାଁନ୍ତି କି?"
"ଆରମ୍ଭ କରନ୍ତୁ"
"ହଁ, ଜାରି ରଖନ୍ତୁ"
"ଅତିଥି ମୋଡ"
"ଆପଣ ଅତିଥି ମୋଡରେ ଅଛନ୍ତି"
\n\n"ଜଣେ ନୂଆ ଉପଯୋଗକର୍ତ୍ତାଙ୍କୁ ଯୋଗ କରିବା ଦ୍ୱାରା ଅତିଥି ମୋଡରୁ ବାହାରି ଯିବ ଏବଂ ବର୍ତ୍ତମାନର ଅତିଥି ସେସନରୁ ସମସ୍ତ ଆପ ଓ ଡାଟା ଡିଲିଟ ହୋଇଯିବ।"
"ଉପଯୋଗକର୍ତ୍ତା ସୀମାରେ ପହଞ୍ଚିଛି"
"{count,plural, =1{କେବଳ ଜଣେ ଉପଯୋଗକର୍ତ୍ତା ତିଆରି କରାଯାଇପାରିବ।}other{କେବଳ # ଜଣ ଉପଯୋଗକର୍ତ୍ତା ତିଆରି କରାଯାଇପାରିବ।}}"
"ୟୁଜରଙ୍କୁ ବାହାର କରିବେ?"
"ଏହି ୟୁଜରଙ୍କ ସମସ୍ତ ଆପ୍ ଓ ଡାଟା ଡିଲିଟ୍ ହେବ।"
"କାଢ଼ି ଦିଅନ୍ତୁ"
"%sରେ ସମସ୍ତ ସୂଚନାକୁ ଆକ୍ସେସ୍ ରହିବ ଯାହା ଆପଣଙ୍କର ସ୍କ୍ରିନ୍ରେ ଦେଖାଯିବ ବା ରେକର୍ଡିଂ ବା କାଷ୍ଟିଂ ବେଳେ ଆପଣଙ୍କର ଡିଭାଇସ୍ ଠାରୁ ଚାଲିବ। ପାସ୍ୱାର୍ଡ, ପେମେଣ୍ଟ ବିବରଣୀ, ଫଟୋ, ମେସେଜ୍ ଏବଂ ଆପଣ ଚଲାଉଥିବା ଅଡିଓ ପରି ସୂଚନା ଅନ୍ତର୍ଭୁକ୍ତ ଅଛି।"
"ରେକର୍ଡିଂ ବା କାଷ୍ଟିଂ ବେଳେ ଆପଣଙ୍କର ଡିଭାଇସରେ ଦେଖାଯାଉଥିବା ବା ଆପଣଙ୍କ ଡିଭାଇସରୁ ପ୍ଲେ କରାଯାଉଥିବା ସବୁ ସୂଚନାକୁ ଏହି ଫଙ୍କସନ୍ ପ୍ରଦାନ କରୁଥିବା ସେବାର ଆକ୍ସେସ୍ ରହିବ। ପାସ୍ୱାର୍ଡ, ପେମେଣ୍ଟ ବିବରଣୀ, ଫଟୋ, ମେସେଜ୍ ଏବଂ ଆପଣ ଚଲାଉଥିବା ଅଡିଓ ପରି ସୂଚନା ଏଥିରେ ଅନ୍ତର୍ଭୁକ୍ତ ଅଛି।"
"ରେକର୍ଡିଂ ବା କାଷ୍ଟିଂ ଆରମ୍ଭ କରିବେ?"
"%s ସହ ରେକର୍ଡିଂ ବା କାଷ୍ଟିଂ ଆରମ୍ଭ କରିବେ?"
"ସେୟାର କିମ୍ବା ରେକର୍ଡ କରିବା ପାଇଁ %sକୁ ଅନୁମତି ଦେବେ?"
"ସମ୍ପୂର୍ଣ୍ଣ ସ୍କ୍ରିନ"
"ଏକ ସିଙ୍ଗଲ ଆପ"
"ଆପଣ ସେୟାର, ରେକର୍ଡ କିମ୍ବା କାଷ୍ଟ କରିବା ସମୟରେ, ଆପଣଙ୍କ ସ୍କ୍ରିନରେ ଦେଖାଯାଉଥିବା କିମ୍ବା ଆପଣଙ୍କ ଡିଭାଇସରେ ପ୍ଲେ ହେଉଥିବା ସବୁକିଛିକୁ %sର ଆକ୍ସେସ ଅଛି। ତେଣୁ ପାସୱାର୍ଡ, ପେମେଣ୍ଟ ବିବରଣୀ, ମେସେଜ କିମ୍ବା ଅନ୍ୟ ସମ୍ବେଦନଶୀଳ ସୂଚନା ପ୍ରତି ସତର୍କ ରୁହନ୍ତୁ।"
"ଆପଣ ସେୟାର, ରେକର୍ଡ କିମ୍ବା କାଷ୍ଟ କରିବା ସମୟରେ, %s ଆପରେ ଦେଖାଯାଉଥିବା କିମ୍ବା ପ୍ଲେ ହେଉଥିବା ସବୁକିଛିକୁ ସେହି ଆପର ଆକ୍ସେସ ଅଛି। ତେଣୁ ପାସୱାର୍ଡ, ପେମେଣ୍ଟ ବିବରଣୀ, ମେସେଜ କିମ୍ବା ଅନ୍ୟ ସମ୍ବେଦନଶୀଳ ସୂଚନା ପ୍ରତି ସତର୍କ ରୁହନ୍ତୁ।"
"ଜାରି ରଖନ୍ତୁ"
"ଏକ ଆପକୁ ସେୟାର କିମ୍ବା ରେକର୍ଡ କରନ୍ତୁ"
"ସେୟାର କିମ୍ବା ରେକର୍ଡ କରିବା ପାଇଁ ଏହି ଆପକୁ ଅନୁମତି ଦେବେ?"
"ଆପଣ ସେୟାର, ରେକର୍ଡ ବା କାଷ୍ଟ କରିବା ସମୟରେ, ଆପଣଙ୍କ ସ୍କ୍ରିନରେ ଦେଖାଯାଉଥିବା କିମ୍ବା ଆପଣଙ୍କ ଡିଭାଇସରେ ପ୍ଲେ ହେଉଥିବା ସବୁକିଛିକୁ ଏହି ଆପର ଆକ୍ସେସ ଅଛି। ତେଣୁ ପାସୱାର୍ଡ, ପେମେଣ୍ଟ ବିବରଣୀ, ମେସେଜ କିମ୍ବା ଅନ୍ୟ ସମ୍ବେଦନଶୀଳ ସୂଚନା ପ୍ରତି ସତର୍କ ରୁହନ୍ତୁ।"
"ଆପଣ ସେୟାର, ରେକର୍ଡ ବା କାଷ୍ଟ କରିବା ସମୟରେ, ସେହି ଆପରେ ଦେଖାଯାଉଥିବା କିମ୍ବା ପ୍ଲେ ହେଉଥିବା ସବୁକିଛିକୁ ଏହି ଆପର ଆକ୍ସେସ ଅଛି। ତେଣୁ ପାସୱାର୍ଡ, ପେମେଣ୍ଟ ବିବରଣୀ, ମେସେଜ କିମ୍ବା ଅନ୍ୟ ସମ୍ବେଦନଶୀଳ ସୂଚନା ପ୍ରତି ସତର୍କ ରୁହନ୍ତୁ।"
"ଆପଣଙ୍କ IT ଆଡମିନଙ୍କ ଦ୍ୱାରା ବ୍ଲକ କରାଯାଇଛି"
"ଡିଭାଇସ ନୀତି ଦ୍ୱାରା ସ୍କ୍ରିନ କେପଚରିଂକୁ ଅକ୍ଷମ କରାଯାଇଛି"
"ସମସ୍ତ ଖାଲି କରନ୍ତୁ"
"ପରିଚାଳନା କରନ୍ତୁ"
"ଇତିହାସ"
"ନୂଆ"
"ନୀରବ"
"ବିଜ୍ଞପ୍ତିଗୁଡ଼ିକ"
"ବାର୍ତ୍ତାଳାପଗୁଡ଼ିକ"
"ସମସ୍ତ ନୀରବ ବିଜ୍ଞପ୍ତିଗୁଡ଼ିକ ଖାଲି କରନ୍ତୁ"
"\"ବିରକ୍ତ କରନ୍ତୁ ନାହିଁ\" ବିକଳ୍ପ ଦ୍ୱାରା ବିଜ୍ଞପ୍ତି ପଜ୍ ହୋଇଛି"
"ବର୍ତ୍ତମାନ ଆରମ୍ଭ କରନ୍ତୁ"
"କୌଣସି ବିଜ୍ଞପ୍ତି ନାହିଁ"
"କୌଣସି ନୂଆ ବିଜ୍ଞପ୍ତିଗୁଡ଼ିକ ନାହିଁ"
"ପୁରୁଣା ବିଜ୍ଞପ୍ତିଗୁଡ଼ିକ ଦେଖିବାକୁ ଅନଲକ କରନ୍ତୁ"
"ଏହି ଡିଭାଇସ୍ ଆପଣଙ୍କ ବାପାମାଙ୍କ ଦ୍ୱାରା ପରିଚାଳିତ"
"ଏହି ଡିଭାଇସର ମାଲିକାନା ଆପଣଙ୍କ ସଂସ୍ଥା ପାଖରେ ଅଛି ଏବଂ ଏହା ନେଟୱାର୍କ ଟ୍ରାଫିକର ନିରୀକ୍ଷଣ କରିପାରେ"
"ଏହି ଡିଭାଇସଟି %1$sର ଅଟେ ଏବଂ ଏହା ନେଟୱାର୍କ ଟ୍ରାଫିକକୁ ନିରୀକ୍ଷଣ କରିପାରେ"
"ଏହି ଡିଭାଇସ୍ %s ଦ୍ୱାରା ପ୍ରଦାନ କରାଯାଇଛି"
"ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ ଏବଂ ଏହା %1$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି"
"ଏହି ଡିଭାଇସଟି %1$sର ଅଟେ ଏବଂ ଏହା %2$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି"
"ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ"
"ଏହି ଡିଭାଇସଟି %1$sର ଅଟେ"
"ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ ଏବଂ ଏହା VPNଗୁଡ଼ିକ ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି"
"ଏହି ଡିଭାଇସଟି %1$sର ଅଟେ ଏବଂ ଏହା VPNଗୁଡ଼ିକ ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି"
"ଆପଣଙ୍କ ୱର୍କ ପ୍ରୋଫାଇଲରେ ଆପଣଙ୍କ ସଂସ୍ଥା ନେଟୱର୍କ ଟ୍ରାଫିକ୍ ନୀରିକ୍ଷଣ କରିପାରନ୍ତି"
"%1$s ଆପଣଙ୍କ ୱର୍କ ପ୍ରୋଫାଇଲରେ ନେଟୱର୍କ ଟ୍ରାଫିକ୍ ନୀରିକ୍ଷଣ କରିପାରନ୍ତି"
"ୱାର୍କ ପ୍ରୋଫାଇଲ୍ ନେଟୱାର୍କ କାର୍ଯ୍ୟକଳାପ ଆପଣଙ୍କ IT ଆଡମିନଙ୍କୁ ଦେଖାଯିବ"
"ନେଟୱର୍କ ନୀରିକ୍ଷଣ କରାଯାଇପାରେ"
"ଏହି ଡିଭାଇସ VPNଗୁଡ଼ିକ ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି"
"ଆପଣଙ୍କ ୱାର୍କ ଆପ୍ସ %1$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି"
"ଆପଣଙ୍କ ବ୍ୟକ୍ତିଗତ ଆପ୍ସ %1$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି"
"ଏହି ଡିଭାଇସ %1$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି"
"ଏହି ଡିଭାଇସ୍ %s ଦ୍ୱାରା ପ୍ରଦାନ କରାଯାଇଛି"
"ଡିଭାଇସ୍ ପରିଚାଳନା"
"VPN"
"ନେଟୱାର୍କ ଲଗିଂ"
"CA ସର୍ଟିଫିକେଟ୍"
"ପଲିସୀ ଦେଖନ୍ତୁ"
"ନିୟନ୍ତ୍ରଣଗୁଡ଼ିକୁ ଦେଖନ୍ତୁ"
"ଏହି ଡିଭାଇସଟି %1$sର ଅଟେ।\n\nଆପଣଙ୍କ IT ଆଡମିନ ସେଟିଂସ, କର୍ପୋରେଟ ଆକ୍ସେସ, ଆପ୍ସ, ଆପଣଙ୍କ ଡିଭାଇସ ସହ ସମ୍ବନ୍ଧିତ ଡାଟା ଏବଂ ଆପଣଙ୍କ ଡିଭାଇସର ଲୋକେସନ ସୂଚନାକୁ ନିରୀକ୍ଷଣ ଏବଂ ପରିଚାଳନା କରିପାରିବେ।\n\nଅଧିକ ସୂଚନା ପାଇଁ, ଆପଣଙ୍କ IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"%1$s ଏହି ଡିଭାଇସ ସହ ସମ୍ବନ୍ଧିତ ଡାଟା ଆକ୍ସେସ କରିବା, ଆପଗୁଡ଼ିକୁ ପରିଚାଳନା କରିବା ଏବଂ ଏହି ଡିଭାଇସର ସେଟିଂସ ବଦଳାଇବାକୁ ସକ୍ଷମ ହୋଇପାରେ।\n\nଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି, ତେବେ %2$s ସହ କଣ୍ଟାକ୍ଟ କରନ୍ତୁ।"
"ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ।\n\nଆପଣଙ୍କ IT ଆଡମିନ ସେଟିଂସ, କର୍ପୋରେଟ ଆକ୍ସେସ, ଆପ୍ସ, ଆପଣଙ୍କ ଡିଭାଇସ ସହ ସମ୍ବନ୍ଧିତ ଡାଟା ଏବଂ ଆପଣଙ୍କ ଡିଭାଇସର ଲୋକେସନ ସୂଚନାକୁ ନିରୀକ୍ଷଣ ଏବଂ ପରିଚାଳନା କରିପାରିବେ।\n\nଅଧିକ ସୂଚନା ପାଇଁ, ଆପଣଙ୍କ IT ଆଡମିନଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ଏହି ଡିଭାଇସରେ ଆପଣଙ୍କ ସଂସ୍ଥା ଏକ ସର୍ଟିଫିକେଟ୍ ଅଥରିଟି ଇନଷ୍ଟଲ୍ କରିଛନ୍ତି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।"
"ଆପଣଙ୍କ ୱର୍କ ପ୍ରୋଫାଇଲରେ ଆପଣଙ୍କ ସଂସ୍ଥା ଏକ ସର୍ଟିଫିକେଟ୍ ଅଥରିଟି ଇନଷ୍ଟଲ୍ କରିଛନ୍ତି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।"
"ଏହି ଡିଭାଇସରେ ଏକ ସର୍ଟିଫିକେଟ୍ ଅଥରିଟି ଇନଷ୍ଟଲ୍ କରାଯାଇଛି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।"
"ଆପଣଙ୍କ ଆଡମିନ୍ ନେଟୱର୍କ ଲଗଇନ୍ କରିବା ଅନ୍ କରିଛନ୍ତି, ଯାହା ଆପଣଙ୍କ ଡିଭାଇସରେ ଟ୍ରାଫିକ୍ ନୀରିକ୍ଷଣ କରେ।"
"ଆପଣଙ୍କ ଆଡମିନ୍ ନେଟୱାର୍କ ଲଗିଂ ଚାଲୁ କରିଛନ୍ତି, ଯାହା ଆପଣଙ୍କ ୱାର୍କ ପ୍ରୋଫାଇଲରେ ଟ୍ରାଫିକ୍ ନିରୀକ୍ଷଣ କରେ କିନ୍ତୁ ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲରେ ନୁହେଁ।"
"ଆପଣଙ୍କ ଡିଭାଇସ %1$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି। ଇମେଲ ଏବଂ ବ୍ରାଉଜିଂ ଡାଟା ସମେତ, ଆପଣଙ୍କ ନେଟୱାର୍କ କାର୍ଯ୍ୟକଳାପ ଆପଣଙ୍କର IT ଆଡମିନଙ୍କୁ ଦୃଶ୍ୟମାନ ହୋଇଥାଏ।"
"ଏହି ଡିଭାଇସ %1$s ଏବଂ %2$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି। ଇମେଲ ଏବଂ ବ୍ରାଉଜିଂ ଡାଟା ସମେତ, ଆପଣଙ୍କ ନେଟୱାର୍କ କାର୍ଯ୍ୟକଳାପ ଆପଣଙ୍କର IT ଆଡମିନଙ୍କୁ ଦୃଶ୍ୟମାନ ହୋଇଥାଏ।"
"ଆପଣଙ୍କ ୱାର୍କ ଆପ୍ସ %1$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି। ଇମେଲ ଏବଂ ବ୍ରାଉଜିଂ ଡାଟା ସମେତ, ୱାର୍କ ଆପ୍ସରେ ଆପଣଙ୍କ ନେଟୱାର୍କ କାର୍ଯ୍ୟକଳାପ ଆପଣଙ୍କର IT ଆଡମିନ ଏବଂ VPN ପ୍ରଦାନକାରୀଙ୍କୁ ଦୃଶ୍ୟମାନ ହୋଇଥାଏ।"
"ଆପଣଙ୍କ ବ୍ୟକ୍ତିଗତ ଆପ୍ସ %1$s ମାଧ୍ୟମରେ ଇଣ୍ଟରନେଟ ସହ କନେକ୍ଟ ଅଛି। ଇମେଲ ଏବଂ ବ୍ରାଉଜିଂ ଡାଟା ସମେତ, ଆପଣଙ୍କ ନେଟୱାର୍କ କାର୍ଯ୍ୟକଳାପ ଆପଣଙ୍କର VPN ପ୍ରଦାନକାରୀଙ୍କୁ ଦୃଶ୍ୟମାନ ହୋଇଥାଏ।"
" "
"VPN ସେଟିଂସ୍ ଖୋଲନ୍ତୁ"
"ଏହି ଡିଭାଇସ୍ ଆପଣଙ୍କ ବାପାମାଙ୍କ ଦ୍ୱାରା ପରିଚାଳିତ। ଆପଣଙ୍କ ବାପାମା ଆପଣ ବ୍ୟବହାର କରୁଥିବା ଆପ୍ସ, ଆପଣଙ୍କ ଲୋକେସନ୍ ଓ ସ୍କ୍ରିନ୍ ସମୟ ପରି ସୂଚନା ଦେଖିପାରିବେ ଏବଂ ପରିଚାଳନା କରିପାରିବେ।"
"VPN"
"TrustAgent ଦ୍ୱାରା ଅନ୍ଲକ୍ ରହିଛି"
"%1$s. %2$s"
"ସାଉଣ୍ଡ ସେଟିଂସ୍"
"ସ୍ବଚାଳିତ କ୍ୟାପ୍ସନ୍ ମିଡିଆ"
"କ୍ୟାପ୍ସନ୍ଗୁଡ଼ିିକର ଟିପ୍ ବନ୍ଦ କରନ୍ତୁ"
"କ୍ୟାପ୍ସନ୍ର ଓଭର୍ଲେ"
"ସକ୍ଷମ କରନ୍ତୁ"
"ଅକ୍ଷମ କରନ୍ତୁ"
"ସାଉଣ୍ଡ ଓ ଭାଇବ୍ରେସନ"
"ସେଟିଂସ"
"ଆପକୁ ପିନ୍ କରାଯାଇଛି"
"ଆପଣ ଅନପିନ୍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍ କରିବାକୁ ସ୍ପର୍ଶ କରି ଧରିରଖନ୍ତୁ ଓ ଦେଖନ୍ତୁ।"
"ଆପଣ ଅନପିନ୍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍ କରିବା ପାଇଁ ହୋମ ଓ ବ୍ୟାକ ବଟନକୁ ଦବାଇ ଧରନ୍ତୁ।"
"ଆପଣ ଅନ୍ପିନ୍ ନକରିବା ପର୍ଯ୍ୟନ୍ତ ଏହା ଦେଖାଯାଉଥିବ। ଅନ୍ପିନ୍ କରିବା ପାଇଁ ଉପରକୁ ସ୍ୱାଇପ୍ କରି ଧରି ରଖନ୍ତୁ।"
"ଆପଣ ଅନପିନ୍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍ କରିବାକୁ ସ୍ପର୍ଶ କରନ୍ତୁ ଏବଂ ଓଭରଭ୍ୟୁକୁ ଧରିରଖନ୍ତୁ।"
"ଆପଣ ଅନପିନ୍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍ କରିବା ପର୍ଯ୍ୟନ୍ତ ହୋମକୁ ଦବାଇ ଧରନ୍ତୁ।"
"ବ୍ୟକ୍ତିଗତ ଡାଟାକୁ ଆକ୍ସେସ୍ କରାଯାଇପାରେ (ଯେପରିକି ଯୋଗାଯୋଗଗୁଡ଼ିକ ଏବଂ ଇମେଲ୍ ବିଷୟବସ୍ତୁ)।"
"ପିନ୍ କରାଯାଇଥିବା ଆପଟି ଅନ୍ୟ ଆପଗୁଡ଼ିକୁ ଖୋଲିପାରେ।"
"ଏହି ଆପକୁ ଅନପିନ୍ କରିବା ପାଇଁ, \"ବ୍ୟାକ୍\" ଏବଂ \"ଓଭରଭିଉ\" ବଟନକୁ ସ୍ପର୍ଶ କରି ଧରି ରଖନ୍ତୁ"
"ଏହି ଆପକୁ ଅନପିନ କରିବାକୁ, \"ବ୍ୟାକ\" ଏବଂ \"ହୋମ\" ବଟନକୁ ସ୍ପର୍ଶ କରି ଦବାଇ ଧରନ୍ତୁ"
"ଏହି ଆପକୁ ଅନପିନ୍ କରିବାକୁ, ଉପରକୁ ସ୍ୱାଇପ୍ କରି ଧରି ରଖନ୍ତୁ"
"ବୁଝିଗଲି"
"ନାହିଁ, ଥାଉ"
"ଆପ୍ ପିନ୍ କରାଯାଇଛି"
"ଆପ୍ ଅନପିନ୍ କରାଯାଇଛି"
"କଲ୍ କରନ୍ତୁ"
"ସିଷ୍ଟମ"
"ରିଙ୍ଗ"
"ମିଡିଆ"
"ଆଲାରାମ୍"
"ବିଜ୍ଞପ୍ତି"
"ବ୍ଲୁଟୁଥ୍"
"ଡୁଆଲ୍ ମଲ୍ଟି ଟୋନ୍ ଫ୍ରିକ୍ୱେନ୍ସୀ"
"ଆକ୍ସେସିବିଲିଟୀ"
"ରିଙ୍ଗ"
"ଭାଇବ୍ରେଟ୍"
"ମ୍ୟୁଟ୍"
"%1$s। ଅନମ୍ୟୁଟ୍ କରିବା ପାଇଁ ଟାପ୍ କରନ୍ତୁ।"
"%1$s। ଭାଇବ୍ରେଟ୍ ସେଟ୍ କରିବାକୁ ଟାପ୍ କରନ୍ତୁ। ଆକ୍ସେସିବିଲିଟୀ ସର୍ଭିସ୍ ମ୍ୟୁଟ୍ କରାଯାଇପାରେ।"
"%1$s। ମ୍ୟୁଟ୍ କରିବାକୁ ଟାପ୍ କରନ୍ତୁ। ଆକ୍ସେସିବିଲିଟୀ ସର୍ଭିସ୍ ମ୍ୟୁଟ୍ କରାଯାଇପାରେ।"
"%1$s। ଭାଇବ୍ରେଟରେ ସେଟ୍ କରିବାକୁ ଟାପ୍ କରନ୍ତୁ।"
"%1$s। ମ୍ୟୁଟ୍ କରିବାକୁ ଟାପ୍ କରନ୍ତୁ।"
"ରିଙ୍ଗର୍ ମୋଡ୍ ବଦଳାଇବାକୁ ଟାପ୍ କରନ୍ତୁ"
"ମ୍ୟୁଟ୍"
"ଅନ୍-ମ୍ୟୁଟ୍ କରନ୍ତୁ"
"ଭାଇବ୍ରେଟ୍"
"%s ଭଲ୍ୟୁମ୍ ନିୟନ୍ତ୍ରଣ"
"କଲ୍ ଓ ବିଜ୍ଞପ୍ତି ପାଇଁ (%1$s)ରେ ରିଙ୍ଗ ହେବ"
"ସିଷ୍ଟମ୍ UI ଟ୍ୟୁନର୍"
"ଷ୍ଟାଟସ୍ ବାର୍"
"ସିଷ୍ଟମ୍ UI ଡେମୋ ମୋଡ୍"
"ଡେମୋ ମୋଡ୍ ସକ୍ଷମ କରନ୍ତୁ"
"ଡେମୋ ମୋଡ୍ ଦେଖାନ୍ତୁ"
"ଇଥରନେଟ୍"
"ଆଲାର୍ମ"
"ୱାଲେଟ୍"
"ଆପଣଙ୍କ ଫୋନ୍ ମାଧ୍ୟମରେ ଆହୁରି ଶୀଘ୍ର, ଅଧିକ ସୁରକ୍ଷିତ କ୍ରୟ କରିବା ପାଇଁ ସେଟ୍ ଅପ୍ କରନ୍ତୁ"
"ସବୁ ଦେଖାନ୍ତୁ"
"ଖୋଲିବାକୁ ଟାପ କରନ୍ତୁ"
"ଅପଡେଟ୍ ହେଉଛି"
"ବ୍ୟବହାର କରିବାକୁ ଅନଲକ୍ କରନ୍ତୁ"
"ଆପଣଙ୍କ କାର୍ଡଗୁଡ଼ିକ ପାଇବାରେ ଏକ ସମସ୍ୟା ହୋଇଥିଲା। ଦୟାକରି ପରେ ପୁଣି ଚେଷ୍ଟା କରନ୍ତୁ"
"ସ୍କ୍ରିନ୍ ଲକ୍ ସେଟିଂସ୍"
"QR କୋଡ ସ୍କାନର"
"ଅପଡେଟ ହେଉଛି"
"ୱର୍କ ପ୍ରୋଫାଇଲ୍"
"ଏରୋପ୍ଲେନ୍ ମୋଡ୍"
"%1$sବେଳେ ଆପଣ ନିଜର ପରବର୍ତ୍ତୀ ଆଲାର୍ମ ଶୁଣିପାରିବେ ନାହିଁ"
"%1$s ହେଲେ"
"%1$s ବେଳେ"
"ହଟସ୍ପଟ୍"
"ୱର୍କ ପ୍ରୋଫାଇଲ୍"
"କେତେକଙ୍କ ପାଇଁ ମଜାଦାର, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ"
"Android ୟୁଜର୍ ଇଣ୍ଟରଫେସ୍ ବଦଳାଇବାକୁ ତଥା ନିଜ ପସନ୍ଦ ଅନୁଯାୟୀ କରିବାକୁ ସିଷ୍ଟମ୍ UI ଟ୍ୟୁନର୍ ଆପଣଙ୍କୁ ଅତିରିକ୍ତ ଉପାୟ ପ୍ରଦାନ କରେ। ଏହି ପରୀକ୍ଷାମୂଳକ ସୁବିଧାମାନ ବଦଳିପାରେ, ଭାଙ୍ଗିପାରେ କିମ୍ବା ଭବିଷ୍ୟତର ରିଲିଜ୍ଗୁଡ଼ିକରେ ନଦେଖାଯାଇପାରେ। ସତର୍କତାର ସହ ଆଗକୁ ବଢ଼ନ୍ତୁ।"
"ଏହି ପରୀକ୍ଷାମୂଳକ ସୁବିଧାମାନ ବଦଳିପାରେ, ଭାଙ୍ଗିପାରେ କିମ୍ବା ଭବିଷ୍ୟତର ରିଲିଜ୍ଗୁଡ଼ିକରେ ନଦେଖାଯାଇପାରେ। ସତର୍କତାର ସହ ଆଗକୁ ବଢ଼ନ୍ତୁ।"
"ବୁଝିଗଲି"
"ଅଭିନନ୍ଦନ! ସିଷ୍ଟମ୍ UI ଟ୍ୟୁନର୍କୁ ସେଟିଙ୍ଗରେ ଯୋଡ଼ାଯାଇଛି"
"ସେଟିଙ୍ଗରୁ ବାହାର କରିଦିଅନ୍ତୁ"
"ସେଟିଙ୍ଗରୁ ସିଷ୍ଟମ୍ UI ଟ୍ୟୁନର୍କୁ ବାହାର କରି ତାହାର ସମସ୍ତ ସୁବିଧା ବ୍ୟବହାର କରିବା ବନ୍ଦ କରିବେ?"
"ବ୍ଲୁଟୂଥ୍ ଚାଲୁ କରିବେ?"
"ଆପଣଙ୍କ ଟାବଲେଟ୍ରେ କୀ’ବୋର୍ଡ ସଂଯୋଗ କରିବା ପାଇଁ ଆପଣଙ୍କୁ ପ୍ରଥମେ ବ୍ଲୁଟୂଥ୍ ଅନ୍ କରିବାକୁ ହେବ।"
"ଚାଲୁ କରନ୍ତୁ"
"ପାୱାର୍ ବିଜ୍ଞପ୍ତି କଣ୍ଟ୍ରୋଲ୍"
"ଚାଲୁ ଅଛି - ଫେସ-ଆଧାରିତ"
"ପାୱାର୍ ବିଜ୍ଞପ୍ତି କଣ୍ଟ୍ରୋଲ୍ରେ, ଆପଣ ଏକ ଆପ୍ ବିଜ୍ଞପ୍ତି ପାଇଁ 0 ରୁ 5 ଗୁରୁତ୍ୱ ସ୍ତର ସେଟ୍ କରିହେବେ। \n\n""ସ୍ତର 5"" \n- ବିଜ୍ଞପ୍ତି ତାଲିକାର ଶୀର୍ଷରେ ଦେଖାନ୍ତୁ \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବାକୁ ଅନୁମତି ଦିଅନ୍ତୁ \n- ସର୍ବଦା ପିକ୍ କରନ୍ତୁ \n\n""ସ୍ତର 4"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍ କରନ୍ତୁ \n- ସର୍ବଦା ପିକ୍ କରନ୍ତୁ \n\n""ସ୍ତର 3"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍ କରନ୍ତୁ \n- କଦାପି ପିକ୍ କରନ୍ତୁ ନାହିଁ \n\n""ସ୍ତର 2"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍ କରନ୍ତୁ \n- କଦାପି ପିକ୍ କରନ୍ତୁ ନାହିଁ \n- କଦାପି ସାଉଣ୍ଡ ଓ ଭାଇବ୍ରେଟ୍ କରନ୍ତୁ ନାହିଁ \n\n""ସ୍ତର 1"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍ କରନ୍ତୁ \n- କଦାପି ପିକ୍ କରନ୍ତୁ ନାହିଁ \n- କଦାପି ସାଉଣ୍ଡ ଓ ଭାଇବ୍ରେଟ୍ କରନ୍ତୁ ନାହିଁ \n- ଲକ୍ ସ୍କ୍ରୀନ୍ ଓ ଷ୍ଟାଟସ୍ ବାର୍ରୁ ଲୁଚାନ୍ତୁ \n- ବିଜ୍ଞପ୍ତି ତାଲିକାର ନିମ୍ନରେ ଦେଖାନ୍ତୁ \n\n""ସ୍ତର 0"" \n- ଆପରୁ ସମସ୍ତ ବିଜ୍ଞପ୍ତି ବ୍ଲକ୍ କରନ୍ତୁ"
"ହୋଇଗଲା"
"ଲାଗୁ କରନ୍ତୁ"
"ବିଜ୍ଞପ୍ତି ବନ୍ଦ କରନ୍ତୁ"
"ନୀରବ"
"ଡିଫଲ୍ଟ"
"ସ୍ୱଚାଳିତ"
"କୌଣସି ସାଉଣ୍ଡ କିମ୍ବା ଭାଇବ୍ରେସନ୍ ନାହିଁ"
"କୌଣସି ସାଉଣ୍ଡ କିମ୍ବା ଭାଇବ୍ରେସନ୍ ନାହିଁ ଏବଂ ବାର୍ତ୍ତାଳାପ ବିଭାଗର ନିମ୍ନରେ ଦେଖାଯାଏ"
"ଡିଭାଇସ ସେଟିଂସ ଆଧାରରେ ରିଂ କିମ୍ବା ଭାଇବ୍ରେଟ ହୋଇପାରେ"
"ଡିଭାଇସ ସେଟିଂସ ଆଧାରରେ ରିଂ କିମ୍ବା ଭାଇବ୍ରେଟ ହୋଇପାରେ। ଡିଫଲ୍ଟ ଭାବରେ %1$sରୁ ବାର୍ତ୍ତାଳାପଗୁଡ଼ିକ ବବଲ ଭାବେ ଦେଖାଯାଏ।"
"ଏହି ବିଜ୍ଞପ୍ତି ପ୍ରାପ୍ତ ହେବା ସମୟରେ ସାଉଣ୍ଡ ହେବା ଉଚିତ ନା ଭାଇବ୍ରେସନ୍ ତାହା ସିଷ୍ଟମକୁ ସ୍ଥିର କରିବାକୁ ଦିଅନ୍ତୁ"
"<b>ସ୍ଥିତି:</b> ଡିଫଲ୍ଟକୁ ପ୍ରମୋଟ୍ କରାଯାଇଛି"
"<b>ସ୍ଥିତି:</b> ନୀରବକୁ ଡିମୋଟ୍ କରାଯାଇଛି"
"<b>ସ୍ଥିତି:</b> ରେଙ୍କ ଉପରକୁ କରାଯାଇଛି"
"<b>ସ୍ଥିତି:</b> ରେଙ୍କ ତଳକୁ କରାଯାଇଛି"
"ବାର୍ତ୍ତାଳାପ ବିଜ୍ଞପ୍ତିଗୁଡ଼ିକର ଶୀର୍ଷରେ ଏବଂ ଲକ୍ ସ୍କ୍ରିନରେ ଏକ ପ୍ରୋଫାଇଲ୍ ଛବି ଭାବେ ଦେଖାଏ"
"ବାର୍ତ୍ତାଳାପ ବିଜ୍ଞପ୍ତିଗୁଡ଼ିକର ଶୀର୍ଷରେ ଏବଂ ଲକ୍ ସ୍କ୍ରିନରେ ଏକ ପ୍ରୋଫାଇଲ୍ ଛବି ଭାବେ ଦେଖାଏ, ଏକ ବବଲ୍ ଭାବେ ଦେଖାଯାଏ"
"ବାର୍ତ୍ତାଳାପ ବିଜ୍ଞପ୍ତିଗୁଡ଼ିକର ଶୀର୍ଷରେ ଏବଂ ଲକ୍ ସ୍କ୍ରିନରେ ଏକ ପ୍ରୋଫାଇଲ୍ ଛବି ଭାବେ ଦେଖାଏ, \'ବିରକ୍ତ କରନ୍ତୁ ନାହିଁ\'କୁ ବାଧା ଦିଏ"
"ବାର୍ତ୍ତାଳାପ ବିଜ୍ଞପ୍ତିଗୁଡ଼ିକର ଶୀର୍ଷରେ ଏବଂ ଲକ୍ ସ୍କ୍ରିନରେ ଏକ ପ୍ରୋଫାଇଲ୍ ଛବି ଭାବେ ଦେଖାଏ, ଏକ ବବଲ୍ ଭାବେ ଦେଖାଯାଏ, \'ବିରକ୍ତ କରନ୍ତୁ ନାହିଁ\'କୁ ବାଧା ଦିଏ"
"ପ୍ରାଥମିକତା"
"%1$s ବାର୍ତ୍ତାଳାପ ଫିଚରଗୁଡ଼ିକୁ ସମର୍ଥନ କରେ ନାହିଁ"
"ଏହି ବିଜ୍ଞପ୍ତିଗୁଡ଼ିକ ପରିବର୍ତ୍ତନ କରିହେବ ନାହିଁ।"
"କଲ ବିଜ୍ଞପ୍ତିଗୁଡ଼ିକୁ ପରିବର୍ତ୍ତନ କରାଯାଇପାରିବ ନାହିଁ।"
"ଏଠାରେ ଏହି ବିଜ୍ଞପ୍ତିଗୁଡ଼ିକର ଗ୍ରୁପ୍ କନଫ୍ୟୁଗର୍ କରାଯାଇପାରିବ ନାହିଁ"
"ବିଜ୍ଞପ୍ତି ପ୍ରକ୍ସୀ ହୋଇଛି"
"ସମସ୍ତ %1$sବିଜ୍ଞପ୍ତିଗୁଡ଼ିକ"
"ଅଧିକ ଦେଖନ୍ତୁ"
"ସିଷ୍ଟମ୍ ଏହି ବିଜ୍ଞପ୍ତିକୁ ସ୍ୱଚାଳିତ ଭାବେ <b>ଡିଫଲ୍ଟକୁ ପ୍ରମୋଟ୍ କରିଛି</b>।"
"ସିଷ୍ଟମ୍ ଏହି ବିଜ୍ଞପ୍ତିକୁ ସ୍ୱଚାଳିତ ଭାବେ <b>ନୀରବକୁ ଡିମୋଟ୍ କରିଛି</b>।"
"ଆପଣଙ୍କ ସେଡରେ ସ୍ୱଚାଳିତ ଭାବେ ଏହି ବିଜ୍ଞପ୍ତିର <b>ରେଙ୍କ ଉପରକୁ</b> କରାଯାଇଛି।"
"ଆପଣଙ୍କ ସେଡରେ ସ୍ୱଚାଳିତ ଭାବେ ଏହି ବିଜ୍ଞପ୍ତିର <b>ରେଙ୍କ ତଳକୁ</b> କରାଯାଇଛି।"
"ଡେଭଲପରଙ୍କୁ ଆପଣଙ୍କ ମତାମତ ଜଣାନ୍ତୁ। ଏହା ଠିକ୍ ଥିଲା କି?"
"%1$s ପାଇଁ ବିଜ୍ଞପ୍ତି ନିୟନ୍ତ୍ରଣ ଖୋଲା ଯାଇଛି"
"%1$s ପାଇଁ ବିଜ୍ଞପ୍ତି ନିୟନ୍ତ୍ରଣ ବନ୍ଦ ହୋଇଛି"
"ଅଧିକ ସେଟିଂସ୍"
"କଷ୍ଟମାଇଜ୍ କରନ୍ତୁ"
"ବବଲ୍ ଦେଖାନ୍ତୁ"
"ବବଲଗୁଡ଼ିକ କାଢ଼ି ଦିଅନ୍ତୁ"
"%1$s "
"ବିଜ୍ଞପ୍ତି ନିୟନ୍ତ୍ରଣ"
"ବିଜ୍ଞପ୍ତି ସ୍ନୁଜ୍ ବିକଳ୍ପ"
"ମୋତେ ରିମାଇଣ୍ଡର୍ କରନ୍ତୁ"
"ପୂର୍ବବତ୍ କରନ୍ତୁ"
"%1$s ପାଇଁ ସ୍ନୁଜ୍ କରାଗଲା"
"{count,plural, =1{# ଘଣ୍ଟା}=2{# ଘଣ୍ଟା}other{# ଘଣ୍ଟା}}"
"{count,plural, =1{# ମିନିଟ}other{# ମିନିଟ}}"
"ବ୍ୟାଟେରୀ ସେଭର୍"
"ବଟନ୍ %1$s"
"ହୋମ"
"ଫେରନ୍ତୁ"
"ଉପର"
"ତଳ"
"ବାମ"
"ଡାହାଣ"
"କେନ୍ଦ୍ର"
"Tab"
"ସ୍ପେସ୍"
"ଏଣ୍ଟର୍"
"ବ୍ୟାକସ୍ପେସ୍"
"ପ୍ଲେ କରନ୍ତୁ/ପଜ୍ କରନ୍ତୁ"
"ବନ୍ଦ କରନ୍ତୁ"
"ପରବର୍ତ୍ତୀ"
"ପୂର୍ବବର୍ତ୍ତୀ"
"ରିୱାଇଣ୍ଡ"
"ଫାଷ୍ଟ ଫର୍ୱାର୍ଡ"
"ଉପର ପୃଷ୍ଠା"
"ତଳ ପୃଷ୍ଠା"
"ଡିଲିଟ୍ କରନ୍ତୁ"
"ହୋମ"
"ସମାପ୍ତ"
"ଇନ୍ସର୍ଟ"
"ନମ୍ବର ଲକ୍"
"ନମ୍ବରପ୍ୟାଡ୍ %1$s"
"ଆଟାଚମେଣ୍ଟ୍ କାଢ଼ି ଦିଅନ୍ତୁ"
"ସିଷ୍ଟମ"
"ହୋମ"
"ବର୍ତ୍ତମାନର"
"ଫେରନ୍ତୁ"
"ବିଜ୍ଞପ୍ତି"
"କୀ\'ବୋର୍ଡ ସର୍ଟକଟ୍"
"କୀ\'ବୋର୍ଡ୍ର ଲେଆଉଟ୍କୁ ବଦଳାନ୍ତୁ"
"ଆପ୍ଲିକେସନ୍"
"ସହାୟତା"
"ବ୍ରାଉଜର୍"
"କଣ୍ଟାକ୍ଟ"
"ଇମେଲ୍"
"SMS"
"ମ୍ୟୁଜିକ୍"
"କ୍ୟାଲେଣ୍ଡର"
"ବିରକ୍ତ କରନ୍ତୁ ନାହିଁ"
"ଭଲ୍ୟୁମ ବଟନ୍ ଶର୍ଟକଟ୍"
"ବ୍ୟାଟେରୀ"
"ହେଡସେଟ୍"
"ସେଟିଂସ୍ ଖୋଲନ୍ତୁ"
"ହେଡଫୋନ୍ ସଂଯୁକ୍ତ"
"ହେଡସେଟ୍ ସଂଯୁକ୍ତ"
"ଡାଟା ସେଭର"
"ଡାଟା ସେଭର୍ ଅନ୍ ଅଛି"
"ଚାଲୁ ଅଛି"
"ବନ୍ଦ ଅଛି"
"ଅନୁପଲବ୍ଧ"
"ଅଧିକ ଜାଣନ୍ତୁ"
"ନାଭିଗେଶନ୍ ବାର୍"
"ଲେଆଉଟ୍"
"ସମ୍ପୂର୍ଣ୍ଣ ବାମ ବଟନ୍ ପ୍ରକାର"
"ସମ୍ପୂର୍ଣ୍ଣ ଡାହାଣ ବଟନ୍ ପ୍ରକାର"
- "କ୍ଲିପ୍ବୋର୍ଡ"
- "କୀ\'କୋଡ୍"
- "ଘୁରାଇବା ସୁନିଶ୍ଚିତ କରନ୍ତୁ, କୀ’ବୋର୍ଡର ଭାଷା ପରିବର୍ତ୍ତନ ସୁବିଧା"
- "କିଛି ନାହିଁ"
- "ସାମାନ୍ୟ"
- "କମ୍ପାକ୍ଟ"
- "ବାମକୁ-ଆଉଜେଇବା"
- "ଡାହାଣକୁ-ଆଉଜେଇବା"
"ସେଭ୍ କରନ୍ତୁ"
"ରିସେଟ୍ କରନ୍ତୁ"
"କ୍ଲିପ୍ବୋର୍ଡ"
"କଷ୍ଟମ୍ ନାଭିଗେଶନ୍ ବଟନ୍"
"ବାମ କୀ\'କୋଡ୍"
"ଡାହାଣ କୀ\'କୋଡ୍"
"ବାମ ଆଇକନ୍"
"ଡାହାଣ ଆଇକନ୍"
"ଟାଇଲ୍ ଯୋଗ କରିବା ପାଇଁ ଦାବିଧରି ଡ୍ରାଗ କରନ୍ତୁ"
"ଟାଇଲ୍ ପୁଣି ସଜାଇବାକୁ ଦାବିଧରି ଟାଣନ୍ତୁ"
"ବାହାର କରିବାକୁ ଏଠାକୁ ଡ୍ରାଗ୍ କରନ୍ତୁ"
"ଆପଣଙ୍କର ଅତିକମ୍ରେ %1$dଟି ଟାଇଲ୍ ଆବଶ୍ୟକ"
"ଏଡିଟ କରନ୍ତୁ"
"ସମୟ"
- "ଘଣ୍ଟା, ମିନିଟ୍ ଏବଂ ସେକେଣ୍ଡ ଦେଖାନ୍ତୁ"
- "ଘଣ୍ଟା ଏବଂ ମିନିଟ୍ ଦେଖାନ୍ତୁ (ଡିଫଲ୍ଟ)"
- "ଏହି ଆଇକନ୍ ଦେଖାନ୍ତୁ ନାହିଁ"
- "ସର୍ବଦା ଶତକଡ଼ା ଦେଖାନ୍ତୁ"
- "ଚାର୍ଜ କରାଯିବାବେଳେ ଶତକଡ଼ା ଦେଖାନ୍ତୁ (ଡିଫଲ୍ଟ)"
- "ଏହି ଆଇକନ୍ ଦେଖାନ୍ତୁ ନାହିଁ"
"କମ୍-ଅଗ୍ରାଧିକାର ବିଜ୍ଞପ୍ତି ଆଇକନ୍ ଦେଖାନ୍ତୁ"
"ଅନ୍ୟ"
"ଟାଇଲ୍ କାଢ଼ି ଦିଅନ୍ତୁ"
"ଶେଷରେ ଟାଇଲ୍ ଯୋଗ କରନ୍ତୁ"
"ଟାଇଲ୍ ମୁଭ୍ କରନ୍ତୁ"
"ଟାଇଲ୍ ଯୋଗ କରନ୍ତୁ"
"%1$dକୁ ମୁଭ୍ କରନ୍ତୁ"
"%1$d ଅବସ୍ଥିତିରେ ଯୋଗ କରନ୍ତୁ"
"ଅବସ୍ଥିତି %1$d"
"ଟାଇଲ୍ ଯୋଗ କରାଯାଇଛି"
"ଟାଇଲ୍ କାଢ଼ି ଦିଆଯାଇଛି"
"ଦ୍ରୁତ ସେଟିଙ୍ଗ ଏଡିଟର୍।"
"%1$s ବିଜ୍ଞପ୍ତି: %2$s"
"ସେଟିଂସ୍ ଖୋଲନ୍ତୁ।"
"କ୍ଵିକ ସେଟିଂସ ଖୋଲନ୍ତୁ।"
"ଦ୍ରୁତ ସେଟିଂସ୍ ବନ୍ଦ କରନ୍ତୁ।"
"%s ଭାବରେ ସାଇନ୍ ଇନ୍ କରିଛନ୍ତି"
"ଉପଯୋଗକର୍ତ୍ତା ବାଛନ୍ତୁ"
"କୌଣସି ଇଣ୍ଟରନେଟ୍ କନେକ୍ସନ୍ ନାହିଁ"
"%s ସେଟିଙ୍ଗ ଖୋଲନ୍ତୁ।"
"ସେଟିଂସର କ୍ରମ ଏଡିଟ କରନ୍ତୁ।"
"ପାୱାର ମେନୁ"
"ପୃଷ୍ଠା %1$d ମୋଟ %2$d"
"ଲକ୍ ସ୍କ୍ରୀନ୍"
"ଗରମ ହେତୁ ଫୋନ୍ ଅଫ୍ କରିଦିଆଗଲା"
"ଆପଣଙ୍କ ଫୋନ୍ ବର୍ତ୍ତମାନ ସାମାନ୍ୟ ରୂପେ ଚାଲୁଛି।\nଅଧିକ ସୂଚନା ପାଇଁ ଟାପ୍ କରନ୍ତୁ"
"ଆପଣଙ୍କ ଫୋନ୍ ବହୁତ ଗରମ ଥିଲା, ତେଣୁ ଏହାକୁ ଥଣ୍ଡା କରାଯିବାକୁ ଅଫ୍ କରିଦିଆଗଲା। ଆପଣଙ୍କ ଫୋନ୍ ବର୍ତ୍ତମାନ ସାମାନ୍ୟ ଅବସ୍ଥାରେ ଚାଲୁଛି।\n\nଆପଣଙ୍କ ଫୋନ୍ ଅଧିକ ଗରମ ହୋଇଯାଇପାରେ ଯଦି ଆପଣ:\n • ରିସୋର୍ସ-ଇଣ୍ଟେନସିଭ୍ ଆପ୍ (ଯେପରିକି ଗେମିଙ୍ଗ, ଭିଡିଓ, କିମ୍ବା ନେଭିଗେସନ୍ ଆପ୍) ବ୍ୟବହାର କରନ୍ତି\n • ବଡ ଫାଇଲ୍ ଡାଉନଲୋଡ କିମ୍ବା ଅପଲୋଡ୍ କରନ୍ତି\n • ଅଧିକ ତାପମାତ୍ରାରେ ଆପଣଙ୍କ ଫୋନ୍ ବ୍ୟବହାର କରନ୍ତି"
"ଯତ୍ନ ନେବା ପାଇଁ ଷ୍ଟେପଗୁଡ଼ିକ ଦେଖନ୍ତୁ"
"ଫୋନ୍ ଗରମ ହୋଇଯାଉଛି"
"ଫୋନ୍ ଥଣ୍ଡା ହେବା ସମୟରେ କିଛି ଫିଚର୍ ଠିକ ଭାବେ କାମ କରିନଥାଏ।\nଅଧିକ ସୂଚନା ପାଇଁ ଟାପ୍ କରନ୍ତୁ"
"ଆପଣଙ୍କ ଫୋନ୍ ସ୍ୱଚାଳିତ ଭାବେ ଥଣ୍ଡା ହେବାକୁ ଚେଷ୍ଟା କରିବ। ଆପଣ ତଥାପି ନିଜ ଫୋନ୍ ବ୍ୟବହାର କରିପାରିବେ, କିନ୍ତୁ ଏହା ଧୀରେ ଚାଲିପାରେ।\n\nଆପଣଙ୍କ ଫୋନ୍ ଥଣ୍ଡା ହୋଇଯିବାପରେ, ଏହା ସାମାନ୍ୟ ଭାବେ ଚାଲିବ।"
"ଯତ୍ନ ନେବା ପାଇଁ ଷ୍ଟେପଗୁଡ଼ିକ ଦେଖନ୍ତୁ"
"ଆପଣଙ୍କ ଡିଭାଇସକୁ ଅନପ୍ଲଗ କରନ୍ତୁ"
"ଚାର୍ଜିଂ ପୋର୍ଟ ନିକଟରେ ଆପଣଙ୍କ ଡିଭାଇସ ଗରମ ହୋଇଯାଉଛି। ଯଦି ଏହା ଏକ ଚାର୍ଜର କିମ୍ବା USB ଆକସେସୋରୀ ସହ କନେକ୍ଟ କରାଯାଇଥାଏ ତେବେ ଏହାକୁ ଅନପ୍ଲଗ କରନ୍ତୁ ଏବଂ ଧ୍ୟାନ ରଖନ୍ତୁ କାରଣ କେବୁଲ ମଧ୍ୟ ଗରମ ହୋଇପାରେ।"
"ସେବା ସମ୍ବନ୍ଧିତ ଷ୍ଟେପ୍ଗୁଡ଼ିକ ଦେଖନ୍ତୁ"
"ବାମ ଶର୍ଟକଟ୍"
"ଡାହାଣ ଶର୍ଟକଟ୍"
"ବାମ ଶର୍ଟକଟ୍ ମଧ୍ୟ ଅନଲକ୍ କରେ"
"ଡାହାଣ ଶର୍ଟକଟ୍ ମଧ୍ୟ ଅନଲକ୍ କରେ"
"କିଛି ନାହିଁ"
"%1$s ଲଞ୍ଚ କରନ୍ତୁ"
"ଅନ୍ୟ ଆପ୍ସ"
"ବୃତ୍ତ"
"ଯୁକ୍ତ"
"ବିଯୁକ୍ତ"
"ବାମ"
"ଡାହାଣ"
"ମେନୁ"
"%1$s ଆପ୍"
"ଆଲର୍ଟଗୁଡ଼ିକ"
"ବ୍ୟାଟେରୀ"
"ସ୍କ୍ରୀନଶଟ୍"
"Instant Apps"
"ସେଟଅପ"
"ଷ୍ଟୋରେଜ"
"ହିଣ୍ଟ"
"Instant Apps"
"%1$s ଚାଲୁଛି"
"ଇନ୍ଷ୍ଟଲ୍ ନହୋଇ ଆପ୍ ଖୋଲିଛି।"
"ଇନ୍ଷ୍ଟଲ୍ ନହୋଇ ଆପ୍ ଖୋଲିଛି। ଅଧିକ ଜାଣିବା ପାଇଁ ଟାପ୍ କରନ୍ତୁ।"
"ଆପ୍ ସୂଚନା"
"ବ୍ରାଉଜର୍କୁ ଯାଆନ୍ତୁ"
"ମୋବାଇଲ୍ ଡାଟା"
"%1$s — %2$s"
"%1$s, %2$s"
"ୱାଇ-ଫାଇ ବନ୍ଦ ଅଛି"
"ବ୍ଲୁଟୂଥ୍ ଅଫ୍ ଅଛି"
"\"ବିରକ୍ତ କରନ୍ତୁ ନାହିଁ\" ଅଫ୍ ଅଛି"
"\"ବିରକ୍ତ କରନ୍ତୁ ନାହିଁ\" ଚାଲୁ ଅଛି"
"ଏକ (%s) ନିୟମ ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ସ୍ୱଚାଳିତ ଭାବେ ଅନ୍ କରାଗଲା।"
"ଏକ ଆପ୍ (%s) ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ଅନ୍ କରାଗଲା।"
"ଏକ ସ୍ୱଚାଳିତ ନିୟମ କିମ୍ବା ଆପ୍ ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ଅନ୍ କରାଗଲା।"
"ବ୍ୟାକଗ୍ରାଉଣ୍ଡରେ ଆପ୍ ଚାଲୁଛି"
"ବ୍ୟାଟେରୀ ଏବଂ ଡାଟା ବ୍ୟବହାର ଉପରେ ବିବରଣୀ ପାଇଁ ଟାପ୍ କରନ୍ତୁ"
"ମୋବାଇଲ୍ ଡାଟା ବନ୍ଦ କରିବେ?"
"ଡାଟା କିମ୍ବା ଇଣ୍ଟରନେଟ୍କୁ %s ଦ୍ଵାରା ଆପଣଙ୍କର ଆକ୍ସେସ୍ ରହିବ ନାହିଁ। ଇଣ୍ଟରନେଟ୍ କେବଳ ୱାଇ-ଫାଇ ମାଧ୍ୟମରେ ଉପଲବ୍ଧ ହେବ।"
"ଆପଣଙ୍କ କେରିଅର୍"
"%sକୁ ପୁଣି ସ୍ୱିଚ କରିବେ?"
"ଉପଲବ୍ଧତା ଆଧାରରେ ମୋବାଇଲ ଡାଟା ସ୍ୱଚାଳିତ ଭାବେ ସ୍ୱିଚ ହେବ ନାହିଁ"
"ନା, ଧନ୍ୟବାଦ"
"ହଁ, ସ୍ୱିଚ କରନ୍ତୁ"
"ଗୋଟିଏ ଆପ୍ ଏକ ଅନୁମତି ଅନୁରୋଧକୁ ଦେଖିବାରେ ବାଧା ଦେଉଥିବାରୁ, ସେଟିଙ୍ଗ ଆପଣଙ୍କ ଉତ୍ତରକୁ ଯାଞ୍ଚ କରିପାରିବ ନାହିଁ।"
"%2$s ସ୍ଲାଇସ୍କୁ ଦେଖାଇବା ପାଇଁ %1$sକୁ ଅନୁମତି ଦେବେ?"
"- ଏହା %1$sରୁ ସୂଚନାକୁ ପଢ଼ିପାରିବ"
"- ଏହା %1$s ଭିତରେ କାମ କରିପାରିବ"
"ଯେକୌଣସି ଆପ୍ରେ ସ୍ଲାଇସ୍କୁ ଦେଖାଇବା ପାଇଁ %1$sକୁ ଅନୁମତି ଦିଅନ୍ତୁ"
"ଅନୁମତି ଦିଅନ୍ତୁ"
"ଅଗ୍ରାହ୍ୟ କରନ୍ତୁ"
"ବ୍ୟାଟେରୀ ସେଭର୍ ଅନ୍ ହେବାର ସମୟ ସେଟ୍ କରିବାକୁ ଟାପ୍ କରନ୍ତୁ"
"ବ୍ୟାଟେରୀ ସରିବାକୁ ଥିବା ସମୟରେ ଚାଲୁ କରନ୍ତୁ"
"ନାହିଁ, ଥାଉ"
"SysUI ହିପ୍ ଡମ୍ପ୍ କରନ୍ତୁ"
"ବ୍ୟବହାର ହେଉଛି"
"ଆପ୍ଲିକେସନ୍ଗୁଡିକ ଆପଣଙ୍କ %s ବ୍ୟବହାର କରୁଛନ୍ତି।"
", "
" ଏବଂ "
"%1$s ଦ୍ୱାରା ବ୍ୟବହାର କରାଯାଉଛି"
"%1$s ଦ୍ୱାରା ଏବେ ବ୍ୟବହୃତ"
"(ୱାର୍କ)"
"ଫୋନ୍ କଲ୍"
"(%s ମାଧ୍ୟମରେ)"
"(%s)"
"(%1$s • %2$s)"
"କ୍ୟାମେରା"
"ଲୋକେସନ"
"ମାଇକ୍ରୋଫୋନ"
"ସ୍କ୍ରିନ ରେକର୍ଡିଂ"
"କୌଣସି ଶୀର୍ଷକ ନାହିଁ"
"ଷ୍ଟାଣ୍ଡବାଏ"
"ଫଣ୍ଟର ଆକାର"
"ଛୋଟ କରନ୍ତୁ"
"ବହୁତ ବଡ଼ କରନ୍ତୁ"
"ମ୍ୟାଗ୍ନିଫିକେସନ୍ ୱିଣ୍ଡୋ"
"ମ୍ୟାଗ୍ନିଫିକେସନ୍ ୱିଣ୍ଡୋ ନିୟନ୍ତ୍ରଣଗୁଡ଼ିକ"
"ଜୁମ୍ ଇନ୍ କରନ୍ତୁ"
"ଜୁମ୍ ଆଉଟ୍ କରନ୍ତୁ"
"ଉପରକୁ ମୁଭ୍ କରନ୍ତୁ"
"ତଳକୁ ମୁଭ୍ କରନ୍ତୁ"
"ବାମକୁ ମୁଭ୍ କରନ୍ତୁ"
"ଡାହାଣକୁ ମୁଭ୍ କରନ୍ତୁ"
"ମ୍ୟାଗ୍ନିଫିକେସନ୍ ସ୍ୱିଚ୍"
"ସମ୍ପୂର୍ଣ୍ଣ ସ୍କ୍ରିନକୁ ମ୍ୟାଗ୍ନିଫାଏ କରନ୍ତୁ"
"ସ୍କ୍ରିନର ଅଂଶ ମାଗ୍ନିଫାଏ କରନ୍ତୁ"
"ସ୍ୱିଚ୍ କରନ୍ତୁ"
"ଆକ୍ସେସିବିଲିଟୀ ଫିଚର ଖୋଲିବାକୁ ଟାପ କରନ୍ତୁ। ସେଟିଂସରେ ଏହି ବଟନକୁ କଷ୍ଟମାଇଜ କର କିମ୍ବା ବଦଳାଅ।\n\n""ସେଟିଂସ ଦେଖନ୍ତୁ"
"ବଟନକୁ ଅସ୍ଥାୟୀ ଭାବେ ଲୁଚାଇବା ପାଇଁ ଏହାକୁ ଗୋଟିଏ ଧାରକୁ ମୁଭ୍ କରନ୍ତୁ"
"ଶୀର୍ଷ ବାମକୁ ମୁଭ୍ କରନ୍ତୁ"
"ଶୀର୍ଷ ଡାହାଣକୁ ମୁଭ୍ କରନ୍ତୁ"
"ନିମ୍ନ ବାମକୁ ମୁଭ୍ କରନ୍ତୁ"
"ନିମ୍ନ ଡାହାଣକୁ ମୁଭ୍ କରନ୍ତୁ"
"ଧାରକୁ ମୁଭ୍ କରି ଲୁଚାନ୍ତୁ"
"ଧାର ବାହାରକୁ ମୁଭ୍ କରି ଦେଖାନ୍ତୁ"
"ଟୋଗଲ୍ କରନ୍ତୁ"
"ଡିଭାଇସ୍ ନିୟନ୍ତ୍ରଣଗୁଡ଼ିକ"
"ନିୟନ୍ତ୍ରଣଗୁଡ଼ିକୁ ଯୋଗ କରିବାକୁ ଆପ୍ ବାଛନ୍ତୁ"
"{count,plural, =1{#ଟି ନିୟନ୍ତ୍ରଣ ଯୋଗ କରାଯାଇଛି।}other{#ଟି ନିୟନ୍ତ୍ରଣ ଯୋଗ କରାଯାଇଛି।}}"
"କାଢ଼ି ଦିଆଯାଇଛି"
"%sକୁ ଯୋଗ କରିବେ?"
"ଏଠାରେ କେଉଁ ନିୟନ୍ତ୍ରଣ ଏବଂ ବିଷୟବସ୍ତୁ ଦେଖାଯିବ ତାହା %s ବାଛିପାରିବ।"
"%s ପାଇଁ ନିୟନ୍ତ୍ରଣଗୁଡ଼ିକୁ କାଢ଼ି ଦେବେ?"
"ପସନ୍ଦ କରାଯାଇଛି"
"ପସନ୍ଦ କରାଯାଇଛି, ସ୍ଥିତି %d"
"ନାପସନ୍ଦ କରାଯାଇଛି"
"ପସନ୍ଦ କରନ୍ତୁ"
"ନାପସନ୍ଦ କରନ୍ତୁ"
"%d ସ୍ଥିତିକୁ ମୁଭ୍ କରନ୍ତୁ"
"ନିୟନ୍ତ୍ରଣଗୁଡ଼ିକ"
"କ୍ୱିକ୍ ସେଟିଂସରୁ ଆକ୍ସେସ୍ କରିବାକୁ ନିୟନ୍ତ୍ରଣଗୁଡ଼ିକୁ ବାଛନ୍ତୁ"
"ନିୟନ୍ତ୍ରଣଗୁଡ଼ିକୁ ପୁଣି ବ୍ୟବସ୍ଥିତ କରିବାକୁ ସେଗୁଡ଼ିକୁ ଡ୍ରାଗ କରି ଧରି ରଖନ୍ତୁ"
"ସମସ୍ତ ନିୟନ୍ତ୍ରଣ କାଢ଼ି ଦିଆଯାଇଛି"
"ପରିବର୍ତ୍ତନଗୁଡ଼ିକ ସେଭ୍ କରାଯାଇନାହିଁ"
"ଅନ୍ୟ ଆପ୍ ଦେଖନ୍ତୁ"
"ନିୟନ୍ତ୍ରଣଗୁଡ଼ିକୁ ଲୋଡ୍ କରାଯାଇପାରିଲା ନାହିଁ। ଆପ୍ ସେଟିଂସ୍ ପରିବର୍ତ୍ତନ ହୋଇନାହିଁ ବୋଲି ନିଶ୍ଚିତ କରିବାକୁ %s ଆପ୍ ଯାଞ୍ଚ କରନ୍ତୁ।"
"ସୁସଙ୍ଗତ ନିୟନ୍ତ୍ରଣଗୁଡ଼ିକ ଉପଲବ୍ଧ ନାହିଁ"
"ଅନ୍ୟ"
"ଡିଭାଇସ୍ ନିୟନ୍ତ୍ରଣଗୁଡ଼ିକରେ ଯୋଗ କରନ୍ତୁ"
"ଯୋଗ କରନ୍ତୁ"
"କାଢ଼ି ଦିଅନ୍ତୁ"
"%s ଦ୍ଵାରା ପ୍ରସ୍ତାବିତ"
"ଡିଭାଇସ୍ ଲକ୍ ହୋଇଯାଇଛି"
"ଲକ ସ୍କ୍ରିନରୁ ଡିଭାଇସଗୁଡ଼ିକୁ ଦେଖାଇବେ ଏବଂ ନିୟନ୍ତ୍ରଣ କରିବେ?"
"ଆପଣ ଲକ ସ୍କ୍ରିନରେ ଆପଣଙ୍କ ଏକ୍ସଟର୍ନଲ ଡିଭାଇସଗୁଡ଼ିକ ପାଇଁ ନିୟନ୍ତ୍ରଣଗୁଡ଼ିକ ଯୋଗ କରିପାରିବେ।\n\nଆପଣଙ୍କ ଫୋନ କିମ୍ବା ଟାବଲେଟକୁ ଅନଲକ ନକରି କିଛି ଡିଭାଇସକୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କ ଡିଭାଇସର ଆପ ଆପଣଙ୍କୁ ଅନୁମତି ଦେଇପାରେ।\n\nଆପଣ ଯେ କୌଣସି ସମୟରେ ସେଟିଂସରେ ପରିବର୍ତ୍ତନ କରିପାରିବେ।"
"ଲକ ସ୍କ୍ରିନରୁ ଡିଭାଇସଗୁଡ଼ିକୁ ନିୟନ୍ତ୍ରଣ କରିବେ?"
"ଆପଣ ଆପଣଙ୍କ ଫୋନ କିମ୍ବା ଟାବଲେଟକୁ ଅନଲକ ନକରି କିଛି ଡିଭାଇସକୁ ନିୟନ୍ତ୍ରଣ କରିପାରିବେ। ଏହି ଉପାୟରେ କେଉଁ ଡିଭାଇସଗୁଡ଼ିକୁ ନିୟନ୍ତ୍ରଣ କରାଯାଇପାରିବ ତାହା ଆପଣଙ୍କ ଡିଭାଇସ ଆପ ସ୍ଥିର କରେ।"
"ନା, ଧନ୍ୟବାଦ"
"ହଁ"
"PINରେ ଅକ୍ଷର କିମ୍ୱା ପ୍ରତୀକଗୁଡ଼ିକ ଥାଏ"
"%s ଯାଞ୍ଚ କରନ୍ତୁ"
"ଭୁଲ PIN"
"PIN ଲେଖନ୍ତୁ"
"ଅନ୍ୟ ଏକ PIN ଚେଷ୍ଟା କରି ଦେଖନ୍ତୁ"
"%s ପାଇଁ ପରିବର୍ତ୍ତନ ସୁନିଶ୍ଚିତ କରନ୍ତୁ"
"ଅଧିକ ଦେଖିବାକୁ ସ୍ୱାଇପ୍ କରନ୍ତୁ"
"ସୁପାରିଶଗୁଡ଼ିକ ଲୋଡ୍ କରାଯାଉଛି"
"ମିଡିଆ"
"%1$s ପାଇଁ ଏହି ମିଡିଆ ନିୟନ୍ତ୍ରଣକୁ ଲୁଚାଇବେ?"
"ବର୍ତ୍ତମାନର ମିଡିଆ ସେସନକୁ ଲୁଚାଯାଇପାରିବ ନାହିଁ।"
"ଲୁଚାନ୍ତୁ"
"ପୁଣି ଆରମ୍ଭ କରନ୍ତୁ"
"ସେଟିଂସ୍"
"%3$sରୁ %2$sଙ୍କ %1$s ଚାଲୁଛି"
"%2$sରୁ %1$s"
"ଚଲାନ୍ତୁ"
"ବିରତ କରନ୍ତୁ"
"ପୂର୍ବବର୍ତ୍ତୀ ଟ୍ରାକ"
"ପରବର୍ତ୍ତୀ ଟ୍ରାକ"
"କନେକ୍ଟ କରାଯାଉଛି"
"ଚଲାନ୍ତୁ"
"%1$s ଖୋଲନ୍ତୁ"
"%3$sରୁ %2$sଙ୍କ %1$s ଚଲାନ୍ତୁ"
"%2$sରୁ %1$s ଚଲାନ୍ତୁ"
"ଆପଣଙ୍କ ପାଇଁ"
"ପୂର୍ବବତ୍ କରନ୍ତୁ"
"%1$sରେ ପ୍ଲେ କରିବା ପାଇଁ ପାଖକୁ ମୁଭ କରନ୍ତୁ"
"ଏଠାରେ ପ୍ଲେ କରିବା ପାଇଁ %1$s ପାଖକୁ ମୁଭ କରନ୍ତୁ"
"%1$sରେ ପ୍ଲେ ହେଉଛି"
"କିଛି ତ୍ରୁଟି ହୋଇଛି। ପୁଣି ଚେଷ୍ଟା କରନ୍ତୁ।"
"ଲୋଡ ହେଉଛି"
"ଟାବଲେଟ"
"ଆପଣଙ୍କ ମିଡିଆକୁ କାଷ୍ଟ କରାଯାଉଛି"
"%1$sକୁ କାଷ୍ଟ କରାଯାଉଛି"
"ନିଷ୍କ୍ରିୟ ଅଛି, ଆପ ଯାଞ୍ଚ କରନ୍ତୁ"
"ମିଳିଲା ନାହିଁ"
"ନିୟନ୍ତ୍ରଣ ଉପଲବ୍ଧ ନାହିଁ"
"%1$sକୁ ଆକ୍ସେସ୍ କରିହେଲା ନାହିଁ। ନିୟନ୍ତ୍ରଣ ଏବେ ବି ଉପଲବ୍ଧ ଅଛି ଏବଂ ଆପ୍ ସେଟିଂସ୍ ବଦଳାଯାଇ ନାହିଁ ବୋଲି ସୁନିଶ୍ଚିତ କରିବାକୁ %2$s ଆପକୁ ଯାଞ୍ଚ କରନ୍ତୁ।"
"ଆପ୍ ଖୋଲନ୍ତୁ"
"ସ୍ଥିତି ଲୋଡ୍ କରାଯାଇପାରିବ ନାହିଁ"
"ତ୍ରୁଟି ହୋଇଛି, ପୁଣି ଚେଷ୍ଟା କର"
"ନିୟନ୍ତ୍ରଣଗୁଡ଼ିକ ଯୋଗ କରନ୍ତୁ"
"ନିୟନ୍ତ୍ରଣଗୁଡ଼ିକୁ ଏଡିଟ କରନ୍ତୁ"
"ଆପ ଯୋଗ କରନ୍ତୁ"
"ଆପକୁ କାଢ଼ି ଦିଅନ୍ତୁ"
"ଆଉଟପୁଟ୍ ଯୋଗ କରନ୍ତୁ"
"ଗୋଷ୍ଠୀ"
"1ଟି ଡିଭାଇସ୍ ଚୟନ କରାଯାଇଛି"
"%1$dଟି ଡିଭାଇସ୍ ଚୟନ କରାଯାଇଛି"
"(ବିଚ୍ଛିନ୍ନ କରାଯାଇଛି)"
"ସ୍ୱିଚ କରାଯାଇପାରିବ ନାହିଁ। ପୁଣି ଚେଷ୍ଟା କରିବାକୁ ଟାପ କରନ୍ତୁ।"
"ଗୋଟିଏ ଡିଭାଇସ କନେକ୍ଟ କରନ୍ତୁ"
"ଏହି ସେସନକୁ କାଷ୍ଟ କରିବା ପାଇଁ, ଦୟାକରି ଆପ ଖୋଲନ୍ତୁ।"
"ଅଜଣା ଆପ"
"କାଷ୍ଟ କରିବା ବନ୍ଦ କରନ୍ତୁ"
"ଅଡିଓ ଆଉଟପୁଟ ପାଇଁ ଉପଲବ୍ଧ ଡିଭାଇସଗୁଡ଼ିକ।"
"ଭଲ୍ୟୁମ"
"%1$d%%"
"ସ୍ପିକର ଏବଂ ଡିସପ୍ଲେଗୁଡ଼ିକ"
"ପ୍ରସ୍ତାବିତ ଡିଭାଇସଗୁଡ଼ିକ"
"ପ୍ରିମିୟମ ଆକାଉଣ୍ଟ ଆବଶ୍ୟକ"
"ବ୍ରଡକାଷ୍ଟିଂ କିପରି କାମ କରେ"
"ବ୍ରଡକାଷ୍ଟ"
"ଆପଣଙ୍କ ଆଖପାଖର କମ୍ପାଟିବଲ ବ୍ଲୁଟୁଥ ଡିଭାଇସ ଥିବା ଲୋକମାନେ ଆପଣ ବ୍ରଡକାଷ୍ଟ କରୁଥିବା ମିଡିଆ ଶୁଣିପାରିବେ"
"ଆପଣଙ୍କ ବ୍ରଡକାଷ୍ଟକୁ ଶୁଣିବା ପାଇଁ, ଆଖପାଖର କମ୍ପାଟିବଲ ବ୍ଲୁଟୁଥ ଡିଭାଇସ ଥିବା ଲୋକମାନେ ଆପଣଙ୍କ QR କୋଡକୁ ସ୍କାନ କରିପାରିବେ କିମ୍ବା ଆପଣଙ୍କ ବ୍ରଡକାଷ୍ଟର ନାମ ଏବଂ ପାସୱାର୍ଡ ବ୍ୟବହାର କରିପାରିବେ"
"ବ୍ରଡକାଷ୍ଟର ନାମ"
"ପାସୱାର୍ଡ"
"ସେଭ କରନ୍ତୁ"
"ଆରମ୍ଭ ହେଉଛି…"
"ବ୍ରଡକାଷ୍ଟ କରାଯାଇପାରିବ ନାହିଁ"
"ସେଭ କରାଯାଇପାରିଲା ନାହିଁ। ପୁଣି ଚେଷ୍ଟା କରନ୍ତୁ।"
"ସେଭ କରାଯାଇପାରିଲା ନାହିଁ।"
"ଅତିକମରେ 4ଟି କେରେକ୍ଟର ବ୍ୟବହାର କରନ୍ତୁ"
"16ଟିରୁ କମ କେରେକ୍ଟର ବ୍ୟବହାର କରନ୍ତୁ"
"ବିଲ୍ଡ ନମ୍ୱର"
"କ୍ଲିପବୋର୍ଡକୁ କପି କରାଯାଇଥିବା ବିଲ୍ଡ ନମ୍ୱର।"
"ବାର୍ତ୍ତାଳାପ ଖୋଲନ୍ତୁ"
"ବାର୍ତ୍ତାଳାପ ୱିଜେଟଗୁଡ଼ିକ"
"ଏକ ବାର୍ତ୍ତାଳାପକୁ ଆପଣଙ୍କ ହୋମ ସ୍କ୍ରିନରେ ଯୋଗ କରିବା ପାଇଁ ସେଥିରେ ଟାପ କରନ୍ତୁ"
"ଆପଣଙ୍କ ବର୍ତ୍ତମାନର ବାର୍ତ୍ତାଳାପଗୁଡ଼ିକ ଏଠାରେ ଦେଖାଯିବ"
"ପ୍ରାଥମିକତା ଦିଆଯାଇଥିବା ବାର୍ତ୍ତାଳାପଗୁଡ଼ିକ"
"ବର୍ତ୍ତମାନର ବାର୍ତ୍ତାଳାପଗୁଡ଼ିକ"
"%1$s ଦିନ ପୂର୍ବେ"
"1 ସପ୍ତାହ ପୂର୍ବେ"
"2 ସପ୍ତାହ ପୂର୍ବେ"
"1 ସପ୍ତାହରୁ ଅଧିକ ଦିନ ଆଗରୁ"
"2 ସପ୍ତାହରୁ ଅଧିକ ଦିନ ଆଗରୁ"
"ଜନ୍ମଦିନ"
"ଆଜି %1$sଙ୍କର ଜନ୍ମଦିନ"
"ଜନ୍ମଦିନ ଶୀଘ୍ର ଆସୁଛି"
"%1$sଙ୍କ ଜନ୍ମଦିନ ଶୀଘ୍ର ଆସୁଛି"
"ବାର୍ଷିକ ଉତ୍ସବ"
"%1$sଙ୍କର ବାର୍ଷିକ ଉତ୍ସବ"
"ଲୋକେସନ୍ ସେୟାର୍ ହେଉଛି"
"%1$s ଲୋକେସନ୍ ସେୟାର୍ କରୁଛନ୍ତି"
"ନୂଆ ଷ୍ଟୋରୀ"
"%1$s ଏକ ନୂଆ ଷ୍ଟୋରୀ ସେୟାର୍ କରିଛନ୍ତି"
"ଦେଖୁଛନ୍ତି"
"ଶୁଣୁଛି"
"ଚାଲୁଛି"
"ସାଙ୍ଗମାନେ"
"ରାତିରେ ଚାଟ୍ କରିବା!"
"ବିଷୟବସ୍ତୁ ଶୀଘ୍ର ଦେଖାଯିବ"
"ମିସ୍ଡ କଲ୍"
"%d+"
"ବର୍ତ୍ତମାନର ମେସେଜ୍, ମିସ୍ଡ କଲ୍ ଏବଂ ସ୍ଥିତି ଅପଡେଟଗୁଡ଼ିକୁ ଦେଖନ୍ତୁ"
"ବାର୍ତ୍ତାଳାପ"
"\"ବିରକ୍ତ କରନ୍ତୁ ନାହିଁ\" ଦ୍ୱାରା ବିରତ କରାଯାଇଛି"
"%1$s ଏକ ମେସେଜ୍ ପଠାଇଛନ୍ତି: %2$s"
"%1$s ଏକ ଛବି ପଠାଇଛନ୍ତି"
"%1$s ଏକ ସ୍ଥିତି ଅପଡେଟ୍ କରିଛନ୍ତି: %2$s"
"ଉପଲବ୍ଧ"
"ଆପଣଙ୍କ ବ୍ୟାଟେରୀ ମିଟର୍ ପଢ଼ିବାରେ ସମସ୍ୟା ହେଉଛି"
"ଅଧିକ ସୂଚନା ପାଇଁ ଟାପ୍ କରନ୍ତୁ"
"ଆଲାରାମ ସେଟ୍ ହୋଇନାହିଁ"
"ଟିପଚିହ୍ନ ସେନ୍ସର୍"
"ପ୍ରମାଣୀକରଣ କରନ୍ତୁ"
"ଡିଭାଇସ୍ ବିଷୟରେ ସୂଚନା ଲେଖନ୍ତୁ"
"ଖୋଲିବାକୁ ଟିପଚିହ୍ନ ବ୍ୟବହାର କରନ୍ତୁ"
"ପ୍ରମାଣୀକରଣ ଆବଶ୍ୟକ। ପ୍ରମାଣୀକରଣ କରିବାକୁ ଟିପଚିହ୍ନ ସେନ୍ସରକୁ ସ୍ପର୍ଶ କରନ୍ତୁ।"
"ଚାଲୁଥିବା ଫୋନ୍ କଲ୍"
"ମୋବାଇଲ ଡାଟା"
"%1$s / %2$s"
"ସଂଯୋଗ କରାଯାଇଛି"
"ଅସ୍ଥାୟୀ ରୂପେ କନେକ୍ଟ କରାଯାଇଛି"
"ଦୁର୍ବଳ କନେକ୍ସନ"
"ମୋବାଇଲ ଡାଟା ସ୍ୱତଃ-ସଂଯୋଗ ହେବ ନାହିଁ"
"ସଂଯୋଗ ନାହିଁ"
"ଅନ୍ୟ କୌଣସି ନେଟୱାର୍କ ଉପଲବ୍ଧ ନାହିଁ"
"କୌଣସି ନେଟୱାର୍କ ଉପଲବ୍ଧ ନାହିଁ"
"ୱାଇ-ଫାଇ"
"ସଂଯୋଗ କରିବାକୁ ଏକ ନେଟୱାର୍କରେ ଟାପ୍ କରନ୍ତୁ"
"ନେଟୱାର୍କଗୁଡ଼ିକୁ ଦେଖିବା ପାଇଁ ଅନଲକ୍ କରନ୍ତୁ"
"ନେଟୱାର୍କଗୁଡ଼ିକ ସନ୍ଧାନ କରାଯାଉଛି…"
"ନେଟୱାର୍କକୁ ସଂଯୋଗ କରିବାରେ ବିଫଳ ହୋଇଛି"
"ବର୍ତ୍ତମାନ ପାଇଁ ୱାଇ-ଫାଇ ସ୍ୱତଃ-ସଂଯୋଗ ହେବ ନାହିଁ"
"ସବୁ ଦେଖନ୍ତୁ"
"ନେଟୱାର୍କ ସ୍ୱିଚ୍ କରିବାକୁ, ଇଥରନେଟ୍ ବିଚ୍ଛିନ୍ନ କରନ୍ତୁ"
"ଡିଭାଇସ ଅନୁଭୂତିକୁ ଉନ୍ନତ କରିବା ପାଇଁ, ୱାଇ-ଫାଇ ବନ୍ଦ ଥିଲେ ମଧ୍ୟ ଆପ ଓ ସେବାଗୁଡ଼ିକ ଏବେ ବି ଯେ କୌଣସି ସମୟରେ ୱାଇ-ଫାଇ ନେଟୱାର୍କ ପାଇଁ ସ୍କାନ କରିପାରିବ। ଆପଣ ଏହାକୁ ୱାଇ-ଫାଇ ସ୍କାନିଂ ସେଟିଂସରେ ପରିବର୍ତ୍ତନ କରିପାରିବେ। ""ପରିବର୍ତ୍ତନ କରନ୍ତୁ"
"ଏୟାରପ୍ଲେନ ମୋଡ ବନ୍ଦ କରନ୍ତୁ"
"%1$s କ୍ୱିକ୍ ସେଟିଂସରେ ନିମ୍ନୋକ୍ତ ଟାଇଲ୍ ଯୋଗ କରିବାକୁ ଚାହେଁ"
"ଟାଇଲ୍ ଯୋଗ କରନ୍ତୁ"
"ଟାଇଲ୍ ଯୋଗ କର ନାହିଁ"
"ଉପଯୋଗକର୍ତ୍ତା ଚୟନ କର"
"{count,plural, =1{#ଟି ଆପ ସକ୍ରିୟ ଅଛି}other{#ଟି ଆପ ସକ୍ରିୟ ଅଛି}}"
"ନୂଆ ସୂଚନା"
"ସକ୍ରିୟ ଆପ୍ସ"
"ଆପଣ ଏହି ଆପ୍ସକୁ ବ୍ୟବହାର କରୁନଥିଲେ ମଧ୍ୟ ସେଗୁଡ଼ିକ ସକ୍ରିୟ ରହିଥାଏ ଏବଂ ଚାଲୁଥାଏ। ଏହା ସେଗୁଡ଼ିକର କାର୍ଯ୍ୟକ୍ଷମତାକୁ ଉନ୍ନତ କରେ, କିନ୍ତୁ ଏହା ମଧ୍ୟ ବ୍ୟାଟେରୀ ଲାଇଫକୁ ପ୍ରଭାବିତ କରିପାରେ।"
"ବନ୍ଦ କରନ୍ତୁ"
"ବନ୍ଦ ହୋଇଛି"
"ହୋଇଗଲା"
"କପି କରାଯାଇଛି"
"%1$sରୁ"
"କପି କରାଯାଇଥିବା ଟେକ୍ସଟକୁ ଖାରଜ କରନ୍ତୁ"
"କପି କରାଯାଇଥିବା ଟେକ୍ସଟକୁ ଏଡିଟ କରନ୍ତୁ"
"କପି କରାଯାଇଥିବା ଇମେଜକୁ ଏଡିଟ କରନ୍ତୁ"
"ନିକଟସ୍ଥ ଡିଭାଇସକୁ ପଠାନ୍ତୁ"
"ଦେଖିବାକୁ ଟାପ କରନ୍ତୁ"
"ଟେକ୍ସଟ କପି କରାଯାଇଛି"
"ଇମେଜ କପି କରାଯାଇଛି"
"ବିଷୟବସ୍ତୁ କପି କରାଯାଇଛି"
"କ୍ଲିପବୋର୍ଡ ଏଡିଟର"
"କ୍ଲିପବୋର୍ଡ"
"ଇମେଜ ପ୍ରିଭ୍ୟୁ"
"ଏଡିଟ କରନ୍ତୁ"
"ଯୋଗ କରନ୍ତୁ"
"ଉପଯୋଗକର୍ତ୍ତାମାନଙ୍କୁ ପରିଚାଳନା କରନ୍ତୁ"
"ଏହି ବିଜ୍ଞପ୍ତି ସ୍ପ୍ଲିଟସ୍କ୍ରିନକୁ ଡ୍ରାଗ କରିବାକୁ ସମର୍ଥନ କରେ ନାହିଁ।"
"ୱାଇ-ଫାଇ ଉପଲବ୍ଧ ନାହିଁ"
"ପ୍ରାଥମିକତା ମୋଡ"
"ଆଲାରାମ ସେଟ"
"କ୍ୟାମେରା ବନ୍ଦ ଅଛି"
"ମାଇକ ବନ୍ଦ ଅଛି"
"କ୍ୟାମେରା ଏବଂ ମାଇକ ବନ୍ଦ ଅଛି"
"{count,plural, =1{#ଟି ବିଜ୍ଞପ୍ତି}other{#ଟି ବିଜ୍ଞପ୍ତି}}"
"%1$s, %2$s"
"ନୋଟଟେକିଂ"
"ବ୍ରଡକାଷ୍ଟ କରୁଛି"
"%1$s ବ୍ରଡକାଷ୍ଟ କରିବା ବନ୍ଦ କରିବେ?"
"ଯଦି ଆପଣ %1$s ବ୍ରଡକାଷ୍ଟ କରନ୍ତି କିମ୍ବା ଆଉଟପୁଟ ବଦଳାନ୍ତି, ତେବେ ଆପଣଙ୍କ ବର୍ତ୍ତମାନର ବ୍ରଡକାଷ୍ଟ ବନ୍ଦ ହୋଇଯିବ"
"%1$s ବ୍ରଡକାଷ୍ଟ କରନ୍ତୁ"
"ଆଉଟପୁଟ ବଦଳାନ୍ତୁ"
"ଅଜଣା"
"h:mm"
"kk:mm"
"%1$s ଖୋଲନ୍ତୁ"
"• ଆପ ସେଟ ଅପ କରାଯାଇଥିବା"
"• Walletରେ ଅତିକମରେ ଗୋଟିଏ କାର୍ଡ ଯୋଗ କରାଯାଇଥିବା"
"• ଏକ କେମେରା ଆପ ଇନଷ୍ଟଲ କରିବା"
"• ଆପ ସେଟ ଅପ କରାଯାଇଛି"
"• ଅତିକମରେ ଗୋଟିଏ ଡିଭାଇସ ଉପଲବ୍ଧ ଅଛି"
"ସର୍ଟକଟକୁ ସ୍ପର୍ଶ କରି ଧରି ରଖନ୍ତୁ"
"ବାତିଲ କରନ୍ତୁ"
"ବର୍ତ୍ତମାନ ସ୍କ୍ରିନ ସ୍ୱିଚ କରନ୍ତୁ"
"ଫୋନକୁ ଅନଫୋଲ୍ଡ କରନ୍ତୁ"
"ସ୍କ୍ରିନ ସ୍ୱିଚ କରିବେ?"
"ଉଚ୍ଚ ରିଜୋଲ୍ୟୁସନ ପାଇଁ ପଛ କେମେରା ବ୍ୟବହାର କରନ୍ତୁ"
"ଉଚ୍ଚ ରିଜୋଲ୍ୟୁସନ ପାଇଁ ଫୋନକୁ ଫ୍ଲିପ କରନ୍ତୁ"
"ଫୋଲ୍ଡ କରାଯାଇପାରୁଥିବା ଡିଭାଇସକୁ ଅନଫୋଲ୍ଡ କରାଯାଉଛି"
"ଫୋଲ୍ଡ କରାଯାଇପାରୁଥିବା ଡିଭାଇସକୁ ଫ୍ଲିପ କରାଯାଉଛି"
"%s ବେଟେରୀ ଚାର୍ଜ ବାକି ଅଛି"
"ଏକ ଚାର୍ଜର ସହ ଆପଣଙ୍କ ଷ୍ଟାଇଲସକୁ କନେକ୍ଟ କରନ୍ତୁ"
"ଷ୍ଟାଇଲସ ବେଟେରୀର ଚାର୍ଜ କମ ଅଛି"
"ଭିଡିଓ କେମେରା"
"ଏହି ପ୍ରୋଫାଇଲରୁ କଲ କରାଯାଇପାରିବ ନାହିଁ"
"ଆପଣଙ୍କ ୱାର୍କ ନୀତି ଆପଣଙ୍କୁ କେବଳ ୱାର୍କ ପ୍ରୋଫାଇଲରୁ ଫୋନ କଲ କରିବାକୁ ଅନୁମତି ଦିଏ"
"ୱାର୍କ ପ୍ରୋଫାଇଲକୁ ସ୍ୱିଚ କରନ୍ତୁ"
"ବନ୍ଦ କରନ୍ତୁ"
"ଲକ ସ୍କ୍ରିନ ସେଟିଂସ"
"ୱାଇ-ଫାଇ ଉପଲବ୍ଧ ନାହିଁ"
"କେମେରାକୁ ବ୍ଲକ କରାଯାଇଛି"
"କେମେରା ଏବଂ ମାଇକ୍ରୋଫୋନକୁ ବ୍ଲକ କରାଯାଇଛି"
"ମାଇକ୍ରୋଫୋନକୁ ବ୍ଲକ କରାଯାଇଛି"
"ପ୍ରାୟୋରିଟି ମୋଡ ଚାଲୁ ଅଛି"